Ezequiel 16
Oriya Bible (GL_ORIYA) vs ARIB
1 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 Ainda veio a mim a palavra do Senhor, dizendo:
2 ହେ ମନୁଷ୍ଯ ପୁତ୍ର, ୟିରୁଶାଲମ ନିବାସୀଙ୍କ ଘୃଣ୍ଯ ବ୍ଯବହାରକୁ ତୁମ୍ଭେ ସମାନଙ୍କେୁ ଜଣାଅ।
2 Filho do homem, faze conhecer a Jerusalém seus atos abomináveis;
3 ଏବଂ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ୟିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀଯ ଦେଶ ଅଟେ। ତୁମ୍ଭର ପିତା ଇ ମାରେୀଯ ଓ ମାତା ଜଣେ ହିତ୍ତୀଯା ଥିଲେ।
3 e dize: Assim diz o Senhor Deus a Jerusalém: A tua origem e o teu nascimento procedem da terra dos cananeus. Teu pai era amorreu, e a tua mãe hetéia.
4 ହେ ୟିରୁଶାଲମ, ତୁମ୍ଭର ଜନ୍ମ ବିବରଣୀ ହେଲା, ତୁମ୍ଭେ ଜନ୍ମ ହବୋ ଦିନ ତୁମ୍ଭର ନାଭି କଟା ହାଇେ ନ ଥିଲା। କିମ୍ବା ତୁମ୍ଭକୁ ପରିଷ୍କାର କରିବା ପାଇଁ ଜଳ ରେ ସ୍ନାନ କରାୟାଇ ନ ଥିଲା। ତୁମ୍ଭ ଶରୀର ରେ ଲବଣ ଦିଆୟାଇ ନ ଥିଲା କିମ୍ବା ତୁମ୍ଭକୁ ପଟି ରେ ଆବୃତ କରାୟାଇ ନ ଥିଲା।
4 E, quanto ao teu nascimento, no dia em que nasceste não te foi cortado o umbigo, nem foste lavada com água, para te alimpar; nem tampouco foste esfregada com sal, nem envolta em faixas;
5 ଏହିସବୁ କରିବା ପାଇଁ ସଠାେ ରେ କହେି ନ ଥିଲେ। ତୁମ୍ଭପ୍ରତି ଯତ୍ନ ନବୋକୁ କିମ୍ବା ଦୟା ଦଖାଇବୋ ପାଇଁ କହେି ସଠାେ ରେ ନ ଥିଲେ। ତୁମ୍ଭର ପିତାମାତା ତୁମ୍ଭକୁ ମଲୋ ପଡ଼ିଆ ରେ ଫୋପାଡ଼ି ଦଇେ ୟାଇଥିଲେ। ତୁମ୍ଭେ ଜନ୍ମ ହେଲାଠାରୁ ଘୃଣିତ ହେଲ।
5 ninguém se apiedou de ti para te fazer alguma destas coisas, compadecido de ti; porém foste lançada fora no campo, pelo nojo de ti, no dia em que nasceste.
6 ସେତବେେଳେ ମୁଁ (ପରମେଶ୍ବର) ତୁମ୍ଭ ପାଖ ଦଇେ ଗଲି। ମୁଁ ଲକ୍ଷ୍ଯ କଲି ତୁମ୍ଭେ ରକ୍ତ ରେ ଭିଜି ୟାଇଛ ତା'ପ ରେ ମୁଁ ତୁମ୍ଭକୁ କହିଲି, ଜୀବିତ ରୁହ ଯଦିଓ ତୁମ୍ଭେ ରକ୍ତରଞ୍ଜିତ ହାଇେଅଛ। ଯଦିଓ ତୁମ୍ଭେ ନିଜ ରକ୍ତରଞ୍ଜିତ ହାଇେଅଛ, ମୁଁ ତୁମ୍ଭକୁ କହିଲି, ବଞ୍ଚ।
6 E, passando eu por ti, vi-te banhada no teu sangue, e disse-te: Ainda que estás no teu sangue, vive; sim, disse-te: Ainda que estás no teu sangue, vive.
7 ମୁଁ ତୁମ୍ଭକୁ ସହେି କ୍ଷେତ୍ର ରେ ଉଦ୍ଭିଦ ପରି ବଢ଼ାଇଲି। ତହିଁରେ ତୁମ୍ଭେ ବୃଦ୍ଧି ପାଇ ୟୁବତୀ ହେଲ। ତୁମ୍ଭର ଋତୁସ୍ରାବ ହେଲା, ତୁମ୍ଭର ସ୍ତନୟୁଗଳ ସୁଢ଼ୋଳ ଓ ତୁମ୍ଭର କେଶ ଦୀର୍ଘ ହେଲା, କିନ୍ତୁ ତୁମ୍ଭେ ତଥାପି ବିବସନା ଓ ଉଲଗ୍ନ ଥିଲ।
7 Eu te fiz multiplicar como o renovo do campo. E cresceste, e te engrandeceste, e alcançaste grande formosura. Formaram-se os teus seios e cresceu o teu cabelo; contudo estavas nua e descoberta.
