Êxodo 34

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରଥମ ପ୍ରସ୍ତର ଫଳକ ପରି ଆଉ ଦୁଇଟି ପ୍ରସ୍ତର ଫଳକ ତିଆରି କର। ଆଗ ପ୍ରସ୍ତର ଫଲକରେ ଯାହା ଲଖାେ ଥିଲା ଯାହା ତୁମ୍ଭେ ଚୁର୍ଣ୍ଣ କରିଛ ମୁଁ ଏହି ପ୍ରସ୍ତର ଫଳକରେ ତାହାସବୁ ଲେଖିବି।
1 Disse o Senhor a Moisés: "Talhe duas tábuas de pedra semelhantes às primeiras, e nelas escreverei as palavras que estavam nas primeiras tábuas que você quebrou.
2 ଆଉ ତୁମ୍ଭେ ଆସନ୍ତାକାଲି ପ୍ରଭାତ ପାଇଁ ପ୍ରସ୍ତୁତ ହୁଅ ଏବଂ ପ୍ରଭାତ ରେ ସୀନଯ ପର୍ବତକୁ ଆସ ଏବଂ ମାେ ଉପସ୍ଥିତି ରେ ପର୍ବତର ଶୀର୍ଷ ରେ ଛିଡା ହୁଅ।
2 Esteja pronto pela manhã para subir ao monte Sinai. E lá mesmo, no alto do monte, apresente-se a mim.
3 ତୁମ୍ଭ ସହିତ ଆଉ କୌଣସି ଲୋକ ୟିବା ଉଚିତ୍ ନୁହେଁ। ଏବଂ ଏହି ପର୍ବତ ରେ କହେି ନରହୁ, ଏପରିକି ଗୋମଷୋଦି ମଧ୍ଯ ପର୍ବତ ଚତୁଃପାଶର୍‌ବ ରେ ଚରିବା ଉଚିତ୍ ନୁହେଁ।
3 Ninguém poderá ir com você nem ficar em lugar algum do monte; nem mesmo ovelhas e bois deverão pastar diante do monte".
4 ତହୁଁ ମାଶାେ ପ୍ରଥମ ଫଳକ ପରି ଦୁଇଟି ଫଳକ କାଟିଲେ ଏବଂ ତାପରଦିନ ପ୍ରଭାତରୁ ସେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସୀନଯ ପର୍ବତ ଉପରକୁ ଗଲେ ଏବଂ ସହେି ପ୍ରସ୍ତର ଫଳକକୁ ନିଜ ସହିତ ନଇଗେଲେ।
4 Assim Moisés lavrou duas tábuas de pedra semelhantes às primeiras e subiu ao monte Sinai, logo de manhã, como o Senhor lhe havia ordenado, levando nas mãos as duas tábuas de pedra.
5 ସଦାପ୍ରଭୁ ମେଘ ରେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ। ସଠାେରେ ତାଙ୍କ ସହିତ ଠିଆ ହାଇେ ସଦାପ୍ରଭୁ ତାଙ୍କର ନାମ ୟିହୋବା ବୋଲି ଘାଷେଣା କଲେ।
5 Então o Senhor desceu na nuvem, permaneceu ali com ele e proclamou o seu nome: o Senhor.
6 ସଦାପ୍ରଭୁ ମାଶାଙ୍କେ ସମ୍ମୁଖକୁ ଆସି ଏହା ଘାଷେଣା କଲେ। ୟି ହାବୋ, ୟି ହାବୋ ଦୟାଶୀଳ ପରମେଶ୍ବର, ସେ କୋରଧ ରେ ଧିର। ସେ ଦୟାଳୁ ଓ ସତ୍ଯତା ରେ ପରିପୂର୍ଣ୍ଣ।
6 E passou diante de Moisés, proclamando: "Senhor, Senhor, Deus compassivo e misericordioso, paciente, cheio de amor e de fidelidade,
7 ସଦାପ୍ରଭୁ ତାଙ୍କର ହଜାର ହଜାର ବଂଶଧରଙ୍କୁ ଦୟା ଦଖାଇେଛନ୍ତି। ସଦାପ୍ରଭୁ ସମାନଙ୍କେର ସମସ୍ତ ଦୋଷ କ୍ଷମା କରିଛନ୍ତି। କିନ୍ତୁ ସଦାପ୍ରଭୁ ଦୋଷୀକୁ ଦଣ୍ଡ ଦଇେଛନ୍ତି।
7 que mantém o seu amor a milhares e perdoa a maldade, a rebelião e o pecado. Contudo, não deixa de punir o culpado; castiga os filhos e os netos pelo pecado de seus pais, até a terceira e a quarta gerações".
