Êxodo 31

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
1 O Senhor disse mais a Moisés:
2 ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ଯକ୍ତିକୁ ବାଛି ଅଛୁ ୟିଏକି ଆମ୍ଭ ପାଇଁ ଏକ ବିଶଷେ କାର୍ୟ୍ଯ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲଲେ।
2 — Eis que chamei pelo nome Bezalel, filho de Uri, filho de Hur, da tribo de Judá,
3 ମୁଁ ପରମେଶ୍ବରଙ୍କ ଆତ୍ମା ରେ ବତ୍ସଲଲକେୁ ପୂର୍ଣ୍ଣ କଲି। ସମସ୍ତ କରିଗରି କାର୍ୟ୍ଯ କରିବାକୁ ମୁଁ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦଇେଛି।
3 e o enchi do Espírito de Deus, de habilidade, de inteligência e de conhecimento, em todo artifício,
4 ବତ୍ସଲଲେ ଜଣେ ଉଚ୍ଚକୋଟୀର କର୍ମକାର ଏବଂ ସେ ସୁନା, ରୂପା ଓ ପିତ୍ତଳର କାରୁକାର୍ୟ୍ଯମାନ ଉତ୍ତମ ଭାବରେ କରିପାରୁ ଥିଲେ।
4 para elaborar desenhos e trabalhar em ouro, prata e bronze,
5 ବତ୍ସଲଲେ ସୁନ୍ଦର ଗହଣାମାନ ତିଆରି କରିପାରୁଥିଲେ। ସେ ମଧ୍ଯ ସୁନ୍ଦର କାଠ କର୍ମମାନ କରିପାରୁ ଥିଲେ। ବତ୍ସଲଲେ ସର୍ବପ୍ରକାର କାର୍ୟ୍ଯ ରେ ନିପୁଣ ଥିଲେ।
5 para lapidação de pedras de engaste, para entalho de madeira, para todo tipo de trabalho artesanal.
6 ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।
6 Escolhi Aoliabe, filho de Aisamaque, da tribo de Dã, para trabalhar com ele. Também dei habilidade a todos os homens hábeis, para que me façam tudo o que tenho ordenado:
7 ସମାଗମ ତମ୍ବୁ, ନିଯମ-ସିନ୍ଦୁକ,
7 a tenda do encontro, a arca do testemunho, o propiciatório que está por cima dela e todos os pertences da tenda;
8 ମଜେ ଏବଂ ଏହା ଉପରିସ୍ଥ ସମସ୍ତ ବସ୍ତୁ,
8 a mesa com os seus utensílios, o candelabro de ouro puro com todos os seus utensílios e o altar do incenso;
9 ହାମବେଳି ବଦେୀ ଓ ତହିଁର ସମସ୍ତ ପାତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ବୈଠକି,
9 o altar do holocausto com todos os seus utensílios e a bacia com o seu suporte;
10 ଯାଜକ ହାରୋଣ ନିମନ୍ତେ ବିଶଷେ ବସ୍ତ୍ର ସୁନ୍ଦର ଭାବରେ ସିଲାଇ କରାୟାଇଛି,
10 as vestes finamente tecidas, as vestes sagradas do sacerdote Arão e as vestes de seus filhos, para servirem como sacerdotes;
11 ପବିତ୍ରସ୍ଥାନ ନିମନ୍ତେ ଅଭିଷକୋର୍ଥ ତୈଳ ଓ ଧୂପ ଏହି କର୍ମୀମାନେ କାର୍ୟ୍ଯମାନ ମାରେଆଜ୍ଞା ଅନୁୟାଯୀ କରିବେ।
11 o óleo da unção e o incenso aromático para o santuário; eles farão tudo segundo tenho ordenado.
12 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
12 Disse mais o Senhor a Moisés:
13 ଏହିକଥା ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭମାନେେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧିଅରେ ଏକ ଚିହ୍ନ ହବେ।
13 — Fale aos filhos de Israel e diga-lhes o seguinte: “Certamente vocês guardarão os meus sábados, pois é sinal entre mim e vocês de geração em geração, para que vocês saibam que eu sou o Senhor , que os santifica.
14 ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କହେି ଏହାକୁ ଅପବିତ୍ର କରେ ତବେେ ସେ ମୃତ୍ଯୁବରଣ କରିବା ଉଚିତ୍। ଯଦି କହେି ସଦେିନ କାର୍ୟ୍ଯ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହବୋ ଉଚିତ୍।
14 Portanto, guardem o sábado, porque é santo para vocês. Aquele que o profanar morrerá; quem nesse dia fizer alguma obra será eliminado do meio do seu povo.
15 ଏକ ସପ୍ତାହ ରେ ଛଅ ଦିନ କାର୍ୟ୍ଯ କରାୟିବ ଏବଂ ସପ୍ତମ ଦିନ ରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନ ରେ ଯେ କହେି କାର୍ୟ୍ଯ କରେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।
15 Seis dias se trabalhará, porém o sétimo dia é o sábado do repouso solene, santo ao Senhor ; quem fizer alguma obra no dia do sábado morrerá.
16 ଇଶ୍ରାୟେଲର ସନ୍ତାନଗଣ ମାନ୍ଯ କରିବା ପାଇଁ ପାଳନ କରିବେ। ଏହି ନିଯମ ଅନନ୍ତକାଳ ପାଇଁ ସ୍ଥାଯୀ ରହିବ। ଏହା ପୁରୁଷାନୁକ୍ରମେ ପାଳନ କରାୟିବ। ଏହା ଆମ୍ଭ ଓ ତୁମ୍ଭ ମଧିଅରେ ଏକ ଚୁକ୍ତି।
16 Os filhos de Israel guardarão o sábado, celebrando-o por aliança perpétua de geração em geração.
17 ମାରେ ଓ ଇଶ୍ରାୟେଲ ଲୋକମାନଙ୍କ ମଧିଅରେ ଏହା ଏକ ଅନନ୍ତସାକାଳୀନ ଚିହ୍ନ ହବୋ ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନ ରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନ ରେ ବିଶ୍ରାମ କରି ଆଶ୍ବାସିତ ହାଇେଥିଲେ।'
17 Entre mim e os filhos de Israel é sinal para sempre; porque, em seis dias, o Senhor fez os céus e a terra e, no sétimo dia, descansou e tomou alento.”
18 ତେଣୁ ସଦାପ୍ରଭୁ ସୀନଯ ପର୍ବତ ରେ ମାଶାଙ୍କେ ସହିତ କଥାବାର୍ତ୍ତା ନିଯମ ସ୍ବରୂପେ ପରମେଶ୍ବରଙ୍କ ଅଙ୍ଗୁଳି-ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।
18 Quando o Senhor acabou de falar com Moisés no monte Sinai, deu a ele as duas tábuas do testemunho, tábuas de pedra, escritas pelo dedo de Deus.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 31, comparar traduções ou montar um estudo — tudo direto pelo WhatsApp.