Êxodo 6
Oriya Bible (GL_ORIYA) vs ARA
1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ'ଣ କରିବି। ମାରେ ମହାନ ଶକ୍ତି ତାଙ୍କ ବିରୁଦ୍ଧ ରେ କାର୍ୟ୍ଯ କରିବ ଏବଂ ସେ ମାରେ ଲୋକମାନଙ୍କୁ ୟିବାକୁ ଦବେ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ଯ କରିବ ତାଙ୍କର ଦେଶ ଛାଡ଼ି ୟିବା ପାଇଁ?
1 Disse o Senhor a Moisés: Agora, verás o que hei de fazer a Faraó; pois, por mão poderosa, os deixará ir e, por mão poderosa, os lançará fora da sua terra.
2 ପରମେଶ୍ବର ମାଶାଙ୍କେୁ କହିଲେ, ଆମ୍ଭେ ଯିହାବୋଃ।
2 Falou mais Deus a Moisés e lhe disse: Eu sou o Senhor .
3 ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅବ୍ରହାମ, ଇସ୍ହାକ ଓ ଯାକୁବକୁ ଦର୍ଶନ ଦଇେଥିଲୁ। ସମାନେେ ଆମ୍ଭଙ୍କୁ ସର୍ବଶକ୍ତିମାନ ପରମେଶ୍ବର ବୋଲି କହିଥିଲେ। ସମାନେେ ଆମ୍ଭର ନାମ ସଦାପ୍ରଭୁ ବୋଲି ଜାଣି ନଥିଲେ।
3 Apareci a Abraão, a Isaque e a Jacó como Deus Todo-Poderoso; mas pelo meu nome, O Senhor , não lhes fui conhecido.
4 ଆମ୍ଭେ ସମାନଙ୍କେ ସହିତ ଚୁକ୍ତି କରିଥିଲୁ ଏବଂ ମୁଁ ସମାନଙ୍କେୁ କିଣାନ ଦେଶ ଦବୋପାଇଁ ସମାନଙ୍କେଠା ରେ ପ୍ରତିଜ୍ଞା କରିଥିଲି। ସମାନେେ ସଠାେରେ ବାସ କରୁଥିଲେ କିନ୍ତୁ ସେ ଦେଶ ସମାନଙ୍କେର ନଥିଲା।
4 Também estabeleci a minha aliança com eles, para dar-lhes a terra de Canaã, a terra em que habitaram como peregrinos.
5 ବର୍ତ୍ତମାନ ଇଶ୍ରାୟେଲୀୟମାନଙ୍କର ଆର୍ତ୍ତଚିତ୍କାର ମୁଁ ଶୁଣିଅଛି। ମୁଁ ଦେଖିଛି ମିଶରବାସୀମାନେ କିପରି ସମାନଙ୍କେୁ କ୍ରୀତଦାସ କରି ଅଛନ୍ତି। ଏବଂ ମୁଁ ମାରଚେୁକ୍ତି ମନେ ରଖିଅଛି।
5 Ainda ouvi os gemidos dos filhos de Israel, os quais os egípcios escravizam, e me lembrei da minha aliança.
6 ତେଣୁ ଇଶ୍ରାୟେଲୀୟ ଲୋକମାନଙ୍କୁ କୁହ, 'ଆମ୍ଭେ ସଦାପ୍ରଭୁ, ଆମ୍ଭେ ତୁମ୍ଭମାନଙ୍କୁ ରକ୍ଷା କରିବା। ଆମ୍ଭେ ତୁମ୍ଭକୁ ମୁକ୍ତ କରିବା। ତୁମ୍ଭମାନେେ ମିଶରବାସୀମାନଙ୍କର ଆଉ ଦାସ ହାଇେ ରହିବ ନାହିଁ। ମୁଁ ମାରେ ମହାନଶକ୍ତି ପ୍ରଯୋଗ କରି ମିଶରବାସୀମାନଙ୍କୁ ଭୟଙ୍କର ଭାବେ ଦଣ୍ଡ ଦବେି। ଏହାପରେ ମୁଁ ତୁମ୍ଭମାନଙ୍କୁ ସମାନଙ୍କେ କବଳରୁ ରକ୍ଷା କରିବି।
6 Portanto, dize aos filhos de Israel: eu sou o Senhor , e vos tirarei de debaixo das cargas do Egito, e vos livrarei da sua servidão, e vos resgatarei com braço estendido e com grandes manifestações de julgamento.