8 ଏହାପରେ ମାଶାେ ତତ୍କ୍ଷଣାତ୍ ଭୂମିଷ୍ଠ ହାଇେ ସଦାପ୍ରଭୁଙ୍କର ଉପାସନା କରି କହିଲେ,
8 Imediatamente Moisés prostrou-se, rosto em terra, e o adorou, dizendo:
9 ହେ ସଦାପ୍ରଭୁ, ଯଦି ତୁମ୍ଭେ ମାେ ପ୍ରତି ସଦଯ, ତବେେ ଆମ୍ଭମାନଙ୍କ ସହିତ ଦୟାକରି ଆସନ୍ତୁ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପର କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।
9 "Senhor, se de fato me aceitas com agrado, acompanha-nos o Senhor. Mesmo sendo esse um povo obstinado, perdoa a nossa maldade e o nosso pecado e faze de nós a tua herança".
10 ଏହାପରେ ସଦାପ୍ରଭୁ କହିଲେ, ମୁଁ ଏହି ନିଯମ ତୁମ୍ଭମାନଙ୍କର ସହିତ କରିଅଛି, ମୁଁ ତୁମ୍ଭମାନଙ୍କ ପ୍ରତି ଏପରି କାର୍ୟ୍ଯ କରିବି ଯେ, ପୃଥିବୀ ରେ କୌଣସି ଲୋକମାନଙ୍କ ପାଇଁ ଏପରି କରାୟାଇ ନାହିଁ। ତୁମ୍ଭମାନଙ୍କ ସହିତ ଥିବା ଲୋକମାନେ ମାରେ ମହାନତା ଜାଣି ପାରିବେ ଯେ, ମୁଁ ସଦାପ୍ରଭୁ ମହାନ। ଲୋକମାନେ ମାରେ ଆଶ୍ଚର୍ୟ୍ଯ କର୍ମମାନ ଦେଖିବେ ଯାହା ତୁମ୍ଭମାନଙ୍କ ପାଇଁ ମୁଁ କରିବି।
10 "Faço com vocês uma aliança", disse o Senhor. "Diante de todo o seu povo farei maravilhas jamais realizadas na presença de nenhum outro povo do mundo. O povo no meio do qual você habita verá a obra maravilhosa que eu, o Senhor, farei.
11 ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦଲେି ତାହା ଅନୁସରଣ କର ମୁଁ ତୁମ୍ଭର ଶତୃମାନଙ୍କୁ ଏହି ଦେଶରୁ ବିତାଡିତ କରିବି। ମୁଁ କିଣାନୀଯ, ହିତ୍ତୀଯ, ପରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ବିତାଡିତ କରିବି।
11 Obedeça às ordens que hoje lhe dou. Expulsarei de diante de você os amorreus, os cananeus, os hititas, os ferezeus, os heveus e os jebuseus.
12 ସାବଧାନ! ତୁମ୍ଭମାନେେ ଯେଉଁ ଦେଶକୁ ଯାଉଛ ସମାନଙ୍କେ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭମାନେେ ସହେି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତବେେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହବେ।
12 Acautele-se para não fazer acordo com aqueles que vivem na terra para a qual você está indo, pois eles se tornariam uma armadilha.
13 ତେଣୁ ସମାନଙ୍କେର ୟଜ୍ଞବଦେୀସବୁ ଧ୍ବଂସ କର। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗିଦିଅ। ସମାନଙ୍କେର ପବିତ୍ର କାଷ୍ଠ ସ୍ତମ୍ଭ ସବୁକାଟି ପକାଇବ।
13 Pelo contrário, derrube os altares deles, quebre as suas colunas sagradas e corte os seus postes sagrados.
14 ଅନ୍ୟ କୌଣସି ଦବେତାଙ୍କର ଉପାସନା କର ନାହିଁ, କାରଣ ମାରେ ନାମ ୟିହୋବା, ସ୍ବଗୌରବ ରକ୍ଷଣ ରେ ଉଦ୍ ଯୋଗୀ, ମୁଁ ସ୍ବ ଗୌରବ ରକ୍ଷଣ ରେ ଉଦ୍ୟୋଗୀ ପରମେଶ୍ବର।
