Ezequiel 12
Oriya Bible (GL_ORIYA) vs ARA
1 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ସେ ମାେତେ କହିଲେ,
1 Veio a mim a palavra do Senhor , dizendo:
2 ହେ ମନୁଷ୍ଯ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧିଅରେ ବାସ କରୁଅଛ। ସମାନଙ୍କେର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସମାନଙ୍କେ ପାଇଁ କରିଛୁ, ସମାନେେ ଦେଖି ପାରନ୍ତି ନାହିଁ। ସମାନଙ୍କେର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସମାନେେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସମାନେେ ବିଦ୍ରୋହୀ ବଂଶ।
2 Filho do homem, tu habitas no meio da casa rebelde, que tem olhos para ver e não vê, tem ouvidos para ouvir e não ouve, porque é casa rebelde.
3 ତେଣୁ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତବେେଳେ ସମାନେେ ତୁମ୍ଭ ୟିବାର ଦେଖିପାରିବେ। ଯେତବେେଳେ ସମାନେେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହା ହେଲେ ସମାନେେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।
3 Tu, pois, ó filho do homem, prepara a bagagem de exílio e de dia sai, à vista deles, para o exílio; e, do lugar onde estás, parte para outro lugar, à vista deles. Bem pode ser que o entendam, ainda que eles são casa rebelde.
4 ତୁମ୍ଭେ ଦିନ ବେଳେ ତୁମ୍ଭମାନଙ୍କର ଗଣ୍ଠିଲିପତ୍ର ସଜାଡ଼ି ଦିଅ, ସତେ ଯେପରି ତୁମ୍ଭମାନେେ ନିର୍ବାସନକୁ ଯାଉଛ ଏବଂ ସମାନେେ ଦେଖୁଥିବା ସମୟରେ ୟିବାକୁ ପ୍ରସ୍ତୁତ ହୁଅ। ତା'ପ ରେ ସଂଧ୍ଯା ସମୟରେ ତୁମ୍ଭମାନେେ ବହୁ ଦୂର ଦେଶକୁ ୟାଇଥିବା ପରି ଅଭିନଯ କର, ନିର୍ବାସିତ ବନ୍ଦୀମାନଙ୍କ ପରି ଏହାକୁ ଯେତବେେଳେ ସମାନେେ ଦେଖୁଛନ୍ତି।
4 À vista deles, pois, traze para a rua, de dia, a tua bagagem de exílio; depois, à tarde, sairás, à vista deles, como quem vai para o exílio.
5 ତା'ପ ରେ କାନ୍ଥ ରେ ଗୋଟିଏ ଗାତ ଖୋଳ ଓ ତାହା ମଧ୍ଯ ଦଇେ ବାହାର କରି ନିଅ, ସମାନେେ ତୁମ୍ଭମାନଙ୍କୁ ଦେଖୁଥିବା ସମୟରେ।
5 Abre um buraco na parede, à vista deles, e sai por ali.
6 ସମାନଙ୍କେ ଉପସ୍ଥିତି ରେ ତୁମ୍ଭର ଥଳିଗୁଡ଼ିକ ସୂର୍ୟ୍ଯାସ୍ତ ସମୟରେ ଆପଣା କାନ୍ଧ ରେ ବହନ କରି ନଇୟିବେ। ତୁମ୍ଭେ ଯେପରି ଭୂମି ନ ଦେଖିପାରିବ, ଏଥିପାଇଁ ଆପଣା ମୁଖ ଆଚ୍ଛାଦନ କରିବ। କାରଣ ଆମ୍ଭେ ତୁମ୍ଭମାନଙ୍କୁ ଏକ ଚିହ୍ନ ଓ ଏକ ଉଦାହରଣ ରୂପେ ଇଶ୍ରାୟେଲର ଲୋକମାନଙ୍କଠା ରେ ବ୍ଯବହାର କରିଛୁ।
6 À vista deles, aos ombros a levarás; às escuras, a transportarás; cobre o rosto para que não vejas a terra; porque por sinal te pus à casa de Israel.