8 ଏବଂ ମୁଁ ଯେତବେେଳେ ତୁମ୍ଭକୁ ଅନାଇଲି, ସେତବେେଳେ ଦେଖିଲି ତୁମ୍ଭେ ପ୍ ରମେ କରିବା ପାଇଁ ରାଜି ହାଇୟୋଇଥିଲ। ତେଣୁ ମୁଁ ତୁମ୍ଭ ଶରୀର ଉପ ରେ ମାରେ ବସ୍ତ୍ର ଆବୃତ କଲି। ମୁଁ ଶପଥ କରି ତୁମ୍ଭ ସଙ୍ଗେ ନିଯମ ସ୍ଥିର କଲି ଏବଂ ତୁମ୍ଭେ ମାରେ ହେଲ।' ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି
8 Então, passando eu por ti, vi-te, e eis que o teu tempo era tempo de amores; e estendi sobre ti a minha aba, e cobri a tua nudez; e dei-te juramento, e entrei num pacto contigo, diz o Senhor Deus, e tu ficaste sendo minha.
9 'ତହୁଁ ମୁଁ ତୁମ୍ଭକୁ ଜଳ ରେ ସ୍ନାନ କରାଇଲି। ଆଉ ମୁଁ ସମ୍ପୂର୍ଣ୍ଣରୂପେ ତୁମ୍ଭ ଦହରେୁ ରକ୍ତ ଧୋଇ ଦଲେି ଓ ତୈଳ ରେ ତୁମ୍ଭକୁ ମର୍ଦ୍ଦନ କଲି।
9 Então te lavei com água, alimpei-te do teu sangue e te ungi com óleo.
10 ପୁଣି ମୁଁ ତୁମ୍ଭକୁ ବିଚିତ୍ର ବସ୍ତ୍ର ପିନ୍ଧାଇଲି। ଶିକୁଳ ଚର୍ମର ପାଦୁକା ପିନ୍ଧାଇଲି, ଶୁଭ୍ର ରେଶମ ବସ୍ତ୍ର ରେ ତୁମ୍ଭର କଟୀବନ୍ଧନ କରାଇଲି ଓ ପଟ୍ଟ ବସ୍ତ୍ର ରେ ବିଭୂଷିତା କଲି।
10 Também te vesti de bordados, e te calcei com pele de dugongo, cingi-te de linho fino, e te cobri de seda.
11 ଆହୁରି ମୁଁ ତୁମ୍ଭକୁ ଅଳଙ୍କାର ରେ ଭୂଷିତା କଲି। ତୁମ୍ଭ ହସ୍ତ ରେ କଙ୍କଣ ଓ ଗଳାଦେଶ ରେ ହାର ଦଲେି।
11 Também te ornei de enfeites, e te pus braceletes nas mãos e um colar ao pescoço.
12 ପୁଣି ମୁଁ ତୁମ୍ଭ ନାସିକା ରେ ନୋଥ, କର୍ଣ୍ଣ ରେ କର୍ଣ୍ଣଭୂଷଣ ଓ ମସ୍ତକରେ ସୁନ୍ଦର ମୁକୁଟ ଦଲେି।
12 E te pus um pendente no nariz, e arrecadas nas orelhas, e uma linda coroa na cabeça.
13 ଏହିରୂପେ ତୁମ୍ଭେ ସୁନା ଓ ରୂପା ରେ ବିଭୂଷିତା ହେଲ। ତୁମ୍ଭର ବସ୍ତ୍ର ଶୁଭ୍ର ରେଶମ ଓ ପଟ୍ଟଦ୍ବାରା ନିର୍ମିତ ଓ ଶିଳ୍ପ କର୍ମ ରେ ବିଚିତ୍ର ହେଲା। ତୁମ୍ଭେ ସରୁ ମଇଦା, ମଧୁ ଓ ତୈଳ ଭୋଜନ କଲ। ଆଉ ତୁମ୍ଭେ ପରମା ସୁନ୍ଦରୀ ହାଇେ ଅବଶଷେ ରେ ରାଣୀପଦ ଯୋଗ୍ଯ ହେଲ।
13 Assim foste ornada de ouro e prata, e o teu vestido foi de linho fino, de seda e de bordados; de flor de farinha te nutriste, e de mel e azeite; e chegaste a ser formosa em extremo, e subiste até a realeza.
14 ମୁଁ ତୁମ୍ଭକୁ ଏପରି ସୌନ୍ଦର୍ୟ୍ଯ ରେ ମାରେ ଐଶ୍ବର୍ୟ୍ଯ ଦ୍ବାରା ଏହାକୁ ବିମଣ୍ଡିତା କଲି ଯେ, ତୁମ୍ଭର ସୌନ୍ଦର୍ୟ୍ଯର ସୁଖ୍ଯାତି ନାନା ଦେଶ ରେ ବ୍ଯାପିଗଲା।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
14 Correu a tua fama entre as nações, por causa da tua formosura, pois era perfeita, graças ao esplendor que eu tinha posto sobre ti, diz o Senhor Deus.
15 କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।
15 Mas confiaste na tua formosura, e te corrompeste por causa da tua fama; e derramavas as tuas prostituições sobre todo o que passava, para seres dele.
16 ଏବଂ ତୁମ୍ଭେ ଆପଣା ବସ୍ତ୍ରର କିଛି ଅଂଶ ନଇେ ଆପଣା ପାଇଁ ନାନା ରଙ୍ଗ ରେ ଭୂଷିତ ଉଚ୍ଚସ୍ଥଳୀ ନିର୍ମାଣ କଲ ଓ ତହିଁ ଉପ ରେ ବ୍ଯଭିଚାରିଣୀ କର୍ମ କଲ। ଏପରି କାର୍ୟ୍ଯ ଘଟିବା ଉଚିତ୍ ନୁହେଁ।
16 E tomaste dos teus vestidos e fizeste lugares altos adornados de diversas cores, e te prostituíste sobre eles, como nunca sucedera, nem sucederá.
