Êxodo 4
Oriya Bible (GL_ORIYA) vs ARA
1 ଏହାପରେ ମାଶାେ ପରମେଶ୍ବରଙ୍କୁ ଉତ୍ତର ଦେଲେ, କିନ୍ତୁ ଇଶ୍ରାୟେଲର ଲୋକମାନେ ମାେତେ ବିଶ୍ବାସ କରିବେ ନାହିଁ, ଯେତବେେଳେ ତୁମ୍ଭେ ମାେତେ ପଠାଇଛ ବୋଲି ମୁଁ କହିବି। ସମାନେେ କହିବେ, 'ସଦାପ୍ରଭୁ ତୁମ୍ଭକୁ ଦର୍ଶନ ଦଇେ ନାହାଁନ୍ତି।'
1 Respondeu Moisés: Mas eis que não crerão, nem acudirão à minha voz, pois dirão: O Senhor não te apareceu.
2 କିନ୍ତୁ ପରମେଶ୍ବର ମାଶାଙ୍କେୁ କହିଲେ, ତୁମ୍ଭ ହାତ ରେ କ'ଣ ଅଛି?
2 Perguntou-lhe o Senhor : Que é isso que tens na mão? Respondeu-lhe: Um bordão.
3 ଏହାପରେ ପରମେଶ୍ବର କହିଲେ, ତୁମ୍ଭର ଆଶାବାଡ଼ିକୁ ଭୂମିରେ ଫିଙ୍ଗି ଦିଅ।
3 Então, lhe disse: Lança-o na terra. Ele o lançou na terra, e o bordão virou uma serpente. E Moisés fugia dela.
4 କିନ୍ତୁ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ହସ୍ତ ପ୍ରସାର କରି ତା'ର ଲାଞ୍ଜଟିକୁ ଧର।
4 Disse o Senhor a Moisés: Estende a mão e pega-lhe pela cauda (estendeu ele a mão, pegou-lhe pela cauda, e ela se tornou em bordão);
5 ଏହାପରେ ପରମେଶ୍ବର କହିଲେ, ତୁମ୍ଭର ଆଶାବାଡ଼ିଟିକୁ ଏହିପରି ବ୍ଯବହାର କର ଏଥି ରେ ସମାନେେ ବିଶ୍ବାସ କରିବେ ଯେ ତୁମ୍ଭେ ସଦାପ୍ରଭୁଙ୍କୁ ଦେଖିଅଛ। ୟିଏକି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ବର, ଅବ୍ରହାମଙ୍କର ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର ଅଟନ୍ତି।
5 para que creiam que te apareceu o Senhor , Deus de seus pais, o Deus de Abraão, o Deus de Isaque e o Deus de Jacó.
6 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହାତକୁ ତୁମ୍ଭର ଛାତି ରେ ରଖ।
6 Disse-lhe mais o Senhor : Mete, agora, a mão no peito. Ele o fez; e, tirando-a, eis que a mão estava leprosa, branca como a neve.
7 ଏହାପରେ ପରମେଶ୍ବର କହିଲେ, ତୁମ୍ଭର ହସ୍ତ ପୁନ୍ନରାଯ ତୁମ୍ଭର ଛାତି ରେ ରଖ। ତେଣୁ ମାଶାେ ତାଙ୍କର ହାତ ତାଙ୍କର ଛାତି ରେ ଦେଲେ, ମାଶାେ ତାଙ୍କର ହାତ ବାହାର କରିବାରୁ ତାଙ୍କର ହାତ ପରିବର୍ତ୍ତ ନ ହାଇେ ପୂର୍ବପରି ହାଇଗେଲା।
7 Disse ainda o Senhor : Torna a meter a mão no peito. Ele a meteu no peito, novamente; e, quando a tirou, eis que se havia tornado como o restante de sua carne.
