Êxodo 8

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଫାରୋଙ୍କ ନିକଟକୁ ୟାଅ ଏବଂ କୁହ, ସଦାପ୍ରଭୁ ଏହିକଥା କୁହନ୍ତି, ' ମାରେ ଲୋକମାନଙ୍କୁ ୟିବା ପାଇଁ ଦିଅ, ଯାହାଫଳ ରେ ସମାନେେ ମାେତେ ଉପାସନା କରିବେ।
1 Então o S enhor disse a Moisés: “Volte ao faraó e anuncie: ‘Assim diz o S enhor : Deixe meu povo sair para me adorar.
2 ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ଛାଡିବାକୁ ମନା କରିବ, ତବେେ ମୁଁ ମିଶରକୁ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ କରି ଦବେି।
2 Se você se recusar a deixá-lo sair, enviarei uma praga de rãs sobre todo o seu território.
3 ନୀଳନଦୀ ସଂପୂର୍ଣ୍ଣ ବେଙ୍ଗ ରେ ପରିପୂର୍ଣ୍ଣ ହବେ। ସମାନେେ ନଦୀରୁ ଆସି ତୁମ୍ଭର ଘ ରେ ପଶିବେ। ସମାନେେ ତୁମ୍ଭର ଶଯନ କକ୍ଷ ଓ ଶୟେ ରେ ପଡି ରହିବେ ଏବଂ ସମାନେେ ତୁମ୍ଭର ଅଧିକାରୀଗଣଙ୍କ ଓ ତୁମ୍ଭ ଲୋକମାନଙ୍କ ଗୃହ ରେ ପ୍ରବେଶ କରିବେ ଏବଂ ବେଙ୍ଗଗୁଡିକ ତୁମ୍ଭର ଜଳପାତ୍ର, ଅଧିକାରୀମାନଙ୍କର ଚୁଲ୍ଲୀ ରେ ପ୍ରବେଶ କରିବେ।
3 O rio Nilo fervilhará de rãs. Elas subirão do rio e invadirão seu palácio, e até mesmo seu quarto e sua cama. Entrarão nas casas de seus oficiais e de seu povo. Saltarão para dentro dos fornos e das tigelas de amassar pão.
4 ବେଙ୍ଗମାନେ ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ଓ ତୁମ୍ଭ ଉପରକୁ ଉଠିବେ।'
4 As rãs avançarão sobre você, sobre seu povo e sobre todos os seus oficiais’”.
5 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣକୁ କୁହ ସେ ତା'ର ଆଶାବାଡିକୁ ଧରି ନଦୀ, ହ୍ରଦ, କନୋଲ, ସବୁଆଡେ ବୁଲାଉ। ଏହାପରେ ବେଙ୍ଗମାନେ ମିଶରର ସ୍ଥଳଭାଗ ରେ ଉଠି ଆସିବେ।
5 O S enhor também disse a Moisés: “Diga a Arão: ‘Estenda a vara que traz em sua mão sobre todos os rios, canais e açudes do Egito e faça subir rãs sobre toda a terra’”.
6 ତେଣୁ ହାରୋଣ ମିଶରର ସମସ୍ତ ଜଳଭାଗ ଉପରେ ତାଙ୍କର ହସ୍ତ ପ୍ରସାରଣ କଲେ। ଏଥି ରେ ବେଙ୍ଗମାନେ ଜଳଭାଗରୁ ବାହାରି ମିଶରର ଭୂମିରେ ପରିପୂର୍ଣ୍ଣ ହାଇଗେଲେ।
6 Arão estendeu a mão sobre as águas do Egito, e as rãs subiram e cobriram toda a terra.
7 ମନ୍ତ୍ରଜ୍ଞ ମଧ୍ଯ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ବଳ ରେ ଠିକ୍ ସହପରେି ବେଙ୍ଗମାନଙ୍କୁ ବାହାର କରିପାରିଲେ। ଯେଉଁଥିପାଇଁ ସମଗ୍ର ମିଶରର ବେଙ୍ଗ ରେ ପରିପୂର୍ଣ୍ଣ ହାଇଗେଲା।