17 ଆହୁରି ମାରେସୁନା ଓ ରୂପା ରେ ନିର୍ମିତ ଯେଉଁସବୁ ସୁନ୍ଦର ଆଭରଣ ମୁଁ ଦେଖିଥିଲି ତୁମ୍ଭେ ତାହା ନଇେ ପୁରୁଷାକୃତି ପ୍ରତିମାଗଣ ନିର୍ମାଣ କରି ସମାନଙ୍କେ ସଙ୍ଗେ ବ୍ଯଭିଚାର କଲ।
17 Também tomaste as tuas belas jóias feitas do meu ouro e da minha prata que eu te havia dado, e te fizeste imagens de homens, e te prostituíste com elas;
18 ପୁଣି ତୁମ୍ଭେ ଆପଣା ବିଚିତ୍ର ବସ୍ତ୍ରସବୁ ନଇେ ସମାନଙ୍କେୁ ପିନ୍ଧାଇଲ ଓ ସମାନଙ୍କେ ସମ୍ମୁଖ ରେ ଆମ୍ଭର ତୈଳ ଓ ଆମ୍ଭର ଧୂପ ରଖିଲ।
18 e tomaste os teus vestidos bordados, e as cobriste; e puseste diante delas o meu azeite e o meu incenso.
19 ପୁଣି ଆମ୍ଭେ ଯେଉଁ ସରୁ ମଇଦା, ତୈଳ ଓ ମଧୁ ତୁମ୍ଭ ଖାଦ୍ୟ ପାଇଁ ଦଇେଥିଲୁ, ତୁମ୍ଭେ ସେସବୁ ସୌରଭାର୍ଥେ ସମାନଙ୍କେ ସମ୍ମୁଖ ରେ ରଖିଲ। ତୁମ୍ଭେ ଗଣିକା ସଦୃଶ ସହେି ପ୍ରତିମାଗଣଙ୍କୁ ସନ୍ତୁଷ୍ଟ କରିବାକୁ ଏହିସବୁ କଲ। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
19 E o meu pão que te dei, a flor de farinha, e o azeite e o mel, com que eu te sustentava, também puseste diante delas em cheiro suave, diz o Senhor Deus.
20 ମାେ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସହେି ପୁତ୍ର କନ୍ଯାଗଣକୁ ବଧକରି ସମାନଙ୍କେୁ ଭଣ୍ଡ ଦବେତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ୟଥେଷ୍ଟ ବେଶ୍ଯାବୃତ୍ତି କଲ ନାହିଁ କି ?
20 Além disto, tomaste a teus filhos e tuas filhas, que me geraras, e lhos sacrificaste, para serem devorados pelas chamas. Acaso foi a tua prostituição de tão pouca monta,
21 ତୁମ୍ଭେ ମାରେ ସନ୍ତାନଗଣଙ୍କୁ ହତ୍ଯା କରି ତୁମ୍ଭର ଭଣ୍ଡ ଦବେତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅଗ୍ନି ମଧିଅରେ ଉତ୍ସର୍ଗ କରିଅଛ।
21 que havias de matar meus filhos e lhos entregar, fazendo os passar pelo fogo?
22 ଏବଂ ତୁମ୍ଭର ସବୁ ଘୃଣ୍ଯ ଓ ବ୍ଯଭିଚାର କାର୍ୟ୍ଯ କଲା ବେଳେ ଆପଣା ୟୌବନାବସ୍ଥା ରେ ସହେି ବିବସନା ଓ ଉଲଗ୍ନା କଥା ମନେ ପକାଇଲ ନାହିଁ। ଆଉ ରକ୍ତ ରେ କିପରି ଛଟପଟ ହେଉଛିଲା ତାହା ସ୍ମରଣ କଲ ନାହିଁ।
22 E em todas as tuas abominações, e nas tuas prostituições, não te lembraste dos dias da tua mocidade, quando tu estavas nua e descoberta, e jazias no teu sangue.
23 ମାଟେ ଭାବରେ ତୁମ୍ଭେ ଏହା କରିଛ। ଏହା ତୁମ୍ଭ ପାଇଁ ବହୁତ ଖରାପ ଅଟେ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
23 E sucedeu, depois de toda a tua maldade {ai, ai de ti! diz o Senhor Deus},
24 ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରେତ୍ୟକକ ରାସ୍ତାର ଛକରେ ଦବେତାଗଣ ନିମନ୍ତେ ଉଚ୍ଚସ୍ଥଳୀ ୟଜ୍ଞବଦେୀ ନିର୍ମାଣ କରିଅଛ।
24 que te edificaste uma câmara abobadada, e fizeste lugares altos em todas as praças.
25 ତୁମ୍ଭେ ପ୍ରେତ୍ୟକକ ରାସ୍ତା ମୁଣ୍ଡ ରେ ପାଦପୀଠ ପ୍ରସ୍ତୁତ କରିଅଛ ଓ ନିଜର ସୌନ୍ଦର୍ୟ୍ଯକୁ ଘୃଣା କରିଅଛ। ଆଉ ପ୍ରେତ୍ୟକକ ପଥିକ ପାଇଁ ନିଜର ବସ୍ତ୍ର କାଢ଼ି ପକାଇଛ, ତୁମ୍ଭର ବ୍ଯଭିଚାରୀତାର ସୀମା ନାହିଁ।
25 A cada canto do caminho edificaste o teu lugar alto, e fizeste abominável a tua formosura, e alargaste os teus pés a todo o que passava, e multiplicaste as tuas prostituições.
