Êxodo 30

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଶୁଟୀମ୍ କାଠ ରେ ଏକ ବଦେୀ ନିର୍ମାଣ କର। ତୁମ୍ଭେ ଏହି ବଦେୀକୁ ଧୂପ ଜଳାଇବା ପାଇଁ ବ୍ଯବହାର କରିବା ଉଚିତ୍।
1 "Faça um altar de madeira de acácia para queimar incenso.
2 ଏହି ବଦେୀ ବର୍ଗାକାର ହବେ। ଏକ ହାତ ଲମ୍ବ, ଏକ ହାତ ପ୍ରସ୍ଥ ଏବଂ ଏହା ଦୁଇ ହାତ ଉଚ୍ଚ ହବୋ ଉଚିତ୍। ଏହାର ଶିଙ୍ଗଗୁଡ଼ିକ ବଦେୀର ଅଂଶ ହବେ।
2 Será quadrado, com quarenta e cinco centímetros de cada lado e noventa centímetros de altura; suas pontas formarão com ele uma só peça.
3 ଏହି ବଦେୀର ଉପର ଏବଂ ଚତୁଃପାଶର୍‌ବକୁ ନିର୍ମଳ ସୁନା ରେ ଆଚ୍ଛାଦନ କର ଏବଂ ଚାରିଆଡେ ସୁନା କାନ୍ଥ ଦବେ।
3 Revista de ouro puro a parte superior, todos os lados e as pontas, e faça uma moldura de ouro ao seu redor.
4 ସୁବର୍ଣ୍ଣର ବଳଯ ତଳେ ଦୁଇଟି କଣା କର। ଏବଂ ସଠାେରେ ଦୁଇଟି ସୁବର୍ଣ୍ଣର ଆଙ୍କୁଡା ଲଗାଅ। ୟଜ୍ଞବଦେୀକୁ ସାଙ୍ଗୀ ସାହାୟ୍ଯ ରେ ବହିନିଅ।
4 Faça duas argolas de ouro de cada lado do altar, abaixo da moldura, que sustentem as varas utilizadas para carregá-lo,
5 ଏହି ସାଙ୍ଗୀ ମଧ୍ଯ ଶିଟୀମ୍ କାଠ ରେ ତିଆରି କରିବ। ଏହି ସାଙ୍ଗୀଗୁଡିକ ସୁବର୍ଣ୍ଣ ରେ ଛାଉଣୀ କରାୟିବ।
5 e use madeira de acácia para fazer as varas e revista-as de ouro.
6 ମୁଁ ତୁମ୍ଭକୁ ଯେଉଁ ସ୍ଥାନ ରେ ସାକ୍ଷାତ କରିବି ତାହା ନିଯମ-ସିନ୍ଦୁକର ସମ୍ମୁଖ ରେ ଅଛି। ଯେଉଁଟାକି ପରଦା ପାଶର୍‌ବ ରେ ନିଯମ-ସିନ୍ଦୁକ ଆଚ୍ଛାଦକର ଆଗ ରେ ଅଛି।
6 Coloque o altar em frente do véu que se encontra diante da arca da aliança, diante da tampa que está sobre ele, onde me encontrarei com você.
7 ହାରୋଣ ସୁଗନ୍ଧିତ ଧୂପ ଜଳାଇବ। ସେ ପ୍ରତି ପ୍ରଭାତ ରେ ପ୍ରଦୀପ ପରିଷ୍କାର କରିବା ବେଳେ ସହେି ଧୂପ ଜଳାଇବ।
7 "Arão queimará incenso aromático sobre o altar todas as manhãs, quando vier cuidar das lâmpadas,
8 ପୁଣି ସନ୍ଧ୍ଯା ସମୟରେ ହାରୋଣ ପ୍ରଦୀପ ଜଳାଇବା ସମୟରେ ଧୂପ ଜଳାଇବ, ତହିଁରେ ସମାନଙ୍କେର ପୁରୁଷାନୁକ୍ରମେ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରେତ୍ୟକକ ଦିନ ଧୂପ ଜଳାଇବ।
8 e também quando acendê-las ao entardecer. Será queimado incenso continuamente perante o Senhor, pelas suas gerações.
9 ବିଦେଶୀ ଧୂପ କିମ୍ବା ହାମବେଳି କିମ୍ବା ଶସ୍ଯ ନବୈେଦ୍ଯ ବଦେୀ ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପଯେ ନବୈେଦ୍ଯ ଢାଳ ନାହିଁ।
9 Não ofereçam nesse altar nenhum outro tipo de incenso nem holocausto nem oferta de cereal nem derramem sobre ele ofertas de bebidas.