7 Os magos, porém, usaram suas artes mágicas para imitar a praga e também fizeram aparecer rãs sobre a terra do Egito.
8 ଫାରୋ ମାଶାେ ଏବଂ ହାରୋଣଙ୍କୁ ଡାକିଲେ। ଫାରୋ କହିଲେ, ସଦାପ୍ରଭୁଙ୍କୁ କୁହ ମାେ ଉପରୁ, ମାରେ ଲୋକମାନଙ୍କ ଉପରୁ ବେଙ୍ଗମାନଙ୍କୁ କାଢି ନିଅନ୍ତୁ। ମୁଁ ତାଙ୍କର ଲୋକଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବା ପାଇଁ ଛାଡି ଦବେି।
8 Então o faraó convocou Moisés e Arão e disse: “Supliquem ao S enhor que afaste as rãs de mim e de meu povo. Deixarei seu povo sair para oferecer sacrifícios ao S enhor ”.
9 ମାଶାେ ଫାରୋଙ୍କୁ କହିଲେ, ଦୟାକରି କୁହ ତୁମ୍ଭେ କେତବେେଳେ ଚାହୁଁଛ ବେଙ୍ଗମାନେ ପଳାଇବା ପାଇଁ, ମୁଁ ତୁମ୍ଭ ପାଇଁ ପ୍ରାର୍ଥାନା କରିବି, ତୁମ୍ଭର କର୍ମଚାରୀ ଏବଂ ତୁମ୍ଭର ଲୋକମାନଙ୍କ ପାଇଁ ମଧ୍ଯ ପ୍ରାର୍ଥନା କରିବି। ତା'ପରେ ବେଙ୍ଗମାନେ ତୁମ୍ଭମାନଙ୍କଠାରୁ ପଳାଇବେ। ବେଙ୍ଗମାନେ କବଳେ ନଦି ରେ ରହିବେ।
9 “Pois escolha a hora!”, respondeu Moisés. “Diga-me quando deseja que eu suplique pelo faraó, por seus oficiais e por seu povo. Então o faraó e suas casas ficarão livres das rãs, e elas permanecerão apenas no rio Nilo.”
10 ଫାରୋ ଉତ୍ତର ଦେଲେ, ଆସନ୍ତାକାଲି।
10 “Que seja amanhã”, disse o faraó. “Será como o faraó disse”, respondeu Moisés. “Então saberá que não há ninguém como o S
11 ବେଙ୍ଗମାନେ ତୁମ୍ଭକୁ, ତୁମ୍ଭର ଗୃହକୁ, ତୁମ୍ଭର ଲୋକମାନଙ୍କୁ ଏବଂ ତୁମ୍ଭର କର୍ମଚାରୀମାନଙ୍କୁ ଛାଡି ପଳାଇବେ। ସମାନେେ କବଳେ ନଦୀ ରେ ରହିବେ।
11 As rãs deixarão o faraó e suas casas, seus oficiais e seu povo e permanecerão apenas no rio Nilo.”
12 ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟରୁ ବିଦାଯ ନେଲେ। ସେ ଯେଉଁ ବେଙ୍ଗମାନଙ୍କୁ ଫାରୋଙ୍କ ବିରୁଦ୍ଧ ରେ ପଠାଇଥିଲେ, ସଗେୁଡିକୁ ହଟାଇ ନବୋ ପାଇଁ ମାଶାେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।
12 Moisés e Arão saíram do palácio do faraó, e Moisés clamou ao S enhor a respeito das rãs que ele havia mandado para afligir o faraó.