26 ତୁମ୍ଭେ ମିଶର ସହିତ ଅବାଧ ୟୌନକ୍ରିଯା ଉପ ଭୋଗ କରିଛ, ତୁମ୍ଭର ବୃହତ ୟୌନାଙ୍ଗ ରେ ପଡ଼ୋଶୀ ୟୌନକ୍ରିଯା କରିଛନ୍ତି। ମାେତେ ବିରକ୍ତ କରିବା ପାଇଁ ତୁମ୍ଭେ ତା' ସହିତ ବହୁବାର ୟୌନକ୍ରିଯା କରିଥିଲ।
26 Também te prostituíste com os egípcios, teus vizinhos, grandemente carnais; e multiplicaste a tua prostituição, para me provocares à ira.
27 ତେଣୁ ମୁଁ ମାରହେସ୍ତ ତୁମ୍ଭ ବିରୁଦ୍ଧ ରେ ଉଠାଇଲି ଏବଂ ତୁମ୍ଭର ହଦେର କିଛି ଅଂଶ ନଇୟୋଇଛି। ମୁଁ ତୁମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କର କନ୍ଯାମାନଙ୍କୁ ହସ୍ତାନ୍ତର କରିଛି, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଏବଂ କାମୁକତା ରେ ଭାରାକ୍ରାନ୍ତ ହେଲେ।
27 Pelo que estendi a minha mão sobre ti, e diminuí a tua porção; e te entreguei à vontade dos que te odeiam, das filhas dos filisteus, as quais se envergonhavam do teu caminho depravado.
28 ତୁମ୍ଭେ ଅତୃପ୍ତ ହବୋରୁ ଅଶୂରୀଯମାନଙ୍କ ସହିତ ବ୍ଯଭିଚାର କରିଥିଲ। ତୁମ୍ଭେ ସମାନଙ୍କେ ସହିତ ବ୍ଯଭିଚାର କଲେ ହେଁ ସନ୍ତୁଷ୍ଟ ହାଇେ ନାହଁ।
28 Também te prostituíste com os assírios, porquanto eras insaciável; contudo, prostituindo-te com eles, nem ainda assim ficaste farta.
29 ତୁମ୍ଭେ କିଣାନ ଓ ବାବିଲକୁ ୟାଇଅଛ ଏବଂ ସଠାେ ରେ ତୁମ୍ଭର ବ୍ଯଭିଚାର ବଢ଼ାଇଛ, ତଥାପି ତୃପ୍ତ ହାଇେ ନାହଁ।
29 Demais multiplicaste as tuas prostituições na terra de tráfico, isto é, até Caldéia, e nem ainda com isso te fartaste.
30 ତୁମ୍ଭର ଇଚ୍ଛା କେତେ ଦୁର୍ବଳ, ଯେତବେେଳେ ତୁମ୍ଭେ ସ୍ବେଚ୍ଛାଚାରିଣୀ ବେଶ୍ଯା ସ୍ତ୍ରୀ ପରି ଏହିସବୁ କାର୍ୟ୍ଯ କରିଅଛ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
30 Quão fraco é teu coração, diz o Senhor Deus, fazendo tu todas estas coisas, obra duma meretriz desenfreada,
31 ଯେତବେେଳେ ତୁମ୍ଭେ ପ୍ରେତ୍ୟକକ ରାସ୍ତା ମୁଣ୍ଡ ରେ ଆପଣା ଆପଣା ଗୃହ ନିର୍ମାଣ କରିଅଛ ଓ ପ୍ରେତ୍ୟକକ ଛକରେ ଆପଣା ଉଚ୍ଚସ୍ଥଳୀ ୟଜ୍ଞବଦେୀ ନିର୍ମାଣ କରିଅଛ। ତୁମ୍ଭେ ପ୍ରକୃତ ରେ ଜଣେ ବେଶ୍ଯା ପରି ନୁହଁ, ତୁମ୍ଭେ ବ୍ଯଭିଚାରିଣୀ କାର୍ୟ୍ଯ ରେ ଲିପ୍ତ ହେଲ, କିନ୍ତୁ ମୁଦ୍ରା ନଲେ ନାହିଁ।
31 edificando a tua câmara abobadada no canto de cada caminho, e fazendo o teu lugar alto em cada rua! Não foste sequer como a meretriz, pois desprezaste a paga;
32 ତୁମ୍ଭେ ଜଣେ ବ୍ଯଭିଚାରିଣୀ ସ୍ତ୍ରୀ, ତୁମ୍ଭେ ସ୍ବାମୀକୁ ଛାଡ଼ି ଆଗନ୍ତୁକ ପୁରୁଷମାନଙ୍କୁ ୟୌନ ସହଚର ରୂପେ ପସନ୍ଦ କଲ।
32 tens sido como a mulher adúltera que, em lugar de seu marido, recebe os estranhos.
