Êxodo 36
Oriya Bible (GL_ORIYA) vs NVI
1 ତେଣୁ ବତ୍ସଲଲେ, ଅହଲୀଯାବ ଏବଂ ପ୍ରେତ୍ୟକକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀଯ କାର୍ୟ୍ଯ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସମାନଙ୍କେୁ ପବିତ୍ର ସ୍ଥାନ ସମ୍ବନ୍ଧୀଯ ସମସ୍ତ କାର୍ୟ୍ଯ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦଇେଥିଲେ।
1 "Assim farão Bezalel, Aoliabe e todos os homens capazes, a quem o Senhor concedeu destreza e habilidade para fazerem toda a obra de construção do santuário, realizarão a obra como o Senhor ordenou. "
2 ତା'ପରେ ମାଶାେ ବତ୍ସଲଲେ ଏବଂ ଅହଲୀଯାବ ପ୍ରେତ୍ୟକକ ନିପୂଣ ଲୋକମାନଙ୍କୁ ଡାକିଲେ। ଯେଉଁମାନଙ୍କୁ ସଦାପ୍ରଭୁ କାର୍ୟ୍ଯ କରିବାକୁ କୌଶଳ ଓ ଅତିଶଯ ଦକ୍ଷତା ଦଇେଛନ୍ତି।
2 Então Moisés chamou Bezalel e Aoliabe e todos os homens capazes a quem o Senhor dera habilidade e que estavam dispostos a vir realizar a obra.
3 ମାଶାେ ଏହି ସମସ୍ତ ଲୋକମାନଙ୍କୁ ଲୋକମାନଙ୍କର ଦାତବ୍ଯ ଦ୍ରବ୍ଯମାନ ଦେଲେ ଏବଂ ସମାନେେ ସହେି ଦ୍ରବ୍ଯଗୁଡିକ ବ୍ଯବହାର କରି ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ତିଆରି କଲେ। ଲୋକମାନେ ପ୍ରତି ପ୍ରଭାତ ରେ ଉପହାରମାନ ଆଣି ଦେଲେ।
3 Receberam de Moisés todas as ofertas que os israelitas tinham trazido para a obra de construção do santuário. E o povo continuava a trazer voluntariamente ofertas, manhã após manhã.
4 ଶଷେ ରେ, ପବିତ୍ର ସ୍ଥାନର ନିପୂଣ କର୍ମକର୍ତ୍ତାଗଣ କାର୍ୟ୍ଯ ଛାଡି ମାଶାଙ୍କେ ନିକଟକୁ କହିବା ପାଇଁ ଗଲେ।
4 Por isso, todos os artesãos habilidosos que trabalhavam no santuário interromperam o trabalho
5 ଲୋକମାନେ ୟଥେଷ୍ଟ ଆଣୁଛନ୍ତି। ସଦାପ୍ରଭୁଙ୍କର ଆଜ୍ଞା କର୍ମ କରିବା ପାଇଁ ଯାହା ଦରକାର ତାହାଠାରୁ ଲୋକେ ୟଥେଷ୍ଟ ଆଣୁଛନ୍ତି।
5 e disseram a Moisés: "O povo está trazendo mais do que o suficiente para realizar a obra que o Senhor ordenou".
6 ଏହାପରେ ମାଶାେ ଏହି ସମ୍ବାଦ ଛାଉଣୀ ମଧିଅରେ ପ୍ରଚାର କଲେ, ପୁରୁଷ କିମ୍ବା ସ୍ତ୍ରୀ ଆଉ କୌଣସି ଉପହାର ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ପାଇଁ ଆଣନ୍ତୁ ନାହିଁ। ତେଣୁ ଲୋକମାନେ ବାଧ୍ଯ ହେଲେ ଆଉ ଉପହାର ନଦବୋ ପାଇଁ।
6 Então Moisés ordenou que fosse feita esta proclamação em todo o acampamento: "Nenhum homem ou mulher deverá fazer mais nada para ser oferecido ao santuário". Assim, o povo foi impedido de trazer mais,
7 ଲୋକମାନେ କାର୍ୟ୍ଯ ପାଇଁ ଆବଶ୍ଯକତାଠାରୁ ଅଧିକ ଦେଲେ।
7 pois o que já haviam recebido era mais que suficiente para realizar toda a obra.
