Êxodo 38

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଏହାପରେ ନବୈେଦ୍ଯ ଦଗ୍ଧ କରିବା ପାଇଁ ବତ୍ସଲଲେ ଶିଟୀମ୍ କାଠ ରେ ଏକ ୟଜ୍ଞବଦେୀ ନିର୍ମାଣ କଲେ। ଏହି ହାମବଦେେୀଟି ବର୍ଗାକାର ଥିଲା। ଏହାର ର୍ଦୈଘ୍ଯ ପାଞ୍ଚହାତ, ପ୍ରସ୍ଥ ପାଞ୍ଚହାତ ଏବଂ ଉଚ୍ଚତା ତିନିହାତ ଥିଲା।
1 Fez também o altar do holocausto de madeira de cetim; de cinco côvados era o seu comprimento, e de cinco côvados, a sua largura, quadrado; e de três côvados, a sua altura.
2 ସେ ଚାରୋଟି କୋଣ ନିମନ୍ତେ ଶିଙ୍ଗ ତିଆରି କଲେ। ସେ ଚା ରୋଟି ଶୀଙ୍ଗକୁ ମିଶାଇ ଦେଲେ, ସେସବୁ ୟଜ୍ଞବଦେୀର ଏକ ଅଂଶ ହେଲା ଏବଂ ତା'ଉପରେ କଂସା ମଡାଇଲେ।
2 E fez-lhe as suas pontas aos seus quatro cantos; as suas pontas formavam uma só peça com o altar; e cobriu-o de cobre.
3 ଏହାପରେ ସେ ୟଜ୍ଞବଦେୀ ପାଇଁ ଦରକାରୀ ପିତ୍ତଳ ପାତ୍ର, ବଲଚୋ, କରଚୁଲ୍ଲୀ, ଗରା, କଣ୍ଟା ଚାମଚ ଓ ଅଙ୍ଗାରଧାନୀ ସବୁକୁ ପ୍ରସ୍ତୁତ କଲେ।
3 Fez também todos os utensílios do altar: os caldeirões, e as pás, e as bacias, e os garfos, e os braseiros; todos os seus utensílios fez de cobre.
4 ଏହାପରେ ସେ ୟଜ୍ଞବଦେୀ ପାଇଁ କଂସାର ଜାଲି ପ୍ରସ୍ତୁତ କଲେ ଏବଂ ୟଜ୍ଞବଦେୀର ଧାର ରେ ବାନ୍ଧିଲେ। ଯାହାକି ୟଜ୍ଞବଦେୀର ମଝି ପର୍ୟ୍ଯନ୍ତ ଆସିଲା।
4 Fez também para o altar um crivo de cobre, de obra de rede, na sua cercadura debaixo, até ao meio dele.
5 ଏହାପରେ ସେ କଂସାର କଡା ତିଆରି କଲେ। ଏହି କଡା ମଧିଅରେ ସାଙ୍ଗୀ ପୁ ରଇେ ବଦେୀ ବୁହାଗଲା। ସେ କଂସା ଜାଲିର ଚାରି ପାଖ ରେ ଚାରୋଟୀ କଡା ଲଗାଇଲେ।
5 E fundiu quatro argolas às quatro extremidades do crivo de cobre, para os lugares dos varais.
6 ଏହାପରେ ସେ ଶିଟୀମ୍ କାଠ ରେ ଏହାକୁ ବହିବା ପାଇଁ ସାଙ୍ଗୀ ପ୍ରସ୍ତୁତ କଲେ। ସହେି ସାଙ୍ଗୀ ଉପରେ ପିତ୍ତଳର ଆବରଣ ମଡାଇଲେ।
6 E fez os varais de madeira de cetim e os cobriu de cobre.
7 ବଦେୀଟିକୁ ବହିବା ପାଇଁ ସେ ୟଜ୍ଞବଦେୀ ପାଶର୍‌ବ ରେ ଥିବା କଡା ମଧିଅରେ ସାଙ୍ଗୀକୁ ପୁରାଇଲେ। ସେ ୟଜ୍ଞବଦେୀଟିକୁ ଖାଲି ସିନ୍ଦୁକ ପରି ପଟା ରେ ନିର୍ମାଣ କଲେ।
7 E meteu os varais pelas argolas aos lados do altar, para levá-lo com eles; fê-lo oco e de tábuas.
8 ସ୍ତ୍ରୀ ଲୋକଟି ଦଇେଥିବା ପିତ୍ତଳ ନିର୍ମିତ ଦର୍ପଣରୁ କଂସାର ପ୍ରକ୍ଷାଳନ ପାତ୍ର ଓ ଏକ କଂସାର ରୂଖା ତିଆରି କଲେ। ସହେି ସ୍ତ୍ରୀଲୋକ ସମାଗମ ତମ୍ବୁର ଦ୍ବାର ସମୀପରେ ସବୋ କରୁଥିଲେ।
8 Fez também a pia de cobre com a sua base de cobre, dos espelhos das mulheres que se ajuntavam, ajuntando-se à porta da tenda da congregação.