33 ଲୋକେ ବେଶ୍ଯାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ ରମେିକମାନ୍କୁ ଭଡ଼ା ଦଇେ ବ୍ଯଭିଚାର କରୁଅଛ। ଆଉ ତୁମ୍ଭର ବେଶ୍ଯାବୃତ୍ତି କ୍ରମେ ସମାନେେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସମାନଙ୍କେୁ ଲାଞ୍ଚ ଦଇେଅଛ।
33 A todas as meretrizes se dá a sua paga, mas tu dás presentes a todos es teus amantes; e lhes dás peitas, para que venham a ti de todas as partes, pelas tuas prostituições.
34 ତୁମ୍ଭର ବେଶ୍ଯାବୃତ୍ତି ଅନ୍ୟ ବେଶ୍ଯାଙ୍କଠାରୁ ବିପରୀତ ଅଟେ। ଅନ୍ୟ ବେଶ୍ଯାମାନେ ଜାର ପୁରୁଷଠାରୁ ଭଡ଼ା ନେଉଥିଲା ବେଳେ ତୁମ୍ଭେ ଜାରପୁରୁଷକୁ ତୁମ୍ଭ ସହିତ ବ୍ଯଭିଚାର ପାଇଁ ଭଡ଼ା ଦଇେଥାଅ।
34 Assim és diferente de outras mulheres nas tuas prostituições; pois ninguém te procura para prostituição; pelo contrário tu dás a paga, e não a recebes; assim és diferente.
35 ଏଣୁ ହେ ଗଣିକା, ସଦାପ୍ରଭୁଙ୍କ ବାକ୍ଯ ଶୁଣ।
35 Portanto, ó meretriz, ouve a palavra do Senhor.
36 ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ତୁମ୍ଭର ପ୍ ରମେିକଗଣ ସଙ୍ଗେ ବ୍ଯଭିଚାର ହତେୁ ତୁମ୍ଭର ଉଲଗ୍ନତା ଅନାବୃତ ହାଇେଅଛି। ତୁମ୍ଭେ ତୁମ୍ଭର ଘୃଣ୍ଯ ମୂର୍ତ୍ତିମାନଙ୍କୁ ଆପଣା ସନ୍ତାନଗଣର ରକ୍ତ ଦଇେଅଛି।
36 Assim diz o Senhor Deus: Pois que se derramou a tua lascívia, e se descobriu a tua nudez nas tuas prostituições com os teus amantes; por causa também de todos os ídolos das tuas abominações, e do sangue de teus filhos que lhes deste;
37 ତେଣୁ ମୁଁ ତୁମ୍ଭର ସମସ୍ତ ପ୍ ରମେିକମାନଙ୍କୁ ଏକତ୍ରୀତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ ରମେ କର। ମୁଁ ସମାନଙ୍କେୁ ତୁମ୍ଭ ବିରୁଦ୍ଧ ରେ ଚାରିଆଡ଼ୁ ଏକତ୍ରୀତ କରିବି ଏବଂ ତୁମ୍ଭର ନଗ୍ନତା ସମାନଙ୍କେ ଆଗ ରେ ଅନାବୃତ କରିବି। ଏବଂ ସମାନଙ୍କେୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦବେି। ସମାନେେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ।
37 portanto eis que ajuntarei todos os teus amantes, com os quais te deleitaste, como também todos os que amaste, juntamente com todos os que odiaste, sim, ajuntá-los-ei contra ti em redor, e descobrirei a tua nudez diante deles, para que vejam toda a tua nudez.
38 ମୁଁ ତୁମ୍ଭକୁ ବ୍ଯଭିଚାରିଣୀ ଓ ହତ୍ଯାକାରିଣୀ ରୂପେ ବିଚାର କରିବି। ଏବଂ କୋପ ଓ ଅନ୍ତଜ୍ବାଳାର ରକ୍ତ ତୁମ୍ଭ୍ ଉପ ରେ ଉପସ୍ଥିତ କରିବି।
38 E julgar-te-ei como são julgadas as adúlteras e as que derramam sangue; e entregar-te-ei ao sangue de furor e de ciúme.
39 ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ ରମେିକମାନଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନେେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସମାନେେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସମାନେେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦବେେ।
39 Também te entregarei nas mãos dos teus inimigos, e eles derribarão a tua câmara abobadada, e demolirão os teus altos lugares, e te despirão os teus vestidos, e tomarão as tuas belas jóias, e te deixarão nua e descoberta.
40 ଏବଂ ସମାନେେ ତୁମ୍ଭ ବିରୁଦ୍ଧ ରେ ଏକ ଜନ ସମାଜକୁ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ସମାନଙ୍କେ ଖଡ୍ଗ ରେ ତୁମ୍ଭକୁ ଖଣ୍ଡ ବିଖଣ୍ଡିତ କରିବେ।
40 Então farão subir uma hoste contra ti, e te apedrejarão, e te traspassarão com as suas espadas.
41 ସମାନେେ ତୁମ୍ଭର ଗୃହସବୁ ଅଗ୍ନି ରେ ଦଗ୍ଧ କରିବେ। ବହୁତ ସ୍ତ୍ରୀ ଲୋକମାନଙ୍କ ସମ୍ମୁଖ ରେ ସମାନେେ ତୁମ୍ଭକୁ ଦଣ୍ଡିତ କରିବେ। ତୁମ୍ଭ ବ୍ଯଭିଚାରୀତାର ମୁଁ ପୂର୍ଣ୍ଣଛଦେ ପକାଇବି ଏବଂ ତୁମ୍ଭେ ତୁମ୍ଭର ପ୍ ରମେିକମାନଙ୍କୁ ଆଉ ଭଡ଼ା ଦବେ ନାହିଁ।
41 E queimarão as tuas casas a fogo, e executarão juízos contra ti, à vista de muitas mulheres; e te farei cessar de ser meretriz, e paga não darás mais.
