Êxodo 23

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଅନ୍ୟ ଲୋକମାନଙ୍କ ବିଷଯ ରେ ମିଥ୍ଯା କୁହ ନାହିଁ। କାହାରି ପାଇଁ ମିଥ୍ଯା ସାକ୍ଷୀ ଦଇେ, ତାକୁ ଅସୁବିଧା ରେ ପକାଇବାକୁ ଦୁଷ୍ଟ ଲୋକମାନଙ୍କ ସହିତ ଷଡୟନ୍ତ୍ର କର ନାହିଁ।
1 Não espalharás notícias falsas, nem darás mão ao ímpio, para seres testemunha maldosa.
2 ତୁମ୍ଭେ ଲୋକ ଗହଳି ସହିତ ୟୋଗ ଦବୋ ଉଚିତ୍ ନୁହଁ ଏବଂ ନ୍ଯାଯକୁ ଭ୍ରଷ୍ଟ କରିବା ଉଚିତ୍ ନୁହଁ, ଯେତବେେଳେ ତୁମ୍ଭେ ନ୍ଯାଯାଳଯ ରେ ସାକ୍ଷ୍ଯ ଦିଅ।
2 Não seguirás a multidão para fazeres mal; nem deporás, numa demanda, inclinando-te para a maioria, para torcer o direito.
3 ସେ ଗରିବ ବୋଲି ନ୍ଯାଯାଳଯ ରେ ତାକୁ ବିଶଷେ ଅନୁକମ୍ପା ଦଖାେଅ ନାହିଁ।
3 Nem com o pobre serás parcial na sua demanda.
4 ଯଦି ତୁମ୍ଭେ ପଥହରା ଗୋରୁ କିମ୍ବା ଗଧ ଦେଖ, ତବେେ ତାକୁ ତା'ର ମୁନିବକୁ ଫରୋଇ ଦିଅ, ଯଦି ସେ ତୁମ୍ଭର ଶତୃ ବି ହାଇେଥାଏ।
4 Se encontrares desgarrado o boi do teu inimigo ou o seu jumento, lho reconduzirás.
5 ତୁମ୍ଭେ ଆପଣା ଶତୃର ଗଧକୁ ଭାରତଳେ ପଡିଥିବାର ଦେଖିବ, ତାକୁ ଛାଡି ୟିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ଯ ତା' ସଙ୍ଗ ରେ ତାକୁ ମୁକ୍ତ କରିବ।
5 Se vires prostrado debaixo da sua carga o jumento daquele que te aborrece, não o abandonarás, mas ajudá-lo-ás a erguê-lo.
6 ଦରିଦ୍ର ବିଚା ରରେ ତୁମ୍ଭେ ତା ପ୍ରତି ଅନ୍ଯାଯ କରିବ ନାହିଁ। ତାକୁ ଅନ୍ୟ ଲୋକଙ୍କ ପରି ନ୍ଯାଯ ଦବେ।
6 Não perverterás o julgamento do teu pobre na sua causa.
7 କୌଣସି ଲୋକକୁ ଅଯଥା ବଦ୍ନାମ କର ନାହିଁ। ତା ନାମ ରେ ମିଥ୍ଯା ଦାବି କର ନାହିଁ। କୌଣସି ନିରୀହ ଲୋକକୁ ଅନ୍ଯାଯ ରେ ସେ ନ କରିଥିବା କର୍ମ ପାଇଁ ଦଣ୍ଡ ଦିଅ ନାହିଁ। ଯଦି କୌଣସି ଲୋକ ଏକ ନିରୀହ ଲୋକକୁ ହତ୍ଯା କରିଥାଏ ତବେେ ମୁଁ ତାକୁ କ୍ଷମା ଦବେି ନାହିଁ।
7 Da falsa acusação te afastarás; não matarás o inocente e o justo, porque não justificarei o ímpio.
8 ଯଦି କୌଣସି ଲୋକ ତା'ର ଭୂଲ୍ ପାଇଁ, ତାହା ସହ ଏକମତ ହବୋ ପାଇଁ ତୁମ୍ଭକୁ ଲାଞ୍ଚ ଦିଏ ତବେେ ତୁମ୍ଭେ ତାହା ଗ୍ରହଣ କର ନାହିଁ। କାରଣ ଲାଞ୍ଚ ଲୋକମାନଙ୍କୁ ଅନ୍ଧ କରିଥାଏ। ବିଚାରକ ସତ୍ଯତା ଦେଖିପା ରେ ନାହିଁ। ଏବଂ ଲାଞ୍ଚ ମଧ୍ଯ ଏକ ଉତ୍ତମ ଲୋକର ବ୍ଯବହାର ବଦଳାଇ ଦଇପୋରିବ।
