Ezequiel 11
Oriya Bible (GL_ORIYA) vs NVT
1 ଅନନ୍ତର ଏକ ପବନ ମାେତେ ଉଠାଇଲା ଏବଂ ସଦାପ୍ରଭୁଙ୍କ ମନ୍ଦିରର ପୂର୍ବାଭିମୁଖ ପୂର୍ବଦ୍ବାର ନିକଟକୁ ମାେତେ ବୋହି ଆଣିଲା। ଆଉ ମୁଁ ଦେଖିଲି ସହେି ପ୍ରବେଶ ଦ୍ବାର ନିକଟରେ ପଚିଶ ଜଣ ବ୍ଯକ୍ତି ଉପସ୍ଥିତ ଥିଲେ। ଆଉ ସମାନଙ୍କେ ମଧିଅରେ ମୁଁ ଅସସୁରର ପୁତ୍ର ୟାସନିଯଙ୍କୁ ଦେଖିଲି। ଏବଂ ଲୋକମାନଙ୍କର ଅଧିପତି ବନାଯର ପୁତ୍ର ପୁଟିଯକୁ ଦେଖିଲି।
1 Então o Espírito me pôs em pé e me levou à porta leste do templo do S enhor , onde vi 25 homens. Entre eles estavam Jazanias, filho de Azur, e Pelatias, filho de Benaia, líderes do povo.
2 ଏବଂ ପରମେଶ୍ବର ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଏହି ଲୋକମାନେ ପାପପୂର୍ଣ୍ଣ ଯୋଜନା କରନ୍ତି ଓ ଏ ନଗର ମଧିଅରେ କୁମନ୍ତ୍ରଣାସବୁ ଦିଅନ୍ତି।
2 O Espírito me disse: “Filho do homem, estes são os homens que planejam o mal e dão conselhos perversos nesta cidade.
3 ଏହି ଲୋକମାନେ କହନ୍ତି, 'ଆମ୍ଭମାନେେ ଯଥା ଶୀଘ୍ର ଗୃହ ପୁନର୍ବାର ନିର୍ମାଣ କରିଦବେୁ। ଆମ୍ଭମାନେେ ହଣ୍ଡା ରେ ମାଂସ ତୁଲ୍ଯ ଏହି ନଗର ରେ ସୁରକ୍ଷିତ।'
3 Dizem ao povo: ‘Não acham que é uma boa hora para construir casas? Esta cidade é como uma panela de ferro; estamos seguros dentro dela, como a carne na panela’.
4 ତେଣୁ ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସମାନଙ୍କେ ବିରୁଦ୍ଧ ରେ ଭବିଷ୍ଯଦବାକ୍ଯ ପ୍ରଚାର କର।
4 Portanto, filho do homem, profetize contra eles em alta voz”.
5 ତା'ପ ରେ ସଦାପ୍ରଭୁଙ୍କର ଆତ୍ମା ମାେ ଉପ ରେ ଅଧିଷ୍ଠିତ ହେଲେ ଓ ମାେତେ କହିଲେ, ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ ଏହିକଥା କହନ୍ତି, ହେ ଇସ୍ରାଯଲବୋସୀ, ତୁମ୍ଭେ ଏହି କଥା କହୁଅଛ। କିନ୍ତୁ ତୁମ୍ଭମାନଙ୍କ ମନ ରେ ଯେଉଁ ବିଷଯ ଉଠୁଅଛି, ଆମ୍ଭେ ତାହା ଜାଣୁ।
5 Então o Espírito do S enhor veio sobre mim e ordenou que eu dissesse: “Assim diz o S enhor ao povo de Israel: Eu sei o que vocês dizem, pois conheço cada pensamento que lhes vem à mente.