14 Nunca adore nenhum outro deus, porque o Senhor, cujo nome é Zeloso, é de fato Deus zeloso.
15 ସାବଧାନ, ତୁମ୍ଭେ ଯେଉଁ ଦେଶ ରେ ବାସ କରିବ ସମାନଙ୍କେ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର,, ତବେେ ତୁମ୍ଭମାନେେ ସମାନଙ୍କେ ଦବଗେଣମାନଙ୍କର ଅନୁଚର ଦବେ। କିମ୍ବା ସମାନେେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସମାନଙ୍କେ ସହିତ ୟୋଗ ଦବେ। ତୁମ୍ଭେ ସମାନଙ୍କେର ବଳିଦାନ ଭକ୍ଷଣ କରିବ।
15 "Acautele-se para não fazer acordo com aqueles que já vivem na terra; pois quando eles se prostituírem, seguindo aos seus deuses e lhes oferecerem sacrifícios, convidarão você e poderão levá-lo a comer dos seus sacrifícios
16 ତୁମ୍ଭମାନେେ ସମାନଙ୍କେର କନ୍ଯାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ଯାଗଣ ସମାନଙ୍କେର ଦବଗେଣମାନଙ୍କର ଅନୁଗାମୀ ହାଇେଥିବେ। ସମାନେେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦବେତାମାନଙ୍କର ଅନୁଗାମୀ କରାଇ ପାରନ୍ତି।
16 e escolher para os seus filhos mulheres dentre as filhas deles. Quando elas se prostituírem, seguindo aos seus deuses, poderão levar os seus filhos a se prostituírem também.
17 ତୁମ୍ଭମାନେେ କୌଣସି ଛାଞ୍ଚ ରେ ଢଳା ଦବେତା ତୁମ୍ଭମାନଙ୍କ ପାଇଁ କର ନାହିଁ।
17 "Não faça ídolos de metal para você.
18 ତୁମ୍ଭମାନେ ତାଡିଶୂନ୍ଯ ରୋଟୀର ପର୍ବ ପାଳନ କର। ପୁଣି ଆବୀବ୍ ମାସର ଯେଉଁ ସମୟରେ ଯେଉଁପରି କରିବାକୁ ତୁମ୍ଭମାନଙ୍କୁ ଆଜ୍ଞା ଦଇେଅଛୁ। ସହେିରୁପେ ତୁମ୍ଭମାନେେ ସାତଦିନ ତାଡିଶୁନ୍ଯ ରୋଟୀ ଖାଇବ। କାରଣ ସହେି ଆବୀବ୍ ମାସ ରେ ତୁମ୍ଭେ ମିଶର ଦେଶରୁ ବାହାର ହାଇେ ଆସିଥିଲ।
18 "Celebre a festa dos pães sem fermento. Durante sete dias coma pão sem fermento, como lhe ordenei. Faça isso no tempo certo, no mês de abibe, porquanto naquele mês você saiu do Egito.
19 କୌଣସି ସ୍ତ୍ରୀର ପ୍ରଥମ ସନ୍ତାନ ମାରେ। ଏପରିକି ଗୋମଷୋଦି ପଲର ପ୍ରଥମଜାତ ସନ୍ତାନ ମାରେ।
19 "O primeiro a nascer de cada ventre me pertence, todos os machos dentre as primeiras crias dos seus rebanhos: bezerros, cordeiros e cabritos.
20 ଯଦି ତୁମ୍ଭେ ଏକ ପ୍ରଥମଜାତ ଗଧକୁ ରଖିବାକୁ ଚାହୁଁଛ, ତବେେ ତୁମ୍ଭମାନେେ ଏକ ମଷେ ବଦଳ ରେ ତାହା କ୍ରଯ କରିପାରିବ। କିନ୍ତୁ ଯଦି ତୁମ୍ଭେ ମଷେ ବଦଳ ରେ ତାହା କ୍ରଯ ନକର, ତବେେ ତୁମ୍ଭେ ସହେି ଗଧର ବକେ ଭାଙ୍ଗିବ। ତୁମ୍ଭମାନେେ ତୁମ୍ଭର ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ମୁକ୍ତ କରିପାରିବ। କୌଣସି ବ୍ଯକ୍ତି ବିନା ଉପହାର ରେ ମାେ ପାଖକୁ ଆସିବ ନାହିଁ।
20 Resgate com um cordeiro cada primeiro jumentinho que nascer; mas se não o resgatar, quebre-lhe o pescoço. Resgate todos os seus primogênitos. "Ninguém compareça perante mim de mãos vazias.
21 ତୁମ୍ଭମାନେେ ଛଅଦିନ କାମ କରିବ। କିନ୍ତୁ ସପ୍ତମ ଦିନ ତୁମ୍ଭମାନେେ ବିଶ୍ରାମ ନବେ। ତୁମ୍ଭମାନେେ ଏପରିକି ଶସ୍ଯ ବୁଣା ଏବଂ ଶସ୍ଯ ଅମଳ ସମୟରେ ଏହି ନିଯମ ପାଳନ କରିବ।
21 "Trabalhe seis dias, mas descanse no sétimo; tanto na época de arar como na da colheita.