10 ହାରୋଣ, ପାପ କ୍ଷମାର୍ଥେ ବର୍ଷକୁ ଥରେ ଦୋଷାର୍ଥକ ବଳି ରକ୍ତ ସହିତ ୟଜ୍ଞବଦେୀର ଶିଙ୍ଗ ଉପରେ ପ୍ରସ୍ତୁତ କରିବାର ଦିନ ବ୍ଯବହାର କରିବା ଉଚିତ୍। ହାରୋଣର ବଂଶଧର ପୁରୁଷାନୁକ୍ରମେ ପ୍ରେତ୍ୟକକ ବର୍ଷ ଏହା କରିବା ଉଚିତ୍। ଏହି ୟଜ୍ଞବଦେୀ ସଦାପ୍ରଭୁଙ୍କ ପାଇଁ ମହାପବିତ୍ର।
10 Uma vez por ano, Arão fará propiciação sobre as pontas do altar. Essa propiciação anual será realizada com o sangue da oferta para propiciação pelo pecado, geração após geração. Esse altar é santíssimo ao Senhor. "
11 ସଦାପ୍ରଭୁ ମାଶାଙ୍କେୁ କହିଲେ,
11 Disse então o Senhor a Moisés:
12 ତୁମ୍ଭେ ଗଣିତ ହାଇେଥିବା ଲୋକମାନଙ୍କର ସଂଖ୍ଯା ଅନୁସାରେ ଇଶ୍ରାୟେଲ ସନ୍ତାନମାନଙ୍କୁ ଗଣନା କରିବ। ସେତବେେଳେ ସମାନଙ୍କେର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କ ନିକଟରେ ନିଜ ନିଜ ପ୍ରାଣାର୍ଥେ ଗଣନା ସମୟରେ ପ୍ରାଯଶ୍ଚିତ କରିବେ। ତହିଁରେ ସମାନଙ୍କେ ମଧିଅରେ ଗଣନା ସମୟରେ ଆଘାତ ହବେ ନାହିଁ।
12 "Quando você fizer o recenseamento dos israelitas, cada um deles terá que pagar ao Senhor um preço pelo resgate por sua vida quando for contado. Dessa forma nenhuma praga virá sobre eles quando você os contar.
13 ଯେଉମାନଙ୍କୁ ଗଣନା କରାୟାଏ ସମାନେେ ଅର୍ଦ୍ଧ ଶକେଲ ଦବୋ ଉଚିତ୍। କର୍ୟ୍ଯାଳଯ ମାପ ଅନୁସାରେ ଅର୍ଦ୍ଧ ଶକେଲ, ଏହି ଶକେଲ କୋଡ଼ିଏ ଗରୋହ ଅଟେ। ସହେି ଅର୍ଦ୍ଧ ଶକେଲ ସଦାପ୍ରଭୁଙ୍କ ପାଇଁ ନବୈେଦ୍ଯ ହବେ।
13 Cada recenseado contribuirá com seis gramas, com base no peso padrão do santuário, que tem doze gramas. As seis gramas são uma oferta ao Senhor.
14 କୋଡ଼ିଏ ବର୍ଷ କିମ୍ବା ତା'ଠାରୁ ଅଧିକ ବଯସ୍କ ବ୍ଯକ୍ତି ୟିଏ କହେି ଗଣିତ ମଧିଅରେ ଆସିବ, ସେ ସଦାପ୍ରଭୁଙ୍କୁ ଏହି ନବୈେଦ୍ଯ ଉତ୍ସର୍ଗ କରିବ।
14 Todos os alistados, da idade de vinte anos para cima, darão ao Senhor essa oferta.
15 ଧନୀ ବ୍ଯକ୍ତି ଅର୍ଦ୍ଧ ଶକେଲରୁ ଅଧିକ ଦବୋ ଉଚିତ୍ନୁ ହେଁ। ଗରିବ ଲୋକମାନେ ଅର୍ଦ୍ଧ ଶକେଲରୁ କମ୍ ଦବୋ ଉଚିତ୍ ନୁହେଁ। ସମସ୍ତ ନବୈେଦ୍ଯ ସମାନ ହବୋ ଉଚିତ୍। ତୁମ୍ଭ ଜୀବନର ପ୍ରାଯଶ୍ଚିତ ନିମନ୍ତେ, ଏହା ସଦାପ୍ରଭୁଙ୍କୁ ଉତ୍ସର୍ଗ କରାୟିବ।
15 Os ricos não contribuirão com mais, nem os pobres darão menos que seis gramas, quando apresentarem a oferta ao Senhor como propiciação por suas vidas.