7 ତେଣୁ ମୁଁ ସହେି ଆଜ୍ଞା ପ୍ରମାଣେ କାର୍ୟ୍ଯ କଲି। ଦିନ ବେଳେ ମୁଁ ମାରଗେଣ୍ଠିଲି ପତ୍ର ସଜାଡ଼ିଲି, ସତେ ଯେପରି ନିର୍ବାସନକୁ ୟିବି। ଏବଂ ସନ୍ଧ୍ଯା ବେଳେ ମୁଁ କାନ୍ଥ ରେ ଗୋଟିଏ ଗାତ ଖାେଳିଲି। ଏହା ମୁଁ ଅନ୍ଧାର ରେ ନଲେି ଓ ସମାନଙ୍କେ ଉପସ୍ଥିତି ରେ କାନ୍ଧ ରେ ବହିଲି।
7 Como se me ordenou, assim eu fiz: de dia, levei para fora a minha bagagem de exílio; então, à tarde, com as mãos abri para mim um buraco na parede; às escuras, eu saí e, aos ombros, transportei a bagagem, à vista deles.
8 ପରଦିନ ପ୍ରଭାତକାଳ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
8 Pela manhã, veio a mim a palavra do Senhor , dizendo:
9 ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ କରୁଅଛ ବୋଲି ସହେି ଇଶ୍ରାୟେଲର ବିଦ୍ରୋହୀବଂଶ ତୁମ୍ଭକୁ ପଚାରିଲେ କି ?
9 Filho do homem, não te perguntou a casa de Israel, aquela casa rebelde: Que fazes tu?
10 ସମାନଙ୍କେୁ କୁହ, ସଦାପ୍ରଭୁ ସମାନଙ୍କେର ପ୍ରଭୁ, ଏହିକଥା କହିଛନ୍ତି, ଏହି ଭବିଷ୍ଯତବାଣୀ ୟିରୁଶାଲମସ୍ଥ ଅଧିପତିର ଓ ଇଶ୍ରାୟେଲର ସମ୍ପର୍କୀଯ ଲୋକମାନଙ୍କ ମଧିଅରେ ସେ ବାସ କରନ୍ତି।
10 Dize-lhes: Assim diz o Senhor Deus: Esta sentença refere-se ao príncipe em Jerusalém e a toda a casa de Israel, que está no meio dela.
11 ସମାନଙ୍କେୁ କୁହ, 'ମୁଁ ତୁମ୍ଭମାନଙ୍କ ପାଇଁ ଏକ ଚିହ୍ନ ଓ ଉଦାହରଣ ଅଟେ। ମୁଁ ଯାହାକିଛି କଲି, ତାହା ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭମାନଙ୍କୁ ନିର୍ବାସିତ କରାୟାଇ ବନ୍ଦୀରୂପେ ପଠାୟିବ।
11 Dize: Eu sou o vosso sinal. Como eu fiz, assim se lhes fará a eles; irão para o exílio, para o cativeiro.
12 ଏବଂ ତୁମ୍ଭର ନେତା ତା'ର ଜିନିଷପତ୍ର ତା' କାନ୍ଧ ରେ ବହିବ ଏବଂ ସୂର୍ୟ୍ଯାସ୍ତ ସମୟରେ କାନ୍ଥ ରେ ତା' ପାଇଁ ଖୋଳା ୟାଇଥିବା ମଧ୍ଯଦଇେ ବାହାରିୟିବ ଓ ସେ ତା'ର ମୁଖ ଆଚ୍ଛାଦନ କରିବ, ଯେପରି ସେ ଭୂମିକୁ ଦେଖିପାରିବ ନାହିଁ।
12 O príncipe que está no meio deles levará aos ombros a bagagem e, às escuras, sairá; abrirá um buraco na parede para sair por ele; cobrirá o rosto para que seus olhos não vejam a terra.
13 ସେ ଖସିୟିବା ପାଇଁ ଚେଷ୍ଟା କରିବ, କିନ୍ତୁ ଆମ୍ଭେ ତା' ପାଇଁ ଆମ୍ଭର ଜାଲ ବିଚ୍ଛାଇବା ଓ ସେ ଫାନ୍ଦ ରେ ପଡ଼ିୟିବ। ଏବଂ ଆମ୍ଭେ ତାକୁ କଲଦୀଯ ଲୋକମାନଙ୍କର ଦେଶ ବାବିଲକୁ ନଇୟିବୋ। ଆଉ ସେ ସହେି ସ୍ଥାନ ରେ ମରିବ କିନ୍ତୁ ସେ ତାହା ଦେଖିପାରିବ ନାହିଁ।
13 Também estenderei a minha rede sobre ele, e será apanhado nas minhas malhas; levá-lo-ei a Babilônia, à terra dos caldeus, mas não a verá, ainda que venha a morrer ali.