8 ଏହାପରେ ସହେି ନିପୂଣ କାରିଗରଗଣ ବଳାଶୁଭ୍ର କ୍ଷୋମସୂତ୍ର ଓ ନୀଳ ଧୂମ୍ର ଓ ସୁନ୍ଦର ବର୍ଣ୍ଣ ସୂତ୍ର ଦ୍ବାରା ପବିତ୍ର ତମ୍ବୁର ଦଶ ୟବନିକା ପ୍ରସ୍ତୁତ କଲେ। ଏବଂ ତାହା ମଧିଅରେ ଶିଳ୍ପ କର୍ମ ରେ କିରୂବ ଦୂତଗଣର ଆକୃତି କଲେ।
8 Todos os homens capazes dentre os trabalhadores fizeram o tabernáculo com dez cortinas internas de linho fino trançado e de fios de tecido azul, roxo e vermelho, com os querubins bordados sobre eles.
9 ପ୍ରେତ୍ୟକକ ୟବନିକା ଅଠଇେଶ ହାତ ଲମ୍ବ, ଚାରି ହାତ ପ୍ରସ୍ଥ ଏବଂ ପ୍ରେତ୍ୟକକ ୟବନିକା ସମପରିମାଣର ଥିଲା।
9 Todas as cortinas internas tinham o mesmo tamanho: doze metros e sessenta centímetros de comprimento por um metro e oitenta centímetros de largura.
10 ସମାନେେ ପଞ୍ଚ ୟବନିକା ଏକତ୍ର କରି ଯୋଗ କଲେ ଏବଂ ଅନ୍ୟ ପଞ୍ଚ ୟବନିକା ମଧ୍ଯ ଏକତ୍ର କରି ୟୋଗ କଲେ।
10 Prendeu cinco cortinas internas, e fez o mesmo com as outras cinco.
11 ସମାନେେ ୟୋଡ ସ୍ଥାନ ରେ ପ୍ରଥମ ଅନ୍ତ୍ଯ ୟବନିକାର ଧଡି ରେ ନୀଳ ସୂତ୍ରର ଘୁଣ୍ଡିଘରା କଲେ। ୟୋଡ ସ୍ଥାନର ଦ୍ବିତୀୟ ଅନ୍ୟ ୟବନିକାର ଧଡି ରେ ଏକାପରି କାର୍ୟ୍ଯମାନ କଲେ।
11 Em seguida fez laçadas de tecido azul ao longo da borda da última cortina interna do primeiro conjunto de cortinas internas, fazendo o mesmo com o segundo conjunto.
12 ସମାନେେ ପ୍ରଥମ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରା ଓ ୟୋଡା ସ୍ଥାନ ରେ ଦ୍ବିତୀୟ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରୋ କଲେ। ସହେି ଘୁଣ୍ଡିଘରା ସବୁ ପରସ୍ପର ସମ୍ମୁଖୀନ ରହିଥିଲା।
12 Fez também cinqüenta laçadas na primeira cortina interna e cinqüenta laçadas na última cortina interna do segundo conjunto; as laçadas estavam opostas umas às outras.
13 ଏହାପରେ ସମାନେେ ପଚାଶ ଗୋଟି ସ୍ବର୍ଣ୍ଣଘୁଣ୍ଡି କରି ୟବନିକା ସବୁ ୟୋଗ କଲେ। ତେଣୁ ପବିତ୍ର ତମ୍ବୁ ତିଆରି ହାଇେ ଗୋଟିଏ ହେଲା।
13 Depois fez cinqüenta ganchos de ouro e com eles prendeu um conjunto de cortinas internas ao outro, para que o tabernáculo formasse um todo.
