Ezequiel 13
Oriya Bible (GL_ORIYA) vs BKJ
1 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
1 E a palavra do SENHOR veio a mim, dizendo:
2 ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ଯେଉଁମାନେ ସମାନଙ୍କେ ଇଚ୍ଛା ବିରୁଦ୍ଧ ରେ ଭବିଷ୍ଯତ ବାକ୍ଯ ପ୍ରଚାର କରନ୍ତି। ସମାନଙ୍କେୁ କୁହ, 'ସଦାପ୍ରଭୁଙ୍କର ବାକ୍ଯ ଶୁଣ।
2 Filho do homem, profetiza contra os profetas de Israel que profetizam, e diz a eles que profetizam de seus próprios corações: Ouvi a palavra do SENHOR;
3 ମାରେ ପ୍ରଭୁ ସଦାପ୍ରଭୁ ଏହା କହନ୍ତି, ଯେଉଁ ନିର୍ବୋଧ ଭବିଷ୍ଯଦବକ୍ତାମାନେ ପ୍ରକୃତ ଦର୍ଶନ ପ୍ରାପ୍ତ ନ ହାଇେ ନିଜ ନିଜ ଇଚ୍ଛାର ଅନୁସରଣ କରନ୍ତି, କିନ୍ତୁ ପ୍ରକୃତ ଦର୍ଶନ ଦେଖନ୍ତି ନାହିଁ।
3 assim diz o Senhor DEUS: Ai dos profetas tolos, que seguem o seu próprio espírito, e que nada viram!
4 ହେ ଇଶ୍ରାୟେଲ, ତୁମ୍ଭର ଭବିଷ୍ଯଦବକ୍ତାଗଣ ଉଜଡ଼ା ସ୍ଥାନର କୋକିଶିଆଳୀ ତୁଲ୍ଯ ହାଇେଅଛନ୍ତି।
4 Ó Israel, os teus profetas são como as raposas nos desertos.
5 ତୁମ୍ଭମାନେେ ଗଲ ନାହିଁ ଓ ଇଶ୍ରାୟେଲର ଚତୁଃପାଶର୍ବର ଭଗ୍ନ ପ୍ରାଚୀର ତିଆରି କଲ ନାହିଁ, ଯାହା ଫଳ ରେ ସଦାପ୍ରୁଙ୍କର ସଂଗ୍ରାମ ରେ ଏହା ନିଜକୁ ନିଜେ ସୁରକ୍ଷା ଦଇେଥାନ୍ତ।
5 Não subistes às brechas, nem reparastes a cerca para a casa de Israel, para ficardes de pé na batalha no dia do SENHOR.
6 ଏହି ଭଣ୍ଡ ଭବିଷ୍ଯଦବକ୍ତାଗଣ ମିଥ୍ଯା ଦର୍ଶନ ପାଆନ୍ତି ଓ ସମାନଙ୍କେର ଅଲୌକିକ ଶକ୍ତି ମିଥ୍ଯା ଅଟେ। ସମାନେେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସମାନଙ୍କେୁ ପଠାଇ ନ ଥିଲେ ଏବଂ ସମାନଙ୍କେ ବାକ୍ଯ ସତ୍ଯ ହବେ ବୋଲି ଲୋକମାନେ ଆଶା କରନ୍ତି।
6 Eles têm falsa visão e adivinhação mentirosa, dizendo: Assim diz o SENHOR; e o SENHOR não os enviou; e esperam que outros confirmem a sua palavra.
7 'ଏହା କ'ଣ ସତ୍ଯ ନୁହେଁ, ତାହା ତୁମ୍ଭେ ମିଥ୍ଯା ଦର୍ଶନ ଓ ତୁମ୍ଭର ଅଲୌକିକ ଶକ୍ତି, ଯାହା ପ୍ରଚାର କର, ତାହା ମିଥ୍ଯା ଅଟେ ? ଏବଂ ଏପରି ତୁମ୍ଭେ କହିଛ, ସଦାପ୍ରଭୁ ଏହା କହନ୍ତି, ଯେପରି ଆମ୍ଭେ ତୁମ୍ଭକୁ ପଠାଇ ନ ଥିଲୁ ?
7 Não tivestes uma vã visão, e não falastes adivinhação mentirosa, quando dizeis: O SENHOR o diz; embora eu não o tenha falado?