9 ଏହାପରେ ସେ ପ୍ରାଙ୍ଗଣ ପ୍ରସ୍ତୁତ କଲେ। ପ୍ରାଙ୍ଗଣର ଦକ୍ଷିଣ ପାଶର୍‌ବ ରେ ବଳା ଶୁଭ୍ର କ୍ଷୋମସୂତ୍ର ରେ ଏକଶତ ହାତ ନିର୍ମିତ ପରଦା ନିର୍ମାଣ କଲେ।
9 Fez também o pátio da banda do meio-dia ao sul; as cortinas do pátio eram de linho fino torcido, de cem côvados.
10 ଏହାର କୋଡିଏଟି ସ୍ତମ୍ଭ କୋଡିଏଟି ଚୁଙ୍ଗୀ ପିତ୍ତଳର ଏବଂ ସହେି ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ଥିଲା।
10 As suas vinte colunas e as suas vinte bases eram de cobre; os colchetes destas colunas e as suas molduras eram de prata;
11 ଉତ୍ତର ଦିଗର ପରଦା ଶ ହେ ହାତ ତାହାର କୋଡିଏଟି ସ୍ତମ୍ଭ କୋଡିଏଟି ପିତ୍ତଳର ଚୁଙ୍ଗୀ ଓ ସ୍ତମ୍ଭର ଆଙ୍କଡା ଓ ଛୁଞ୍ଚିଆ ରୂପାର ଥିଲା।
11 e da banda do norte, cortinas de cem côvados; as suas vinte colunas e as suas vinte bases eram de cobre, e os colchetes das colunas e as suas molduras eram de prata.
12 ପଶ୍ଚିମ ପାଶର୍‌ବ ରେ ପରଦା ପଚାଶ ହାତ ଲମ୍ବ ଥିଲା। ଏହାର ଦଶଟି ସ୍ତମ୍ଭ ଦଶଟି ଚୁଙ୍ଗୀ, ସ୍ତମ୍ଭର ଅଙ୍ଗଡା ଛୁଞ୍ଚିଆ ରୂପାର ଥିଲା।
12 E da banda do ocidente, cortinas de cinquenta côvados; as suas colunas, dez, e as suas bases, dez; os colchetes das colunas e as suas molduras eram de prata.
13 ପୂର୍ବ ଦିଗ ରେ ପୂର୍ବ ପାଶର୍‌ବ ନିମନ୍ତେ ପଚାଶ ହାତଥିଲା।
13 E da banda oriental, ao oriente, cortinas de cinquenta côvados.
14 ଦ୍ବାରର ଏକ ପାଶର୍‌ବ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
14 As cortinas desta banda da porta eram de quinze côvados; as suas colunas, três, e as suas bases, três.
15 ଅନ୍ୟ ପାଶର୍‌ବ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ବାର ସନ୍ନିକଟ ଏକ ପାଶର୍‌ବସ୍ଥ ଓ ଅନ୍ୟ ପ୍ରାଶର୍‌ବସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।
15 E da outra banda da porta do pátio, de ambos os lados, eram cortinas de quinze côvados; as suas colunas, três, e as suas bases, três.
16 ପ୍ରାଙ୍ଗଣର ଚତୁର୍ଦ୍ଦିଗ ରେ ସକଳ ପରଦା ବଳାଶୁଭ୍ର କ୍ଷୋମସୂତ୍ର ରେ ନିର୍ମିତ ଥିଲା।
16 Todas as cortinas do pátio ao redor eram de linho fino torcido.
17 ପୁଣି ସ୍ତମ୍ଭର ଆଧାରସବୁ କଂସାର ଥିଲା। ସ୍ତମ୍ଭର ଆଙ୍କଡା ଛଡ ରୂପାର ଥିଲା। ଏହି ସ୍ତମ୍ଭର ଉପର ଭାଗ ରୂପା ରେ ଛାଉଣୀ ହାଇେଥିଲା। ଏବଂ ଅଗଣାର ଖମ୍ବର ଛଡସବୁ ରୂପା ରେ ତିଆରି ହାଇେଥିଲା।
17 E as bases das colunas eram de cobre; os colchetes das colunas e as suas molduras eram de prata; e a coberta das suas cabeças, de prata; e todas as colunas do pátio eram cingidas de prata.
