Êxodo 35
Oriya Bible (GL_ORIYA) vs NTLH
1 ମାଶାେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ମାଶାେ ସମାନଙ୍କେୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପାଳନ କରିବା ପାଇଁ କହିଥିବା ବାକ୍ଯଗୁଡିକ ମୁଁ ତୁମ୍ଭକୁ କହିବି। ସଗେୁଡିକ ତୁମ୍ଭେ ପାଳନ କରିବ।
1 Moisés reuniu todo o povo de Israel e lhe disse: — É isto o que o
2 ଛଅଦିନ କର୍ମ କରିବ। କିନ୍ତୁ ସପ୍ତମ ଦିନଟି ତୁମ୍ଭମାନଙ୍କ ବିଶ୍ରାମ ପାଇଁ ଏକ ସ୍ବତନ୍ତ୍ର ଦିନ। ତାହା ସଦାପ୍ରଭୁଙ୍କ ପାଇଁ ବିଶ୍ରାମଦିନ ହବେ। ୟିଏ କହେି ସହେି ପବିତ୍ର ଦିନ ରେ କର୍ମ କରିବ, ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
2 vocês têm seis dias para trabalhar, porém o sétimo dia deve ser sagrado, um dia solene dedicado ao Senhor . Qualquer pessoa que fizer algum trabalho nesse dia deverá ser morta.
3 ତୁମ୍ଭମାନେେ ବିଶ୍ରାମଦିନ ରେ କୌଣସି ବାସଗୃହ ରେ ଅଗ୍ନି ଜାଳିବ ନାହିଁ।
3 No sábado, nem mesmo acendam fogo nas suas casas.
4 ମାଶାେ ସମସ୍ତ ଇଶ୍ରାୟେଲ ଲୋକମାନଙ୍କ ସମଗ୍ର ସଭା ରେ ଏହା କହିଲେ, ସଦାପ୍ରଭୁ ଏହିସବୁ ଆଜ୍ଞା ଦଇେଛନ୍ତି।
4 Moisés disse a todo o povo de Israel: — É isto o que o
5 ତୁମ୍ଭମାନେେ ସଦାପ୍ରଭୁଙ୍କ ନିମନ୍ତେ ବିଶଷେ ଉପହାର ସଂଗ୍ରହ କର। ପ୍ରେତ୍ୟକକ ତାଙ୍କର ଇଚ୍ଛା ମତେ ଉପହାର ଦବେେ। ଏବଂ ଏହାପରେ ସହେି ଉପହାରଗୁଡିକ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣ। ଏହି ଉପହାର ଯଥା: ସୁନା, ରୂପା ଓ ପିତ୍ତଳ।
5 façam uma oferta ao Senhor . Quem quiser fazer isso deverá trazer uma oferta de ouro, prata ou bronze;
6 ନୀଳ ବର୍ଣ୍ଣ, ଧୂମ୍ର ବର୍ଣ୍ଣ, ସିନ୍ଦୁର ବର୍ଣ୍ଣ, ଶୂଭ୍ର ବର୍ଣ୍ଣ, କ୍ଷୋମସୂତ୍ର ଓ ଛାଗଲୋମ,
6 fios de lã azul, púrpura e vermelha; linho fino; tecido feito de pelos de cabra;
7 ରକ୍ତୀକୃତ, ମଷଚେର୍ମ, ସୂକ୍ଷ୍ମ ଶିଶୁକଚର୍ମ ଓ ଶିଟୀମ୍କାଠ,
7 peles de carneiro tingidas de vermelho e peles finas; madeira de acácia;
8 ଦୀପ ପାଇଁ ତୈଳ, ଅଭିଷକୋର୍ଥକ ତୈଳ ପାଇଁ ମସଲା ଓ ଧୂପ।
8 azeite para lamparinas; especiarias para a preparação do azeite de ungir e para o incenso de cheiro agradável;
9 ଗୋମଦେକ ମଣି ଏବଂ ଅନ୍ଯାନ୍ଯ ଅଳଙ୍କାର ଏଫୋଦ୍ ଓ ବିଚାରାର୍ଥକ ବୁକୁପଟା ରେ ଖଚିତ କରିବା ପାଇଁ।
9 pedras de ônix e outras pedras de valor para serem colocadas no manto sacerdotal e no peitoral do Grande Sacerdote .
