Êxodo 3
Oriya Bible (GL_ORIYA) vs NTLH
1 ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।
1 Moisés cuidava das ovelhas e das cabras de Jetro , o seu sogro, o sacerdote de Midiã. Um dia Moisés levou o rebanho para o outro lado do deserto e foi até o monte Sinai , o monte sagrado.
2 ସହେି ପର୍ବତ ରେ, ମାଶାେ ଦେଖିଲେ ସଦାପ୍ରଭୁଙ୍କର ଏକ ଦୂତ ଏକ ଜ୍ବଳନ୍ତା ବୁଦା ମଧିଅରେ ଥିଲା। ମାଶାେ ଦେଖିଲେ, ବୁଦା ରେ ଅଗ୍ନି ଲଗିଥିଲେ ମଧ୍ଯ ତାହା ଧ୍ବଂସ ହେଉ ନଥିଲା।
2 Ali o Anjo do Senhor apareceu a ele numa chama de fogo no meio de um espinheiro. Moisés viu que o espinheiro estava em fogo, porém não se queimava.
3 ତେଣୁ ମାଶାେ ନିଶ୍ଚିତ କଲେ, ସହେି ବୁଦା ପାଖକୁ ୟାଇ ଅଦ୍ଭୁତ ଦୃଶ୍ଯ ଦେଖିବାକୁ। କାହିଁକି ଏହି ବୁଦାଟି ନିଆଁ ରେ ଜଳି ମଧ୍ଯ ନଷ୍ଟ ହେଉନାହିଁ?
3 Então pensou: “Que coisa esquisita! Por que será que o espinheiro não se queima? Vou chegar mais perto para ver.”
4 ସଦାପ୍ରଭୁ ଦେଖିଲେ, ମାଶାେ ବୁଦା ଆଡକୁ ଆସୁଛନ୍ତି। ତେଣୁ ପରମେଶ୍ବର ବୁଦା ମଧ୍ଯରୁ ମାଶାଙ୍କେୁ ଡାକିଲେ, ପରମେଶ୍ବର କହିଲେ, ମାଶାେ, ମାଶାେ!
4 Quando o Senhor Deus viu que Moisés estava chegando mais perto para ver melhor, ele o chamou do meio do espinheiro e disse: — Moisés! Moisés! — Estou aqui — respondeu Moisés.
5 ଏହାପରେ ସଦାପ୍ରଭୁ କହିଲେ, ଆମ୍ଭର ଅଧିକ ନିକଟବର୍ତ୍ତୀ ହାଇେ ନାହୁଁ। ତୁମ୍ଭ ପାଦରୁ ପାଦୁକା କାଢି ଦିଅ କାରଣ ତୁମ୍ଭେ ଯେଉଁ ଭୂମିରେ ଛିଡା ହାଇେଛ ତାହା ପବିତ୍ର ଭୂମି ଅଟେ।
5 Deus disse: — Pare aí e tire as sandálias, pois o lugar onde você está é um lugar sagrado. E Deus continuou:
6 ଆମ୍ଭେ ତୁମ୍ଭ ପୂର୍ବପୁରୁଷମାନଙ୍କର ପରମେଶ୍ବର ଅଟୁ। ଆମ୍ଭେ ଅବ୍ରହାମଙ୍କର ପରମେଶ୍ବର ଅଟୁ। ଆମ୍ଭେ ଇସ୍ହାକର ପରମେଶ୍ବର ଅଟୁ ଏବଂ ଆମ୍ଭେ ଯାକୁବର ପରମେଶ୍ବର ଅଟୁ। ମାଶାେ ପରମେଶ୍ବରଙ୍କୁ ଦେଖି ଭୟ ରେ ତାଙ୍କର ମୁହଁ ଆବୃତ କଲେ।
6 — Eu sou o Deus dos seus antepassados, o Deus de Abraão, o Deus de Isaque e o Deus de Jacó. Aí Moisés cobriu o rosto porque ficou com medo de olhar para Deus.
7 ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।
7 Então o Senhor disse: — Eu tenho visto como o meu povo está sendo maltratado no Egito; tenho ouvido o seu pedido de socorro por causa dos seus feitores. Sei o que estão sofrendo.
