Êxodo 26
Oriya Bible (GL_ORIYA) vs VC
1 ସଦାପ୍ରଭୁ ମାଶାଙ୍କେୁ କହିଲେ, ପବିତ୍ର ତମ୍ବୁଟି ମାଟେ ନାଇଲନ ସୂତାର ଦଶଟି କପଡା ରେ ନିର୍ମିତ ହବେ। ସହେି କପଡା ସବୁ ନୀଳ, ବାଇଗଣୀ ଓ ଲାଲ ସୂତା ରେ ନିର୍ମିତ ହବେ ଏବଂ ତହିଁରେ କିରୂବଦୂତଗଣଙ୍କର ଛବି ସିଲଇେ କରାୟିବ।
1 "Farás o tabernáculo com dez cortinas de linho fino retorcido de púrpura violeta, púrpura escarlate e de carmesim, sobre as quais alguns querubins serão artisticamente bordados.
2 ପ୍ରେତ୍ୟକକ କପଡା ଖଣ୍ଡମାନ ସମାନ ଆକୃତି ବିଶିଷ୍ଟ ହବେ। ପ୍ରେତ୍ୟକକ କପଡା ଅଠଇେଶ ହାତ ଲମ୍ବ ଚାରିହାତ ପ୍ରସ୍ଥ ହବେ।
2 Cada cortina terá vinte e oito côvados de comprimento e quatro côvados de largura: terão todas as mesmas dimensões.
3 ଦୁଇଭାଗ କରି କପଡାଗୁଡିକ ଗଣ୍ଠିଲି ରେ ଏକତ୍ରୀତ କର। ପ୍ରେତ୍ୟକକ ଗଣ୍ଠିଲି ରେ ପାଞ୍ଚଖଣ୍ଡ କପଡା ରଖି ଗୋଟିଏକୁ ଅନ୍ୟ ଗୋଟିଏ ସହିତ ୟୋଡିଦିଅ।
3 Cinco dessas cortinas serão juntas uma à outra, e as cinco outras igualmente.
4 ଉଭୟ ପ୍ରକାର ପରଦାଗୁଡିକର ଧଡି ଝାଲରେି କାର୍ୟ୍ଯ ପାଇଁ ନୀଳ ବସ୍ତ୍ର ବ୍ଯବହାର କର।
4 Na orla da cortina que está na extremidade do primeiro grupo, porás laços de púrpura violeta; farás a mesma coisa na orla da cortina que remata o segundo grupo.
5 ପ୍ରଥମ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ୟୋଡ ସ୍ଥାନର ଦ୍ବିତୀୟ କପଡା ଧଡ଼ି ରେ ପଚାଶ ଘୁଣ୍ଡିଘରା କରିବ। ସହେି ଦୁଇ ଘୁଣ୍ଡିଘରା ଶ୍ ରଣେୀ ପରସ୍ପର ସମ୍ମୁଖୀନ ରହିବ।
5 Farás cinqüenta laços para a primeira cortina, e cinqüenta para a extremidade da última cortina do segundo grupo, de modo que se correspondam.
6 ଏକ ବଡ ତମ୍ବୁ କରିବା ପାଇଁ ଏହାପରେ ପଚାଶଟି ସ୍ବର୍ଣ୍ଣକପଡା ରେ ପରଦାଗୁଡିକ ୟୋଡିବ।
6 Farás também cinqüenta colchetes de ouro, com os quais juntarás as duas cortinas, a fim de que o tabernáculo forme um todo.
7 ଆଉ ଏକ ତମ୍ବୁ ତିଆରି କର ଯାହାକି ଏହି ପବିତ୍ର ଆବାସକୁ ଘୋଡାଇ ରହିବ। ତମ୍ବୁଟି କରିବା ପାଇଁ ଛଳେିର ଚମଡା ରେ ନିର୍ମିତ ହାଇେଥିବା ଏଗାରଟି ପରଦା ବ୍ଯବହାର କର।
7 Farás também cortinas de peles de cabra para servirem de tenda sobre o tabernáculo: farás onze dessas cortinas.
8 ଏହି ଏଗାର ଖଣ୍ଡ କପଡା ଏକ ପ୍ରକାର ଆକାର ବିଶିଷ୍ଟ ହବୋ ଉଚିତ୍। ଏହାର ଲମ୍ବ ତିରିଶ ହାତ ଓ ପ୍ରସ୍ଥ ଚାରିହାତ ହବୋ ଉଚିତ୍।
8 O comprimento de uma dessas cortinas será de trinta côvados, e sua largura de quatro côvados. As onze cortinas terão todas as mesmas dimensões.