10 ତୁମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ କର୍ମ ରେ ନିପୁଣ ସମାନେେ ସଦାପ୍ରଭୁଙ୍କ ଆଜ୍ଞା ରେ ସବୁକିଛି ନିର୍ମାଣ କର।
10 — Todos os homens habilidosos deverão vir e fazer tudo o que o Senhor mandou,
11 ତହିଁର ତମ୍ବୁ ଓ ଛାତ, ଘୁଣ୍ଡି, ପଟା ଓ ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀ,
11 isto é, a Tenda , as suas coberturas (a de dentro e a de fora), os prendedores, as armações, as travessas, os postes e as bases;
12 ଏବଂ ପବିତ୍ର ସିନ୍ଦୁକ ତହିଁର ସାଙ୍ଗୀ, ଆଚ୍ଛାଦକ ବସ୍ତ୍ର ଏବଂ ପରଦା,
12 a arca da aliança , os seus cabos de madeira, a sua tampa e a cortina para separar o Lugar Santíssimo do Lugar Santo ;
13 ମଜେ ଓ ତହିଁରେ ସାଙ୍ଗୀ, ସମସ୍ତ ପାତ୍ର ଓ ଦର୍ଶନୀଯ ରୋଟୀ,
13 a mesa, os seus cabos e todo o seu equipamento; os pães oferecidos a Deus;
14 ଦୀପ୍ତି ନିମନ୍ତେ ଦୀପରୂଖା, ତହିଁର ପାତ୍ର, ଦୀପ ଓ ଦୀପ ପାଇଁ ତୈଳ,
14 o candelabro e o seu equipamento; as lamparinas com o seu azeite;
15 ଧୂପବଦେୀ, ତାରସାଙ୍ଗୀ, ଅଭିଷକୋର୍ଥକ ତୈଳ, ସୁଗନ୍ଧିଧୂପ, ପବିତ୍ର ତମ୍ବୁ ପ୍ରବେଶ ଦ୍ବାରର ଆଚ୍ଛାଦନ ବସ୍ତ୍ର।
15 o altar de queimar incenso e os seus cabos; o azeite de ungir ; o incenso cheiroso; a cortina para a entrada da Tenda;
16 ନବୈେଦ୍ଯ ଉତ୍ସର୍ଗ ନିମନ୍ତେ ୟଜ୍ଞବଦେୀ ତାର କଂସା ଜାଲି, ସାଙ୍ଗୀ ଓ ତାର ସାମଗ୍ରୀ, ପ୍ରକ୍ଷାଳନ ପାତ୍ର ଏବଂ ତାର ଆଧାର।
16 o altar de queimar as ofertas e a sua grelha de bronze; os cabos e o resto do equipamento do altar; a pia com o seu suporte;
17 ପ୍ରାଙ୍ଗଣର ପରଦା, ସ୍ତମ୍ଭ, ଆଙ୍କୁଡା ଓ ପ୍ରାଙ୍ଗଣର ପ୍ରବେଶ ପଥର ପରଦା।
17 a cortina do pátio, os seus postes e as suas bases; a cortina da entrada do pátio;
18 ତମ୍ବୁର ମେଖ, ପ୍ରାଙ୍ଗଣର ଖିଲ ଓ ଉଭୟର ରଜ୍ଜୁ।
18 as estacas e as cordas da Tenda, e as estacas e as cordas do pátio;
19 ପବିତ୍ର ସ୍ଥାନର ସବୋ ନିମନ୍ତେ ସୁଶାେଭିତ ବୁଣା ବସ୍ତ୍ର, ଏହିସବୁ ବିଶଷେ ବସ୍ତ୍ରଗୁଡିକ ଯାଜକ ହାରୋଣଙ୍କୁ ନିମନ୍ତେ, ତାଙ୍କର ପୁତ୍ରମାନଙ୍କର ପରିଧାନ ନିମନ୍ତେ ଅଟେ, ଯେତବେେଳେ ସମାନେେ ଯାଜକ ରୂପେ ସବୋ କରନ୍ତି।
19 e as roupas que os sacerdotes usarão quando servirem no Lugar Santo, isto é, as roupas sagradas de Arão e dos seus filhos.
20 ଏହାପରେ ଇଶ୍ରାୟେଲର ସଭାର ସମସ୍ତ ଲୋକେ ମାଶାଙ୍କେ ନିକଟରୁ ବିଦାଯ ନେଲେ।
20 Então o povo de Israel foi para casa,
21 ସମସ୍ତ ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ଉପହାର ଆଣିଲେ। ଯେ ହତେୁ ସମାନଙ୍କେର ହୃଦଯ ଉଦାର ହାଇଗେଲା। ଏହି ସମସ୍ତ ଉପହାର ଦ୍ରବ୍ଯ ତମ୍ବୁ ରେ ଥିବା ସମସ୍ତ ଦ୍ରବ୍ଯ, ସମାଗମ ତମ୍ବୁ ଭିତ ରେ ଥିବା ଅନ୍ଯାନ୍ଯ ସାମଗ୍ରୀ ଓ ବିଶଷେ ବସ୍ତ୍ର ତିଆରି କରିବା ରେ ବ୍ଯବହୃତ ହେଲା।
21 e todos os que, de fato, queriam voltaram trazendo uma oferta para o Senhor , a fim de que a Tenda da Presença de Deus , o Senhor , fosse construída. Eles trouxeram tudo o que era necessário para a adoração e para fazer as roupas dos sacerdotes.