8 ଏଥି ନିମନ୍ତେ ଆମ୍ଭେ ସମାନଙ୍କେୁ ମିଶରୀଯମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ଯକୁ ୟିବି। ଆମ୍ଭେ ସମାନଙ୍କେୁ ସେ ଭୂମିରୁ ଏକ ଉତ୍ତମ ଭୂମିକୁ ନଇୟିବୋ, ଯେଉଁଠା ରେ ପ୍ରଚୁର ପରିମାଣ ରେ ଦୁଗ୍ଧ ଓ ମହୁର ବନ୍ଯା ଛୁଟୁଥିବ। ସଠାେରେ ସମାନଙ୍କେ ପାଇଁ କୌଣସି ଅସୁବିଧ ହବେନାହିଁ। ତୁମ୍ଭେ ସଠାେରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ଯମାନ ମିଳିବ। ବହୁଦେଶୀଯ ଲୋକମାନେ ସଠାେରେ ବାସ କରୁଥିବେ। କିଣାନୀଯ, ହିତ୍ତୀଯ, ଇମାରେୀୟ, ପିରିଷୀଯ, ହିଦ୍ଦୀଯ ଓ ୟିବୂଷୀଯମାନେ ଯେଉଁ ସ୍ଥାନ ରେ ବାସ କରନ୍ତି ତୁମ୍ଭମାନେେ ସହେିଠା ରେ ବାସ କରିବ।
8 Por isso desci para libertá-los do poder dos egípcios e para levá-los do Egito para uma terra grande e boa. É uma terra boa e rica, onde moram os cananeus, os heteus, os amorreus, os perizeus, os heveus e os jebuseus.
9 ଆମ୍ଭେ ଇଶ୍ରାୟେଲୀୟ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଛୁ ମିଶରୀଯମାନେ ସମାନଙ୍କେୁ କିପରି ଦୌରାତ୍ମ୍ଯ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।
9 De fato, tenho ouvido o pedido de socorro do meu povo e tenho visto como os egípcios os maltratam.
10 ଏଣୁ ଆମ୍ଭେ ତୁମ୍ଭକୁ ଫାରୋଙ୍କ ନିକଟକୁ ପ୍ ରରଣେ କରିବା ୟାଅ! ମାରେ ଲୋକମାନଙ୍କୁ ଆଗଇେ ନିଅ, ଇଶ୍ରାୟେଲୀୟମାନଙ୍କୁ ମିଶର ମଧ୍ଯରୁ ଆଗଇେ ନଇୟୋଅ!
10 Agora venha, e eu o enviarei ao rei do Egito para que você tire de lá o meu povo, os israelitas.
11 କିନ୍ତୁ ମାଶାେ ପରମେଶ୍ବରଙ୍କୁ କହିଲେ, ମୁଁ ଫାରୋ ନିକଟକୁ ୟିବା ପାଇଁ କିଏ? କିପରି ମୁଁ ଇଶ୍ରାୟେଲୀୟମାନଙ୍କୁ ମିଶର ଦେଶରୁ ବାହାରକୁ ଆଣିବି?
11 Moisés perguntou a Deus: — Quem sou eu para ir falar com o rei do Egito e tirar daquela terra o povo de Israel?
12 ତା'ପରେ ପରମେଶ୍ବର କହିଲେ, ତୁମ୍ଭେ ଏହା କରିବାକୁ ସମର୍ଥ କାରଣ ଆମ୍ଭେ ତୁମ୍ଭ ସହିତ ଥିବୁ! ଆମ୍ଭେ ଯେ ତୁମ୍ଭକୁ ପ୍ ରରଣେ କରୁଛୁ, ଏହା ତା'ର ପ୍ରମାଣ ମିଶରରୁ ଲୋକମାନଙ୍କୁ ବାହାର କରି ଆଣିବା ପରେ ତୁମ୍ଭମାନେେ ଏହି ପର୍ବତ ରେ ପରମେଶ୍ବରଙ୍କର ଉପାସନା କରିବ।
12 Deus respondeu: — Eu estarei com você. Quando você tirar do Egito o meu povo, vocês vão me adorar neste monte, e isso será uma prova de que eu o enviei.