8 ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହିଛନ୍ତି, ଯେ ହତେୁ ତୁମ୍ଭମାନେେ ମିଥ୍ଯା କଥା କହିଅଛ ଓ ମିଥ୍ଯା ଦର୍ଶନ ପାଇଅଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କର ବିରୁଦ୍ଧ ରେ ୟିବା। ସଦାପ୍ରଭୁ ମାରେ ପ୍ରଭୁ ଏହା କହନ୍ତି।
8 Portanto, assim diz o Senhor DEUS: Porque falastes vaidade, e vistes mentiras, portanto, eis que eu sou contra vós, diz o Senhor DEUS.
9 ଯେଉଁ ଭବିଷ୍ଯଦବକ୍ତାମାନେ ମିଥ୍ଯା ଦର୍ଶନ ପାଇବାର ବାହାନା କରନ୍ତି ଓ ମିଥ୍ଯା ଅଲୌକିକ ଶକ୍ତି ଘାଷେଣା କରନ୍ତି, ମାରେ ହସ୍ତ ସମାନଙ୍କେ ବିରୁଦ୍ଧ ରେ ୟିବ, ସମାନେେ ମାେ ଲୋକମାନଙ୍କ ମନ୍ତ୍ରୀ ସଭା ରେ ରହିବେ ନାହିଁ। ଇଶ୍ରାୟେଲର ପରିବାର ତାଲିକା ରେ ସମାନଙ୍କେର ନାମଗୁଡ଼ିକ ତାଲିକାଭୁକ୍ତ ହବେ ନାହିଁ। ଏବଂ ଇଶ୍ରାୟେଲ ଦେଶ ରେ ସମାନେେ ପ୍ରବେଶ କରିବେ ନାହିଁ। ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
9 E a minha mão estará sobre os profetas que veem vaidade, e que adivinham mentiras; eles não estarão na assembleia do meu povo, nem estarão escritos nos registros da casa de Israel, nem entrarão na terra de Israel; e sabereis que eu sou o Senhor DEUS.
10 ସଠାେ ରେ ଶାନ୍ତି ଅଛି ବୋଲି କହି ଏହି ଭବିଷ୍ଯଦବକ୍ତାମାନେ ଆମ୍ଭର ଲୋକମାଙ୍କୁ ଭୁଲବାଟରେ ନଇେଛନ୍ତି, ଯେତବେେଳେ ସଠାେ ରେ ଶାନ୍ତି ନ ଥାଏ। ୟିଏକି ପ୍ରାଚୀର ନିର୍ମାଣକାରୀ, ୟିଏକି ପ୍ରାଚୀର ମରାମତି କରେ ନାହିଁ, କିନ୍ତୁ ଫାଟକୁ ପତଳା ଲପେ ଦଇେ ଆଚ୍ଛାଦନ କରିବା ପାଇଁ କବଳେ ଚେଷ୍ଟା କରନ୍ତି।
10 Porque, até mesmo devido eles terem seduzido o meu povo, dizendo: Paz, e não houve paz; e este edifica uma parede, eis que outros fizeram seu reboco com argamassa e lodo.
11 ଏବଂ ସହେି ଲୋକମାନଙ୍କୁ କୁହ, ଯେଉଁମାନେ ପ୍ରାଚୀରକୁ ଲପନେ କରିଛନ୍ତି, ଏହା ଭୁଷୁଡ଼ି ପଡ଼ିବ। ମୁଁ ବଡ଼ବଡ଼ କୁଆପଥର ପ୍ରବଳ ବୃଷ୍ଟି, ସହିତ ଘୂର୍ଣ୍ଣିବାଯୁ ସହେି ପ୍ରାଚୀରକୁ ଧ୍ବଂସ କରିଦବୋ ପାଇଁ ପଠାଇବି।
11 Dize àqueles que fazem o reboco com argamassa de lodo que ele cairá. Haverá uma chuva transbordante, e vós, ó pedras grandes de granizo, caireis, e um vento tempestuoso a fenderá.
12 ଏବଂ କାନ୍ଥ ଯେତବେେଳେ ତଳକୁ ପଡ଼ିୟିବ, ସେତବେେଳେ ଲୋକମାନେ ଏହି ଭଣ୍ଡ ଯାଜକମାନଙ୍କୁ ପଚାରିବେ ନାହିଁ କି, 'ତୁମ୍ଭମାନେେ ଯାହା ଦଇେ ଲପନେ କରିଥିଲ, ସହେି ପ୍ରଲପେ କାହିଁ ?'