16 ସହେି ଅର୍ଥକୁ ଇଶ୍ରାୟେଲ ଲୋକମାନଙ୍କ ପାଖରୁ ଏକତ୍ର କର। ଏହି ଅର୍ଥକୁ ସମାଗମ ତମ୍ବୁର କାର୍ୟ୍ଯାର୍ଥେ ବିନି ଯଗେ କର। ଏହି ଦଯେ ତୁମ୍ଭମାନଙ୍କର ସଦାପ୍ରଭୁଙ୍କୁ ମନେ ରଖିବା ପାଇଁ ଏକ ମାଧ୍ଯମ ହବେ। ସମାନେେ ସମାନଙ୍କେର ଜୀବନ ପା୍ରଯଶ୍ଚିତ ପାଇଁ ଏହା ଦାନ କରିବେ।
16 Receba dos israelitas o preço da propiciação e use-o para o serviço da Tenda do Encontro. Será um memorial perante o Senhor em favor dos israelitas, para fazerem propiciação por suas vidas".
17 ସଦାପ୍ରଭୁ ମାଶାଙ୍କେୁ କହିଲେ,
17 Disse então o Senhor a Moisés:
18 ପ୍ରକ୍ଷାଳନ କୁଣ୍ଡ ଏବଂ ଏହାର ଆଧାର ସବୁ କଂସା ରେ ତିଆରି କର। ପୁଣି ସମାଗମ ତମ୍ବୁ ଓ ୟଜ୍ଞବଦେୀ ମଧିଅରେ ପ୍ରକ୍ଷାଳନ କୁଣ୍ଡ ରଖ ଓ ତହିଁ ମଧିଅରେ ଜଳ ପୂର୍ଣ୍ଣ କର।
18 "Faça uma bacia de bronze com uma base de bronze, para se lavarem. Coloque-a entre a Tenda do Encontro e o altar, e mande enchê-la de água.
19 ହାରୋଣ ଏବଂ ତାଙ୍କର ପୁତ୍ରମାନେ ସମାନଙ୍କେର ହାତ ପାଦ ଧୌତ କରିବେ।
19 Arão e seus filhos lavarão as mãos e os pés com a água da bacia.
20 ସମାନେେ ସମାଗମ ତମ୍ବୁ ରେ ପ୍ରବେଶ କଲା ସମୟରେ ସମାନେେ ଧୋଇ ହବୋ ଉଚିତ୍, ଯାହାଫଳ ରେ ସମାନେେ ମରିବେ ନାହିଁ। ଆଉ ମଧ୍ଯ ସମାନେେ ଯାଜକର କର୍ମ କରିବା ନିମନ୍ତେ ଯେତବେେଳେ ସଦାପ୍ରଭୁଙ୍କୁ ନବୈେଦ୍ଯ ଉତ୍ସର୍ଗ କରିବା ପାଇଁ ବଦେୀ ପାଖକୁ ଯିବେ,
20 Toda vez que entrarem na Tenda do Encontro, terão que lavar-se com água, para que não morram. Quando também se aproximarem do altar para ministrar ao Senhor, apresentando uma oferta preparada no fogo,
21 ସମାନେେ ସମାନଙ୍କେର ହାତ ଏବଂ ପାଦ ଧୋଇବେ, ଯାହା ଫଳ ରେ ମୃତ୍ଯୁବରଣ କରିବେ ନାହିଁ। ହାରୋଣ ଏବଂ ତାଙ୍କ ବଂଶଧରମାନଙ୍କ ପାଇଁ ଏହି ବ୍ଯବସ୍ଥା ସବୁଦିନ ପାଇଁ ରହିବ।
21 lavarão as mãos e os pés para que não morram. Esse é um decreto perpétuo, para Arão e os seus descendentes, geração após geração".