9 ପାଞ୍ଚଖଣ୍ଡ କପଡା ଏକତ୍ର କରି ଗୋଟିଏ ବିଭାଗ କର। ଏହାପରେ ଅନ୍ୟ ଛଅଖଣ୍ଡ କପଡା ୟୋଡି ଆଉ ଏକ ବିଭାଗ କର। ତମ୍ବୁ ସାମନା ରେ ଟାଙ୍ଗିବା ପାଇଁ ଷଷ୍ଠ ଖଣ୍ଡ କପଡାଟିକୁ ଭାଙ୍ଗ କର।
9 Juntarás de uma parte cinco dessas cortinas, e seis de outra parte, estando a sexta dobrada na parte dianteira da tenda.
10 ୟୋଡ ସ୍ଥାନ ରେ ପ୍ରଥମ ଅନ୍ୟ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ଦ୍ବିତୀୟ କପଡା ବିଭାଗର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କରିବ।
10 Porás cinqüenta laços na orla de cada uma das duas cortinas que estão na extremidade de cada grupo.
11 ଏହାପରେ ପିତ୍ତଳର ପାଚାଶଟି କଡା ତିଆରି କର ଏବଂ ସହେି ତମ୍ବୁର ବସ୍ତ୍ର ସହିତ ଏହି କଡାଗୁଡିକୁ ୟୋଡି ଦିଅ, ଏହା ଗୋଟିଏ ତମ୍ବୁ ହବେ।
11 Farás cinqüenta colchetes de bronze que introduzirás nos laços, e ajuntarás assim a tenda de modo que ela forme uma só peça.
12 ସହେି ତମ୍ବୁ କପଡା ରେ ଅତିରିକ୍ତ ଅଂଶ ଅର୍ଥାତ୍ ଯେଉଁ ଅର୍ଦ୍ଧକେ କପଡା ଅତିରିକ୍ତ ଥିବ, ତାହା ପବିତ୍ର ତମୁ୍ବର ପଛ ପାଖ ରେ ଏହଳି ରହିବ।
12 E como essas cortinas terão um excedente de comprimento, o resto que sobrar cairá sobre o lado posterior do tabernáculo.
13 ଆଉ ତମ୍ବୁ କପଡାର ଦୀର୍ଘତାର ଯେଉଁ ଅଂଶ ଏପାଖ ରେ ଏକ ହସ୍ତ ଓ ସପୋଖ ରେ ଏକ ହସ୍ତ ଅତିରିକ୍ତ ରହିବ। ତାହା ପବିତ୍ର ତମ୍ବୁର ଏପାଶର୍ବ- ସପୋଶର୍ବ ରେ ଆଚ୍ଛାଦାନାର୍ଥେ ଝୁଲିବ।
13 E o côvado excedente dos dois lados, no comprimento das cortinas da tenda, cairá sobre cada um dos dois lados do tabernáculo para cobri-lo.
14 ଏହାପରେ ତୁମ୍ଭେ ରକ୍ତୀକୃତ ମଷେ ଚର୍ମ ରେ ତମ୍ବୁର ଏକ ଛାତ କରିବ। ଆଉ ତହିଁ ଉପରେ ଏକ ଶିଶୁକ ଚର୍ମ ରେ ଏକ ଛାତ କରିବ।
14 Farás para a tenda uma cobertura de peles de carneiro, tingidas de vermelho, e por cima uma cobertura de peles de golfinho.
15 ପବିତ୍ର ତମ୍ବୁର ତକ୍ତା ଶିଟୀମ୍ କାଠ ରେ ତିଆରି ହବୋ ଉଚିତ୍।
15 "Farás também para o tabernáculo tábuas de madeira de acácia, que serão colocadas verticalmente.
16 ସହେି ପଟାଗୁଡିକ ଦଶହାତ ଲମ୍ବ ଦେଢହାତ ଚଉଡା ହବେ।
16 O comprimento de uma tábua será de dez côvados, e a largura de um côvado e meio.
17 ତକ୍ତାର ଦୁଇପାଖ ଦୁଇଟି ଖିଲ ଦ୍ବାରା ୟୋଡି ଦିଅ। ପବିତ୍ର ତମ୍ବରୁ କାଠର ତକ୍ତାଗୁଡିକ ସମାନ ଆକାରର ହବୋ ଉଚିତ୍।
