Êxodo 33

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଏବଂ ମିଶରରୁ ବାହାର କରି ଆଣିଥିବା ଲୋକମାନଙ୍କ ସହିତ ଏ ଦେଶ ପରିତ୍ଯାଗ କର। ମୁଁ ଅବ୍ରହାମ ଓ ଇସ୍ହାକ ଓ ଯାକୁବ ନିକଟରେ ପ୍ରତିଜ୍ଞା କରିଥିଲି, ସମାନଙ୍କେ ଭବିଷ୍ଯତ ବଂଶଧରମାନଙ୍କୁ ଦବେି ବୋଲି।
1 O Senhor Deus disse a Moisés: — Saiam deste lugar, você e o povo que você tirou do Egito, e vão para a terra que eu jurei dar a Abraão, a Isaque, a Jacó e aos seus descendentes.
2 ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ବର୍ଗଦୂତ ପଠାଇବି ପୁଣି ମୁଁ କିଣାନୀଯ ଓ ଇମାରେୀୟ, ହିତ୍ତୀଯ, ପିରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ତଡି ଦବେି।
2 Eu mandarei um anjo para guiar você e expulsarei os cananeus, os amorreus, os heteus, os perizeus, os heveus e os jebuseus.
3 ତେଣୁ ତମ୍ଭମାନେେ ସହେି ଦୁଗ୍ଧ ମଧୁ ପ୍ରବାହୀ ଦେଶକୁ ୟାଅ କିନ୍ତୁ ମୁଁ ତୁମ୍ଭ ସହିତ ୟିବି ନାହିଁ। ମୁଁ ତୁମ୍ଭମାନଙ୍କୁ ହତ୍ଯା କରିବି, ଯେ ହତେୁ ତୁମ୍ଭମାନେେ ଜିଦ୍ଖୋର ଲୋକ।
3 Vocês irão para uma terra boa e rica. Porém eu não irei, pois vocês são um povo teimoso, e eu os poderia destruir no caminho.
4 ଲୋକମାନେ ଏହିପରି ଅଶୁଭ ସମ୍ବାଦ ଶୁଣିବା ପରେ ସମାନେେ ଶୋକ କଲେ ଏବଂ ଲୋକମାନେ ଆଉ କର୍ଣ୍ଣକୁଣ୍ଡଳ ପିନ୍ଧିଲେ ନାହିଁ।
4 Quando Moisés deu essa mensagem aos israelitas, eles começaram a chorar, e ninguém usou as suas joias.
5 କାହିଁକି? କାରଣ ସଦାପ୍ରଭୁ ମାଶାଙ୍କେୁ କହିଲେ, ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ଶକ୍ତଗ୍ରୀବ ଲୋକ। ମୁଁ ଯଦି ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ସହିତ ୟିବି ଦବେେ ତୁମ୍ଭମାନଙ୍କୁ ଧ୍ବଂସ କରିବି। ତେଣୁ ଆପଣା ଶରୀରରୁ ସୁବର୍ଣ୍ଣ ବାହାର କର। ଏହାପରେ ତୁମ୍ଭମାନଙ୍କ ପାଇଁ କ'ଣ କରାୟିବ ବିଗ୍ଭର କରିବା।'
5 Então o Senhor mandou que Moisés dissesse a eles: — Vocês são um povo teimoso. Se eu fosse junto com vocês, mesmo que fosse por apenas um momento, eu os destruiria completamente. Agora tirem as suas joias, e eu vou resolver o que fazer com vocês.
6 ତେଣୁ ଇଶ୍ରାୟେଲୀୟ ଲୋକମାନେ ହାରେବେ ପର୍ବତ ନିକଟରୁ ଆସିବାଠାରୁ ଆଉ ସୁବର୍ଣ୍ଣ ପିନ୍ଧିଲେ ନାହିଁ।
6 Assim, depois que os israelitas saíram do monte Sinai, não usaram mais joias.
7 ମାଶାେ ତମ୍ବୁ ନଇେ ଛାଉଣୀଠାରୁ କିଛି ଦୂର ରେ ଅଲଗା ଛାଉଣୀ ସ୍ଥାପନ କଲେ। ସେ ସହେି ତମ୍ବୁର ନାମ ସମାଗମ ତମ୍ବୁ ଦେଲେ। ଯେଉଁ ଲୋକ ସଦାପ୍ରଭୁଙ୍କ ଇଚ୍ଛା ବିଷଯ ରେ ଜାଣିବାକୁ ଚାହିଁଲେ ତାଙ୍କୁ ସହେି ସମାଗମ ତମ୍ବୁକୁ ୟିବାକୁ ପଡିଲା।
7 Sempre que o povo de Israel acampava, Moisés costumava armar a Tenda Sagrada a certa distância fora do acampamento. Ela era chamada de “Tenda da Presença de Deus”, e quem quisesse consultar o Senhor ia até lá.
