Êxodo 9

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଏହାପରେ ସଦାପ୍ରଭୁ ମାଶାଙ୍କେୁ ଫାରୋଙ୍କ ନିକଟକୁ ୟାଇ କହିବାକୁ କହିଲେ, ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର କହନ୍ତି, ' ମାରେ ଲୋକମାନଙ୍କୁ ୟିବାକୁ ଦିଅ, ଯାହାଫଳ ରେ ସମାନେେ ମାେତେ ଉପାସନା କରି ପାରିବେ।
1 O Senhor disse a Moisés: — Apresente-se a Faraó e diga-lhe: Assim diz o
2 ଯଦି ତୁମ୍ଭେ ଏପରି କର ଓ ମାରେ ଲୋକମାନଙ୍କୁ ୟିବାକୁ ନଦିଅ।
2 Porque, se você se recusar a deixá-los ir e ainda por força quiser detê-los,
3 ତବେେ ସଦାପ୍ରଭୁ ତୁମ୍ଭର ପଶୁମାନଙ୍କ ଉପରେ ତାଙ୍କର ମହାନ ଶକ୍ତି ପ୍ରଯୋଗ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କର ପଶୁ ଯଥା: ଘୋଡାମାନଙ୍କର, ଗଧମାନଙ୍କର, ଓଟମାନଙ୍କର, ଗାଈ ଗୋରୁମାନଙ୍କର, ମେଣ୍ଢାମାନଙ୍କଠା ରେ ମାହାମାରୀ ସୃଷ୍ଟି କରିବେ।
3 eis que a mão do Senhor trará uma terrível peste sobre o seu rebanho, que está no campo, sobre os cavalos, sobre os jumentos, sobre os camelos, sobre o gado e sobre as ovelhas.
4 ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କର ପଶୁମାନଙ୍କ ପାଇଁ ଯେପରି ବ୍ଯବହାର କରିବେ, ସେ ପରି ମିଶର ମାନଙ୍କର ପଶୁମାନଙ୍କୁ ବ୍ଯବହାର କରିବେ ନାହିଁ। ଇଶ୍ରାୟେଲୀୟମାନଙ୍କର କୌଣସି ପଶୁ ମରିବେ ନାହିଁ।
4 E o Senhor fará distinção entre os rebanhos de Israel e o rebanho do Egito, para que nada morra de tudo o que pertence aos filhos de Israel.
5 ସଦାପ୍ରଭୁ ଏହା କରିବା ପାଇଁ ସମୟ ସ୍ଥିର କରିଛନ୍ତି। ଆସନ୍ତାକାଲି ସଦାପ୍ରଭୁ ତୁମ୍ଭର ଦେଶ ରେ ଏପରି କରିବାକୁ ଯାଉଛନ୍ତି।'
5 O Senhor designou certo tempo, dizendo: Amanhã o Senhor fará isto na terra.”
6 ତାପରଦିନ ସଦାପ୍ରଭୁ ଠିକ୍ ତାହା କଲେ। ମିଶରୀଯମାନଙ୍କର କୃଷି କ୍ଷେତ୍ର ରେ ପଶୁମାନଙ୍କର ମୃତ୍ଯୁ ହେଲା। କିନ୍ତୁ ଇଶ୍ରୀଯଲେୀଯମାନଙ୍କର ଗୋଟିଏ ବି ପଶୁ ମଲେ ନାହିଁ।
6 E o Senhor o fez no dia seguinte, e todo o rebanho dos egípcios morreu; porém, do rebanho dos israelitas, não morreu um único animal.
7 ଫାରୋ ଲୋକମାନଙ୍କୁ ପଠାଇଲେ ଦେଖିବା ପାଇଁ ଯେ ଇଶ୍ରାୟେଲର କୌଣସି ପଶୁ ମରିଛନ୍ତି କି ନାହିଁ? ମାତ୍ର ଇଶ୍ରାୟେଲର କୌଣସି ପଶୁ ମରି ନଥିଲେ। ତଥାପି ଫାରୋ ଜିଦ୍ଖୋର ହାଇେ ରହିଲେ ଓ ଲୋକମାନଙ୍କୁ ୟିବାକୁ ଦେଲେ ନାହିଁ।
7 Faraó mandou verificar, e eis que do rebanho de Israel não havia morrido nem um sequer. Mas o coração de Faraó se endureceu, e ele não deixou o povo ir.