17 Cada tábua terá dois encaixes, unidos um ao outro. Assim farás com todas as tábuas do tabernáculo.
18 ପବିତ୍ର ତମ୍ବୁ ତିଆରି କରିବାପାଇଁ ଦକ୍ଷିଣ ଦିଗ ରେ କୋଡିଏଟି କାଠର ତକ୍ତା ବ୍ଯବହାର କର।
18 Farás, pois, para o tabernáculo vinte tábuas para o lado meridional, ao sul.
19 ସହେି କୋଡିଏ ତକ୍ତା ତଳେ ରଖିବା ପାଇଁ ଚାଳିଶ ରୂପାର ଆଧାର କର। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରଖ। ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଖିଲ ପାଇଁ ଦୁଇଟି ଆଧାର ରହିବ।
19 Porás sob essas vinte tábuas quarenta suportes de prata, dois sob cada tábua, para os seus dois encaixes.
20 ପୁଣି ପବିତ୍ର ତମ୍ବୁର ଅନ୍ୟ ପାଶର୍ବ ରେ ଉତ୍ତର ଦିଗ ରେ କୋଡିଏ ପଟା ହବେ।
20 Para o segundo lado do tabernáculo, ao norte, farás vinte tábuas,
21 ପ୍ରେତ୍ୟକକ ତକ୍ତା ତଳେ ଦୁଇଟି ଆଧାର ରହିବ। ଏହିପରି ରୂପାର ଚାଳିଶଟି ଆଧାର ହବେ।
21 com quarenta suportes de prata, à razão de dois por tábua.
22 ପବିତ୍ର ତମ୍ବୁର ପଶ୍ଚିମ ଦିଗସ୍ଥ ପଶ୍ଚାତ୍ ପାଶର୍ବ ନିମନ୍ତେ ଛଅ ଖଣ୍ଡ ପଟା ହବେ।
22 Para o fundo do tabernáculo, ao ocidente, farás seis tábuas.
23 ପବିତ୍ର ତମ୍ବୁର ସହେି ପଛପଟେ ପ୍ରେତ୍ୟକକ ପାଖ କୋଣ ରେ ଦୁଇଖଣ୍ଡ ତକ୍ତା ରହିବ।
23 Para os ângulos do tabernáculo, farás duas tábuas;
24 ତହିଁ ତଳେ ୟୋଡ ହବେ ଓ ସହେିପରି ତହିଁ ମୁଣ୍ଡ ରେ ପ୍ରଥମ କଡା ନିକଟରେ ୟୋଡ ହବେ, ଏହିପରି ଦୁଇଥର ହବେ। ତାହା ସବୁ ଦୁଇ କଣ ନିମନ୍ତେ ହବେ।
24 serão emparelhadas desde a base, formando juntas uma só peça até o cimo, na primeira argola. Assim se fará com as duas tábuas colocadas nos ângulos.
25 ତମ୍ବୁର ପଶ୍ଚିମ ମୁଣ୍ଡ ପାଇଁ, ମାଟେ ଆଠ ଖଣ୍ଡ ତକ୍ତା କରିବ। ଷୋହଳଟି ରେ ୗପ୍ୟ ଆଧାର ହବେ, ଦୁଇଟି ଆଧାର ପ୍ରେତ୍ୟକକ ତକ୍ତା ତଳେ।
25 Haverá, pois, oito tábuas, com seus suportes de prata em número de dezesseis, dois sob cada tábua.
26 ଅର୍ଗଳ ତିଆରି କରିବାପାଇଁ ତୁମ୍ଭମାନେେ ଶିଟୀମ୍ କାଠ ବ୍ଯବହାର କରିବ। ପବିତ୍ର ତମ୍ବୁ ପାଇଁ ପାଞ୍ଚଟି ଅର୍ଗଳ ତିଆରି କରିବ ଏକ ପାଶର୍ବ ରେ।
26 Farás depois cinco travessas de madeira de acácia para as tábuas de um dos lados do tabernáculo,
27 ଅନ୍ୟ ଏକ ପାଶର୍ବ ରେ ପାଞ୍ଚଟି ଅର୍ଗଳ ନିର୍ମାଣ କର ଏବଂ ପଛ ପାଶର୍ବ ପଶ୍ଚିମ ଦିଗ ରେ ନିର୍ମାଣ କର।
27 cinco para as tábuas do segundo lado, e cinco para as tábuas que estão do lado posterior do tabernáculo, ao ocidente.
28 ପୁଣି ମଧ୍ଯସ୍ଥିତ ଅର୍ଗଳ ପଟାର ମଧ୍ଯ ଦେଶ ରେ ଏ ମୁଣ୍ଡରୁ ସେ ମୁଣ୍ଡ ୟାଏଁ ପାଇବ।
28 A travessa central passará pelo meio das tábuas, de uma extremidade à outra.
29 ସବୁ ଢାଞ୍ଚାଗୁଡିକୁ ଓ ଖିଲକୁ ଧରି ରଖୁଥିବା ଢାଞ୍ଚାକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣ ରେ କଡା ତିଆରି କର।
29 Recobrirás de ouro essas tábuas, e pôr-lhes-ás argolas de ouro, por onde passarão as travessas que recobrirás também de ouro.
