Ezequiel 15
Oriya Bible (GL_ORIYA) vs NAA
1 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 A palavra do Senhor veio a mim, dizendo:
2 ହେ ମନୁଷ୍ଯ ପୁତ୍ର, ଦ୍ରାକ୍ଷାଲତାର ଶାଖା, ବନସ୍ଥ ବୃକ୍ଷଗଣର ଶାଖା ଅପେକ୍ଷା କ'ଣ ଅଧିକ ଶକ୍ତ ? ଏବଂ ଏହା ଅନ୍ୟ କୌଣସି ଶାଖା ଅପେକ୍ଷା ଭଲ କି ?
2 — Filho do homem, de todos os ramos das árvores da floresta, o que acontece com a lenha da videira?
3 କୌଣସି କାର୍ୟ୍ଯ ନିମନ୍ତେ ତୁମ୍ଭେ କ'ଣ ସହେି କାଠ ନବେ ? ନା ! ଆଉ କୌଣସି ପାତ୍ର ଟାଙ୍ଗିବା ନିମନ୍ତେ ଲୋକେ କ'ଣ ସେଥିରୁ ମେଖ କରିବ ? ନା !
3 Será que essa madeira pode ser empregada para fazer alguma obra? Será que é possível tirar dela uma estaca para pendurar objetos?
4 ଲୋକେ କବଳେ ଜାଳ ହବୋପାଇଁ ତାକୁ ଅଗ୍ନି ରେ ପକାନ୍ତି। ତା'ର ଦୁଇମୁଣ୍ଡ ଅଗ୍ନି ରେ ପୋଡ଼ିୟାଏ ଓ ମଝିଅଂଶ ଅର୍ଦ୍ଧଦ' ରହେ। ତାହା କ'ଣ କୌଣସି କାର୍ୟ୍ଯ ରେ ଆସିବ ?
4 Eis que é jogada no fogo, para ser queimada. Se o fogo queima as duas extremidades, e o meio fica também carbonizado, será que serve para alguma obra?
5 ଅଗ୍ନି ରେ ନ ପୋଡ଼ିବା ପୂର୍ବରୁ ସେ କୌଣସି କାର୍ୟ୍ଯ ପାଇଁ ଯୋଗ୍ଯ ହେଲା ନାହିଁ କି ଅଗ୍ନି ରେ ଦ' ହେଲାପ ରେ ତାହା କୌଣସି କାର୍ୟ୍ଯ ପାଇଁ ଯୋଗ୍ଯ ହେଲା ନାହିଁ।
5 Ora, se já não servia para nada quando estava inteira, muito menos servirá para fazer alguma coisa depois que o fogo a queimou ou estiver carbonizada.
6 ସଦାପ୍ରଭୁ ମାରେ ପ୍ରଭୁ କହନ୍ତି : ବନର ସମସ୍ତ ବୃକ୍ଷ ମଧ୍ଯରୁ ମାରଜୋଳଣେି ପାଇଁ ଦ୍ରାକ୍ଷା କାଠ ଅଛି। ମୁଁ ୟିରୁଶାଲମ ନିବାସୀମାନଙ୍କୁ ଏହିପରି କରିବି।
6 — Portanto, assim diz o Senhor Deus: Como a lenha da videira entre as árvores da floresta, que entreguei ao fogo para ser queimada, assim entregarei os moradores de Jerusalém.
7 ମୁଁ ସମାନଙ୍କେ ବିରୁଦ୍ଧ ରେ ମାରେ ମୁହଁ ବୁଲାଇବି। ଯଦି ସମାନେେ ଅଗ୍ନିରୁ ରକ୍ଷା ପାଇଗଲେ, ତଥାପି ସହେି ଅଗ୍ନି ସମାନଙ୍କେୁ ଗ୍ରାସ କରିବ। ଯେ ହତେୁ ମୁଁ ସମାନଙ୍କେ ବିରୁଦ୍ଧ ରେ ବିମୁଖ ହାଇେଛି, ଏହା ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
7 Voltarei o rosto contra eles. Mesmo que saiam do fogo, o fogo os consumirá. E vocês saberão que eu sou o Senhor , quando tiver voltado o rosto contra eles.
8 ଏବଂ ମୁଁ ସେ ଦେଶକୁ ଧ୍ବଂସ କରିବି, କାରଣ ସମାନେେ ମାେ ପ୍ରତି ମହା ଅବିଶ୍ବାସ କରିଛନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହନ୍ତି।
8 Tornarei a terra em desolação, porque cometeram graves transgressões, diz o Senhor Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 15, comparar traduções ou montar um estudo — tudo direto pelo WhatsApp.