13 ଏବଂ ମାଶାେ ଯାହା ଚାହିଁଲେ ସଦାପ୍ରଭୁ ସହେିପରି କଲେ। ଯେଉଁ ବେଙ୍ଗମାନେ ଘ ରେ, ଅଗଣା ରେ ଏବଂ ଜମି ରେ ଥିଲେ ସଗେୁଡିକ ମରିଗଲେ।
13 O S enhor fez exatamente conforme Moisés tinha dito. Todas as rãs nas casas, nos pátios e nos campos morreram.
14 ସମାନେେ ଗଦା ହାଇେ ରୁଣ୍ଡ ହେଲେ ଏବଂ ସଗେୁଡିକ ଯୋଗୁଁ ସ୍ଥାନଟିରୁ ଦୁର୍ଗନ୍ଧ ବାହାରିଲା।
14 Os egípcios as juntaram em montões, e um fedor terrível encheu a terra.
15 ଫାରୋ ହୃଦଯଙ୍ଗମ କଲେ ଯେ, ସେ ବେଙ୍ଗମାନଙ୍କ ଦାଉରୁ ରକ୍ଷା ପାଇଲେ। ଏବଂ ସେ ପୁଣି ଜିଦ୍ଖୋର ହେଲ। ସେ ସମାନଙ୍କେ କଥା ଶୁଣିଲେ ନାହିଁ। ସଦାପ୍ରଭୁ ଯେପରି କହିଥିଲେ, ସହେିପରି ସବୁ ଘଟିଗଲା।
15 Mas, quando o faraó percebeu que a situação havia melhorado, seu coração se endureceu, e ele se recusou a dar ouvidos a Moisés e a Arão, como o S enhor tinha dito.
16 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ହାରୋଣକୁ କୁହ ତାଙ୍କର ଆଶାବାଡି ଉଠାଇ ଭୂମିରେ ଆଘାତ କରିବ। ଏବଂ ମିଶରର ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହାଇଯେିବେ।
16 Então o S enhor disse a Moisés: “Diga a Arão: ‘Estenda a vara e bata no chão. O pó se transformará em enxames de piolhos em toda a terra do Egito’”.
17 ସମାନେେ ସହେିପରି କଲେ। ହାରୋଣ ତାଙ୍କର ଆଶାବାଡି ଉଠାଇ ଭୂମିରେ ଆଘାତ କଲେ ଏବଂ ମିଶର ରେ ସମସ୍ତ ଧୂଳି ଉକୁଣିଆ ପୋକରେ ପରିଣତ ହାଇଗେଲା। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ଯମାନଙ୍କଠା ରେ ହାଇଗେଲେ।
17 Moisés e Arão assim fizeram. Quando Arão estendeu a mão e bateu no chão com a vara, piolhos infestaram toda a terra e cobriram os egípcios e seus animais. Todo o pó da terra do Egito se transformou em piolhos.
18 ମିଶରର ମନ୍ତ୍ରଜ୍ଞମାନେ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ଦ୍ବାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରିପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ଯମାନଙ୍କଠା ରେ ରହିଗଲେ।
18 Os magos do faraó tentaram fazer o mesmo com suas artes mágicas, mas não conseguiram. E os piolhos cobriram tudo, tanto as pessoas como os animais.
19 ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ବର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜିଦ୍ଖୋର ହେଲେ। ସେ ସମାନଙ୍କେ କଥା ଶୁଣିଲେ ନାହିଁ।
19 “Isso é o dedo de Deus!”, exclamaram os magos ao faraó. Mas o coração do faraó continuou endurecido. Recusou-se a ouvi-los, como o S enhor tinha dito.
20 ପରମେଶ୍ବର ମାଶାଙ୍କେୁ କହିଲେ, ପ୍ରଭାତରୁ ଉଠି ଫାରୋଙ୍କ ନିକଟକୁ ୟାଅ। ସେ ଯେତବେେଳେ ନଦୀକୂଳକୁ ୟିବ। ଏହିପରି କୁହ ସଦାପ୍ରଭୁ କହିଲେ, ' ମାରେ ଲୋକମାନଙ୍କୁ ଛାଡ ସମାନେେ ମାରେ ଉପାସନା କରିବେ।
20 Em seguida, o S enhor disse a Moisés: “Levante-se cedo amanhã e coloque-se diante do faraó quando ele descer ao rio. Diga-lhe: ‘Assim diz o S enhor : Deixe meu povo sair para me adorar.