12 Eis que, quando a parede tiver caído, não vos será dito: Onde está o reboco com o qual a cobristes?
13 ଏଣୁ ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ମୁଁ ପ୍ରଚଣ୍ଡ କୋପ ରେ ବାଯୁ ପ୍ରବାହିତ କରାଇବି। ସଠାେ ରେ ପ୍ରବଳ ବୃଷ୍ଟି ହବେ ଓ ବୃହତ୍ ଶିଳାବୃଷ୍ଟି ହାଇେ ତାହା ବିନଷ୍ଟ ହବେ।
13 Portanto, assim diz o Senhor DEUS: Fendê-la-ei com vento tempestuoso na minha fúria; e haverá uma chuva transbordante na minha ira, e grandes pedras de granizo na minha fúria, para a consumir.
14 ତୁମ୍ଭେ ଯେଉଁ ଅମିଶ୍ରିତ ମସଲା ରେ କାନ୍ଥକୁ ଲପନେ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହା ଭୂମିସ୍ତର ସହିତ ସମତଳ କରି ଦବେି, ମୁଁ ଏହା ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପ ରେ ପଡ଼ିବ, ତହିଁରେ ତୁମ୍ଭମାନେେ ବିନଷ୍ଟ ହବେ। ଏଣୁ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।
14 Assim despedaçarei a parede que cobristes com argamassa de lodo, e a derrubarei ao chão, para que seu fundamento seja descoberto; e ela cairá, e sereis consumidos no meio dela, e sabereis que eu sou o SENHOR.
15 ଏହିରୂପେ ମୁଁ ସହେି କାନ୍ଥ ଉପ ରେ ଓ ଯେଉଁମାନେ ମିଶ୍ରିତ ମସଲା ରେ ତାହା ପତଳା ଲପନେ କରିଅଛନ୍ତି, ସମାନଙ୍କେ ଉପ ରେ ଆପଣା କୋପ ପ୍ରକାଶ କରିବା ସମାପ୍ତ କରିବି। ତା'ପ ରେ ମୁଁ ତୁମ୍ଭମାନଙ୍କୁ କହିବି, ' ସହେି କାନ୍ଥ ଓ ତାହାର ଲପନକୋରୀମାନେ ନାହାଁନ୍ତି।'
15 Assim eu cumprirei minha ira sobre a parede, e sobre aqueles que a rebocaram com argamassa de lodo; e vos direi: A parede não existe mais, nem aqueles que a rebocaram.
16 ଇଶ୍ରାୟେଲର ଭବିଷ୍ଯଦବକ୍ତା ଯେଉଁମାନେ ୟିରୁଶାଲମ ବିଷଯ ରେ ଭବିଷ୍ଯଦବାକ୍ଯ ପ୍ରଚାର କଲେ ଓ ଶାନ୍ତି ନ ଥିଲେ ହେଁ ତାହା ନିମନ୍ତେ ଶାନ୍ତିର ଦର୍ଶନ ପାଆନ୍ତି। ଏହା ମାରେ ପ୍ରଭୁ ସଦାପ୍ରଭୁ କହିଛନ୍ତି।
16 A saber, os profetas de Israel, que profetizam acerca de Jerusalém, e veem visões de paz para ela, e não há paz, diz o Senhor DEUS.
17 ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ଯେଉଁ କନ୍ଯାଗଣ ଆପଣା ଆପଣା ହୃଦଯରୁ ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି, ସମାନଙ୍କେ ବିରୁଦ୍ଧ ରେ ତୁମ୍ଭ ମୁଖ ରଖ ଓ ସମାନଙ୍କେ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ,
17 Da mesma forma, tu, filho do homem, põe a tua face contra as filhas do teu povo, que profetizam de seu próprio coração, e profetiza tu contra elas,
18 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହିଛନ୍ତି, ସ୍ତ୍ରୀ ଲୋକମାନେ ତୁମ୍ଭକୁ ଧିକ୍, ଯେଉଁମାନେ ସମସ୍ତ ଲୋକମାନଙ୍କ ପାଇଁ କଙ୍କଣ ତିଆରି କରୁଛନ୍ତି ଓ ୟାଦୁ ଓଢ଼ଣୀ ମୁଣ୍ଡ ରେ ପିନ୍ଧିବା ପାଇଁ ତିଆରି କରୁଛନ୍ତି, ଲୋକମାନଙ୍କୁ ଫାଶ ରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି।
18 e diz: Assim diz o Senhor DEUS: Ai das mulheres que cosem almofadas para todas as cavas, e fazem lenços sobre a cabeça de cada estatura, para caçarem as almas! Caçareis as almas do meu povo, e salvareis as almas vivas para que venham a vós?