8 ସଦାପ୍ରଭୁ ମାଶାେ ଏବଂ ହାରୋଣଙ୍କୁ କହିଲେ, ହାତ ମୁଠାକୁ ଭାଟିର ଭସ୍ମ ରେ ପୂର୍ଣ୍ଣ କର। ମାଶାେ ତୁମ୍ଭେ ଫାରୋ ଦେଖୁଥିବା ସମୟରେ ଭସ୍ମ ପବନ ରେ ନିଶ୍ଚଯ ଉଡାଇ ଦବେ।
8 Então o Senhor disse a Moisés e a Arão: — Peguem mãos cheias de cinza de um forno, e que Moisés atire essa cinza para o ar diante de Faraó.
9 ତାହା ମିଶରର ଧୂଳି ହାଇେ ଚାରିଆଡେ ବ୍ଯାପିୟିବ। ଯେତବେେଳେ ସହେି ଧୂଳି ମିଶରର ଯେଉଁଠା ରେ ଲୋକମାନଙ୍କୁ ବା ପଶୁମାନଙ୍କୁ ଛୁଇଁବ, ତା'ର ଚମଡା ରେ ଦାହୟୁକ୍ତ ବଥମାନ ବ୍ଯାପିୟିବ।
9 Ela se transformará em pó fino sobre toda a terra do Egito e em tumores que se arrebentem em úlceras nas pessoas e nos animais, por toda a terra do Egito.
10 ତେଣୁ ମାଶାେ ଓ ହାରୋଣ ଏକ ଭାଟିରୁ ଭସ୍ମ ନେଲେ। ଏବଂ ସମାନେେ ଫାରୋଙ୍କ ସମ୍ମୁଖ ରେ ଛିଡା ହାଇେ ଆକାଶକୁ ଉଡାଇ ଦେଲେ। ଏହାପରେ ୟନ୍ତ୍ରଣାଦାୟକ ଦାହୟୁକ୍ତ ବଥମାନ ମନୁଷ୍ଯ ଓ ପଶୁମାନଙ୍କଠା ରେ ଦଖାେ ଦଲୋ।
10 Eles pegaram cinza de um forno e se apresentaram a Faraó. Moisés atirou a cinza para o ar, e ela se transformou em tumores que se arrebentavam em úlceras nas pessoas e nos animais.
11 ସହେି ବଥ ସକାେଶ ମନ୍ତ୍ରଜ୍ଞମାନେ ମାଶାଙ୍କେ ସମ୍ମୁଖୀନ ହାଇେ ପାରିଲେ ନାହିଁ। ପ୍ରେତ୍ୟକକ ମିଶରବାସୀଙ୍କ ଓ ମନ୍ତ୍ରଜ୍ଞମାନଙ୍କ ଚର୍ମ ବଥରେ ବ୍ଯାପିଗଲା।
11 Os magos não puderam permanecer diante de Moisés, por causa dos tumores, porque havia tumores nos magos e em todos os egípcios.
12 କିନ୍ତୁ ସଦାପ୍ରଭୁ ଫାରୋଙ୍କ ହୃଦଯକୁ ଆହୁରି କଠାେର କଲେ ଯେ, ସେ ମାଶାେ ଓ ହାରୋଣଙ୍କର କୌଣସି କଥା ଶୁଣିଲେ ନାହିଁ। ଏହିପରି ଘଟିଲା ଯେପରି ସଦାପ୍ରଭୁ କହିଥିଲେ।
12 Porém o Senhor endureceu o coração de Faraó, e este não os ouviu, como o Senhor tinha dito a Moisés.
13 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରଭାତରୁ ଉଠି ଓ ଫାରୋଙ୍କ ନିଟକୁ ୟାଅ। ତାଙ୍କୁ କୁହ ଏବ୍ରୀଯ ଲୋକମାନଙ୍କର ସଦାପ୍ରଭୁ ପରମେଶ୍ବର କହନ୍ତି, ' ମାରେ ଲୋକମାନଙ୍କୁ ମାରେ ଉପାସନା ପାଇଁ ଛାଡ।
13 O Senhor disse a Moisés: — Levante-se de manhã cedo, apresente-se a Faraó e diga-lhe: Assim diz o
14 ଏହି ସମୟରେ ମାରେ ସମସ୍ତ ଶକ୍ତି ତୁମ୍ଭ ବିରୁଦ୍ଧ ରେ, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ସମସ୍ତ ଲୋକମାନଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ। ଏହାପରେ ତୁମ୍ଭେ ଜାଣିବ ଯେ, ମାେ ପରି ଆଉ କୌଣସି ପରମେଶ୍ବର ପୃଥିବୀ ରେ ନାହାଁନ୍ତିା
14 Pois desta vez enviarei todas as minhas pragas sobre o seu coração, sobre os seus oficiais e sobre o seu povo, para que você saiba que em toda a terra não há ninguém que seja semelhante a mim.