22 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
22 Em seguida o Senhor disse a Moisés:
23 ଏହି ଅତ୍ଯୁତ୍ତମ ସୁଗନ୍ଧି ଦ୍ରବ୍ଯ, ଅର୍ଥାତ୍ ପବିତ୍ରସ୍ଥାନର ଶକେଲ ଅନୁସାରେ ପାଞ୍ଚଶତ ଶକେଲ ନିର୍ମଳ ଗନ୍ଧରସ ଓ ତା'ର ଅଧା ଅର୍ଥାତ୍ ଅଢାଇଶ ଶକେଲ ସୁଗନ୍ଧି ବାରୁଚିନୀ ଓ ଅଢାଇଶତ ଶକେଲ ସୁଗନ୍ଧି ବଚ ସଂଗ୍ରହ କର।
23 "Junte as seguintes especiarias: seis quilos de mirra líquida, a metade disso, ou seja, três quilos de canela, três quilos de cana aromática,
24 କାଶିଆର 500 ଶକେଲ ସଂଗ୍ରହ କର। ଯେତବେେଳେ ଏହିସବୁ ଓଜନ କରୁଛ, କାର୍ୟ୍ଯାଳଯ ମାପ ବ୍ଯବହାର କର। ଆଉ ମଧ୍ଯ ଏକ ହୀନ ଅଲିଭ ତୈଳ ସଂଗ୍ରହ କର।
24 seis quilos de cássia, com base no peso padrão do santuário, e um galão de azeite de oliva.
25 ଏହି ସବୁତକ ମସଲା ଓ ତୈଳ ମିଶାଇବା ପାଇଁ ଏକ ସୁଗନ୍ଧି ଦ୍ରବ୍ଯ ତିଆରି କରୁଥିବା ୟନ୍ତ୍ର ଆଣ। ତାହା ଅଭିଷକୋର୍ଥକ ପବିତ୍ର ତୈଳ ମିଶାଇବ।
25 Faça com eles o óleo sagrado para as unções, uma mistura de aromas, obra de perfumista. Este será o óleo sagrado para as unções.
26 ଏହା ନଇେ ତୁମ୍ଭମାନେେ ସମାଗମ ତମ୍ବୁ ଓ ନିଯମ-ସିନ୍ଦୁକ ଉପରେ ସିଞ୍ଚନ କର।
26 Use-o para ungir a Tenda do Encontro, a arca da aliança,
27 ମଜେ ଓ ତହିଁର ସକଳ ପାତ୍ର ଓ ଦୀପବୃକ୍ଷ ଓ ତହିଁର ସକଳ ଅଂଶ, ଧୂପ ବଦେୀ,
27 a mesa e todos os seus utensílios, o candelabro e os seus utensílios, o altar do incenso,
28 ହାମବେଳିର ବଦେୀ ଓ ତହିଁର ସକଳ ଅଂଶ, ପ୍ରକ୍ଷାଳନ ପାତ୍ର ଓ ତହିଁର ରୁଖା।
28 o altar do holocausto e todos os seus utensílios, e a bacia com a sua base.
29 ଏହିସବୁ ବସ୍ତୁକୁ ପବିତ୍ର କର। ତହିଁରେ ସଗେୁଡିକ ମହାପବିତ୍ର ହବେ ଏବଂ ଯାହା କିଛି ସଗେୁଡିକ ସ୍ପର୍ଶ କରେ ସେସବୁ ନିଶ୍ଚଯ ପବିତ୍ର ହବେ।
29 Você os consagrará e serão santíssimos, e tudo o que neles tocar se tornará santo.
30 ଏହି ତୈଳକୁ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କ ଉପରେ ଛିଞ୍ଚି ପବିତ୍ର କର। ଯେଉଁଥି ରେ ସମାନେେ ଆମ୍ଭର ଯାଜକ କର୍ମ କରିବା ପାଇଁ ଅଭିଷକେ କରି ପବିତ୍ର କରିବେ।
30 "Unja Arão e seus filhos e consagre-os para que me sirvam como sacerdotes.