18 ପ୍ରାଙ୍ଗଣ ଦ୍ବାର ରେ ଆଚ୍ଛାଦନ ବସ୍ତ୍ର ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳା ଶୁଭ୍ର କ୍ଷୋମ ସୂତ୍ର ରେ ଶିଳ୍ପ କର୍ମ ରେ ପରିପୂର୍ଣ୍ଣ ଥିଲା। ପ୍ରାଙ୍ଗଣର ପରଦା ପରି ତାହାର ର୍ଦୈଘ୍ଯ କୋଡିଏ ହାତ ଓ ପ୍ରସ୍ଥ ପାଞ୍ଚ ହାତ ଥିଲା।
18 E a coberta da porta do pátio era de obra de bordador, de pano azul, e de púrpura, e de carmesim, e de linho fino torcido; e o comprimento era de vinte côvados, e a altura, na largura, de cinco côvados, defronte das cortinas do pátio.
19 ତହିଁରେ ପିତ୍ତଳର ଚାରିଟି ସ୍ତମ୍ଭ, ଚାରିଟି ଚୁଙ୍ଗୀ ରୂପାର ଆଙ୍ଗଡା ତା'ର ମୁଣ୍ଡାଳି ରୂପା ରେ ଛାଉଣୀ ହାଇେଥିଲା। ଏବଂ ଛୁଞ୍ଚିଆ ରୂପା ନିର୍ମିତ ଥିଲା।
19 E as suas quatro colunas e as suas quatro bases eram de cobre, os seus colchetes, de prata, e a coberta das suas cabeças e as suas molduras, de prata.
20 ପବିତ୍ର ତମ୍ବୁର ଓ ଅଗଣାର ଖିଲସବୁ କଂସା ରେ ନିର୍ମିତ ହାଇେଥିଲା।
20 E todas as estacas do tabernáculo e do pátio ao redor eram de cobre.
21 ମାଶାେ ଲବେୀୟ ଲୋକମାନଙ୍କୁ ଆଜ୍ଞା ଦେଲେ, ପବିତ୍ର ତମ୍ବୁ ରେ ବ୍ଯବହାର ହେଉଥିବା ବସ୍ତୁମାନଙ୍କର ଗଣନା କରିବା ପାଇଁ ଏବଂ ଏହାର ଦାଯିତ୍ବ ନଇେଥିଲେ ଯାଜକ ହାରୋଣର ପୁତ୍ର ଇଥାମ।
21 Esta é a enumeração das coisas contadas do tabernáculo do Testemunho, que por ordem de Moisés foram contadas para o ministério dos levitas por mão de Itamar, filho de Arão, o sacerdote.
22 ସଦାପ୍ରଭୁ ମାଶାଙ୍କେ ଦ୍ବାରା ଯେଉଁ ଆଜ୍ଞା ଦଇେଥିଲେ, ସହେି ଅନୁୟାଯୀ ଯିହୁଦା ପରିବାରବର୍ଗର ହୂରର ପୌତ୍ର ଓ ଊରିର ପୁତ୍ର ବତ୍ସଲଲେ ସେ ସବୁ ନିର୍ମାଣ କରିଥିଲେ।
22 Fez, pois, Bezalel, filho de Uri, filho de Hur, da tribo de Judá, tudo quanto o Senhor tinha ordenado a Moisés.
23 ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀଯାବ ଖାଦେନ କାର୍ୟ୍ଯ ରେ, ରୂପାଙ୍କନ କରିବା ରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବା ରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।
23 E com ele Aoliabe, filho de Aisamaque, da tribo de Dã, um mestre de obras, e engenhoso artífice, e bordador em pano azul, e em púrpura, e em carmesim, e em linho fino.
