Êxodo 5

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ମାଶାେ ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସମାନେେ କହିଲେ, ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର କହିଛନ୍ତି, ' ମାରେ ଲୋମନଙ୍କୁ ୟିବାକୁ ଦିଅ। ସମାନେେ ମାେ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।'
1 Depois foram Moisés e Arão e disseram a Faraó: Assim diz o Senhor, o Deus de Israel: Deixa ir o meu povo, para que me celebre uma festa no deserto.
2 କିନ୍ତୁ ଫାରୋ କହିଲେ, ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇଶ୍ରାୟେଲୀୟମାନଙ୍କୁ ୟିବାକୁ ଦବେି ନାହିଁ।
2 Mas Faraó respondeu: Quem é o Senhor, para que eu ouça a sua voz para deixar ir Israel? Não conheço o Senhor, nem tampouco deixarei ir Israel.
3 ଏହାପରେ ହାରୋଣ ଏବଂ ମାଶାେ କହିଲେ, ଏବ୍ରୀଯମାନଙ୍କର ପରମେଶ୍ବର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡୁଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ୟିବାକୁ ଦିଅନ୍ତୁ। ଆମ୍ଭମାନେେ ସଠାେରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର। ଯଦି ଆମ୍ଭେ ତାହା ନକରୁ ସେ ହୁଏତ୍ କୋରଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ବଂସ କରିପାରନ୍ତି। ସେ ଆମ୍ଭମାନଙ୍କୁ ୟୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ଯମ ରେ ମୃତ୍ଯୁ ଦଇେ ପାରନ୍ତି।
3 Então eles ainda falaram: O Deus dos hebreus nos encontrou; portanto deixa-nos, pedimos-te, ir caminho de três dias ao deserto, e oferecer sacrifícios ao Senhor nosso Deus, para que ele não venha sobre nós com pestilência ou com espada.
4 କିନ୍ତୁ ଫାରୋ ସମାନଙ୍କେୁ କହିଲେ, ମାଶାେ ଏବଂ ହାରୋଣ, ତୁମ୍ଭମାନେେ ମାରେ କର୍ମୀମାନଙ୍କୁ କାର୍ୟ୍ଯରୁ ନିବୃତ୍ତ କରୁଅଛ। ସମାନଙ୍କେୁ ସମାନଙ୍କେର କାର୍ୟ୍ଯ କରିବାକୁ ଦିଅ!
4 Respondeu-lhes de novo o rei do Egito: Moisés e Arão, por que fazeis o povo cessar das suas obras? Ide às vossas cargas.
5 ଏଠା ରେ ଅନକେ ଲୋକ ଅଛନ୍ତି। ତୁମ୍ଭମାନେେ ସମାନଙ୍କେୁ ସମାନଙ୍କେର କର୍ମରୁ ନିବୃତ୍ତ କରୁଅଛ।
5 Disse mais Faraó: Eis que o povo da terra já é muito, e vós os fazeis abandonar as suas cargas.
6 ସହେିଦିନ, ଫାରୋ କ୍ରୀତଦାସମାନଙ୍କର ମୁନିବମାନଙ୍କୁ ଓ ସମାନଙ୍କେର ନିରୀକ୍ଷକମାନଙ୍କୁ ଆଜ୍ଞା ଦେଲେ,
6 Naquele mesmo dia Faraó deu ordem aos exatores do povo e aos seus oficiais, dizendo:
7 ତୁମ୍ଭମାନେେ ସମାନଙ୍କେୁ ଇଟା ପାଇଁ ନଡା ଦେଉଥିଲ। ସମାନଙ୍କେୁ ଆଉ ପାଳ ଦିଅ ନାହିଁ। ସମାନେେ ନିଜପାଳ ନିଜେ ସଂଗ୍ରହ କରନ୍ତୁ।
7 Não tornareis a dar, como dantes, palha ao povo, para fazer tijolos; vão eles mesmos, e colham palha para si.
8 କିନ୍ତୁ ସମାନେେ ପୂର୍ବପରି ଯେତେ ସଂଖ୍ଯକ ଇଟା ତିଆରି କରୁଥିଲେ, ସମାନଙ୍କେୁ ସତେିକ ଇଟା ତିଆରି କରାଅ। ସମାନେେ ଅଳସୁଆ ହାଇେଛନ୍ତି। ଯେଉଁଥିପାଇଁ ସମାନେେ ୟିବାପାଇଁ ମାେତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ୟ୍ଯ କରିବାକୁ ଇଚ୍ଛା ନାହିଁ। ଯେଣୁ ସମାନେେ ସମାନଙ୍କେର ପରମେଶ୍ବରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଚାହୁଛନ୍ତି।
8 Também lhes imporeis a conta dos tijolos que dantes faziam; nada diminuireis dela; porque eles estão ociosos; por isso clamam, dizendo: Vamos, sacrifiquemos ao nosso Deus.