30 ମୁଁ ପର୍ବତ ଉପରେ ଦଖାଇେଥିବା ଯୋଜନା ଅନୁସାରେ ପବିତ୍ର ତମ୍ବୁଟିକୁ ତିଆରି କର।
30 Levantarás o tabernáculo segundo o modelo que te foi mostrado sobre o monte.
31 ତୁମ୍ଭେ ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତ୍ର ରେ ଏକ ପରଦା ପ୍ରସ୍ତୁତ କରିବ। ସେଥି ରେ କିରୂବଦୂତଗଣର ଆକୃତିକୁ ଚିତ୍ରିତ କର।
31 Farás um véu de púrpura violeta, de púrpura escarlate, de carmesim e de linho retorcido, sobre o qual serão artisticamente bordados querubins.
32 ତୁମ୍ଭେ ସହେି ପରଦାକୁ ଶିଟୀମ୍ କାଠର ଚାରି ସ୍ତମ୍ଭ ଉପରେ ଟାଙ୍ଗିବ ଏବଂ ସଗେୁଡିକୁ ସୁବର୍ଣ୍ଣ ରେ ଆଚ୍ଛାଦନ କର। ସୁବର୍ଣ୍ଣର ଆଙ୍କୁଡା ସହିତ ସ୍ତମ୍ଭ ଉପରେ ରୂପାର ଆଧାର ବ୍ଯବହାର କର।
32 Suspendê-lo-ás sobre quatro colunas de madeira de acácia revestidas de ouro, com pregos de ouro, sobre quatro pedestais de prata.
33 ସୁବର୍ଣ୍ଣ କଡା ରେ ସହେି ପରଦା ଟାଙ୍ଗି ଦିଅ। ତା'ପରେ ପରଦାର ପଛପଟ ନିଯମ-ସିନ୍ଦୁକ ରଖ। ସହେି ପରଦାଟି ପବିତ୍ର ସ୍ଥାନରୁ ମହାପବିତ୍ର ସ୍ଥାନକୁ ପୃଥକ କରିବା ଉଚିତ୍।
33 Colocarás o véu debaixo dos colchetes, e é ali, atrás do véu, que colocarás a arca da aliança. Esse véu servirá para separar o 'santo' do 'santo dos santos'.
34 ତୁମ୍ଭେ ନିଯମ-ସିନ୍ଦୁକର ଆଚ୍ଛାଦନ ମହାପବିତ୍ର ସ୍ଥାନ ଭିତ ରେ ରଖିବ।
34 É no santo dos santos que colocarás a tampa sobre a arca da aliança.
35 ପରଦାର ବାହାର ପାଶର୍ବ ରେ ମଜେ ରଖିବା ଉଚିତ୍ ଏବଂ ମଜେର ବିପରୀତ ପାଶର୍ବ ରେ ପବିତ୍ର ତମ୍ବୁର ଦକ୍ଷିଣକୁ ଦୀପ ରଖିବା ଉଚିତ୍। ପବିତ୍ର ତମ୍ବୁର ଉତ୍ତର ପାଶର୍ବକୁ ମଜେ ରଖ।
35 Porás a mesa diante do véu, e o candelabro defronte da mesa, do lado meridional do tabernáculo; colocarás a mesa do lado norte.
36 ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।
36 Farás para a entrada da tenda um véu de púrpura violeta, de púrpura escarlate, de carmesim e de linho retorcido, artisticamente bordado.
37 ସହେି ଆଚ୍ଛାଦନ ବସ୍ତ୍ର ନିମନ୍ତେ ପାଞ୍ଚ ଗୋଟି ଶିଟୀମ୍ କାଠର ସ୍ତମ୍ଭ ନିର୍ମାଣ କରି ସୁବର୍ଣ୍ଣ ମଡାଇବ। ପୁଣି ସୁବର୍ଣ୍ଣ ରେ ତହିଁର ଆଙ୍କୁଡା କରିବ। ତହିଁ ନିମନ୍ତେ ପିତ୍ତଳର ପାଞ୍ଚ ଚୁଙ୍ଗୀ ଢାଳିବ।
37 E farás, para suspender aí esse véu, cinco colunas de acácia recobertas de ouro, munidas de colchetes de ouro; e para essas colunas fundirás cinco pedestais de bronze".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 26, comparar traduções ou montar um estudo — tudo direto pelo WhatsApp.