21 ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ୟିବାକୁ ନଦିଅ ତବେେ ମାଛିମାନଙ୍କ ଦ୍ବାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହବେ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଚାରୀମାନଙ୍କ ଉପରେ ବ୍ଯାପିଯିବେ। ମିଶରର ସମସ୍ତ ଗୃହ ମାଛି ରେ ପରିପୂର୍ଣ୍ଣ ହବେ। ଏବଂ ମାଛିମାନଙ୍କ ଦ୍ବାରା ମଧ୍ଯଭୂମି ପରିପୂର୍ଣ୍ଣ ହବେ।
21 Se você se recusar, enviarei enxames de moscas sobre você, seus oficiais, seu povo e sobre todas as casas. Os lares dos egípcios e todo o chão ficarão cheios de moscas.
22 କିନ୍ତୁ ମୁଁ ଇଶ୍ରାୟେଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ଯବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହବେ। ଗୋଶନ ରେ କୌଣସି ମିଛି ହବେ ନାହିଁ, ଯେଉଁଠା ରେ ମାରେ ଲୋକମାନେ ବାସ କରୁଛନ୍ତି। ଏହି ପ୍ରକା ରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ।
22 Desta vez, porém, pouparei a região de Gósen, onde meu povo vive. Lá, não aparecerão moscas. Então você saberá que eu sou o S enhor e que estou presente até mesmo no meio de sua terra.
23 ତେଣୁ ଆସନ୍ତାକାଲିଠାରୁ ମୁଁ ମାରେ ଲୋକମାନଙ୍କୁ ତୁମ୍ଭର ଲୋକମାନଙ୍କଠାରୁ ଭିନ୍ନ ଭାବରେ ବ୍ଯବହାର କରିବି ଏବଂ ତାହା ମାରେ ପ୍ରମାଣ ସ୍ବରୂପ ହବେ।'
23 Farei clara distinção entre o meu povo e o seu. Esse sinal acontecerá amanhã’”.
24 ତେଣୁ ସଦାପ୍ରଭୁ ଯେପରି କହିଥିଲେ, ସହେିପରି ବହୁ ସଂଖ୍ଯକ ମାଛି ମିଶରକୁ ପ୍ରବେଶ କରାଇଲେ। ମାଛିମାନେ ଫାରୋଙ୍କ ଗୃହ ରେ, ତାଙ୍କର କର୍ମଚାରୀମାନଙ୍କ ଗୃହ ରେ ଏବଂ ଏପରିକି ମିଶରର ଚାରିଆଡେ ଘରେିଗଲେ। ମାଛିମାନେ ଦେଶକୁ ନଷ୍ଟ କରିବାକୁ ଲାଗିଲେ।
24 O S enhor fez exatamente o que disse. Um denso enxame de moscas encheu o palácio do faraó e as casas de seus oficiais. Todo o Egito ficou em estado de calamidade por causa das moscas.
25 ତେଣୁ ଫାରୋ ମାଶାେ ଓ ହାରୋଣଙ୍କୁ ଡାକି ସମାନଙ୍କେୁ କହିଲେ, ତୁମ୍ଭମାନେେ ୟାଇ ଦେଶ ମଧିଅରେ ତୁମ୍ଭର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କର।
25 O faraó mandou chamar Moisés e Arão e disse: “Vão e ofereçam sacrifícios ao seu Deus. Mas façam-no aqui mesmo, nesta terra”.
26 କିନ୍ତୁ ମାଶାେ କହିଲେ, ଏହା କବେେ ମଧ୍ଯ ଠିକ୍ ହବେ ନାହିଁ। ମିଶରବାସୀମାନେ ଭାବିବେ ଯେ, ପଶୁମାନଙ୍କୁ ମାରି ବଳିଦାନ କରିବା, ଏକ ଭୟଙ୍କର କାର୍ୟ୍ଯ ହବେ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯଦି ଆମ୍ଭେ ଏପରି କର୍ୟ୍ଯ ଏହିଠା ରେ କରୁ ତବେେ ମିଶରବାସୀ ଆମ୍ଭମାନଙ୍କୁ ଦେଖିବେ, ଏବଂ ସମାନେେ ଆମ୍ଭମାନଙ୍କ ଉପରକୁ ପଥର ଫୋପାଡିବେ।
26 “Não seria certo”, respondeu Moisés. “Os sacrifícios que oferecemos ao S enhor , nosso Deus, são detestáveis aos egípcios. Se apresentarmos aqui mesmo nossos sacrifícios, que os egípcios consideram detestáveis, eles nos apedrejarão.