9 ତେଣୁ ଏହି ଲୋକମାନଙ୍କୁ କଠିନ ପରିଶ୍ରମ କରାଇ ସମାନଙ୍କେୁ ସର୍ବଦା ବ୍ଯସ୍ତ ରଖ। ଯେଉଁଥି ରେ ସମାନେେ ମିଥ୍ଯା କଥା ଶୁଣିବାକୁ ସମୟ ପାଇବେ ନାହିଁ।
9 Agrave-se o serviço sobre esses homens, para que se ocupem nele e não dêem ouvidos a palavras mentirosas.
10 ତେଣୁ ଇଶ୍ରାୟେଲୀୟ କ୍ରୀତଦାସମାନଙ୍କର ମୁନିବ ଓ ତଦାରଖକାରୀଗଣ ଇଶ୍ରାୟେଲୀୟ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କୁ ଆଉ ପାଳ ନଦବୋ ପାଇଁ ଫାରୋ ନିଷ୍ପତ୍ତି କରିଛନ୍ତି।
10 Então saíram os exatores do povo e seus oficiais, e disseram ao povo: Assim diz Faraó: Eu não vos darei palha;
11 ତୁମ୍ଭେ ଆପଣା ପାଇଁ ନିଜେ ପାଳ ସଂଗ୍ରହ କର। କିନ୍ତୁ ମନରେଖ ପୂର୍ବପରି ତୁମ୍ଭମାନେେ ଯେତେ ସଂଖ୍ଯକ ଇଟା ନିର୍ମାଣ କରୁଥିଲ ସତେିକି ସଂଖ୍ଯକ ଇଟା ତିଆରି କରିବ।
11 ide vós mesmos, e tomai palha de onde puderdes achá-la; porque nada se diminuirá de vosso serviço.
12 ତେଣୁ ଲୋକମାନେ ମିଶରର ଚାରିଆଡେ ବୁଲି ପାଳ ସଂଗ୍ରହ କଲେ।
12 Então o povo se espalhou por toda parte do Egito a colher restolho em lugar de palha.
13 କ୍ରୀତଦାସମାନଙ୍କର ମୁନିବମାନେ ସମାନଙ୍କେର କାର୍ୟ୍ଯକୁ କଠିନ କରାଇଲେ ଏବଂ ସମାନଙ୍କେୁ ବାଧ୍ଯ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ।
13 E os exatores os apertavam, dizendo: Acabai a vossa obra, a tarefa do dia no seu dia, como quando havia palha.
14 ଫାରୋଙ୍କର ମୁନିବମାନେ, ତଦାରଖକାରୀମାନଙ୍କୁ ଲୋକମାନଙ୍କ ଉପରେ ନିୟୁକ୍ତ କଲେ। ସମାନେେ କ୍ରୀତଦାସମାନଙ୍କୁ ଚାବୁକ ମାରି କହିଲେ, କାହିଁକି ତୁମ୍ଭମାନେେ ଯେତେ ଇଟା ନିର୍ମାଣ କରୁଥିଲ, ସତେିକି ଇଟା ନିର୍ମାଣ କରୁନାହଁ? ପୂର୍ବରୁ ତୁମ୍ଭମାନେେ ଇଟା ତିଆରି କରିପାରୁଥିଲ, ଏବଂ କାହିଁକି କରି ପାରିବ ନାହିଁ।
14 E foram açoitados os oficiais dos filhos de Israel, postos sobre eles pelos exatores de Faraó, que reclamavam: Por que não acabastes nem ontem nem hoje a vossa tarefa, fazendo tijolos como dantes?
15 ଏହାପରେ ଇଶ୍ରାୟେଲୀୟ କାର୍ୟ୍ଯଦକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସମାନେେ ଅଭିଯୋଗ କରି କହିଲେ ଆମ୍ଭମାନେେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ଯବହାର କରୁଛ?
15 Pelo que os oficiais dos filhos de Israel foram e clamaram a Faraó, dizendo: Porque tratas assim a teus servos?
16 ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭେ ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ଯାଯ କରୁଛନ୍ତି।
16 Palha não se dá a teus servos, e nos dizem: Fazei tijolos; e eis que teus servos são açoitados; porém o teu povo é que tem a culpa.