14 ଏବଂ ଯେଉଁମାନେ ତାକୁ ଓ ତା'ର ସୈନ୍ଯବାହିନୀକୁ ସାହାୟ୍ଯ କରିବାକୁ ତାହାର ଚତୁର୍ଦ୍ଦିଗ ରେ ଅଛନ୍ତି, ସେ ଏବଂ ତା'ର ସୈନ୍ଯବାହିନୀ ଆମ୍ଭ୍ ଦ୍ବାରା ସମସ୍ତ ଦିଗ ରେ ଛିନ୍ନଛତ୍ର ହବେେ। ଆମ୍ଭେ ଆପଣା ଖଡ୍ଗ ସମାନଙ୍କେ ବିରୁଦ୍ଧ ରେ ଉଠାଇବି।
14 A todos os ventos espalharei todos os que, para o ajudarem, estão ao redor dele, e todas as suas tropas; desembainharei a espada após eles.
15 ଆଉ ଯେତବେେଳେ ଆମ୍ଭେ ସମାନଙ୍କେୁ ନାନା ଦେଶ ମଧିଅରେ ଛିନ୍ନଭିନ୍ନ କରିବା। ସମାନେେ ହୃଦ ବୋଧ କରିବେ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
15 Saberão que eu sou o Senhor , quando eu os dispersar entre as nações e os espalhar pelas terras.
16 କିନ୍ତୁ ମୁଁ ସମାନଙ୍କେ ମଧ୍ଯରୁ ଅଳ୍ପ କେତକଙ୍କେୁ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀରୁ ରକ୍ଷା କରିବ। ତହିଁରେ ସମାନେେ ଯେଉଁ ରାଷ୍ଟ୍ରମାନଙ୍କ ମଧିଅରେ ନିର୍ବାସିର ରୂପେ ବାସ କରିବେ, ସମାନଙ୍କେ ନିକଟରେ ନିଜର ଘୃଣ୍ଯ କର୍ମସବୁ ପ୍ରକାଶ କରିବେ। ଏବଂ ତା'ପ ରେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।
16 Deles deixarei ficar alguns poucos, escapos da espada, da fome e da peste, para que publiquem todas as suas coisas abomináveis entre as nações para onde forem; e saberão que eu sou o Senhor .
17 ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା, ସେ କହିଲେ,
17 Então, veio a mim a palavra do Senhor , dizendo:
18 ହେ ମନୁଷ୍ଯ ପୁତ୍ର, ଉତ୍କଣ୍ଠା ରେ ତୁମ୍ଭେ କମ୍ପିତ ହାଇେ ଆପଣା ଆହାର ଭୋଜନ କର, ଆଉ ଥରିଥରି ଓ ଚିନ୍ତିତ ହାଇେ ଆପଣା ଜଳ ପାନ କର।
18 Filho do homem, o teu pão comerás com tremor e a tua água beberás com estremecimento e ansiedade;
19 ଏଣୁ ଦେଶବାସୀଙ୍କୁ କୁହ, 'ୟିରୁଶାଲମ ନିବାସୀ ଓ ଇଶ୍ରାୟେଲ ଲୋକମାନଙ୍କ ବିଷଯ ରେ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, ସମାନେେ ଉତ୍କଣ୍ଠା ରେ ଆପଣା ଆପଣା ଆହାର ଭୋଜନ କରିବେ ଓ ମହାଭୟ ରେ ସମାନଙ୍କେର ଜଳପାନ କରିବେ। କାରଣ ଅଧିବାସୀମାନଙ୍କର ଦୌରାତ୍ମ୍ଯ ପାଇଁ ସମାନଙ୍କେ ଦେଶ ମଧିଅରେ ଥିବା ସର୍ବସ୍ବ ଧ୍ବଂସ ହବେ।
19 e dirás ao povo da terra: Assim diz o Senhor Deus acerca dos habitantes de Jerusalém, na terra de Israel: O seu pão comerão com ansiedade e a sua água beberão com espanto, pois que a sua terra será despojada de tudo quanto contém, por causa da violência de todos os que nela habitam.