8 ମାଶାେ ବାହାର ହାଇେ ତମ୍ବୁ ନିକଟକୁ ଗଲା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହା ରେ ଠିଆ ହେଲେ, ଆଉ ଯେପର୍ୟ୍ଯନ୍ତ ମାଶାେ ସହେି ସମାଗମ ତମ୍ବୁ ରେ ପ୍ରବେଶ ନକଲେ, ସପେର୍ୟ୍ଯନ୍ତ ସମାନେେ ତାଙ୍କ ପଥକୁ ଅନାଇ ରହିଲେ।
8 Quando Moisés saía para ir à Tenda, o povo ficava na porta das suas barracas olhando Moisés até que ele entrasse.
9 ମାଶାେ ତମ୍ବୁ ରେ ପ୍ରବେଶ କରନ୍ତେ ମେଘସ୍ତମ୍ଭ ତମ୍ବୁ ଦ୍ବାର ରେ ଉପସ୍ଥିତ ହେଲା। ତହିଁରେ ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା କଲେ।
9 Depois que ele entrava, uma coluna de nuvem descia e parava na porta da Tenda; e da nuvem o Senhor falava com Moisés.
10 ତେଣୁ ଯେତବେେଳେ ଲୋକମାନେ ତମ୍ବୁର ଦ୍ବାର ଦେଶ ରେ ମେଘ ସ୍ତମ୍ଭ ଦେଖିଲେ। ସେତବେେଳେ ଲୋକମାନେ ଆପଣା ଆପଣା ତମ୍ବୁ ଦ୍ବାର ରେ ଥାଇ ପ୍ରଣାମ କଲେ।
10 Logo que o povo via a coluna de nuvem na porta da Tenda, todos se ajoelhavam.
11 ଏହି ପ୍ରକା ରେ ସଦାପ୍ରଭୁ ମାଶାଙ୍କେ ସହିତ ମୁହାଁମୁହିଁ କଥାପାର୍ତ୍ତା ହେଲେ। ସଦାପ୍ରଭୁ ମାଶାଙ୍କେ ସହିତ କଥାବାର୍ତ୍ତା ହେଉଥିଲେ ଯେପରି ସେ ତାଙ୍କର ବନ୍ଧୁ। ସଦାପ୍ରଭୁଙ୍କ ସହିତ ମାଶାେ କଥାବାର୍ତ୍ତା କରିସାରିବା ପରେ ଛାଉଣୀକୁ ଫରେି ଆସିଲା। କିନ୍ତୁ ତାଙ୍କର ପରିଚାରକ ସର୍ବଦା ତମ୍ବୁ ରେ ରହୁଥିଲେ। ସହେି ପରିଚାରକର ନାମ ଥିଲା ଯିହାଶୂେୟ, ସେ ଥିଲେ ନୂନର ପୁତ୍ର।
11 O Senhor Deus falava com Moisés face a face, como alguém que conversa com um amigo. Depois Moisés voltava para o acampamento. Porém Josué, filho de Num, o moço que era o auxiliar de Moisés, ficava na Tenda.
12 ମାଶାେ ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ମାେତେ ଆଜ୍ଞା ଦଲେ ଏହି ଲୋକମାନଙ୍କୁ ଆଗଇେ ନବୋ ପାଇଁ କିନ୍ତୁ ତୁମ୍ଭେ କହିଲ ନାହିଁ ମାେ ସହିତ କାହାକୁ ପଠାଇବ। ତୁମ୍ଭେ ମାେତେ କହିଛ ଯେ, 'ତୁମ୍ଭେ ମାେତ ଭଲଭାବେ ଜାଣ, ଏବଂ ତୁମ୍ଭେ ମାେ ପ୍ରତି ପ୍ରୀତ।'
12 Moisés disse a Deus, o Senhor : — É verdade que me mandaste guiar este povo para aquela terra, porém não me disseste quem é que irá comigo. Disseste que me conheces bem e que estás contente comigo.
13 ଯଦି ମୁଁ ତୁମ୍ଭ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ହାଇେଅଛି, ତବେେ ବିନଯ କରୁଛି ତୁମ୍ଭେ ମାେତେ ତୁମ୍ଭର ପଥସବୁ ଶିକ୍ଷା ଦବୋକୁ, ଯେଉଁଥିପାଇଁ ମୁଁ ତୁମ୍ଭକୁ ଖୁସି କରିପାରିବି। ମୁଁ ତୁମ୍ଭ ବିଷଯ ରେ ଜାଣିବାକୁ ଚା ହେଁ। ଦୟା କରି ତୁମ୍ଭର ଲୋକମାନଙ୍କର ଦଳ ରେ ମାେତେ ବିବଚେନା କରନ୍ତୁ।
13 Agora, se isso é assim mesmo, fala-me dos teus planos para que eu possa te servir e continuar a te agradar. Lembra que escolheste esta nação para ser tua.