24 ଅଣତିରିଶ ତାଳନ୍ତ ଓ 730 ଶକେଲ ସୁବର୍ଣ୍ଣ ଅଧିକାରୀମାନଙ୍କ ଦ୍ବାରା ମପାୟାଇ ପବିତ୍ର ସ୍ଥାନ ନିର୍ମାଣ ନିମନ୍ତେ ଦିଆଗଲା।
24 Todo o ouro gasto na obra, em toda a obra do santuário, a saber, o ouro da oferta, foram vinte e nove talentos e setecentos e trinta siclos, conforme o siclo do santuário;
25 ଯେତେ ଲୋକ ଗଣିତ ହାଇେଥିଲେ, ସମାନେେ 100 ଶକେଲ ସୁବର୍ଣ୍ଣ ଓ 1 ,775 ଶକେଲ ରୂପା କାର୍ୟ୍ଯାଳଯ ମାପ ଦ୍ବାରା ପବିତ୍ର ସ୍ଥାନ ପାଇଁ ଓଜନ କରାଗଲା।
25 e a prata dos arrolados da congregação foram cem talentos e mil e setecentos e setenta e cinco siclos, conforme o siclo do santuário:
26 ଯେତେ ଲୋକ ଗଣତି ହାଇେଥିଲେ, ସମାନଙ୍କେର ବଯସ ଥିଲା କୋଡିଏ ବର୍ଷ ବା ତଦୁଦ୍ଧର୍‌ବ। ସମାନଙ୍କେର ସଂଖ୍ଯା ଥିଲା 6,03,550। ସମାନେେ ପ୍ରେତ୍ୟକକ ଏକ ଦୁଇ ବକୋ ଅର୍ଥାତ୍ ପବିତ୍ର ସ୍ଥାନର କାର୍ୟ୍ଯାଳଯ ମାପ ଓଜନ ହାଇେଥିବା ସକେଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶକେଲ ଦଇେଥିଲେ।
26 Um beca para cada cabeça, isto é, meio siclo, conforme o siclo do santuário, de qualquer que passava aos arrolados, da idade de vinte anos e acima, que foram seiscentos e três mil e quinhentos e cinquenta.
27 ଏକ ତାଳନ୍ତ ଲଖାଏଁେ ରୂପା ରେ ପବିତ୍ର ସ୍ଥାନର ଆଧାର ଓ ପରଦା ତିଆରି ହାଇେଥିଲା। 10 ଆଧାର ପାଇଁ 100 ତାଳନ୍ତ ବ୍ଯବହାର କରାଗଲା ଅର୍ଥାତ୍ ଗୋଟିଏ ଆଧାର ପାଇଁ ଏକ ତାଳନ୍ତ।
27 E houve cem talentos de prata para fundir as bases do santuário e as bases do véu; para cem bases eram cem talentos: um talento para cada base.
28 ସମାନେେ ଆଙ୍କୁଡା, ଛଡ ଏବଂ ଖମ୍ବଗୁଡିକର ଅଗ୍ରଭାଗକୁ 1 ,775 ଶକେଲ ରୂପା ରେ ଆଚ୍ଛାଦନ କଲେ।
28 Mas dos mil e setecentos e setenta e cinco siclos fez os colchetes das colunas, e cobriu as suas cabeças, e as cingiu de molduras.
29 ପିତ୍ତଳର ନବୈେଦ୍ଯ ସତୁରି ତାଳନ୍ତ 2 ,400 ଶକେଲ ଥିଲା।
29 E o cobre da oferta foi setenta talentos e dois mil e quatrocentos siclos.
30 ଏଣୁ ସେ ପିତ୍ତଳ ଦ୍ବାର ସମାଗମ ତମ୍ବୁ ଦ୍ବାରର ଚୁଙ୍ଗୀ ପିତ୍ତଳ ୟଜ୍ଞବଦେୀ ଓ ତହିଁର ପିତ୍ତଳର ଝାଞ୍ଜରୀ ଏବଂ ୟଜ୍ଞବଦେୀର ସମସ୍ତ ପାତ୍ର ନିର୍ମାଣ କଲେ।
30 E dele fez as bases da porta da tenda da congregação, e o altar de cobre, e o crivo de cobre para ele, e todos os utensílios do altar,
31 ପ୍ରାଙ୍ଗଣର ଚତୁଃପାଶର୍‌ବର ଆଧାର ପ୍ରାଙ୍ଗଣର ପ୍ରବେଶ ଦ୍ବାରର ଆଧାର ଓ ତମ୍ବୁର ସମସ୍ତ ଖିଲ ଏବଂ ପ୍ରଙ୍ଗଣର ଖିଲ ସବୁ ସହେି କଂସା ରେ ନିର୍ମିତ କରାଗଲା।
31 e as bases do pátio ao redor, e as bases da porta do pátio, e todas as estacas do tabernáculo, e todas as estacas do pátio ao redor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 38, comparar traduções ou montar um estudo — tudo direto pelo WhatsApp.