8 ଏହାପରେ ପରମେଶ୍ବର କହିଲେ, ଯଦି ଲୋକମାନେ ତୁମ୍ଭକୁ ବିଶ୍ବାସ ନ କରିବେ, ଯଦି ସମାନେେ ପ୍ରଥମ ଚିହ୍ନ ଯୋଗୁ ଏହାକୁ ବିଶ୍ବାସ ନକରନ୍ତି, ସମାନେେ ନିଶ୍ଚିତ ଭାବରେ ଏହି ଚିହ୍ନକୁ ବିଶ୍ବାସ କରିବେ।
8 Se eles te não crerem, nem atenderem à evidência do primeiro sinal, talvez crerão na evidência do segundo.
9 ଯଦି ସମାନେେ ଏହି ଦୁଇଟି ପ୍ରମାଣ ଦେଖିବାପରେ ତୁମ୍ଭକୁ ବିଶ୍ବାସ ନ କରନ୍ତି, ଏବଂ ତଥାପି ଯଦି ସମାନେେ ତୁମ୍ଭ କଥା ନ ଶୁଣନ୍ତି, ତବେେ ନିଳନଦୀରୁ କିଛି ଜଳ ନଇେ ଭୂମିରେ ଢାଳିବ ତାହା ଭୂମିରେ ପଡିଲା ମାତ୍ ରେ ରକ୍ତ ହାଇଯେିବ।
9 Se nem ainda crerem mediante estes dois sinais, nem te ouvirem a voz, tomarás das águas do rio e as derramarás na terra seca; e as águas que do rio tomares tornar-se-ão em sangue sobre a terra.
10 କିନ୍ତୁ ମାଶାେ ସଦାପ୍ରଭୁଙ୍କୁ କହିଲେ, ହେ ସଦାପ୍ରଭୁ, କଥା କହିବାର ଚାତୁର୍ୟ୍ଯ ମାଠାେ ରେ ନାହିଁ। ଏବଂ ଅତୀତ ରେ ମୁଁ ଜଣେ ଉତ୍ତମ ବକ୍ତା ନଥିଲି। ବର୍ତ୍ତମାନ ମଧ୍ଯ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମାେତେ କହିଲ। ଆପଣ ଜାଣନ୍ତି ଯେ, ମୁଁ ବହୁତ ଧିର କ ହେ ଏବଂ ଉତ୍ତମ ଶବ୍ଦ ବ୍ଯବହାର କରିପାରିବି ନାହିଁ।
10 Então, disse Moisés ao Senhor : Ah! Senhor! Eu nunca fui eloquente, nem outrora, nem depois que falaste a teu servo; pois sou pesado de boca e pesado de língua.
11 ଏହାପରେ ସଦାପ୍ରଭୁ ତାଙ୍କୁ କହିଲେ, ମନୁଷ୍ଯର ମୁଖ କିଏ ନିର୍ମାଣ କରିଛି? ମନୁଷ୍ଯକୁ କିଏ ମୁକ ବା ବଧିର କରେ? ମନୁଷ୍ଯକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ଯକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସହେି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସହେି ସଦାପ୍ରଭୁ।
11 Respondeu-lhe o Senhor : Quem fez a boca do homem? Ou quem faz o mudo, ou o surdo, ou o que vê, ou o cego? Não sou eu, o Senhor ?
12 ତେଣୁ ତୁମ୍ଭେ ୟାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହାଇେ ବକ୍ତବ୍ଯର କଥା ତୁମ୍ଭକୁ ଶିଖାଇବି।
12 Vai, pois, agora, e eu serei com a tua boca e te ensinarei o que hás de falar.
13 କିନ୍ତୁ ମାଶାେ କହିଲେ, ହେ ମାରେ ପରମେଶ୍ବର, ମୁଁ ତୁମ୍ଭକୁ ବିନଯ କରୁଅଛି ମାେତେ ନ ପଠାଇ ଅନ୍ୟ ଜଣଙ୍କୁ ପଠାଅ।