7 ତୁମ୍ଭମାନେେ ମାରେ ଲୋକ ହବେ। ଏବଂ ମୁଁ ତୁମ୍ଭର ପରମେଶ୍ବର ହବେି। ମୁଁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ଅଟେ। ଏବଂ ତୁମ୍ଭେ ଜାଣିବ ଯେ, ମୁଁ ତୁମ୍ଭମାନଙ୍କୁ ମିଶରୀଯମାନଙ୍କ ଦାଉରୁ ରକ୍ଷା କରିବି।
7 Tomar-vos-ei por meu povo e serei vosso Deus; e sabereis que eu sou o Senhor , vosso Deus, que vos tiro de debaixo das cargas do Egito.
8 ମୁଁ ଅବ୍ରହାମଙ୍କ, ଇସ୍ହାକ୍ ଏବଂ ଯାକୁବଙ୍କ ସହ ଯେଉଁ ମହତ୍ ପ୍ରତିଜ୍ଞା କରିଅଛି। ମୁଁ ପ୍ରତିଜ୍ଞା କରିଅଛି ତୁମ୍ଭମାନଙ୍କୁ ସହେି ଭୂମି ଦବୋ ପାଇଁ। ଏବଂ ତୁମ୍ଭମାନଙ୍କୁ ସହେି ଭୂମିକୁ ନଇୟିବୋକୁ। ଏହା ତୁମ୍ଭମାନଙ୍କର ହବେ। ମୁଁ ସଦାପ୍ରଭୁ ଅଟେ।'
8 E vos levarei à terra a qual jurei dar a Abraão, a Isaque e a Jacó; e vo-la darei como possessão. Eu sou o Senhor .
9 ତେଣୁ ମାଶାେ ଏହିସବୁ ଘଟଣା ଇଶ୍ରାୟେଲର ଲୋକମାନଙ୍କୁ କହିଲେ। କିନ୍ତୁ ଲୋକମାନେ ତାଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ। ସମାନଙ୍କେର ଉତ୍ସାହ ଭାଙ୍ଗି ପଡ଼ିଲା। ଏବଂ ସମାନେେ ଏତେ କଠିନ ପରିଶ୍ରମ କରୁଥିଲେ ଯେ ମାଶାଙ୍କେର କଥା ଶୁଣିବା ପାଇଁ ତାଙ୍କର ଆଉ ଧର୍ୟ୍ଯ ନଥିଲା।
9 Desse modo falou Moisés aos filhos de Israel, mas eles não atenderam a Moisés, por causa da ânsia de espírito e da dura escravidão.
10 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
10 Falou mais o Senhor a Moisés, dizendo:
11 ମିଶରର ରାଜା ଫାରୋଙ୍କୁ ୟାଇ କୁହ, ତାଙ୍କର ଦେଶରୁ ଇଶ୍ରାୟେଲ ସନ୍ତାନଗଣଙ୍କୁ ପଠଇେ ଦବୋ ପାଇଁ।
11 Vai ter com Faraó, rei do Egito, e fala-lhe que deixe sair de sua terra os filhos de Israel.
12 କିନ୍ତୁ ମାଶାେ ଉତ୍ତର ଦେଲେ, ଇଶ୍ରାୟେଲ ସନ୍ତାନଗଣ ମାରେ କଥାକୁ କର୍ଣ୍ଣପାତ କରି ନାହାଁନ୍ତି। ତେଣୁ ଫାରୋ ମାରେ କଥାକୁ କର୍ଣ୍ଣପାତ କରିବେ ନାହିଁ। ମୁଁ ଜଣେ ଅତି ମନ୍ଦ ବକ୍ତା।
12 Moisés, porém, respondeu ao Senhor , dizendo: Eis que os filhos de Israel não me têm ouvido; como, pois, me ouvirá Faraó? E não sei falar bem.