22 ପୁରୁଷ ଓ ସ୍ତ୍ରୀ ଯେତେ ଲୋକ ସ୍ବଚ୍ଛନ୍ଦମନା ଥିଲେ, ସେ ସମସ୍ତ ଆସି ଉରୋମଣି ଓ କୁଣ୍ଡଳ ଓ ଅଙ୍ଗୁରୀଯ ହାର ପ୍ରଭୃତି ସ୍ବର୍ଣ୍ଣ ଅଳଙ୍କାରସବୁ ଆଣିଲେ। ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସୁବର୍ଣ୍ଣର ମହାନ ଉପହାର ଉତ୍ସର୍ଗ କଲେ।
22 Vieram homens e mulheres, todos com muita boa vontade, e trouxeram fivelas, brincos, anéis, pulseiras e todo tipo de objetos de ouro. E essas ofertas foram dedicadas ao Senhor .
23 ଯେଉଁମାନଙ୍କ ନିକଟରେ ନୀଳ ଓ ଧୂମ୍ର ସିନ୍ଦରୁ ବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର, ସମାନେେ ତାହା ଆଣିଲେ। ସମାନେେ ମଧ୍ଯ ଛାଗ ଲୋମ, ଲାଲ ରଂଗ ରେ ରଂଜିତ ମଷଚେର୍ମ ଏବଂ ସୂକ୍ଷ୍ମ ଚମଡା ଆଣିଲେ।
23 E também trouxeram como oferta linho fino, fios de lã azul, púrpura e vermelha, tecido feito de pelos de cabra, peles de carneiro tingidas de vermelho e peles finas.
24 ପୁଣି ୟିଏ ରୂପାର କି ପିତ୍ତଳର ଉପହାର ଉତ୍ସର୍ଗ କଲା, ସେ ସଦାପ୍ରଭୁଙ୍କର ଉପହାର ଆଣିଲା। ଆଉ ଯାହା ନିକଟରେ ସବୋର କୌଣସି କର୍ମ ନିମନ୍ତେ ଶିଟୀମ୍ କାଠ ଥିଲା, ସେ ତାହା ଆଣିଲା।
24 Todos os que podiam dar trouxeram prata e bronze como oferta ao Senhor , e também os que tinham madeira de acácia que podia ser usada para qualquer trabalho.
25 ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତ ରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ।
25 Todas as mulheres habilidosas trouxeram o que haviam feito: fios de linho fino e fios de lã azul, púrpura e vermelha.
26 ନିପୂଣା ସ୍ତ୍ରୀଲୋକମାନେ ସ୍ବଇଚ୍ଛା ରେ ଛାଗ ଲୋମ ରେ ସୂତା କାଟିଲେ।
26 Elas também fizeram tecidos de pelos de cabra.
27 ଅଧ୍ଯକ୍ଷଗଣ ଏଫୋଦ ଓ ବୁକୁପଟା ନିମନ୍ତେ ଗୋମଦେକାଦି ଖଚନାର୍ଥକ ମଣି ଆଣିଲେ।
27 Os líderes trouxeram pedras de ônix e outras pedras de valor para serem colocadas no manto sacerdotal e no peitoral do Grande Sacerdote .
28 ଆଉ ମସଲା, ଦୀପ ପାଇଁ ତୈଳ, ଅଭିଷକୋର୍ଥକ ତୈଳ ଓ ଧୂପ ଆଣିଲେ।
28 E trouxeram também especiarias e o azeite para as lamparinas, para ungir e para o incenso cheiroso.
29 ପ୍ରେତ୍ୟକକ ପୁରୁଷ ଓ ସ୍ତ୍ରୀ ଯେଉଁମାନଙ୍କର ହୃଦଯ ସମାନଙ୍କେୁ ଉଦାର କଲା, ସଦାପ୍ରଭୁ ମାଶାଙ୍କେ ମାଧ୍ଯମ ରେ ଦଇେଥବା ଆଜ୍ଞାନୁସା ରେ କାର୍ୟ୍ଯ ପାଇଁ ଉପହାର ଆଣିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କ ନିକଟକୁ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଆଣିଲେ।
29 Todos os israelitas trouxeram de muita boa vontade as suas ofertas a Deus, o Senhor , para o trabalho que ele, por meio de Moisés, havia ordenado que fosse feito.