14 ଏହାପରେ ସହେି ଶିଳ୍ପୀଗଣ ସହେି ପବିତ୍ର ତମ୍ବୁର ଆଚ୍ଛାଦନାର୍ଥକ ପବିତ୍ର ତମ୍ବୁ ନିମନ୍ତେ ଛାଗ ଲୋମର ଏକାଦଶ ୟବନିକା ପ୍ରସ୍ତୁତ କଲେ।
14 Com o total de onze cortinas internas de pêlos de cabra fez uma tenda para cobrir o tabernáculo.
15 ପ୍ରେତ୍ୟକକ ୟବନିକାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ବିଶିଷ୍ଟ ହେଲା। ସହେି ଏକାଦଶ ୟବନିକାର ସମାନ ପରିମାଣ ଥିଲା।
15 As onze cortinas internas tinham a mesma medida: treze metros e meio de comprimento por um metro e oitenta centímetros de largura.
16 ସମାନେେ ପାଞ୍ଚଟି ୟବନିକା ୟୋଡି ଗୋଟିଏ ଏବଂ ଅନ୍ୟ ଛଅଟି ୟବନିକା ୟୋଡି ଗୋଟିଏ ପ୍ରସ୍ତୁତ କଲେ।
16 Prendeu cinco cortinas internas num conjunto e as outras seis noutro conjunto.
17 ୟୋଡା ସ୍ଥାନ ରେ ପ୍ରଥମ ଅନ୍ତ୍ଯ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରା କଲେ ଓ ଦ୍ବିତୀୟ ୟବନିକାର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କଲେ।
17 Depois fez cinqüenta laçadas em volta da borda da última cortina interna de um dos conjuntos e também na borda da última cortina interna do outro conjunto.
18 ଶିଳ୍ପୀମାନେ ପିତ୍ତଳର ପଚାଶଟି ମୁଦିଆ ତିଆରି କଲେ, ସହେି ୟବନିକାକୁ ଏକତ୍ର କରିବା ପାଇଁ ବା ଗୋଟିଏ ତମ୍ବୁ ନିର୍ମାଣ କରିବା ପାଇଁ।
18 Fez também cinqüenta ganchos de bronze para unir a tenda, formando um todo.
19 ଏହାପରେ ସମାନେେ ଆଉ ଦୁଇଟି ୟବନିକା ପ୍ରସ୍ତୁତ କଲେ ସହେି ପବିତ୍ର ତମ୍ବୁ ପାଇଁ, ସମାନେେ ଗୋଟିଏ ଛାତ ରକ୍ତୀ କୃତ ଶିଶୁକ ଚର୍ମ ରେ ତିଆରି କଲେ।
19 Em seguida fez para a tenda uma cobertura de pele de carneiro tingida de vermelho, e por cima desta uma cobertura de couro.
20 ଏହାପରେ ଶିଳ୍ପୀମାନେ ଶିଟୀମ୍ କାଠ ରେ ପବିତ୍ର ତମ୍ବୁ ନିମିତ୍ତ ଠିଆ ପଟା ତିଆରି କଲେ.
20 Fez ainda armações verticais de madeira de acácia para o tabernáculo.
21 ପ୍ରେତ୍ୟକକ ପଟାର ଲମ୍ବ ଦଶ ହାତ ଓ ପ୍ରସ୍ଥ ଦେଢ ହାତ ଥିଲା।
21 Cada armação tinha quatro metros e meio de comprimento por setenta centímetros de largura,
22 ପ୍ରେତ୍ୟକକ ଢାଞ୍ଚା ସମାନ ଆକାରର ଦୁଇଟି ଖିଲ ଥିଲା। ପରସ୍ପର ଅନୁରୂପ ଦୁଇ ଦୁଇ ଫୁଟ୍ ଥିଲା। ଏହିପରି ସମାନେେ ତମ୍ବୁ ନିମନ୍ତେ ଢାଞ୍ଚା ପ୍ରସ୍ତୁତ କଲେ।
22 com dois encaixes paralelos um ao outro. E fez todas as armações do tabernáculo dessa madeira.