42 ଏହିରୂପେ ତୁମ୍ଭ ପ୍ରତି ଆମ୍ଭର କୋପ ଶାନ୍ତ ହବେ ଓ ତୁମ୍ଭଠାରୁ ଆମ୍ଭର ଅନ୍ତଜର୍ବାଳା ୟିବ। ଆଉ ଆମ୍ଭେ କ୍ଷାନ୍ତ ହାଇେ କୋରଧ କରିବା ନାହିଁ।
42 Assim satisfarei em ti o meu furor, e os meus ciúmes se desviarão de ti; também me aquietarei, e não tornarei mais a me indignar.
43 ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ୟୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ୟ୍ଯ ଦ୍ବାରା ମାେତେ କୋରଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ଯବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ଯ କାର୍ୟ୍ଯ ସହିତ ବେଶ୍ଯାବୃତ୍ତିକୁ ୟୋଡ଼ିବା ରେ କଣ ଅଧିକ ପ୍ରାଧାନ୍ଯ ହାଇେ ନ ଥିଲା ? ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଲେ।
43 Porquanto não te lembraste dos dias da tua mocidade, mas me provocaste à ira com todas estas coisas, eis que eu farei recair o teu caminho sobre a tua cabeça diz o Senhor Deus. Pois não acrescentaste a infidelidade a todas as tuas abominações?
44 ଯେଉଁ ଲୋକମାନେ ପ୍ରବଚନ ବ୍ଯବହାର କରନ୍ତି, ତୁମ୍ଭ୍ ଉପ ରେ ଏହା ପ୍ରଯୋଗ କରିବେ। 'ମାଆ ଗୁଣେ ଝିଅ।'
44 Eis que todo o que usa de provérbios usará contra ti deste provérbio: Tal mãe, tal filha.
45 ତୁମ୍ଭେ ପ୍ରକୃତ ରେ ତୁମ୍ଭ ମାତାର କନ୍ଯା। ସେ ଆପଣା ସ୍ବାମୀକି ଓ ସନ୍ତାନକୁ ଘୃଣା କରେ। ତୁମ୍ଭେ ଠିକ୍ ତୁମ୍ଭ ଭଉଣୀମାନଙ୍କ ପରି। ସମାନେେ ସମାନଙ୍କେର ସ୍ବାମୀକି ଓ ସନ୍ତାନକୁ ଘୃଣା କରନ୍ତି। ତୁମ୍ଭେ ବାସ୍ତବ ରେ ତୁମ୍ଭ ପିତାମାତାଙ୍କ ସଦୃଶ। ତୁମ୍ଭର ମାତା ଜଣେ ହିତ୍ତୀଯା ଓ ତୁମ୍ଭ ପିତା ଜଣେ ଇ ମାରେୀଯ ଥିଲେ।
45 Tu és filha de tua mãe, que tinha nojo de seu marido e de seus filhos; e tu és irmã de tuas irmãs, que tinham nojo de seus maridos e de seus filhos. Vossa mãe foi hetéia, e vosso pai amorreu.
46 ଏବଂ ତୁମ୍ଭର ବଡ଼ ଭଉଣୀ ଶମରିଯା, ସେ ଆପଣା କନ୍ଯାଗଣ ସହିତ ତୁମ୍ଭର ବାମ ଦିଗ ରେ ବାସ କଲେ। ଏବଂ ସଦୋମ ତୁମ୍ଭର ସାନ ଭଉଣୀ, ସେ ଓ ତାହାର କନ୍ଯାଗଣ ତୁମ୍ଭର ଦକ୍ଷିଣ ଦିଗ ରେ ବାସ କରନ୍ତି।
46 E tua irmã maior, que habita à tua esquerda, é Samária, ela juntamente com suas filhas; e tua irmã menor, que habita à tua mão direita, é Sodoma e suas filhas.
47 ତୁମ୍ଭେ କବଳେ ସମାନଙ୍କେର ଘୃଣ୍ଯ ପ୍ରଥାକୁ ଅନୁସରଣ କଲ ନାହିଁ। କିନ୍ତୁ ସତେ ଯେପରି ଏହା ମନ୍ଦ ନୁହେଁ। ତୁମ୍ଭେ ସମାନଙ୍କେ ଅପେକ୍ଷା ଅଧିକ ଭ୍ରଷ୍ଟାଚାର କରିଛ।
47 Todavia não andaste nos seus caminhos, nem fizeste conforme as suas abominações; mas, como se isso mui pouco fora, ainda te corrompeste mais do que elas, em todos os teus caminhos.