13 Ele, porém, respondeu: Ah! Senhor! Envia aquele que hás de enviar, menos a mim.
14 ଏହାପରେ ସଦାପ୍ରଭୁ କୋର୍ଧ ରେ ମାଶାଙ୍କେୁ କହିଲେ, ଉତ୍ତମ! ତୁମ୍ଭକୁ ସାହାୟ୍ଯ ପାଇଁ ମୁଁ ଅନ୍ୟ ଜଣକୁ ପଠାଇବି। ତୁମ୍ଭର ଭାଇ, ଲବେୀୟ ହାରୋଣ ଜଣେ ସୁବକ୍ତା ଅଟେ। ସେ ତୁମ୍ଭକୁ ସାକ୍ଷାତ କରିବାକୁ ଆସୁଅଛି। ସେ ତୁମ୍ଭକୁ ଦେଖି ଆନନ୍ଦିତ ହବେ।
14 Então, se acendeu a ira do Senhor contra Moisés, e disse: Não é Arão, o levita, teu irmão? Eu sei que ele fala fluentemente; e eis que ele sai ao teu encontro e, vendo-te, se alegrará em seu coração.
15 ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ପାଟି ରେ ବାକ୍ଯ ଦବେ। ମୁଁ ତୁମ୍ଭର ଜିହ୍ବା ସହିତ ଓ ତା'ର ଜିହ୍ବା ସହିତ ଥିବିଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହବେ।
15 Tu, pois, lhe falarás e lhe porás na boca as palavras; eu serei com a tua boca e com a dele e vos ensinarei o que deveis fazer.
16 ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା ପାଇଁ ପରମେଶ୍ବର ପରି ଏବଂ ସେ ତୁମ୍ଭର ପ୍ରବକ୍ତା।
16 Ele falará por ti ao povo; ele te será por boca, e tu lhe serás por Deus.
17 ତେଣୁ ତୁମ୍ଭେ ୟାଅ ଓ ତୁମ୍ଭେ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗ ରେ ନଇୟୋଅ। ତୁମ୍ଭେ ଅଦ୍ଭୁତ କାର୍ୟ୍ଯ କରିବାକୁ ଏହି ଆଶାବାଡ଼ି ବ୍ଯବହାର କରିବ।
17 Toma, pois, este bordão na mão, com o qual hás de fazer os sinais.
18 ଏହାପରେ ମାଶାେ ତାଙ୍କର ଶ୍ବଶୁର ୟିଥ୍ରୋଙ୍କ ନିକଟକୁ ଫରେିଗଲେ। ମାଶାେ ୟିଥ୍ରୋଙ୍କୁ କହିଲେ, ଦୟାକରି ମାେତେ ମିଶରକୁ ୟିବାକୁ ଦିଅ। ମୁଁ ମାରେ ଲୋକମାନଙ୍କୁ ଦେଖିବା ପାଇଁ ଚାହୁଁଛି ଏବଂ ଜାଣିବା ପାଇଁ ଚାହୁଁଛି, ସମାନେେ ବର୍ତ୍ତମାନ କିପରି ଅଛନ୍ତି। ସମାନେେ ଆଜି ପର୍ୟ୍ଯନ୍ତ ଜୀବିତ ଅଛନ୍ତି କି ନାହିଁ?
18 Saindo Moisés, voltou para Jetro, seu sogro, e lhe disse: Deixa-me ir, voltar a meus irmãos que estão no Egito para ver se ainda vivem. Disse-lhe Jetro: Vai-te em paz.
19 ପରମେଶ୍ବର ମିଦିଯନ ରେ ମାଶାଙ୍କେୁ କହିଲେ, ତୁମ୍ଭେ ବର୍ତ୍ତମାନ ମିଶରକୁ ନିରାପଦ ରେ ୟାଇପାର, କାରଣ ଯେଉଁମାନେ ତୁମ୍ଭକୁ ମାରିବାକୁ ଚାହୁଁଥିଲେ, ସମାନେେ ବର୍ତ୍ତମାନ ମୃତ।
19 Disse também o Senhor a Moisés, em Midiã: Vai, torna para o Egito, porque são mortos todos os que procuravam tirar-te a vida.