20 ଆଉ ଜନବସତି ନଗରସବୁ ଉଚ୍ଛନ୍ନ ଓ ଦେଶ ଧ୍ବଂସ ସ୍ଥାନ ହବେ। ତାହାକଲେ, ତାହା ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ।
20 As cidades habitadas cairão em ruínas, e a terra se tornará em desolação; e sabereis que eu sou o Senhor .
21 ତା'ପ ରେ ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
21 Veio a mim a palavra do Senhor , dizendo:
22 ହେ ମନୁଷ୍ଯ ପୁତ୍ର, ତୁମ୍ଭ ଇଶ୍ରାୟେଲ ରେ ଏହି ପ୍ରବାଦ ନାହିଁ କି ? ସମୟ ଗଡ଼ି ଚାଲିଛି ଓ ପ୍ରେତ୍ୟକକ ଦର୍ଶନ ବିଫଳ ହେଉଅଛି।
22 Filho do homem, que provérbio é esse que vós tendes na terra de Israel: Prolongue-se o tempo, e não se cumpra a profecia?
23 ଏଣୁ ସହେି ପୁରୁଷମାନଙ୍କୁ କୁହ, ସଦାପ୍ରଭୁ ସମାନଙ୍କେର ପ୍ରଭୁ କହନ୍ତି। ଆମ୍ଭେ ସହେି ପ୍ରବାଦ ବନ୍ଦ କରିବା ଓ ଏହା ଇଶ୍ରାୟେଲର ଲୋକମାନଙ୍କ ଦ୍ବାରା ବ୍ଯବହାର ହବେ ନାହିଁ। କିନ୍ତୁ ସମାନେେ କହିବେ, ପ୍ରେତ୍ୟକକ ଦର୍ଶନ ସଫଳତା ସନ୍ନିକଟ ହବୋର ସମୟ ପାଖଇେ ଆସୁଅଛି।
23 Portanto, dize-lhes: Assim diz o Senhor Deus: Farei cessar esse provérbio, e já não se servirão dele em Israel; mas dize-lhes: Os dias estão próximos e o cumprimento de toda profecia.
24 ମଥ୍ଯା ଦର୍ଶନ ଓ ଚାଟୁବାଦର ଅଲୌକିକ ଶକ୍ତି ଇଶ୍ରାୟେଲୀୟମାନଙ୍କ ମଧିଅରେ ଆଉ ରହିବ ନାହିଁ।
24 Porque já não haverá visão falsa nenhuma, nem adivinhação lisonjeira, no meio da casa de Israel.
25 କାରଣ ଆମ୍ଭେ ସଦାପ୍ରଭୁ, ଆମ୍ଭେ ଯାହା କହିବାକୁ ଚାହୁଁ, ତାହା କହିବା ଓ ଏହା ଘଟିବ। ଆଉ ଅଧିକ ବିଳମ୍ବ ହବେ ନାହିଁ। ବିଦ୍ରୋହୀ ଲୋକମାନେ, ତୁମ୍ଭ ସମୟରେ ଆମ୍ଭେ ଏକ ଘାଷେଣା କରିବା ଓ ଏହା ଘଟିବ। ଏହା ହିଁ ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
25 Porque eu, o Senhor , falarei, e a palavra que eu falar se cumprirá e não será retardada; porque, em vossos dias, ó casa rebelde, falarei a palavra e a cumprirei, diz o Senhor Deus.
26 ତତ୍ପ ରେ ସଦାପ୍ରଭୁଙ୍କ ବାକ୍ଯ ଆମ୍ଭ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
26 Veio-me ainda a palavra do Senhor , dizendo:
27 ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲ ବଂଶୀଯ ଲୋକମାନେ ଭାବନ୍ତି, ତୁମ୍ଭେ ଯେଉଁ ଦର୍ଶନ ଦେଖ, ତାହା ଅନକେ ବିଳମ୍ବର କଥା ଓ ତାହା ବହୁବର୍ଷ ପ ରେ ଭବିଷ୍ଯଦ୍କାଳ ରେ ଘଟିବ।
27 Filho do homem, eis que os da casa de Israel dizem: A visão que tem este é para muitos dias, e ele profetiza de tempos que estão mui longe.
28 ଏଣୁ ସମାନଙ୍କେୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯାହା ଘାଷେଣା କରୁଛୁ ତାହା ବିଳମ୍ବ ହବେ ନାହିଁ। ସଦାପ୍ରଭୁ ଆମ୍ଭେ କହୁଛୁ ସେସବୁ ଘଟିବାକୁ ଯାଉଛି।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
28 Portanto, dize-lhes: Assim diz o Senhor Deus: Não será retardada nenhuma das minhas palavras; e a palavra que falei se cumprirá, diz o Senhor Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 12, comparar traduções ou montar um estudo — tudo direto pelo WhatsApp.