6 ତୁମ୍ଭମାନେେ ଏହି ନଗର ରେ ବହୁତ ଲୋକଙ୍କୁ ହତ୍ଯା କରିଅଛ ଓ ତହିଁରେ ପଥସବୁ ନିହତ ଲୋକଙ୍କ ଶବ ରେ ପୂର୍ଣ୍ଣ କରିଅଛ।
6 Assassinaram muitos nesta cidade e encheram suas ruas de cadáveres.
7 ଏଣୁ ସଦାପ୍ରଭୁ ଆମ୍ଭର ପ୍ରଭୁ ଏହି କଥା କହନ୍ତି, 'ତୁମ୍ଭେ ଯେଉଁ ମୃତ ଶରୀରଗୁଡ଼ିକ ନଗର ରେ ରଖିଲ ତାହା ମାଂସ ଓ ନଗର ଏକ ପାତ୍ର ଅଟେ। ମାତ୍ର ତୁମ୍ଭମାନଙ୍କୁ ତହିଁ ମଧ୍ଯରୁ ବାହାର କରାୟିବ।
7 “Portanto, assim diz o S enhor Soberano: De fato, esta cidade é a panela de ferro, mas os pedaços de carne são aqueles que vocês mataram. Quanto a vocês, em breve os arrancarei da panela.
8 ତୁମ୍ଭମାନେେ ଖଡ୍ଗକୁ ଭୟ କରିଅଛ ; ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଆଣିବା।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।
8 Trarei sobre vocês a espada de guerra que tanto temem, diz o S enhor Soberano.
9 ଆମ୍ଭେ ତୁମ୍ଭମାନଙ୍କୁ ଏହି ନଗର ମଧ୍ଯରୁ ବାହାର କରି ଆଣି ବିଦେଶୀମାନଙ୍କ ହସ୍ତ ରେ ସମର୍ପଣ କରିବା ଓ ତା'ପ ରେ ଆମ୍ଭେ ତୁମ୍ଭମାନଙ୍କର ବିଚାର କରିବା।
9 Eu os expulsarei de Jerusalém e os entregarei a estrangeiros, que executarão meus julgamentos contra vocês.
10 ତୁମ୍ଭମାନେେ ଖଡ୍ଗ ରେ ପତିତ ହବେ ; ଆମ୍ଭେ ଇଶ୍ରାୟେଲର ସୀମା ମଧିଅରେ ତୁମ୍ଭମାନଙ୍କର ବିଚାର କରିବା ; ତହିଁରେ ତୁମ୍ଭମାନେେ ଜାଣିବ ଯେ ଆମ୍ଭେ ସଦାପ୍ରଭୁ ଅଟୁ।
10 Vocês serão massacrados até as fronteiras de Israel. Eu os julgarei, e vocês saberão que eu sou o S enhor .
11 ଏବଂ ଏହି ନଗର ତୁମ୍ଭମାନଙ୍କ ପାଇଁ ହଣ୍ଡା ହବେ ନାହିଁ କିଅବା ତୁମ୍ଭମାନେେ ତାହା ମଧିଅରେ ମାଂସ ହବେ ନାହିଁ। ଆମ୍ଭେ ଇଶ୍ରାୟେଲ ସୀମା ମଧିଅରେ ତୁମ୍ଭର ବିଚାର କରିବା।
11 Esta cidade não será para vocês como uma panela de ferro, e vocês não serão como a carne, segura dentro dela. Eu os julgarei até as fronteiras de Israel,
12 ଏବଂ ତୁମ୍ଭମାନେେ ଜାଣିବ ଯେ, ଆମ୍ଭେ ସଦାପ୍ରଭୁ ଅଟୁ। ଯାହାର ନିଯମ ତୁମ୍ଭମାନେେ ଅନୁସରଣ କରି ନାହଁ ଓ ଯାହାର ଶାସନ ତୁମ୍ଭମାନେେ ମାନି ନାହଁ, କିନ୍ତୁ ତୁମ୍ଭ ଚତୁଃପାଶର୍ବ ରେ ଥିବା ଦେଶଗୁଡ଼ିକର ପ୍ରଥା ଅନୁସରଣ କରିଛ।
12 e vocês saberão que eu sou o S enhor . Pois não quiseram seguir meus decretos e estatutos; em vez disso, imitaram as práticas das nações ao seu redor”.
13 ଏବଂ ମୁଁ ଏହି ଭବିଷ୍ଯଦବାକ୍ଯ ପ୍ରଚାର କଲା ବେଳେ ବନାଯର ପୁତ୍ର ପ୍ଲଟିଯ ମଲା। ତହିଁରେ ମୁଁ ଭୂମିରେ ମୁହଁ ମାଡ଼ି କ୍ରନ୍ଦନ କରି କହିଲି, ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ କ'ଣ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶଷେ କରିବ ?