20 ତେଣୁ ମାଶାେ ତାଙ୍କର ପୁତ୍ରକନ୍ଯମାନଙ୍କୁ ଗଧ ରେ ବସାଇ ମିଶର ଅଭିମୁଖେ ବାହାରିଲେ। ମାଶାେ ତାଙ୍କର ଆଶାବାଡ଼ି ସଙ୍ଗ ରେ ନେଲେ ଏବଂ ପରମେଶ୍ବରଙ୍କ ଶକ୍ତି ତାଙ୍କ ସହିତ ଥିଲା।
20 Tomou, pois, Moisés a sua mulher e os seus filhos; fê-los montar num jumento e voltou para a terra do Egito. Moisés levava na mão o bordão de Deus.
21 ମାଶାେ ମିଶରକୁ ୟାତ୍ରାକରୁଥିବା ସମୟରେ ପରମେଶ୍ବର ତାଙ୍କୁ କହିଲେ, ମନରେଖ, ତୁମ୍ଭେ ଫାରୋଙ୍କ ସହିତ କଥା ହବୋ ସମୟରେ ତୁମ୍ଭେ ସମସ୍ତ ଅଦ୍ଭୁତ କାର୍ୟ୍ଯ ତାଙ୍କୁ ଦଖାଇବେ ଯାହା ମୁଁ ତୁମ୍ଭକୁ ଦଇେଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥି ରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦବେେ ନାହିଁ।
21 Disse o Senhor a Moisés: Quando voltares ao Egito, vê que faças diante de Faraó todos os milagres que te hei posto na mão; mas eu lhe endurecerei o coração, para que não deixe ir o povo.
22 ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ।
22 Dirás a Faraó: Assim diz o Senhor : Israel é meu filho, meu primogênito.
23 ସଦାପ୍ରଭୁ କହନ୍ତି, 'ଇଶ୍ରାୟେଲ ହେଉଛ ମାରେ ପ୍ରଥମ ଜାତ ପୁତ୍ର ଏବଂ ମୁଁ ତୁମ୍ଭକୁ କହୁଛ ଯେ ତୁମ୍ଭେ ମାରେ ପୁତ୍ରଙ୍କୁ ଛାଡ଼ିଦିଅ, ଯାହା ଫଳ ରେ ସମାନେେ ମାରେ ଉପାସନା କରିବେ। ଯଦି ତୁମ୍ଭେ ସମାନଙ୍କେୁ ୟିବା ପାଇଁ ନଦିଅ ତବେେ ମୁଁ ତୁମ୍ଭର ପ୍ରଥମଜାତ ପୁତ୍ରକୁ ହତ୍ଯା କରିବି।'
23 Digo-te, pois: deixa ir meu filho, para que me sirva; mas, se recusares deixá-lo ir, eis que eu matarei teu filho, teu primogênito.
24 ମିଶରକୁ ୟିବା ବାଟରେ, ମାଶାେ ଏକ ସ୍ଥାନ ରେ ରାତ୍ରି ୟାପନ କଲେ। ସଦାପ୍ରଭୁ ମାଶାଙ୍କେୁ ସଠାେରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ଯା କରିବା ପାଇଁ ଚେଷ୍ଟା କଲେ।
24 Estando Moisés no caminho, numa estalagem, encontrou-o o Senhor e o quis matar.
25 କିନ୍ତୁ ସିପ୍ପୋରା ଏକ ତିକ୍ଷ୍ଣ ଅସ୍ତ୍ରଧରି ଆପଣା ପୁତ୍ରକୁ ସୁନ୍ନତ କଲା ଏବଂ ସହେି ଚର୍ମଟି ତାଙ୍କ ଚରଣ ତଳେ ପକାଇ କହିଲା, ତୁମ୍ଭେ ମାହେର ରକ୍ତ ରଂଜିତ ସ୍ବାମୀ।
25 Então, Zípora tomou uma pedra aguda, cortou o prepúcio de seu filho, lançou-o aos pés de Moisés e lhe disse: Sem dúvida, tu és para mim esposo sanguinário.