13 କିନ୍ତୁ ସଦାପ୍ରଭୁ ଇଶ୍ରାୟେଲର ସନ୍ତାନଗଣଙ୍କୁ କହିବା ପାଇଁ ମାଶାେ ଓ ହାରୋଣଙ୍କୁ ଆଜ୍ଞା ଦେଲେ। ସେ ମିଶରର ରାଜା ଫାରୋଙ୍କ ନିକଟକୁ ୟିବା ପାଇଁ ଏବଂ ଇଶ୍ରାୟେଲୀୟ ସନ୍ତାନଗଣଙ୍କୁ ମିଶରରୁ ବାହାର କରି ଆଣିବା ପାଇଁ ସମାନଙ୍କେୁ ଆଜ୍ଞା ଦେଲେ।
13 Não obstante, falou o Senhor a Moisés e a Arão e lhes deu mandamento para os filhos de Israel e para Faraó, rei do Egito, a fim de que tirassem os filhos de Israel da terra do Egito.
14 ଏହି ସମସ୍ତ ଲୋକ ଇଶ୍ରାୟେଲ ବଂଶ ମଧିଅରେ ମୁଖ୍ଯ ଥିଲେ। ଇଶ୍ରାୟେଲଙ୍କର ଜେଷ୍ଠ ପୁତ୍ର ରୁବନରେ ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମି ଏହିପରି ଚାରି ପୁତ୍ର ଥିଲେ।
14 São estes os chefes das famílias: os filhos de Rúben, o primogênito de Israel: Enoque, Palu, Hezrom e Carmi; são estas as famílias de Rúben.
15 ଶିମିୟୋନଙ୍କର ପୁତ୍ର ୟିମୂଯଲେ, ୟାମୀନ୍ ଓ ଓହଦ୍, ୟାଖୀନ୍, ସୋହର ଓ କିଣାନୀଯା ସ୍ତ୍ରୀର ପୁତ୍ର ଶୈାଲ, ଏମାନେ ଥିଲେଶିମିଯୋନଙ୍କର ବଂଶ।
15 Os filhos de Simeão: Jemuel, Jamim, Oade, Jaquim, Zoar e Saul, filho de uma cananeia; são estas as famílias de Simeão.
16 ଲବେୀ 137 ବର୍ଷ ବଞ୍ଚିଥିଲେ। ଲବେୀଙ୍କର ସନ୍ତାନମାନେ ଥିଲେ, ଗେର୍ଶାେନ୍, କହାତ୍ ଓ ମରାରି।
16 São estes os nomes dos filhos de Levi, segundo as suas gerações: Gérson, Coate e Merari; e os anos da vida de Levi foram cento e trinta e sete.
17 ଗେର୍ଶାେନଙ୍କର ଦୁଇଜଣ ସନ୍ତାନ ଥିଲେ, ଲିବ୍ନି ଓ ଶିମିଯି।
17 Os filhos de Gérson: Libni e Simei, segundo as suas famílias.
18 କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ୟିଷ୍ହର, ହିବ୍ରୋଣ ଓ ଉଷୀଯଲେ,
18 Os filhos de Coate: Anrão, Isar, Hebrom e Uziel; e os anos da vida de Coate foram cento e trinta e três.
19 ମରାରିର ସନ୍ତାନମାନେ ଥିଲେ, ମହଲି ଓ ମୂଶି ଏହିସବୁ ବଂଶ ଇଶ୍ରାୟେଲୀୟ ଲବେୀ ବଂଶୀଯ ଥିଲେ।
19 Os filhos de Merari: Mali e Musi; são estas as famílias de Levi, segundo as suas gerações.
20 ଅମ୍ରମ୍ 137 ବର୍ଷ ବଞ୍ଚିଲେ। ଅମ୍ରମ ତାଙ୍କ ପିତାଙ୍କର ଭଉଣୀଙ୍କୁ ବିବାହ କରିଥିଲେ, ତାଙ୍କର ନାମ ଥିଲା ଯୋକବଦେ। ଏଣୁ ଅମ୍ରମ ଆଉ ୟୋକବଦେ ହାରୋଣ ଓ ମାଶାଙ୍କେୁ ଜନ୍ମ ଦେଲେ।
20 Anrão tomou por mulher a Joquebede, sua tia; e ela lhe deu a Arão e Moisés; e os anos da vida de Anrão foram cento e trinta e sete.