22 ତୁମ୍ଭମାନେେ ସପ୍ତାହର ପର୍ବ ପ୍ରଥମ ଗହମ କଟା ପର୍ବ ଓ ବର୍ଷର ଶଷେ ଭାଗ ରେ ଶସ୍ଯ ଅମଳର ପର୍ବ ପାଳନ କରିବା ଉଚିତ୍।
22 "Celebre a festa das semanas, na ocasião dos primeiros frutos da colheita do trigo, e a festa do encerramento da colheita, no fim do ano.
23 ତନିଥର ପ୍ରେତ୍ୟକକ ବର୍ଷ ତୁମ୍ଭମାନଙ୍କର ସମସ୍ତ ପୁରୁଷ ପ୍ରଭୁ, ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଛାମୁ ରେ ଉପସ୍ଥିତ ହବେ।
23 Três vezes por ano todos os homens do seu povo comparecerão diante do Soberano Senhor, o Deus de Israel.
24 ଯେତବେେଳେ ତୁମ୍ଭେ ତୁମ୍ଭର ଦେଶକୁ ୟାଅ ମୁଁ ତୁମ୍ଭର ଶତୃମାନଙ୍କୁ ସଠାରୁେ ତଡି ଦବେି। ମୁଁ ତୁମ୍ଭମାନଙ୍କର ସୀମା ବୃଦ୍ଧି କରିବି। ତୁମ୍ଭମାନେେ ଅଧିକରୁ ଅଧିକ ଭୂମି ପାଇବ। କୌଣସି ଲୋକ ତୁମ୍ଭମାନଙ୍କଠାରୁ ଏହି ଭୂମି ନଇେ ପାରିବି ନାହିଁ। ଯେତବେେଳେ ତୁମ୍ଭେ ବର୍ଷ ରେ ତିନିଥର ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କୁ ଦର୍ଶନ କରିବା ପାଇଁ ୟିବ।
24 Expulsarei nações de diante de você e ampliarei o seu território. Quando você subir três vezes por ano para apresentar-se ao Senhor, o seu Deus, ninguém cobiçará a sua terra.
25 ଯେତବେେଳେ ତୁମ୍ଭମାନେେ ଆମ୍ଭକୁ ବଳିଦାନର ରକ୍ତ ଉତ୍ସର୍ଗ କରିବ ସେ ସମୟରେ ତାଡ଼ିୟୁକ୍ତ ଦ୍ରବ୍ଯ ଆମ୍ଭକୁ ଉତ୍ସର୍ଗ କରିବ ନାହିଁ।
25 "Não me ofereça o sangue de nenhum sacrifício misturado com algo fermentado, e não deixe sobra alguma do sacrifício da festa da Páscoa até a manhã seguinte.
26 ତୁମ୍ଭମାନଙ୍କର ପ୍ରଥମ ଶସ୍ଯ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ସହେି ସବୁକୁ ପ୍ରଥମେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କ ଗୃହକୁ ଆଣିବେ।
26 "Traga o melhor dos primeiros frutos da terra ao santuário do Senhor, o seu Deus. "Não cozinhe o cabrito no leite da própria mãe. "
27 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଏ ସମସ୍ତ ଲୋଖ ଯାହା ଆମ୍ଭେ ସବୁ କହିଲୁ। ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ ଏବଂ ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ସହିତ କଲୁ।
27 Disse o Senhor a Moisés: "Escreva essas palavras; porque é de acordo com elas que faço aliança com você e com Israel".
28 ମାଶାେ ସଠାେରେ ସଦାପ୍ରଭୁଙ୍କ ସହିତ ଚାଳିଶ ଦିନ ଓ ଚାଳିଶ ରାତି ରହିଲେ. ମାଶାେ କୌଣସି ଖାଦ୍ୟ କିମ୍ବା ପାନୀଯ ସଠାେରେ ଗ୍ରହଣ କଲେ ନାହିଁ। ଏବଂ ସେ ଚୁକ୍ତିର ବାକ୍ଯସବୁ ସହେି ଦଶଆଜ୍ଞା ପ୍ରସ୍ତର ଫଳକରେ ଖୋଦିତ କଲେ।
28 Moisés ficou ali com o Senhor quarenta dias e quarenta noites, sem comer pão e sem beber água. E escreveu nas tábuas as palavras da aliança: os Dez Mandamentos.