14 ସଦାପ୍ରଭୁ ଉତ୍ତର ଦେଲେ, ମାରେ ଉପସ୍ଥିତି ତୁମ୍ଭ ସହିତ ୟିବ ଏବଂ ତୁମ୍ଭକୁ ବିଶ୍ରାମ ଦବେ।
14 Deus disse: — Eu irei com você e lhe darei a vitória.
15 ଏହାପରେ ମାଶାେ ସଦାପ୍ରଭୁଙ୍କୁ କହିଲେ, ଯଦି ତୁମ୍ଭର ଉପସ୍ଥିତି ଆମ୍ଭମାନଙ୍କ ସହିତ ନରହେ, ତବେେ ଆମ୍ଭମାନଙ୍କୁ କେଉଁଠାକୁ ପଠାଅ ନାହିଁ।
15 Então Moisés respondeu: — Se não fores com o teu povo, não nos faças sair deste lugar.
16 କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ହାଇେଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ୟାଅ, ଆମ୍ଭମାନେେ ନିଶ୍ଚିତ ଭାବରେ ଜାଣିବୁ। ଯମେନ୍ତ ମୁଁ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ଠାରୁ ବିଶଷେ ଲୋକ ହବେ। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନୟାଅ, ତବେେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭମାନେେ ଭିନ୍ନ ନୁହଁ।
16 Como é que os outros povos poderão saber que estás contente com o teu povo e comigo, se não fores conosco? A tua presença é que mostrará que somos diferentes dos outros povos da terra.
17 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର କଥା ଅନୁୟାଯୀ ମୁଁ କରିବି କାରଣ ମୁଁ ତୁମ୍ଭ ପ୍ରତି ପ୍ରୀତ ଓ ତୁମ୍ଭକୁ ମୁଁ ତୁମ୍ଭର ନାମରୂପେ ଜାଣିଅଛି।
17 O Senhor Deus disse a Moisés: — Vou atender o seu pedido porque conheço você bem, e você conseguiu a minha aprovação.
18 ଏହାପରେ ମାଶାେ କହିଲେ, ବର୍ତ୍ତମାନ ତୁମ୍ଭର ମହିମା ମାେତେ ଦଖାେଅ।
18 Aí Moisés suplicou: — Por favor, deixa que eu veja a tua
19 ଏହାପରେ ସଦାପ୍ରଭୁ ଉତ୍ତର ଦେଲେ, ମୁଁ ତୁମ୍ଭ ସମ୍ମୁଖ ରେ ଆପଣାର ସମସ୍ତ ଉତ୍ତମତା ଗମନ କରାଇବି, ତୁମ୍ଭ ସମ୍ମୁଖ ରେ ସଦାପ୍ରଭୁଙ୍କର ନାମ ଘାଷେଣା କରାଇବି। ମୁଁ ଯାହାକୁ ଅନୁଗ୍ରହ କରେ ତାହାକୁ ଅନୁଗ୍ରହ କରିବିଓ ଯାହାକୁ ଦୟାକରେ ତାହାକୁ ଦୟା କରିବି।
19 Deus respondeu: — Eu farei com que todo o meu brilho passe diante de você e direi qual é o meu nome sagrado. Eu sou o
20 କିନ୍ତୁ ତୁମ୍ଭେ ତୁମ୍ଭର ମୁଖ ଦେଖିପାରିବ ନାହିଁ। କାରଣ କହେି ମାେତେ ଦେଖିଲେ ଜୀବିତ ରହି ପାରିବେ ନାହିଁ।
20 E disse ainda: — Não vou deixar que você veja o meu rosto, pois ninguém pode ver o meu rosto e continuar vivo.
21 ମାେ ନିକଟରେ ଏକ ଶୈଳ ଖଣ୍ଡ ପଡିଅଛି। ତୁମ୍ଭେ ସହେି ଶୈଳ ଉପରେ ଛିଡା ହବେ।
21 Mas aqui há um lugar perto de mim, onde você poderá ficar em cima de uma rocha.
22 ତୁମ୍ଭ ନିକଟ ଦଇେ ଆମ୍ଭ ମହିମାର ଗମନ ସମୟରେ ମୁଁ ତୁମ୍ଭକୁ ଶୈଳର ସହେି ଛିଦ୍ର ରେ ରଖିବି ଓ ମୁଁ ଗମନର ଶଷେ ପର୍ୟ୍ଯନ୍ତ ଆପଣା ହସ୍ତ ରେ ତୁମ୍ଭକୁ ଆଛନ୍ନ କରିବି।
22 Quando a minha glória passar, eu porei você numa rachadura da rocha e o cobrirei com a minha mão até que eu passe.
23 ଏହାପରେ ଆମ୍ଭେ ଆପଣା ହସ୍ତ କାଢି ନେଲେ, ତୁମ୍ଭେ ଆମ୍ଭର ପୃଷ୍ଠ ଦେଖିବ। ମାତ୍ର ଆମ୍ଭର ମୁଖ ଦେଖି ପାରିବ ନାହିଁ।
23 Depois tirarei a mão, e você me verá pelas costas, porém não verá o meu rosto.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 33, comparar traduções ou montar um estudo — tudo direto pelo WhatsApp.