15 ବର୍ତ୍ତମାନ ସୁଦ୍ଧା, ମାରେ ପରାକ୍ରମ ଦ୍ବାରା ଏକ ରୋଗଦ୍ବାରା ତୁମ୍ଭଙ୍କୁ ଏବଂ ତୁମ୍ଭର ଲୋକମାନଙ୍କୁ ଶଷେ କରିସାରନ୍ତିଣି।
15 Pois eu já poderia ter estendido a mão para ferir você e o seu povo com peste, e você teria sido cortado da terra.
16 କିନ୍ତୁ ମୁଁ ତୁମ୍ଭକୁ ଏଥିପାଇଁ ରଖିଛି ଯେ, ତୁମ୍ଭେ ମାରେ ପରାକ୍ରମ ଜାଣିବ। ସମଗ୍ର ପୃଥିବୀ ରେ ମାରେ ନାମ ବିଖ୍ଯାତ କରିବ।
16 Mas, em verdade, foi para isso que eu o mantive: para mostrar a você o meu poder, e para que o meu nome seja anunciado em toda a terra.
17 ତଥାପି ମଧ୍ଯ ତୁମ୍ଭେ ମାରେ ଲୋକମାନଙ୍କ ବିରୁଦ୍ଧାଚରଣ କରୁଛ। ତୁମ୍ଭେ ମାରେ ଲୋକମାନଙ୍କୁ ମୁକ୍ତ କରୁନାହଁ।
17 Você ainda vai se levantar contra o meu povo, para não deixá-lo ir?
18 ତେଣୁ, ଆସନ୍ତାକାଲି ଏହି ସମୟରେ, ମୁଁ ଏକ ଭୟଙ୍କର ଶିଳା ବୃଷ୍ଟି କରିବି। ଏପରି ଶିଳାବୃଷ୍ଟି ମିଶର ରେ କବେବେି ହାଇେ ନଥିବ। ଏପରିକି ମିଶର ଏକ ଦେଶ ହେଲାଠାରୁ ହାଇନେଥିବ।
18 Eis que amanhã, por este tempo, farei cair uma forte chuva de pedras, como nunca houve no Egito, desde o dia em que foi fundado até hoje.
19 ବର୍ତ୍ତମାନ, ତୁମ୍ଭେ ତୁମ୍ଭର ପଶୁମାନଙ୍କୁ ନିରାପଦ ସ୍ଥାନ ରେ ରଖ। ତୁମ୍ଭର ସମସ୍ତ ପଶୁଗୁଡିକ କ୍ଷତରେୁ ନିରାପଦ ସ୍ଥାନକୁ ନଇେଆସ। କାହିଁକି? କାରଣ ଯେଉଁମାନେ କ୍ଷତେ ରେ ରହିବେ ମନୁଷ୍ଯ ହେଉ କି ପଶୁ ହେଉ ସମାନେେ ମରିବେ। ଘର ବାହା ରେ ଥିବା ସମସ୍ତ ବସ୍ତୁ ଉପରେ ଶିଳା ବୃଷ୍ଟି ହବେ।'
19 Agora, pois, mande recolher o seu gado e tudo o que você tem no campo. Todas as pessoas e os animais que estiverem no campo e não forem levados para casa morrerão ao cair sobre eles a chuva de pedras.”
20 କେତକେ କର୍ମଚାରୀ ଫାରୋଙ୍କର, ଯେଉଁମାନେ କି ସଦାପ୍ରଭୁଙ୍କର ଆଜ୍ଞା ରେ ଧ୍ଯାନ ଦେଲେ। ସହେି ଲୋକମାନେ ସମାନଙ୍କେର ପଶୁ ଏବଂ ଦାସମାନଙ୍କୁ ଗୃହକୁ ଆଣି ନିରାପଦ ରେ ରଖିଲେ।
20 Aqueles oficiais de Faraó que temiam a palavra do Senhor fizeram com que os seus servos e o seu gado fugissem para as casas;
21 କିନ୍ତୁ କେତକେ ଲୋକ ସଦାପ୍ରଭୁଙ୍କର ଆଜ୍ଞାକୁ ହଯେଜ୍ଞାନ ମଣିଲେ, ସହେି ଲୋକମାନେ ତାଙ୍କର ସମସ୍ତ ପଶୁ ଓ ଦାସମାନଙ୍କୁ କ୍ଷତେ ରେ ଛାଡି ଦେଲେ.