23 ସମାନେେ ପବିତ୍ର ତମ୍ବୁ ନିମନ୍ତେ କୋଡିଏଟି ପଟା ଦକ୍ଷିଣପଟ ପାଇଁ ପ୍ରସ୍ତୁତ କଲେ।
23 Fez também vinte armações para o lado sul do tabernáculo
24 ଏହାପରେ ସମାନେେ ଚାଳିଶଟି ରୂପାର ଆଧାର ତିଆରି କଲେ, ତକ୍ତାର ତଳେ ଦବୋ ପାଇଁ। ପ୍ରେତ୍ୟକକ ତକ୍ତା ପାଇଁ ସମାନେେ ଦୁଇଟି କରି ଆଧାର ପ୍ରସ୍ତୁତ କଲେ। ତକ୍ତାର ପ୍ରେତ୍ୟକକ ପାଖ ଗୋଟିଏ ଆଧାର ପ୍ରସ୍ତୁତ କଲେ।
24 e quarenta bases de prata para serem colocadas debaixo delas; duas bases para cada armação, uma debaixo de cada encaixe.
25 ସମାନେେ ଉତ୍ତରପଟ ପାଇଁ କୋଡିଏଟି ପଟା ତିଆରି କଲେ, ସହେି ପବିତ୍ର ତମ୍ବୁ ପାଇଁ।
25 Para o outro lado, o lado norte do tabernáculo, fez vinte armações
26 ସମାନେେ ଏହି କୋଡିଏଟି ପଟା ନିମନ୍ତେ ଚାଳିଶଟି ଚୁଙ୍ଗୀ ତିଆରି କଲେ। ଗୋଟିଏ ପଟା ନିମନ୍ତେ ଦୁଇଟି ଚୁଙ୍ଗୀ ସମାନେେ ପ୍ରସ୍ତୁତ କଲେ।
26 e quarenta bases de prata, duas debaixo de cada armação.
27 ପବିତ୍ର ତମ୍ବୁର ପଶ୍ଚିମ ପଟ ପାଇଁ ସମାନେେ ଛଅଟି ପଟା ତିଆରି କଲେ।
27 Fez ainda seis armações na parte de trás do tabernáculo, isto é, para o lado ocidental,
28 ସମାନେେ ମଧ୍ଯ ପବିତ୍ର ତମ୍ବୁ ପଛପାଖ କଣ ପାଇଁ ତକ୍ତାଗୁଡିକ ତିଆରି କଲେ।
28 e duas armações foram montadas nos cantos, na parte de trás do tabernáculo.
29 ଏହି ପଟାଗୁଡିକର ତଳେ ଏକତ୍ର କରି ୟୋଡା ଗଲା। ଏବଂ ଉପରେ ଏକ କଡା ଦ୍ବାରା ୟୋଡ ରହିଲା। ଏହିପରି ଭାବରେ ସହେି କୋଣ ପଟା ଦ୍ବଯ ଏକତ୍ର ହାଇେ ରହିଲା। ସମାନେେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ।
29 Nesses dois cantos as armações eram duplas, desde a parte inferior até a mais alta, colocadas numa só argola, ambas feitas do mesmo modo.
30 ସହେି ପବିତ୍ର ତମ୍ବୁର ପଶ୍ଚିମ ପଟ ରେ ମାଟେ ଆଠଟି ତକ୍ତା ରହିଲା। ଏବଂ ଷୋଳଟି ରୂପାର ଆଧାର ଥିଲା। ପ୍ରେତ୍ୟକକ ତକ୍ତା ପାଇଁ ଦୁଇଟି ଆଧାର।
30 Havia, pois, oito armações e dezesseis bases de prata, duas debaixo de cada armação.
31 ଏହାପରେ ଶିଳ୍ପୀମାନେ ପବିତ୍ର ତମ୍ବୁ ପାଇଁ ଶିଟୀମ୍ କାଠ ରେ ଅର୍ଗଳ ପ୍ରସ୍ତୁତ କଲେ। ସମାନେେ ପବିତ୍ର ତମ୍ବୁର ଗୋଟିଏ ପାଶର୍ବ ରେ ପାଞ୍ଚଟି ଅର୍ଗଳ ତିଆରି କଲେ।
31 Também fez travessões de madeira de acácia: cinco para as armações de um lado do tabernáculo,
32 ପାଞ୍ଚଟି ଅର୍ଗଳ ଅନ୍ୟ ପାଶର୍ବ ପାଇଁ ତିଆରି କଲେ ଏବଂ ପବିତ୍ର ତମ୍ବୁର ପଛ ପାଖ ପାଇଁ ଅର୍ଥାତ୍ ପଶ୍ଚିମ ଦିଗ ପାଇଁ ପାଞ୍ଚଟି ଅର୍ଗଳ ତିଆରି କଲେ।
32 cinco para as do outro lado e cinco para as do lado ocidental, na parte de trás do tabernáculo.