13 ଏହାପରେ ମାଶାେ ପରମେଶ୍ବରଙ୍କୁ କହିଲେ, ଯଦି ମୁଁ ଇଶ୍ରାୟେଲୀୟ ଲୋକମାନଙ୍କ ନିକଟକୁ ୟାଇ କ ହେ, 'ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବର ମାେତେ ପଠାଇଛନ୍ତି,' ଏହାପରେ ଲୋକମାନେ ଯଦି ମାେତେ ପଚାରନ୍ତି, 'ତାଙ୍କର ନାମ କ'ଣ?' ମୁଁ ତାଙ୍କୁ କ'ଣ କହିବି?
13 Porém Moisés disse: — Quando eu for falar com os israelitas e lhes disser: “O Deus dos seus antepassados me enviou a vocês”, eles vão me perguntar: “Qual é o nome dele?” Aí o que é que eu digo?
14 ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ସମାନଙ୍କେୁ କୁହ, 'ଆମ୍ଭେ ଯେ ଅଛୁଁ, ସେ ଅଛୁଁ,' ଇଶ୍ରାୟେଲର ଲୋକମାନଙ୍କୁ କୁହ ଯେ, 'ସ୍ବଯମ୍ଭୁ' ମାେତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି।
14 Deus disse: — E disse ainda: — Você dirá o seguinte: “
15 ପରମେଶ୍ବର ମାଶାଙ୍କେୁ ଆହୁରି କହିଲେ, ତୁମ୍ଭେ ଇଶ୍ରାୟେଲୀୟ ସନ୍ତାନଗଣଙ୍କୁ ଏହିକଥା କହିବ, 'ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର, ଅର୍ଥାତ୍ ଅବ୍ରହାମର ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର ସଦାପ୍ରଭୁ (ସ୍ବଯମ୍ଭୁ)ଙ୍କର ଏହି ନାମ ଅନନ୍ତକାଳସ୍ଥାଯୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀଯ ଅଟେ।' ' ସେ ତୁମ୍ଭମାନଙ୍କ ନିକଟକୁ ମାେତେ ପଠାଇଛନ୍ତି।'
15 O Senhor , o Deus dos seus antepassados, o Deus de Abraão, o Deus de Isaque e o Deus de Jacó, me enviou a vocês. Este é o seu nome para sempre, e assim ele será lembrado por vocês em todos os tempos.”
16 ସଦାପ୍ରଭୁ ଆହୁରି କହିଲେ, ୟାଅ ଏବଂ ଇଶ୍ରାୟେଲୀୟ ପ୍ରାଚୀନଗଣଙ୍କୁ କୁହ, 'ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ବର, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ବର, ମାେତେ କହି ଅଛନ୍ତି, ମିଶରୀଯମାନଙ୍କ ଦ୍ବାରା ତୁମ୍ଭଙ୍କୁ ଦିଆୟାଇଥିବା ୟନ୍ତ୍ରଣାସବୁ, ଆମ୍ଭେ ଟିପି ନଇେଅଛୁ।
16 Depois Deus disse: — Vá, reúna os líderes do povo de Israel e diga que eu, o
17 ଏବଂ ଆମ୍ଭେ ତୁମ୍ଭମାନଙ୍କୁ ମିଶରୀଯମାନଙ୍କଠାରୁ ରକ୍ଷା କରିବାକୁ ନିଷ୍ପତ୍ତି କରିଛୁ। ଆମ୍ଭେ ତୁମ୍ଭମାନଙ୍କୁ କିଣାନୀଯମାନଙ୍କ ହିତ୍ତୀଯମାନଙ୍କ, ପିରିଷୀଯମାନଙ୍କ, ହିଦ୍ଦୀଯମାନଙ୍କ ଓ ୟିବୁଷୀଯମାନଙ୍କର ଦୁଗ୍ଧମଧୁ ପ୍ରବାହୀ ଦେଶକୁ ନଇୟିବୋ।'
17 Eu resolvi tirá-los do Egito, onde estão sendo maltratados. E vou levá-los para uma terra boa e rica, a terra dos cananeus, dos heteus, dos amorreus, dos perizeus, dos heveus e dos jebuseus.”