13 Enquanto eu ainda profetizava, Pelatias, filho de Benaia, morreu. Então prostrei-me com o rosto no chão e clamei: “Ó S enhor Soberano, matarás todos que restarem em Israel?”.
14 ଅନନ୍ତର ସଦାପ୍ରଭୁଙ୍କର ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,
14 Então recebi esta mensagem do S enhor :
15 ହେ ମନୁଷ୍ଯ ପୁତ୍ର, ୟିରୁଶାଲମ ନିବାସୀମାନେ ତୁମ୍ଭର ଭ୍ରାତୃଗଣ, ତୁମ୍ଭର କୁଟୁମ୍ବଗଣ ପ୍ରକୃତ ରେ ସମଗ୍ର ଇଶ୍ରାୟେଲମାନଙ୍କୁ ୟିରୁଶାଲମର ଅଧିବାସୀମାନେ କହିଲେ, 'ସଦାପ୍ରଭୁଙ୍କଠାରୁ ଦୂ ରଇେ ରୁହ, ଏହି ଦେଶ ଉତ୍ତରାଧିକାରୀ ସୂତ୍ର ରେ ଆମ୍ଭଙ୍କୁ ଦିଆୟାଇଛି।'
15 “Filho do homem, aqueles que ainda restam em Jerusalém falam de você, de seus parentes e de todo o povo de Israel que está no exílio. Dizem: ‘Estão longe do S enhor , por isso agora ele nos deu a terra deles!’.
16 ଏଥିପାଇଁ ସଦାପ୍ରଭୁ ଆମ୍ଭମାନଙ୍କର ପ୍ରଭୁ ଏହି କଥା କହନ୍ତି, 'ୟଦ୍ଯପି ଆମ୍ଭେ ସମାନଙ୍କେୁ ନାନା ଜାତିଗଣ ମଧ୍ଯକୁ ଦୂରୀକୃତ କରିଅଛୁ ଓ ୟଦ୍ଯପି ଆମ୍ଭେ ସମାନଙ୍କେୁ ନାନା ଦେଶ ମଧିଅରେ ଛିନ୍ନଭିନ୍ନ କରିଅଛୁ, ଆମ୍ଭେ ଅଳ୍ପ ସମୟ ପାଇଁ ସମାନଙ୍କେର ମନ୍ଦିର ସ୍ଥଳ ହବେ।
16 “Portanto, diga aos exilados: ‘Assim diz o S enhor Soberano: Embora eu os tenha espalhado entre as nações do mundo, serei um santuário para vocês durante seu tempo no exílio.
17 ଏଥିପାଇଁ ସମାନଙ୍କେୁ କୁହ, ସଦାପ୍ରଭୁ ମାରେ ପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କୁ ବିଭିନ୍ନ ଗୋଷ୍ଠୀ ମଧ୍ଯରୁ ଏକତ୍ରୀତ କରିବା ଏବଂ ତୁମ୍ଭମାନେେ ଛିନ୍ନଭିନ୍ନ ହାଇେଥିବା ଦେଶମାନଙ୍କରୁ ତୁମ୍ଭମାନଙ୍କୁ ସଂଗ୍ରହ କରିବା ଏବଂ ଆମ୍ଭେ ତୁମ୍ଭମାନଙ୍କୁ ଇଶ୍ରାୟେଲର ଭୂମି ଦବୋ।
17 Eu, o S enhor Soberano, digo que os reunirei das nações onde foram espalhados e lhes devolverei a terra de Israel’.
18 ପୁଣି ସମାନେେ ସେ ଦେଶକୁ ଯିବେ ଓ ତହିଁରେ ୟାବତୀଯ ପ୍ରତିମା ବସ୍ତୁ ଓ ଘୃଣା ଯୋଗ୍ଯ ବିଷଯସବୁ ସେ ସ୍ଥାନରୁ ଦୂର କରିବେ।
18 “Quando eles regressarem para sua terra natal, removerão todos os resquícios de suas imagens repugnantes e de seus ídolos detestáveis.