29 ଏହାପରେ ମାଶାେ ସୀନଯ ପର୍ବତ ଉପରୁ ତଳକୁ ଓହ୍ଲାଇଲେ। ସେ ସହେି ଦୁଇଟି ପ୍ରସ୍ତର ଫଳକ ଚୁକ୍ତି ସାଙ୍ଗ ରେ ନଇେ ଆସିଥିଲେ। ମାଶାଙ୍କେର ମୁଖ ଉଜ୍ଜଳ ଦିଶୁଥିଲା କାରଣ ସେ ସଦାପ୍ରଭୁଙ୍କ ସହିତ କଥୋପକଥନ କରିଥିଲେ, କିନ୍ତୁ ମାଶାଙ୍କେୁ ଏହା ଜଣା ନଥିଲା।
29 Ao descer do monte Sinai com as duas tábuas da aliança nas mãos, Moisés não sabia que o seu rosto resplandecia por ter conversado com o Senhor.
30 ହାରୋଣ ଏବଂ ସମସ୍ତ ଇଶ୍ରାୟେଲୀୟ ଲୋକମାନେ ଦେଖିଲେ ମାଶାଙ୍କେର ମୁଖ ଅତି ଉଜ୍ଜଳ ଦିଶୁଛି। ତେଣୁ ସମାନେେ ତାଙ୍କ ନିକଟକୁ ୟିବାକୁ ଭୟ କଲେ।
30 Quando Arão e todos os israelitas viram Moisés, com o rosto resplandecente, tiveram medo de aproximar-se dele.
31 କିନ୍ତୁ ମାଶାେ ସମାନଙ୍କେୁ ନିକଟକୁ ଡାକିଲେ। ତେଣୁ ହାରୋଣ ଏବଂ ସମସ୍ତ ଅଧ୍ଯକ୍ଷଗଣ ମାଶାଙ୍କେ ନିକଟକୁ ଗଲେ। ମାଶାେ ସମାନଙ୍କେ ସହିତ କଥୋପକଥନ ହେଲେ।
31 Ele, porém, os chamou; Arão e os líderes da comunidade atenderam, e Moisés falou com eles.
32 ଏହାପରେ ଇଶ୍ରାୟେଲର ସମସ୍ତ ଲୋକେ ମାଶାଙ୍କେ ନିକଟକୁ ଆସିଲେ। ଏହାପରେ ମାଶାେ ସମାନଙ୍କେୁ ସଦାପ୍ରଭୁଙ୍କର ନିର୍ଦ୍ଦେଶ ଦେଲେ ଯାହା ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେୁ କହିଥିଲେ।
32 Depois, todos os israelitas se aproximaram, e ele lhes transmitiu todos os mandamentos que o Senhor lhe tinha dado no monte Sinai.
33 ମାଶାେ ଲୋକମାନଙ୍କୁ କହିସାରିବା ପରେ ତାଙ୍କର ମୁହଁ ଆବରଣ କରି ଦେଲେ।
33 Quando acabou de falar com eles, cobriu o rosto com um véu.
34 ଯେତବେେଳେ ମାଶାେ ସଦାପ୍ରଭୁଙ୍କ ସହିତ କଥା ହବୋକୁ ଭିତରକୁ ଗଲେ। ସେ ଓଢଣୀକୁ ହଟାଇଲେ, ତାପରେ ସେ ବାହାରି ଆସିଲେ ଏବଂ ସଦାପ୍ରଭୁ ଯାହା ଆଜ୍ଞା ଦଇେଥିଲେ, ତାହା ଇଶ୍ରାୟେଲର ଲୋକମାନଙ୍କୁ କହିଲେ।
34 Mas toda vez que entrava para estar na presença do Senhor e falar com ele, tirava o véu até sair. Sempre que saía e contava aos israelitas tudo o que lhe havia sido ordenado,
35 ଲୋକମାନେ ଦେଖି ପାରିଲେ ଯେ ମାଶାଙ୍କେର ମୁଖ ଉଜ୍ଜଳ ଦିଶୁଛି। ତେଣୁ ମାଶାେ ତାଙ୍କର ମୁହଁ ରେ ଆବରଣ ଦେଲେ। ମାଶାେ ସଦାପ୍ରଭୁଙ୍କ ସହିତ ପୁନ୍ନରାଯ କଥା ହବୋ ପର୍ୟ୍ଯନ୍ତ ତାଙ୍କର ମୁହଁ ଆବରଣ କରି ରଖିଲେ।
35 eles viam que o seu rosto resplandecia. Então, de novo Moisés cobria o rosto com o véu até entrar de novo para falar com o Senhor.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 34, comparar traduções ou montar um estudo — tudo direto pelo WhatsApp.