18 ଇଶ୍ରାୟେଲର ପ୍ରାଚୀନଗଣ ତୁମ୍ଭର କଥା ଶୁଣିବେ। ପ୍ରଚୀନବର୍ଗମାନଙ୍କ ସହିତ ମିଶରର ରାଜା ଫାରୋଙ୍କ ନିକଟକୁ ୟାଅ। ତୁମ୍ଭମାନେେ ତାଙ୍କୁ କହିବ, 'ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର, ଆମ୍ଭମାନଙ୍କ ସହିତ ସାକ୍ଷାତ କରିଅଛନ୍ତି। ତେଣୁ ଆମ୍ଭେ ବିନଯ କରୁଅଛୁ, ତିନିଦିନ ମରୁଭୂମି ମଧ୍ଯକୁ ୟାତ୍ରା କରି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ବଳିଦାନ କରିବା ନିମନ୍ତେ ଆମ୍ଭମାନଙ୍କୁ ଅନୁମତି ଦିଅନ୍ତୁ।'
18 — O meu povo ouvirá o que você vai dizer. Depois você e os líderes do povo de Israel irão falar com o rei do Egito. Digam a ele: “O Senhor , o Deus dos hebreus, apareceu a nós. Agora deixe-nos ir para o deserto, a uma distância de três dias de viagem, para oferecer sacrifícios ao Senhor , nosso Deus.”
19 କିନ୍ତୁ ଆମ୍ଭେ ଜାଣୁ ଯେ, ଅଦୃଶ୍ଯ ହାତର ଶକ୍ତି ବିନା ମିଶରର ରାଜାଙ୍କୁ ଜବରଦସ୍ତ କରାଗଲେ ମଧ୍ଯ, ତୁମ୍ଭମାନଙ୍କୁ ୟିବାକୁ ଦବନୋହିଁ।
19 Eu sei que, se o rei do Egito não for obrigado, ele não deixará vocês irem embora.
20 ତେଣୁ ଆମ୍ଭେ ଆପଣା ମହାନ ଶକ୍ତି ମିଶର ବିରୁଦ୍ଧ ରେ କାର୍ୟ୍ଯ କରାଇବା। ଆମ୍ଭେ ମିଶର ରେ ଆଶ୍ଚର୍ୟ୍ଯ କର୍ମମାନ ଘଟାଇବା, ଏହା ଆମ୍ଭେ କରିବା ପରେ ସେ ତୁମ୍ଭମାନଙ୍କୁ ୟିବାକୁ ଦବେେ।
20 Por isso eu vou usar o meu poder e fazer coisas terríveis para castigar os egípcios. Depois disso o rei deixará que vocês saiam do Egito.
21 ଆଉ ଆମ୍ଭେ ମିଶରୀଯ ଲୋକମାନଙ୍କ ସାକ୍ଷାତ ରେ ଏହି ଲୋକମାନଙ୍କୁ ଅନୁଗ୍ରହ ପାତ୍ର କରିବି, ତହିଁରେ ତୁମ୍ଭମାନଙ୍କର ୟାତ୍ରା ସମୟରେ ସମାନେେ ତୁମ୍ଭମାନଙ୍କୁ ଉପହାରମାନ ଦବେେ।
21 — Eu farei com que os egípcios respeitem vocês. E, quando vocês saírem, não irão de mãos vazias.
22 ସମସ୍ତ ଇଶ୍ରାୟେଲୀୟ ସ୍ତ୍ରୀ ଆପଣା ପ୍ରତିବେଶୀନୀ ଓ ଆପଣା ଗୃହପ୍ରବାସୀନୀ ସ୍ତ୍ରୀ ନିକଟରୁ ରେ ୗପ୍ୟ, ଅଳଙ୍କାର ଓ ସ୍ବର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନଇୟିବେ, ପୁଣି ତାହା ତୁମ୍ଭମାନେେ ଆପଣା ପୁତ୍ର କନ୍ଯାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭମାନେେ ମିଶରୀଯ ଲୋକମାନଙ୍କ ଦ୍ରବ୍ଯ ହରଣ କରିବ।
22 Cada mulher israelita deverá pedir às mulheres egípcias que estiverem morando na casa dela ou que sejam suas vizinhas que lhe deem objetos de prata e de ouro e roupas com que vocês vestirão os seus filhos e as suas filhas. E assim vocês tomarão as riquezas dos egípcios.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 3, comparar traduções ou montar um estudo — tudo direto pelo WhatsApp.