19 ଏବଂ ଆମ୍ଭେ ସମାନଙ୍କେୁ ଏକ ହୃଦଯ ଦବୋ ଓ ସମାନଙ୍କେର ଅନ୍ତର ରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସମାନଙ୍କେଠାରୁ କଠିନ ହୃଦଯ ଦୂର କରି, ସମାନଙ୍କେୁ କୋମଳ ହୃଦଯ ଦବୋ।
19 Eu lhes darei um só coração e colocarei dentro deles um novo espírito. Removerei seu coração de pedra e lhes darei coração de carne,
20 ତହିଁରେ ସମାନେେ ଆମ୍ଭର ବିଧି ମାନିବେ ଏବଂ ଆମ୍ଭର ନିଯମସବୁ ରଖିବା ପାଇଁ ୟନ୍ତ୍ରବାନ୍ ହବେେ ଏବଂ ସମାନେେ ମଧ୍ଯ ଆମ୍ଭର ଲୋକ ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ।'
20 para que obedeçam a meus decretos e estatutos. Então eles serão o meu povo, e eu serei o seu Deus.
21 ତା'ପ ରେ ପରମେଶ୍ବର କହିଲେ, କିନ୍ତୁ ଯେଉଁମାନଙ୍କର ହୃଦଯ ଘୃଣ୍ଯ ଓ କଳୁଷିତ ମୂର୍ତ୍ତିଗୁଡ଼ିକୁ ଅନୁସରଣ କରେ, ଆମ୍ଭେ ସମାନଙ୍କେୁ ସମାନଙ୍କେର କୁକର୍ମ ଅନୁସାରେ ଦଣ୍ଡିତ କରିବା। ସଦାପ୍ରଭୁ ମାରେ ପ୍ରଭୁ ଏହା କହିଛନ୍ତି।
21 Quanto àqueles que anseiam por suas imagens repugnantes e seus ídolos detestáveis, darei a eles o castigo merecido por seus pecados. Eu, o S enhor Soberano, falei!”.
22 ଅନନ୍ତର କିରୁବଗଣ ନିଜ ନିଜ ପକ୍ଷ ଉଠାଇଲେ, ଆଉ ଚକ୍ରସବୁ ସମାନଙ୍କେ ପାଶର୍ବ ରେ ଥିଲା। ଆଉ ଇଶ୍ରାୟେଲର ପରମେଶ୍ବରଙ୍କର ମହିମା ସମାନଙ୍କେ ଉର୍ଦ୍ଧ୍ବ ରେ ବିଦ୍ଯମାନ ଥିଲା।
22 Então os querubins levantaram as asas, acompanhados de suas rodas, e a glória do Deus de Israel pairava sobre eles.
23 ଏହାପ ରେ ସଦାପ୍ରଭୁଙ୍କର ମହିମା ନଗର ମଧ୍ଯରୁ ଉର୍ଦ୍ଧ୍ବଗମନ କରି ନଗରର ପୂର୍ବଦିଗସ୍ଥିତ ପର୍ବତ ଉପ ରେ ସ୍ଥଗିତ ହେଲା।
23 Então a glória do S enhor subiu da cidade e parou acima do monte a leste.
24 ତା'ପ ରେ ଗୋଟିଏ ପବନ ମାେତେ ଉଠାଇଲା ଏବଂ ନିର୍ବାସିତରୂପେ ମାେତେ ବାବିଲକୁ ନଇଗେଲା। ପରମେଶ୍ବରଙ୍କର ଆତ୍ମା ଦ୍ବାରା ମୁଁ ଦର୍ଶନ ରେ ଏହିସବୁ ଜିନିଷଗୁଡ଼ିକ ଦେଖିଲି। ତା'ପ ରେ ଯେଉଁ ଦର୍ଶନ ମୁଁ ଦେଖିଥିଲି ଚାଲିଗଲା।
24 Depois disso, o Espírito de Deus me levou de volta à Babilônia, para o povo no exílio. Assim terminou a minha visão.
25 ତା'ପ ରେ ସଦାପ୍ରଭୁ ମାେତେ ଯାହା ଯାହା ବିଷଯ ଦଖାଇେ ଥିଲେ, ସହେି ସମସ୍ତ ବିଷଯ ମୁଁ ନିର୍ବାସିତ ଲୋକମାନଙ୍କୁ ଜଣାଇଲି।
25 E eu relatei aos exilados tudo que o S enhor me tinha mostrado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ezequiel 11, comparar traduções ou montar um estudo — tudo direto pelo WhatsApp.