30 ଏହାପରେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଦେଖ, ସଦାପ୍ରଭୁ ବତ୍ସଲଲକେୁ ମନୋନୀତ କଲେ। ୟିଏ ୟିହୂଦା ପରିବାରବର୍ଗର ଅନ୍ତଭୁର୍କ୍ତ ଅଟେ। ବତ୍ସଲଲେ ଊରିର ପୁତ୍ର ଏବଂ ଊରି ଦୂରର ପୁତ୍ର ଅଟେ।
30 Moisés disse ao povo de Israel: — O
31 ସଦାପ୍ରଭୁ ବତ୍ସଲଲକେୁ ପରମେଶ୍ବରଙ୍କ ଜ୍ଞାନ ରେ ପୂର୍ଣ୍ଣ କଲେ। ସେ ତାଙ୍କୁ ସମସ୍ତ ପ୍ରକାର କାର୍ୟ୍ଯ କରିବା ପାଇଁ ସମସ୍ତ କୌଶଳ ଓ ଜ୍ଞାନ ଦେଲେ।
31 Deus o encheu com o seu Espírito e lhe deu inteligência, competência e habilidade para fazer todo tipo de trabalho artístico;
32 ସେ ଚିତ୍ର କର୍ମମାନ ସ୍ବର୍ଣ୍ଣ, ରେ ୗପ୍ୟ, ପିତ୍ତଳ, ଆଦି ରେ ସୁନ୍ଦର କର୍ମମାନ କରିପାରନ୍ତି।
32 para fazer desenhos e trabalhar em ouro, prata e bronze;
33 ଖଚନାର୍ଥକ ମଣିକର୍ତ୍ତନ ଓ ନାନା ଶିଳ୍ପ କର୍ମ ନିମନ୍ତେ କାଠ ଖାଦେନ ଏହିସବୁ କାର୍ୟ୍ଯମାନ କରିବା ପାଇଁ ତାଙ୍କୁ ନିପୁଣ କଲେ।
33 para lapidar e montar pedras preciosas; para entalhar madeira; e para fazer todo tipo de artesanato.
34 ସଦାପ୍ରଭୁ ବତ୍ସଲଲେ ଓ ଅହଲୀଯାବକୁ ପ୍ରବୃତ୍ତ ଦେଲେ ଯେଉଁଥି ରେ ସମାନେେ ଲୋକମାନଙ୍କୁ ଏ ବିଷଯ ରେ ଶିକ୍ଷା ଦଇେ ପାରିବେ। ଅହଲୀଯାବ ଥିଲେ ଅହୀଷାମଙ୍କର ପୁତ୍ର, ୟିଏ କି ଦାନ ପରିବାରବର୍ଗ ଥିଲେ।
34 O Senhor deu a Bezalel e a Aoliabe, filho de Aisamaque, da tribo de Dã, o dom de ensinar os outros.
35 ସଦାପ୍ରଭୁ ସେ ଦୁହିଁଙ୍କୁ ସ୍ବତନ୍ତ୍ର ଜ୍ଞାନ କୌଶଳ ରେ ପରିପୂର୍ଣ୍ଣ କରିଛନ୍ତି, ସମାନେେ ଯେକୌଣସି କାର୍ୟ୍ଯମାନ କରିପାରିବେ। ସମାନେେ କାଠ କାମ, ପିତ୍ତଳ ନିର୍ମିତ କର୍ମମାନ କରିପାରିବେ। ସମାନେେ ସୁନ୍ଦର କାର୍ୟ୍ଯମାନ ଯଥା: ନୀଳ, ଧୂମ୍ର, ସିନ୍ଦୁର ବର୍ଣ୍ଣ ଓ ଶୁଭ୍ର କ୍ଷୋମ ସୂତ୍ର ରେ ସୂଚୀ କର୍ମ ରେ ଓ ତନ୍ତି କର୍ମମାନ କରିବା ନିମନ୍ତେ ୟାବତୀଯ କର୍ମ ରେ ସମାନଙ୍କେୁ ନିପୁଣ କରିଛନ୍ତି।
35 Ele lhes deu habilidade para fazerem todos os trabalhos de gravador e de desenhista, para tecerem linho fino e fios de lã azul, púrpura e vermelha e para fazerem outros tecidos. Eles têm habilidade para todo tipo de trabalho e para fazer desenhos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 35, comparar traduções ou montar um estudo — tudo direto pelo WhatsApp.