48 ମାରେସଦାପ୍ରଭୁ କହନ୍ତି, ମୁଁ ଜୀବିତ ଅଛି ଏବଂ ମାରଜେୀବନର ପ୍ରତିଜ୍ଞା କରି କହୁଅଛି, ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ଯାଗଣ ତୁମ୍ଭପରି ଓ ତୁମ୍ଭ କନ୍ଯାଗଣ ପରି କୁକର୍ମ କରି ନାହାଁନ୍ତି।
48 Vivo eu, diz o Senhor Deus, não fez Sodoma, tua irmã, nem ela nem suas filhas, como fizeste tu e tuas filhas.
49 ପରମେଶ୍ବର କହନ୍ତି, ତୁମ୍ଭର ଭଉଣୀ ସଦୋମ ଓ ତାହାର ଭଉଣୀମାନେ ସମାନଙ୍କେର ଅହଂକାର ପାଇଁ ଦୋଷୀ ହେଲେ। ଯଦିଓ ସମାନଙ୍କେର ୟଥେଷ୍ଟ ଖାଦ୍ୟ ଓ ସୌଭାଗ୍ଯ ଜନିତ ଶାନ୍ତି ଥିଲେ ମଧ୍ଯ ସମାନେେ ଗରିବ ଓ ଅସହାୟ ଲୋକଙ୍କୁ ସାହାୟ୍ଯ କରୁ ନ ଥିଲେ।
49 Eis que esta foi a iniqüidade de Sodoma, tua irmã: Soberba, fartura de pão, e próspera ociosidade teve ela e suas filhas; mas nunca fortaleceu a mão do pobre e do necessitado.
50 ଏବଂ ସମାନେେ ଅହଙ୍କାରିଣୀ ଥିଲେ ଓ ମୁଁ ଯାହା ତୀବ୍ର ଭାବରେ ଘୃଣା କରେ, ସମାନେେ ତାହା କଲେ। ତେଣୁ ମାେ ଦୃଷ୍ଟି ରେ ମୁଁ ସମାନଙ୍କେୁ ଉଚିତ୍ ଦଣ୍ଡ ଦଲେି।
50 Também elas se ensoberbeceram, e fizeram abominação diante de mim; pelo que, ao ver isso, as tirei do seu lugar.
51 ପରମେଶ୍ବର କହିଲେ, ଶମରିଯା ତୁମ୍ଭ ପାପସବୁର ଅର୍ଦ୍ଧକେ ପାପ କରି ନାହିଁ। ତୁମ୍ଭର ବ୍ଯବହାର ତା' (ସ୍ତ୍ରୀ) ଅପେକ୍ଷା ଅଧିକ ଖରାପ, ଯେଉଁସବୁ ଘୃଣ୍ଯ କର୍ମ ତୁମ୍ଭର ଭଉଣୀକୁ ଧାର୍ମିକ ଆବିର୍ଭାବ କରିବା ପାଇଁ କଲ।
51 Demais Samária não cometeu metade de teus pecados; e multiplicaste as tuas abominações mais do que elas, e justificaste a tuas irmãs, com todas as abominações que fizeste.
52 ତେଣୁ ବର୍ତ୍ତମାନ ତୁମ୍ଭର ପାପ ସହିତ ଅପମାନକୁ ମଧ୍ଯ ବହନ କର। ଯେଉଁଗୁଡ଼ାକ ସମାନଙ୍କେର ଅପେକ୍ଷା ଅଧିକ। ତୁମ୍ଭେ ତୁମ୍ଭର ଭଉଣୀମାନଙ୍କୁ କିଛି କ୍ଷମା କଲ ଯେଉଁମାନେ କି ତୁମ୍ଭ ଅପେକ୍ଷା ବେଶୀ ଧାର୍ମିକ ଥିଲେ। ତେଣୁ ବର୍ତ୍ତମାନ ତୁମ୍ଭକୁ ଧିକ୍। ତୁମ୍ଭର ଭଉଣୀମାନଙ୍କୁ ନ୍ଯାଯ ଦବୋ ସକାେଶ ଅପମାନ ବହନ କର।
52 Tu, também, pois que deste sentença favorável a tuas irmãs, leva a tua vergonha; por causa de teus pecados, que fizeste mais abomináveis do que elas, mais justas são elas do que tu; confunde-te logo também, e sofre a tua vergonha, porque justificaste a tuas irmãs.
53 ପରମେଶ୍ବର କହିଲେ, ମୁଁ ସଦୋମ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣକୁ ଓ ଶମରିଯା ଏବଂ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣଙ୍କୁ ବିନାଶ କରିବି। ୟିରୁଶାଲମ ମଧ୍ଯ ଧ୍ବଂସ ହବେ। କିନ୍ତୁ ମୁଁ ସହେି ସମଗ୍ର ନଗର ଓ ୟିରୁଶାଲମକୁ ପୁନର୍ବାର ନିର୍ମାଣ କରିବି।
53 Eu, pois, farei tornar do cativeiro a elas, a Sodoma e suas filhas, a Samária e suas filhas, e aos de vós que são cativos no meio delas;
54 ତୁମ୍ଭର ଭଉଣୀମାନଙ୍କୁ ସାନ୍ତ୍ବନା ଦଇେ ତୁମ୍ଭେ ଯାହା କଲ, ସେଥିପାଇଁ ତୁମ୍ଭକୁ ହୁଏତ ଅପମାନିତ ହବୋକୁ ଓ ଦୁଃଖିତ ହବୋକୁ ପଡ଼ିବ।
54 para que sofras a tua vergonha, e sejas envergonhada por causa de tudo o que fizeste, dando-lhes tu consolação.
55 ତେଣୁ ତୁମ୍ଭର ଭଉଣୀ ସଦୋମ ଓ ତାହାର କନ୍ଯାଗଣ, ଶମରିଯା ଓ ତାହାର କନ୍ଯାଗଣ ଏବଂ ତୁମ୍ଭେ ଓ ତୁମ୍ଭର କନ୍ଯାଗଣ ପୁନଃମିଳିତ ହବେ ଅର୍ଥାତ୍ ତୁମ୍ଭର ପୂର୍ବ ଅବସ୍ଥାକୁ ଫରେିଆସିବ।
55 Quanto a tuas irmãs, Sodoma e suas filhas, tornarão ao seu primeiro estado; e Samária e suas filhas tornarão ao seu primeiro estado; também tu e tuas filhas tornareis ao vosso primeiro estado.