27 ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ ଉତ୍ସର୍ଗ କରିବା ନିମନ୍ତେ ଆମ୍ଭମାନଙ୍କୁ ତିନି ଦିନ ପାଇଁ ମରୁଭୂମିକୁ ୟିବାକୁ ଅନୁମତି ଦିଅ। ଯେ ହତେୁ ସଦାପ୍ରଭୁ ଆମ୍ଭମାନଙ୍କୁ ଏହା କରିବାକୁ ଆଜ୍ଞା କରିଅଛନ୍ତି।
27 Para oferecer sacrifícios ao S enhor , nosso Deus, precisamos fazer uma viagem de três dias ao deserto, como ele ordenou.”
28 ତେଣୁ ଫାରୋ କହିଲେ, ତେଣୁ ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବାକୁ ମରୁଭୂମିକୁ ୟିବାକୁ ଅନୁମତି ଦବେି। କିନ୍ତୁ ତୁମ୍ଭମାନେେ ବେଶୀଦୂର ୟିବା ଉଚିତ୍ ନୁହେଁ। ବର୍ତ୍ତମାନ ୟାଅ ଏବଂ ମାେ ପାଇଁ ପ୍ରାର୍ଥନା କର।
28 “Podem ir”, respondeu o faraó. “Deixarei que viajem ao deserto para oferecer sacrifícios ao S enhor , seu Deus, mas não se afastem demais. E supliquem por mim.”
29 ମାଶାେ କହିଲେ, ଦେଖ, ଏ ସ୍ଥାନରୁ ୟାଇ ମୁଁ ଆପଣଙ୍କ ପାଇଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି ମାଛିମାନଙ୍କଠାରୁ ମୁକ୍ତି ପାଇବା ପାଇଁ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ପାଇଁ ଯାଉଥିବା ଲୋକମାନଙ୍କୁ ଅଟକାଇବ ନାହିଁ।
29 Moisés respondeu: “Assim que sairmos de sua presença, suplicaremos ao S enhor , e amanhã os enxames de moscas deixarão o faraó, seus oficiais e todo o seu povo. Mas fique avisado, ó faraó, de que não deve mentir novamente, recusando-se a deixar o povo sair para sacrificar ao S enhor ”.
30 ତେଣୁ ମାଶାେ ଫାରୋଙ୍କ ନିକଟରୁ ବିଦାଯ ନଇେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।
30 Moisés saiu do palácio do faraó e suplicou ao S enhor que removesse todas as moscas.
31 ଏବଂ ମାଶାେ ଯେପରି ଚାହିଁଲେ, ସଦାପ୍ରଭୁ ସହେିପରି କଲେ। ସଦାପ୍ରଭୁ ମାଛିମାନଙ୍କୁ ଫାରୋଙ୍କଠାରୁ, ତାଙ୍କର କର୍ମଚାରୀ ଏବଂ ତାଙ୍କର ଲୋକମାନଙ୍କଠାରୁ ଦୂ ରଇେ ନେଲେ। କୌଣସି ମାଛି ରହିଲେ ନାହିଁ।
31 O S enhor atendeu Moisés e fez os enxames de moscas deixarem o faraó, seus oficiais e seu povo. Não restou uma só mosca.
32 କିନ୍ତୁ ଫାରୋ ପୁଣି ଦାମ୍ଭିକ ହେଲ ଏବଂ ଲୋକମାନଙ୍କୁ ୟିବାକୁ ଦେଲେ ନାହିଁ।
32 Mas o coração do faraó se endureceu outra vez, e ele se recusou a deixar o povo sair.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 8, comparar traduções ou montar um estudo — tudo direto pelo WhatsApp.