26 ସେ କହିଲା, ରକ୍ତ ରଂଜିତ ସ୍ବାମୀ ସୁନ୍ନତ କାରଣରୁ। ତେଣୁ ପରମେଶ୍ବର ମାଶାଙ୍କେୁ ଛାଡ଼ି ଦେଲେ।
26 Assim, o Senhor o deixou. Ela disse: Esposo sanguinário, por causa da circuncisão.
27 ସଦାପ୍ରଭୁ ହାରୋଣକୁ କହିଲେ, ତୁମ୍ଭେ ମାଶାଙ୍କେ ସହିତ ସାକ୍ଷାତ କରିବା ନିମିତ୍ତ ମରୁଭୂମିକୁ ୟାଅ। ତେଣୁ ସେ ୟାଇ ପରମେଶ୍ବରଙ୍କ ପର୍ବତ ରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ।
27 Disse também o Senhor a Arão: Vai ao deserto para te encontrares com Moisés. Ele foi e, encontrando-o no monte de Deus, o beijou.
28 ମାଶାେ ହାରୋଣଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭକୁ କାହିଁକି ପଠାଇଛନ୍ତି। ମାଶାେ ହାରୋଣଙ୍କୁ ସମସ୍ତ ଅଦ୍ଭୁତ କାର୍ୟ୍ଯମାନ ଦଖାଇେଲେ ଏବଂ ସଦାପ୍ରଭୁ କହିଥିବା ସମସ୍ତ କଥା ତାଙ୍କୁ କହିଲେ।
28 Relatou Moisés a Arão todas as palavras do Senhor , com as quais o enviara, e todos os sinais que lhe mandara.
29 ତେଣୁ ମାଶାେ ଏବଂ ହାରୋଣ ଏକତ୍ର ୟାଇ ଇଶ୍ରାୟେଲର ପ୍ରାଚୀନବର୍ଗମାନଙ୍କୁ ଏକତ୍ରୀତ କଲେ।
29 Então, se foram Moisés e Arão e ajuntaram todos os anciãos dos filhos de Israel.
30 ଏହାପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସହେି ପ୍ରଚୀନବର୍ଗକୁ ସମସ୍ତ କଥା କହିଲେ ଯାହା ସବୁ ସଦାପ୍ରଭୁ ମାଶାଙ୍କେୁ କହିଥିଲେ, ଏହାପରେ ମାଶାେ ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ।
30 Arão falou todas as palavras que o Senhor tinha dito a Moisés, e este fez os sinais à vista do povo.
31 ଲୋକମାନେ ମଧ୍ଯ ବିଶ୍ବାସ କଲେ ଯେ ପରମେଶ୍ବର ମାଶାଙ୍କେୁ ପଠାଇଛନ୍ତି। ଯେତବେେଳେ ଇଶ୍ରାୟେଲୀୟମାନେ ଶୁଣିଲେ ଯେ, ପରମେଶ୍ବର ସମାନଙ୍କେର ଅସୁବିଧା ଦେଖିଛନ୍ତି ଏବଂ ସମାନଙ୍କେ ପାଇଁ ଦୁଃଖ କଲେ। ସମାନେେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।
31 E o povo creu; e, tendo ouvido que o Senhor havia visitado os filhos de Israel e lhes vira a aflição, inclinaram-se e o adoraram.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 4, comparar traduções ou montar um estudo — tudo direto pelo WhatsApp.