21 aqueles, porém, que não se importavam com a palavra do Senhor deixaram que os seus servos e o seu gado ficassem no campo.
22 ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତ ଆକାଶ ଆଡେ ବିସ୍ତାର କର ଏବଂ ମିଶରର ଚାରିଆଡେ ଶିଳା ବୃଷ୍ଟି ଆରମ୍ଭ ହାଇଯେିବ। ଏହି ଶିଳାବୃଷ୍ଟି ମିଶରର ଚାରିଆଡେ ମନୁଷ୍ଯ, ପଶୁ ଓ ତୃଣାଦି ଉପରେ ପଡିବ।
22 Então o Senhor disse a Moisés: — Estenda a mão para o céu, e cairá chuva de pedras em toda a terra do Egito, sobre as pessoas, sobre animais e sobre toda planta do campo na terra do Egito.
23 ତେଣୁ ମାଶାେ ତାଙ୍କର ଆଶାବାଡିକୁ ଆକାଶ ଆଡେ ବିସ୍ତାର କଲେ ଏବଂ ସଦାପ୍ରଭୁ ବଜ୍ର ବୃଷ୍ଟି କଲେ। ବିଜୁଳି ମାରିଲା ଏବଂ ମିଶରର ଚାରିଆଡେ ଶିଳାବୃଷ୍ଟି ହେଲା।
23 E Moisés estendeu o seu bordão para o céu e o Senhor deu trovões e chuva de pedras, e fogo desceu sobre a terra. E o Senhor fez cair chuva de pedras sobre a terra do Egito.
24 ମିଶରର ଉତ୍ପତ୍ତିଠାରୁ ଏପରି ଶିଳାବୃଷ୍ଟି, ବିଜୁଳି ମାରିବା କବେବେି ହାଇେ ନଥିଲା।
24 De maneira que havia chuva de pedras e fogo misturado com a chuva de pedras tão grave, como nunca houve em toda a terra do Egito, desde que veio a ser uma nação.
25 ଏହି ଶିଳାବୃଷ୍ଟି ମିଶରର କ୍ଷତେ ମଧ୍ଯସ୍ଥ ସବୁକିଛି ନଷ୍ଟକଲା। ଏହି ଶିଳାବୃଷ୍ଟି, ଲୋକମାନଙ୍କୁ, ପଶୁମାନଙ୍କୁ ଓ ବୃକ୍ଷାଦି ମାନଙ୍କୁ ଧ୍ବଂସ କଲା। ଏହି ଶିଳାବୃଷ୍ଟି ମଧ୍ଯ କ୍ଷତେ ମଧ୍ଯସ୍ଥ ବୃକ୍ଷମାନଙ୍କୁ ନଷ୍ଟ କରି ପକାଇଲା।
25 Por toda a terra do Egito a chuva de pedras destruiu tudo o que havia no campo, tanto pessoas como animais. A chuva de pedras destruiu também todas as plantas do campo e quebrou todas as árvores do campo.
26 କବଳେ ଗୋଟିଏ ସ୍ଥାନ ଥିଲା ଯେଉଁଠା ରେ ଶିଳାବୃଷ୍ଟି ହେଉ ନଥିଲା। ତାହାଥିଲା ଗୋଶନ ଯେଉଁଠା ରେ ଇଶ୍ରାୟେଲୀୟମାନେ ବାସ କରୁଥିଲେ।