17 ଫାରୋ ଉତ୍ତର ଦେଲେ, ତୁମ୍ଭମାନେେ ଅଳସୁଆ। ତୁମ୍ଭମାନେେ କାର୍ୟ୍ଯ କରୁନାହଁ, ଯେଉଁଥିପାଇଁ ତୁମ୍ଭମାନେେ ୟିବାପାଇଁ ମାେତେ ଅନୁମତି ମାଗୁଥିଲ। ଏବଂ ସେଥିପାଇଁ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳି ଉତ୍ସର୍ଗ ଦବୋକୁ ଚାହିଁଲ।
17 Mas ele respondeu: Estais ociosos, estais ociosos; por isso dizeis: vamos, sacrifiquemos ao Senhor.
18 ବର୍ତ୍ତମାନ ତୁମ୍ଭମାନଙ୍କର କାର୍ୟ୍ଯକୁ ଫରେିୟାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡା ଦବେି ନାହିଁଏବଂ ପୂର୍ବପରି ତୁମ୍ଭମାନଙ୍କୁ ସତେିକି ସଂଖ୍ଯକ ଇଟା ତିଆରି କରିବାକୁ ହିଁ ପଡ଼ିବ।
18 Portanto, ide, trabalhai; palha, porém, não se vos dará; todavia, dareis a conta dos tijolos.
19 ଇଶ୍ରାୟେଲୀୟ ବଂଶୀଯ କାର୍ୟ୍ଯଦକ୍ଷମାନେ ଜାଣିଲେ ଯେ ସମାନେେ ଅସୁବିଧା ରେ ପଡ଼ିଗଲେ ଏବଂ ସମାନେେ ଜାଣିଲେ ଯେ ସମାନେେ ପୂର୍ବପରି ସତେିକି ସଂଖ୍ଯକ ଇଟା ତିଆରି କରିପାରିବେ ନାହିଁ।
19 Então os oficiais dos filhos de Israel viram-se em aperto, porquanto se lhes dizia: Nada diminuireis dos vossos tijolos, da tarefa do dia no seu dia.
20 ସମାନେେ ଫାରୋଙ୍କଠାରୁ ଫରେିବା ବେଳେ ମାଶାେ ଓ ହାରୋଣଙ୍କର ସାକ୍ଷାତ ପାଇଲେ। ସମାନେେ ବାଟରେ ଅପେକ୍ଷା କରିଥିଲେ।
20 Ao saírem da presença de Faraó depararam com Moisés e Arão que vinham ao encontro deles,
21 ତେଣୁ ସମାନେେ ମାଶାେ ଓ ହାରୋଣଙ୍କୁ କହିଲେ, ତୁମ୍ଭମାନେେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସମାନଙ୍କେ ହସ୍ତ ରେ ଆମ୍ଭମାନଙ୍କୁ ହତ୍ଯା କରିବା ପାଇଁ ଅସ୍ତ୍ର ରେ ସଜ୍ଜିତ କରିଛ।
21 e disseram-lhes: Olhe o Senhor para vós, e julgue isso, porquanto fizestes o nosso caso repelente diante de Faraó e diante de seus servos, metendo-lhes nas mãos uma espada para nos matar.
22 ଏହାପରେ ମାଶାେ ସଦାପ୍ରଭୁଙ୍କ ପାଖକୁ ଫରେିଗଲେ ଓ କହିଲେ, ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମାେତେ କାହିଁକି ଏହି ସ୍ଥାନକୁ ପଠାଇଲ?
22 Então, tornando-se Moisés ao Senhor, disse: Senhor! por que trataste mal a este povo? por que me enviaste?
23 ମୁଁ ଫାରୋଙ୍କ ନିକଟକୁ ୟାଇ ତୁମ୍ଭେ ଯାହା କହିବାକୁ ମାେତେ କହିଥିଲ, ମୁଁ କହିଲି। କିନ୍ତୁ ସହେି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସମାନଙ୍କେୁ ସାହାୟ୍ଯ କରିବା ପାଇଁ କିଛି କଲ ନାହିଁ।
23 Pois desde que me apresentei a Faraó para falar em teu nome, ele tem maltratado a este povo; e de nenhum modo tens livrado o teu povo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 5, comparar traduções ou montar um estudo — tudo direto pelo WhatsApp.