8 Também suborno não aceitarás, porque o suborno cega até o perspicaz e perverte as palavras dos justos.
9 ତୁମ୍ଭେ କବେବେି ବିଦେଶୀମାନଙ୍କ ପାଇଁ ଅନ୍ଯାଯ କର ନାହିଁ। ମନରେଖ, ଏକ ସମୟରେ ମଧ୍ଯ ତୁମ୍ଭମାନେେ ବିଦେଶୀ ଥିଲ ଯେତବେେଳେ ତୁମ୍ଭମାନେେ ମିଶର ରେ ବାସ କରୁଥିଲ।
9 Também não oprimirás o forasteiro; pois vós conheceis o coração do forasteiro, visto que fostes forasteiros na terra do Egito.
10 ମଞ୍ଜି ବୁଣା, ଶସ୍ଯ ଅମଳ କର, ଭୂମିକୁ ଛଅ ବର୍ଷ ପାଇଁ ଫସଲ କର।
10 Seis anos semearás a tua terra e recolherás os seus frutos;
11 କିନ୍ତୁ ସପ୍ତମବର୍ଷ ଜମି ରେ ଆଉ ଫସଲ କର ନାହିଁ। ସପ୍ତମ ବର୍ଷଟି ଭୂମିକୁ ପଡିଆ ରଖ। ଏହି ସମୟରେ ତୁମ୍ଭର କ୍ଷେତ୍ର ରେ କୌଣସି ଫସଲ କର ନାହିଁ। ଯଦି କୌଣସି ଫସଲ ହୁଏ ତବେେ ଦରିଦ୍ର ଲୋକମାନଙ୍କ ପାଇଁ ଛାଡି ଦିଅ ଏବଂ ଅବଶିଷ୍ଟକୁ ବଣ୍ଯଜନ୍ତୁମାନଙ୍କୁ ଖାଇବାକୁ ଛାଡିଦିଅ। ଏପରିକୁ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ଏବଂ ଜିତବୃକ୍ଷ ଥିବା କ୍ଷେତ୍ର ପାଇଁ ଏହିପରି କର।
11 porém, no sétimo ano, a deixarás descansar e não a cultivarás, para que os pobres do teu povo achem o que comer, e do sobejo comam os animais do campo. Assim farás com a tua vinha e com o teu olival.
12 ଛଅ ଦିନ ଧରି କାର୍ୟ୍ଯ କର ଏବଂ ସପ୍ତମ ଦିନ ରେ ବିଶ୍ରାମ କର। ଏପରି ମଧ୍ଯ ତୁମ୍ଭମାନଙ୍କର ଦାସମାନଙ୍କ ପାଇଁ ଏବଂ ବିଦେଶୀମାନଙ୍କ ପ୍ରତି ଏହିପରି କର ଏବଂ ତୁମ୍ଭମାନଙ୍କର ଗୋରୁ ଏବଂ ଗଧମାନଙ୍କ ପାଇଁ ମଧ୍ଯ ଏପରି କରିବ। ସମାନଙ୍କେ ପାଇଁ ସପ୍ତମ ଦିନଟି ବିଶ୍ରାମ ଦବେ।
12 Seis dias farás a tua obra, mas, ao sétimo dia, descansarás; para que descanse o teu boi e o teu jumento; e para que tome alento o filho da tua serva e o forasteiro.
13 ସାବଧାନ, ତୁମ୍ଭେ ମାରେ ସମସ୍ତ ବ୍ଯବସ୍ଥା ମାନିବ। ଅନ୍ୟ ଦବେତାମାନଙ୍କୁ ପୂଜା କର ନାହିଁ, କିମ୍ବା ତାଙ୍କର ନାମ ତୁମ୍ଭମାନଙ୍କର ମୁଖ ରେ ଧର ନାହିଁ।
13 Em tudo o que vos tenho dito, andai apercebidos; do nome de outros deuses nem vos lembreis, nem se ouça de vossa boca.