26 Somente na terra de Gósen, onde estavam os filhos de Israel, não houve chuva de pedras.
27 ଫାରୋ ମାଶାେ ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସମାନଙ୍କେୁ କହିଲେ, ଏଥର ମୁଁ ପାପ କରିଛି। ସଦାପ୍ରଭୁ ସତ୍ଯ, ସେ ଉତ୍ତମ କରିଛନ୍ତି। ମୁଁ ଏବଂ ମାରେ ଲୋକମାନେ ପାପ କରିଅଛୁ।
27 Então Faraó mandou chamar Moisés e Arão e lhes disse: — Desta vez pequei. O
28 ଏହି ଶିଳାବୃଷ୍ଟି ୟଥେଷ୍ଟ ହେଲା! ସଦାପ୍ରଭୁଙ୍କୁ କୁହ ଏହି ବୃଷ୍ଟି ବନ୍ଦ କରିବା ପାଇଁ ଏବଂ ମୁଁ ତୁମ୍ଭର ଲୋକମାନଙ୍କୁ ଛାଡି ଦବେି। ତୁମ୍ଭମାନଙ୍କର ଆଉ ଏଠା ରେ ରହିବା ଦରକାର ନାହିଁ।
28 Orem ao Senhor , pois já bastam estes grandes trovões e a chuva de pedras. Eu os deixarei ir, e vocês não ficarão mais aqui.
29 ମାଶାେ ଫାରୋଙ୍କୁ କିହିଲେ, ଯେତବେେଳେ ମୁଁ ଏ ନଗର ଛାଡିବି, ମୁଁ ସେତବେେଳେ ସଦାପ୍ରଭୁଙ୍କୁ ହାତଟକେି ପ୍ରାର୍ଥନା କରିବି, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହାଇଯେିବ। ସେତବେେଳେ ତୁମ୍ଭେ ଜାଣିବ ସଦାପ୍ରଭୁ ଏହି ଭୂମିରେ ଅଛନ୍ତି।
29 Moisés respondeu: — Quando eu sair da cidade, estenderei as mãos ao
30 କିନ୍ତୁ ମୁଁ ଜାଣେ ତୁମ୍ଭେ ଏବଂ ତୁମ୍ଭର କର୍ମଚାରୀମାନେ ବାସ୍ତବ ରେ ଏପର୍ୟ୍ଯନ୍ତ ସଦାପ୍ରଭୁଙ୍କୁ ଭୟ କରୁନାହଁ।
30 Mas quanto a você e aos seus oficiais, eu sei que ainda não temem o Senhor Deus.
31 ୟବଗୁଡିକ ଶିଷାୟୁକ୍ତ ହାଇେଥିଲା ଏବଂ ପେଶୀଗୁଡିକ ପୁଷ୍ପିତ ହାଇେଥିଲା। ତେଣୁ ସହେି ଶସ୍ଯଗୁଡିକ ନଷ୍ଟ ହାଇଗେଲା।
31 O linho e a cevada foram destruídos, pois a cevada já estava na espiga e o linho estava em flor.
32 ମାତ୍ର ଗହମ ଓ ୟହ୍ନା ବଡ ହାଇେ ନଥିବାରୁ ନଷ୍ଟ ହେଲା ନାହିଁ।
32 Porém o trigo e o centeio não sofreram dano, porque ainda não haviam nascido.
33 ମାଶାେ ଫାରୋଙ୍କ ନିକଟରୁ ନଗର ବାହାରକୁ ୟାଇ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବାରୁ ବର୍ଷା, ବଜ୍ର ଏବଂ ଶିଳାବୃଷ୍ଟି ବନ୍ଦ ହାଇଗେଲା।
33 Moisés saiu da presença de Faraó e da cidade e estendeu as mãos ao Senhor . Cessaram os trovões e a chuva de pedras, e não caiu mais chuva sobre a terra.
34 ଯେତବେେଳେ ଫାରୋ ଦେଖିଲେ ବଜ୍ର ଓ ଶିଳାବୃଷ୍ଟି ବନ୍ଦ ହାଇଗେଲା ସେ ପୁନ୍ନରାଯ ଅନ୍ଯାଯ କଲେ। ସେ ଏବଂ ତାଙ୍କର କର୍ମଚାରୀମାନେ ପୁଣି କଠାେର ହୃଦଯ ହେଲେ।
34 Quando Faraó viu que cessaram as chuvas, as pedras e os trovões, tornou a pecar e endureceu o coração, ele e os seus oficiais.
35 ଫାରୋ ପୁଣି ଥରେ ଦୃଢ ହେଲେ। ସେ ଇଶ୍ରାୟେଲର ଲୋକମାନଙ୍କୁ ୟିବାକୁ ଦେଲେ ନାହିଁ। ମାଶାଙ୍କେୁ ସଦାପ୍ରଭୁ ଯେପରି କହିଥିଲେ ସହେିପରି ହେଲା।
35 E assim Faraó, de coração endurecido, não deixou ir os filhos de Israel, como o Senhor tinha dito a Moisés.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 9, comparar traduções ou montar um estudo — tudo direto pelo WhatsApp.