33 ମଧ୍ଯସ୍ଥିତ ଅର୍ଗଳ ଢାଞ୍ଚାର ମଝି ସ୍ଥାନରୁ ଏମୁଣ୍ଡରୁ ସମେୁଣ୍ଡ ୟାଏ ପାଇଲା।
33 Fez o travessão central de uma extremidade à outra, passando pelo meio das armações.
34 ଆଉ ସମାନେେ ସହେିସବୁ ପଟା ସୁବର୍ଣ୍ଣ ଦ୍ବାରା ମଡାଇଲେ। ଅର୍ଗଳର ଘରା ନିମନ୍ତେ ସୁବର୍ଣ୍ଣର କଡା କଲେ। ଅର୍ଗଳ ସବୁ ସୁନା ରେ ମଡାଇଲେ।
34 Revestiu de ouro as armações e fez argolas de ouro para sustentar os travessões, os quais também revestiu de ouro.
35 ଏହା ପରେ ସମାନେେ ନୀଳଧୂମ୍ର, ସିନ୍ଦୁରବର୍ଣ୍ଣ ଓ ବଳାଶୁଭ୍ର ମହାପବିତ୍ର ଓ କିରୂବ ଦୂତଗଣ ଚିତ୍ରିତ ଏକ ବିଚ୍ଛଦବେସ୍ତ୍ର ପ୍ରସ୍ତୁତ କଲେ।
35 Fez o véu de linho fino trançado e de fios de tecido azul, roxo e vermelho, e mandou bordar nele querubins.
36 ସମାନେେ ତା'ପାଇଁ ଶିଟୀମ୍ କାଠର ଚାରିସ୍ତମ୍ଭ କରି ସୁବର୍ଣ୍ଣ ରେ ମଡାଇଲେ। ଏବଂ ସେସବୁର ଆଙ୍କଡା ସୁନା ରେ ତିଆରି କଲେ ଓ ତହିଁ ନିମନ୍ତେ ରୂପାର ଚାରୋଟୀ ଚୁଙ୍ଗୀ ଢାଳିଲେ।
36 Fez-lhe quatro colunas de madeira de acácia e as revestiu de ouro. Fez-lhe ainda ganchos de ouro e fundiu as suas bases de prata.
37 ସମାନେେ ତମ୍ବୁ ପ୍ରବେଶ ଦ୍ବାର ନିମନ୍ତେ ନୀଳ, ଧୁମ୍ର ସିନ୍ଦୁର ବର୍ଣ୍ଣ ଓ କ୍ଷୋମସୂତ୍ର ନିର୍ମିତ ଏକ ପରଦା ବୁଣିଲେ।
37 Para a entrada da tenda fez uma cortina de linho fino trançado e de fios de tecido azul, roxo e vermelho, obra de bordador;
38 ତାହାର ପାଞ୍ଚଟି ସ୍ତମ୍ଭ ଏବଂ ସେସବୁର ଆଙ୍କଡା ତିଆରି କଲେ ଏବଂ ସେ ସବୁର ମୁଣ୍ଡାଳି ଓ ଛୁଞ୍ଚିଆ ସୁବର୍ଣ୍ଣ ରେ ମଡାଇଲେ। ମାତ୍ର ସମାନଙ୍କେର ପାଞ୍ଚଟି ଚୁଙ୍ଗୀ ପିତ୍ତଳର ଥିଲା।
38 e fez-lhe cinco colunas com ganchos. Revestiu de ouro as partes superior e lateral das colunas e fez de bronze as suas cinco bases.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 36, comparar traduções ou montar um estudo — tudo direto pelo WhatsApp.