14 ତୁମ୍ଭମାନେେ ବର୍ଷ ରେ ତିନିଥର ମାେ ଉଦ୍ଦେଶ୍ଯ ରେ ଉତ୍ସବ କର। ସହେି ଉତ୍ସବ ଗୁଡିକରେ ତୁମ୍ଭମାନେେ ମାରେ ପବିତ୍ର ସ୍ଥାନକୁ ଆସି ଉପାସନା କର।
14 Três vezes no ano me celebrareis festa.
15 ପ୍ରଥମ ଉତ୍ସବଟି ତାଡିଶୂନ୍ଯ ରୋଟୀର ଉତ୍ସବ। ଏହା ମାରେ ଆଜ୍ଞାନୁସା ରେ ପାଳନ କରିବ। ଏହିପରି ତୁମ୍ଭମାନେେ ସାତଦିନ ୟାଏ ପାଳନ କରିବ। ଏହି ଉତ୍ସବଟିକୁ ତୁମ୍ଭମାନେେ ଆବୀବ୍ ମାସ ରେ ପାଳନ କରିବ। କାରଣ ଏହି ମାସ ରେ ତୁମ୍ଭମାନେେ ମିଶରରୁ ମୁକ୍ତ ହାଇେଥିଲ। ପ୍ରେତ୍ୟକକ ଲୋକ ମାେତେ ନବୈେଦ୍ଯ ଉତ୍ସର୍ଗ କରିବେ।
15 Guardarás a Festa dos Pães Asmos; sete dias comerás pães asmos, como te ordenei, ao tempo apontado no mês de abibe, porque nele saíste do Egito; ninguém apareça de mãos vazias perante mim.
16 ପ୍ରଥମ ଫସଲର ଫଳ ସଂଗ୍ରହ ଉତ୍ସବ ହେଉଛି ଦ୍ବିତୀୟ ଉତ୍ସବ। ତୁମ୍ଭମାନେେ ଏହାକୁ ଗ୍ରୀଷ୍ମ ସମୟର ଆରମ୍ଭ ରେ ପାଳନ କରିବ।
16 Guardarás a Festa da Sega, dos primeiros frutos do teu trabalho, que houveres semeado no campo, e a Festa da Colheita, à saída do ano, quando recolheres do campo o fruto do teu trabalho.
17 ତେଣୁ ବର୍ଷ ମଧିଅରେ ତିନିଥର ସମସ୍ତ ପୁରୁଷ ପ୍ରଭୁ ତୁମ୍ଭର ସଦାପ୍ରଭୁଙ୍କ ସାକ୍ଷାତ ରେ ସ୍ବତନ୍ତ୍ର ସ୍ଥାନ ରେ ଉପସ୍ଥିତ ହବେେ।
17 Três vezes no ano, todo homem aparecerá diante do Senhor Deus.
18 ଯେତବେେଳେ ତୁମ୍ଭମାନେେ ପଶୁ ହତ୍ଯା କରିବ ତା'ର ରକ୍ତ ମାେ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରିବ। ତୁମ୍ଭମାନେେ ତାଡିୟୁକ୍ତ ରୋଟୀ ମାେତେ ଉତ୍ସର୍ଗ କରିବ ନାହିଁ। ଏବଂ ତୁମ୍ଭେ ଯେତବେେଳେ ବଳିର ମାଂସ ଖାଇବ ସେତବେେଳେ ସହେି ମାଂସକୁ ଗୋଟିଏ ଦିନ ରେ ଖାଇ ଶଷେ କରିବ। ତା' ପରଦିନକୁ ବଳକା ମାଂସ ରଖିବ ନାହିଁ।
18 Não oferecerás o sangue do meu sacrifício com pão levedado, nem ficará gordura da minha festa durante a noite até pela manhã.
19 ଶସ୍ଯ ଅମଳ ସମୟରେ ତୁମ୍ଭେ ଯେତବେେଳେ ଶସ୍ଯ ସାଇତିବ ପ୍ରଥମ ଶସ୍ଯ ଆଗେ ତୁମ୍ଭର ସଦାପ୍ରଭୁ ପରମେଶ୍ବରଙ୍କ ଗୃହକୁ ଆଣିବ।
19 As primícias dos frutos da tua terra trarás à Casa do Senhor , teu Deus. Não cozerás o cabrito no leite da sua própria mãe.