19 ମୁଠାଏ ବାଲି ପାଇଁ ଓ କେତେଖଣ୍ଡ ରୋଟୀ ପାଇଁ ତୁମ୍ଭମାନେେ ମାେ ଲୋକମାନଙ୍କ ମଧିଅରେ ମାେତେ ଅପମାନିତ କଲ। ତୁମ୍ଭର ମିଥ୍ଯା ପାଇଁ ମାରେ ଲୋକମାନେ ଯେଉଁମାନେ ମିଥ୍ଯା ଶୁଣିଲେ, ତୁମ୍ଭମାନେେ ଲୋକମାନଙ୍କୁ ହତ୍ଯା କରିଛ, ଯେଉଁମାନଙ୍କର ମରିବା ଉଚିତ୍ ନ ଥିଲା ଏବଂ ତୁମ୍ଭେ ସହେି ଲୋକମାନଙ୍କୁ ଛାଡ଼ି ଦଇେଛ, ଯେଉଁମାନଙ୍କର ମରିବା ଉଚିତ୍ ଥିଲା।
19 E poluireis a mim entre o meu povo, por punhados de cevada, e por pedaços de pão, para matardes as almas que não deveriam morrer, e para guardardes vivas as almas que não deveriam viver, mentindo ao meu povo que escuta as vossas mentiras?
20 ତେଣୁ ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି, ଦେଖ ତୁମ୍ଭମାନେେ ଯେଉଁ କଙ୍କଣ ଦ୍ବାରା ଲୋକମାନଙ୍କୁ ପକ୍ଷୀଗଣ ପରି ଫାଶ ରେ ପକାଉଛ, ମୁଁ ତା'ର ବିରୋଧି ଅଟେ। ଏବଂ ମୁଁ ତୁମ୍ଭମାନଙ୍କ ହସ୍ତରୁ ସହେି କଙ୍କଣକୁ ଚିରି ପକାଇବି। ଏବଂ ଯେଉଁ ଲୋକମାନଙ୍କୁ ତୁମ୍ଭମାନେେ ଫାଶ ରେ ପକାଉଛ ମୁଁ ସମାନଙ୍କେୁ ମୁକ୍ତ କରିବି ଓ ସମାନେେ ମୁକ୍ତ ପକ୍ଷୀପରି ଉଡ଼ିଯିବେ।
20 Portanto, assim diz o Senhor DEUS: Eis que estou contra as vossas almofadas, com as quais vós ali caçais as almas para fazê-las voar, e as arrancarei de vossos braços, e deixarei as almas irem, até mesmo as almas que vós caçais para fazê-las voar.
21 ଏବଂ ମଧ୍ଯ ମୁଁ ତୁମ୍ଭମାନଙ୍କର ଆବରଣୀ ଚିରି ପକାଇବି ଓ ମାେ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ଏବଂ ସମାନେେ ତୁମ୍ଭମାନଙ୍କ ଫାଶ ରେ ପଡ଼ି ଆଉ ତୁମ୍ଭମାନଙ୍କର ହସ୍ତଗତ ହବେେ ନାହିଁ। ତାହା ହେଲେ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।
21 Vossos lenços também rasgarei, e livrarei o meu povo da vossa mão, e eles não mais estarão na vossa mão para serem caçados; e sabereis que eu sou o SENHOR.
22 କାରଣ ଯେତବେେଳେ ମୁଁ ଧାର୍ମିକମାନଙ୍କୁ ଦଯନୀଯ କରିନାହିଁ, କିନ୍ତୁ ତୁମ୍ଭର ଭବିଷ୍ଯଦବକ୍ତାଗଣ ମିଥ୍ଯା ଦ୍ବାରା ସମାନଙ୍କେୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସମାନଙ୍କେର କୁପଥରୁ ନ ଫରନ୍େତି ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ ଉତ୍ସାହିତ କରିଛ।
22 Porque com mentiras fizestes o coração do justo triste, o qual eu não fiz triste; e fortalecestes as mãos do perverso, para que não se desviasse do seu caminho perverso, prometendo-o a vida.
23 ତେଣୁ ତୁମ୍ଭମାନେେ ଆଉ ମିଥ୍ଯା ଦର୍ଶନ ପାଇବ ନାହିଁ। କିମ୍ବା ମନ୍ତ୍ର ପଢ଼ିବ ନାହିଁ। ଏବଂ ମୁଁ ଆପଣା ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରୁ ଉଦ୍ଧାର କରିବି। ତେଣୁ ତୁମ୍ଭମାନେେ ତାହା ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।
23 Portanto, não vereis mais vaidade, nem divinas adivinhações; porque eu livrarei o meu povo da vossa mão, e sabereis que eu sou o SENHOR.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 13, comparar traduções ou montar um estudo — tudo direto pelo WhatsApp.