56 ପରମେଶ୍ବର କହିଲେ, ଅତୀତ ରେ ତୁମ୍ଭେ ତୁମ୍ଭର ଗର୍ବ ହତେୁ ତୁମ୍ଭ ଭଗିନୀ ସଦୋମକୁ ପରିହାସ କରୁଥିଲ। ମାତ୍ର ଆଉ ତୁମ୍ଭେ ତାହା କରିପାରିବ ନାହିଁ।
56 Não foi Sodoma, tua irmã, um provérbio na tua boca, no dia da tua soberba,
57 ସେ ସମୟରେ ତୁମ୍ଭର ଦୁଷ୍ଟତା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଅରାମର କନ୍ଯାଗଣ ତୁମ୍ଭକୁ ହୀନ କଲେ ଓ ତାହାର ଚତୁର୍ଦ୍ଦିଗସ୍ଥ କନ୍ଯାଗଣ ଓ ପଲେଷ୍ଟୀୟମାନଙ୍କର କନ୍ଯାଗଣ ତୁମ୍ଭକୁ ତାଚ୍ଛଲ୍ଯ କଲେ।
57 antes que fosse descoberta a tua maldade? Agora, de igual modo, te fizeste objeto de opróbrio das filhas da Síria, e de todos os que estão ao redor dela, e para as filhas dos filisteus, que te desprezam em redor.
58 ବର୍ତ୍ତମାନ ତୁମ୍ଭେ ତୁମ୍ଭର ଘୃଣ୍ଯ କ୍ରିଯା ଓ ବ୍ଯଭିଚାରର ଭାର ବହନ କରିବ। ଏହା ସଦାପ୍ରଭୁ କହିଛନ୍ତି।
58 Pela tua perversidade e as tuas abominações estás sofrendo, diz o Senhor.
59 ଏଥିପାଇଁ ସଦାପ୍ରଭୁ, ମାରେ ପ୍ରଭୁ ଯାହା କହନ୍ତି, ତୁମ୍ଭେ ଚୁକ୍ତି ଅବଜ୍ଞା କରି ନିଯମ ଯେପରି ଭଗ୍ନ କରିଅଛ, ମୁଁ ସହେିପରି ବ୍ଯବହାର କରିବି।
59 Pois assim diz o Senhor Deus: Eu te farei como fizeste, tu que desprezaste o juramento, quebrantando o pacto.
60 କିନ୍ତୁ ତୁମ୍ଭ ସହିତ ୟୌବନାବସ୍ଥା ରେ ମୁଁ ଯେଉଁ ଚୁକ୍ତି କରିଥିଲି ତାହାକୁ ସ୍ମରଣ କରିବି ଓ ତୁମ୍ଭପ୍ରତି ମୁଁ ଚିରଦିନ ପାଇଁ ଏକ ନିଯମକୁ ସମର୍ଥନ କରିବି।
60 Contudo eu me lembrarei do meu pacto, que fiz contigo nos dias da tua mocidade; e estabelecerei contigo um pacto eterno.
61 ସେ ସମୟରେ ତୁମ୍ଭେ ଯେତବେେଳେ ଆପଣା ବଡ଼ ଓ ସାନ ଭଗିନୀଗଣକୁ ଗ୍ରହଣ କରିବ, ସେତବେେଳେ ତୁମ୍ଭେ ନିଜର ଚରିତ୍ରହୀନତା ୟୋଗୁଁ ଲଜ୍ଜିତା ହବେ। ମୁଁ ସମାନଙ୍କେୁ କନ୍ଯାରୂପେ ତୁମ୍ଭକୁ ଦବେି, କିନ୍ତୁ ତୁମ୍ଭର ଚୁକ୍ତି ଅନୁସାରେ ନୁହେଁ।
61 Então te lembrarás dos teus caminhos, e ficarás envergonhada, quando receberes tuas irmãs, as mais velhas e as mais novas, e eu tas der por filhas, mas não por causa do pacto contigo.
62 ଏବଂ ମୁଁ ତୁମ୍ଭ ସହିତ ମାରେ ନିଯମକୁ ସମର୍ଥନ କରିବି। ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେ ହୃଦ ବୋଧ କରିବ।
62 E estabelecerei o meu pacto contigo, e saberás que eu sou o Senhor;
63 ତୁମ୍ଭେ ଯାହାସବୁ କରିଅଛ, ଯେତବେେଳେ ମୁଁ ସେସବୁକୁ ସଂ ଶାଧେନ କରି ଦବେି। ସେତବେେଳେ ତୁମ୍ଭେ ସ୍ମରଣ କରି ଲଜ୍ଜିତ ହବେ ଓ ନିଜ ଅପମାନ ହତେୁ ଆଉ କବେେ ଆପଣା ମୁଖ ଫିଟାଇବ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
63 para que te lembres, e te envergonhes, e nunca mais abras a tua boca, por causa da tua vergonha, quando eu te perdoar tudo quanto fizeste, diz o Senhor Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 16, comparar traduções ou montar um estudo — tudo direto pelo WhatsApp.