21 ୟିଷ୍ହରର ସନ୍ତାନ କୋରହ, ନଫେଗ୍ ଓ ସିଖ୍ରି।
21 Os filhos de Isar: Corá, Nefegue e Zicri.
22 ଉଷୀଯଲରେ ସନ୍ତାନ ମୀଶାଯଲେ ଓ ଇଲୀଷାଫନ୍ ଓ ସିଥ୍ରି।
22 Os filhos de Uziel: Misael, Elzafã e Sitri.
23 ହାରୋଣ ଇଲିଶେବ୍କୁ ବିବାହ କଲେ। ଇଲୀଶବୋ ଥିଲେ ଅମ୍ମୀନାଦବର କନ୍ଯା ନ ହଶାେନର ଭଗିନୀ ତାଙ୍କର ଔରସରୁ ନାଦବ ଓ ଅବୀହୂ ଓ ଇଲିଯାସର ଓ ଈଥାମରକୁ ପ୍ରସବ କଲା।
23 Arão tomou por mulher a Eliseba, filha de Aminadabe, irmã de Naassom; e ela lhe deu à luz Nadabe, Abiú, Eleazar e Itamar.
24 କୋରହର ସନ୍ତାନ ଅସୀର, ଇଲ୍କାନା ଓ ଅବୀଯାସଫ୍। ଏମାନେ କୋରହର ବଂଶ।
24 Os filhos de Corá: Assir, Elcana e Abiasafe; são estas as famílias dos coraítas.
25 ହାରୋଣର ପୁତ୍ର ଇଲିଯାସର ଫୂଟୀଯଲରେ ଏକ କନ୍ଯକୁ ବିବାହ କଲେ ଓ ସେ ଔରସ ରେ ପୀନହସକୁ ଜନ୍ମ ଦଲୋ। ଏମାନେ ସମସ୍ତେ ଲବେୀୟ ଥିଲେ।
25 Eleazar, filho de Arão, tomou por mulher, para si, uma das filhas de Putiel; e ela lhe deu à luz Fineias; são estes os chefes de suas casas, segundo as suas famílias.
26 ହାରୋଣ ଓ ମାଶାେ ଏହି ପରିବାରବର୍ଗର ଥିଲେ ଏବଂ ସମାନେେ ଏହି ଲୋକ ଥିଲେ, ଯେଉଁମାନଙ୍କୁ ସଦାପ୍ରଭୁ କହିଲେ, ତୁମ୍ଭମାନେେ ସୈନ୍ଯ ଶ୍ ରଣେୀବଦ୍ଧ ଇଶ୍ରାୟେଲ ସନ୍ତାନଗଣଙ୍କୁ ମିଶର ଦେଶରୁ ବାହାର କରି ଆଣ।
26 São estes Arão e Moisés, aos quais o Senhor disse: Tirai os filhos de Israel da terra do Egito, segundo as suas hostes.
27 ଏମାନେ ମିଶରରୁ ଇଶ୍ରାୟେଲ ସନ୍ତାନଗଣକୁ ବାହାର କରି ଆଣିବା ପାଇଁ ମିଶରର ରାଜା ଫାରୋଙ୍କୁ କହିଥିଲେ। ଏମାନେ ଥିଲେ ସହେି ହାରୋଣ ଓ ମାଶାେ।
27 São estes que falaram a Faraó, rei do Egito, a fim de tirarem do Egito os filhos de Israel; são estes Moisés e Arão.
28 ମିଶରର ସହେି ଭୂମିରେ ପରମେଶ୍ବର ମାଶାଙ୍କେୁ କହିଥିଲେ।
28 No dia em que o Senhor falou a Moisés na terra do Egito,
29 ସେ କହିଲେ, ମୁଁ ସଦାପ୍ରଭୁ ଅଟେ। ମିଶରର ରାଜା ଫାରୋଙ୍କୁ ମାରେ କହିଥିବା ସମସ୍ତ କଥା କୁହ।
29 disse o Senhor a Moisés: Eu sou o Senhor ; dize a Faraó, rei do Egito, tudo o que eu te digo.
30 କିନ୍ତୁ ମାଶାେ ଉତ୍ତର ଦେଲେ, ମୁଁ ଜଣେ ଅତି ମନ୍ଦ ବକ୍ତା, ରାଜା ମାେ କଥା ଶୁଣିବେ ନାହିଁ।
30 Respondeu Moisés na presença do Senhor : Eu não sei falar bem; como, pois, me ouvirá Faraó?
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 6, comparar traduções ou montar um estudo — tudo direto pelo WhatsApp.