31 ଇଶ୍ରାୟେଲର ଲୋକମାନଙ୍କୁ ଏହି ଅଭିଷକୋର୍ଥକ ତୈଳ ବିଷଯ ରେ କୁହ ଯେ ଏହା ପବିତ୍ର ଅଟେ। ଏହା ସର୍ବଦା ଆମ୍ଭ ପାଇଁ ବ୍ଯବହାର ହବେ।
31 Diga aos israelitas: Este será o meu óleo sagrado para as unções, geração após geração.
32 କହେି ଏହାକୁ ବ୍ଯକ୍ତିଗତ କାର୍ୟ୍ଯ ରେ ସାଧାରଣ ତୈଳ ପରି ବ୍ଯବହାର କରିପାରିବେ ନାହିଁ। ବିଶଷେ ତୈଳ ପ୍ରସ୍ତୁତ କଲାପରି ଅନ୍ୟ ସୁଗନ୍ଧିକୁ ପ୍ରସ୍ତୁତ କରନାହିଁ।ଏହି ତୈଳ ପବିତ୍ର ଏବଂ ତୁମ୍ଭ ପାଇଁ ପବିତ୍ର ହବୋ ଉଚିତ୍।
32 Não o derramem sobre nenhum outro homem, e não façam nenhum outro óleo com a mesma composição. É óleo sagrado, e assim vocês devem considerá-lo.
33 ଯଦି ଜଣେ ଲୋକ ଏହି ତୈଳ ପରି ସୁଗନ୍ଧି ତିଆରି କରେ, ଏବଂ ଯଦି ଅୟୋଗ୍ଯ ବ୍ଯକ୍ତିକୁ ଦିଆୟାଏ, ତାକୁ ଏହି ଲୋକମାନଙ୍କଠାରୁ ଅଲଗା କରାୟିବ।
33 Quem fizer óleo como esse ou usá-lo em alguém que não seja sacerdote, será eliminado do meio do seu povo".
34 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭେ ଆପଣା ନିକଟରେ ସୁଗନ୍ଧ ଦ୍ରବ୍ଯ ଅର୍ଥାତ୍ ଗୁଗ୍ଗୁଳ ଓ ନଖୀ, କୁନ୍ଦୁରୁ ଓ ନିର୍ମଳ ଲୋବାନ୍। ଏହି ପ୍ରେତ୍ୟକକ ସୁଗନ୍ଧି ଦ୍ରବ୍ଯ ସମଭାବରେ ସଂଗ୍ରହ କର।
34 Disse ainda o Senhor a Moisés: "Junte as seguintes essências: bálsamo, ônica, gálbano e incenso puro, todos em quantidades iguais,
35 ଏହିସବୁ ମିଶାଇ ସୁଗନ୍ଧି ପ୍ରସ୍ତୁତ କରିବା ପାଇଁ ଏକ ଧୂପକାରକକୁ ଆଣ। ଏଥି ରେ ଲବଣ ମଧ୍ଯ ମିଶାଅ। ଏହା ତୁମ୍ଭ ପାଇଁ ଶୁଦ୍ଧ ଓ ପବିତ୍ର ଅଟେ।
35 e faça um incenso de mistura aromática, obra de perfumista. Levará sal, será puro e santo.
36 ତହିଁରୁ କିଛି ଚୁର୍ଣ୍ଣ କରି ଯେଉଁ ସମାଗମ ତମ୍ବୁ ରେ ଆମ୍ଭେ ତୁମ୍ଭ ସହିତ ସାକ୍ଷାତ କରିବା, ତହିଁ ମଧିଅରେ ନିଯମ-ସିନ୍ଦୁକ ମଧିଅରେ ରଖିବ। ତାହା ତୁମ୍ଭମାନଙ୍କ ପ୍ରତି ମହାପବିତ୍ର ହବେ।
36 Moa parte dele, até virar pó, e coloque-o diante das tábuas da aliança, na Tenda do Encontro, onde me encontrarei com você. O incenso lhes será santíssimo.
37 ତୁମ୍ଭମାନେେ ଯେଉଁ ସୁଗନ୍ଧି ଧୂପ କରିବ, ତହିଁର ମିଶ୍ରିତ ଦ୍ରବ୍ଯର ପରିମାଣ ଅନୁସାରେ ନିଜ ପାଇଁ କର ନାହିଁ। ତାହା ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ହବେ।
37 Não façam nenhum outro incenso com a mesma composição para uso pessoal; considerem-no sagrado, reservado para o Senhor.
38 ଯଦି କହେି ଆପଣା ଘ୍ରାଣାର୍ଥେ ସହେିପରି ସୁଗନ୍ଧି ଧୂପ ପ୍ରସ୍ତୁତ କରିବ। ତବେେ ସେ ଆପଣା ଲୋକମାନଙ୍କଠାରୁ ଉଚ୍ଛିନ୍ନ କରିବ।
38 Quem fizer um incenso semelhante, para usufruir sua fragrância, será eliminado do seu povo".

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 30, comparar traduções ou montar um estudo — tudo direto pelo WhatsApp.