20 ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭ ନିକଟକୁ ସ୍ବର୍ଗଦୂତ ପଠାଉଛୁ ସେ ତୁମ୍ଭମାନଙ୍କୁ ଆମ୍ଭେ ପ୍ରସ୍ତୁତ କରିଥିବା ଦେଶକୁ ନଇୟିବେ। ସହେି ସ୍ବର୍ଗଦୂତ ତୁମ୍ଭମାନଙ୍କୁ ସୁରକ୍ଷା ଦବେ।
20 Eis que eu envio um Anjo adiante de ti, para que te guarde pelo caminho e te leve ao lugar que tenho preparado.
21 ସ୍ବର୍ଗଦୂତଙ୍କ କଥା ତୁମ୍ଭମାନେେ ମାନ ଏବଂ ତାଙ୍କୁ ଅନୁସରଣ କର। ତାଙ୍କର ବିରୁଦ୍ଧାଚରମ କର ନାହିଁ। କାରଣ ସେ ତୁମ୍ଭମାନଙ୍କର ଅଧର୍ମକୁ କ୍ଷମା କରିବନୋହିଁ। ମାରେ ଶକ୍ତି ତାଙ୍କଠା ରେ ନିହିତ ଅଛି।
21 Guarda-te diante dele, e ouve a sua voz, e não te rebeles contra ele, porque não perdoará a vossa transgressão; pois nele está o meu nome.
22 ତାଙ୍କର ପ୍ରେତ୍ୟକକ କଥାକୁ ମାନ। ସେ ତୁମ୍ଭମାନଙ୍କୁ ଯାହାସବୁ କହିବେ ତାହାସବୁ ପାଳନ କର। ଯଦି ତୁମ୍ଭେ ତାହା ପାଳନ କର ଦବେେ ଆମ୍ଭେ ତୁମ୍ଭ ସହିତ ରହିବା। ଏବଂ ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଶତୃମାନଙ୍କର ବିରୋଧ କରିବା। ଯେଉଁମାନେ ତୁମ୍ଭକୁ ବି ରୋଧ କରିବେ ସେ ଆମ୍ଭର ଶତୃ ହବେ।
22 Mas, se diligentemente lhe ouvires a voz e fizeres tudo o que eu disser, então, serei inimigo dos teus inimigos e adversário dos teus adversários.
23 ପରମେଶ୍ବର କହିଲେ, ଆମ୍ଭର ଦୂତ ତୁମ୍ଭକୁ କ୍ଷେତ୍ର ମଧ୍ଯ ଦଇେ ଆଗଇେ ନବେ। ସେ ତୁମ୍ଭମାନଙ୍କୁ ଇମାରେୀୟ, ହିତ୍ତୀଯ, ପିରିଷୀଯ, କିଣାନୀଯ, ହିଦ୍ଦୀଯ ଓ ୟୁବୂଷୀଯମାନଙ୍କ ଦେଶକୁ ଆଣିବେ। ପୁଣି ଆମ୍ଭେ ସମାନଙ୍କେୁ ଉଚ୍ଛିନ୍ନ କରିବା।
23 Porque o meu Anjo irá adiante de ti e te levará aos amorreus, aos heteus, aos ferezeus, aos cananeus, aos heveus e aos jebuseus; e eu os destruirei.
24 ତୁମ୍ଭମାନେେ ସମାନଙ୍କେ ଦବେତାଗଣଙ୍କୁ ପୂଜା କରିବ ନାହିଁ। ସମାନଙ୍କେ ସମ୍ମୁଖ ରେ ପ୍ରଣାମ କରିବ ନାହିଁ, ସମାନଙ୍କେକ୍ରିଯାନୁସା ରେ କ୍ରିଯା କରିବ ନାହିଁ। ମାତ୍ର ସମାନଙ୍କେ ସମୂଳେ ଉତ୍ପାଟନ କରିବ। ସମାନଙ୍କେର ସ୍ତମ୍ଭସବୁ ଭାଙ୍ଗି ପକାଇବ।
24 Não adorarás os seus deuses, nem lhes darás culto, nem farás conforme as suas obras; antes, os destruirás totalmente e despedaçarás de todo as suas colunas.
25 ତୁମ୍ଭେ ସର୍ବଦା ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ସବୋ କରିବ। ତହିଁରେ ସେ ତୁମ୍ଭମାନଙ୍କୁ ଅନ୍ନଜଳ ରେ ଆଶୀର୍ବାଦ କରିବେ। ଆମ୍ଭେ ତୁମ୍ଭମାନଙ୍କ ମଧ୍ଯରୁ ରୋଗ ଦୂର କରିବା।
25 Servireis ao Senhor , vosso Deus, e ele abençoará o vosso pão e a vossa água; e tirará do vosso meio as enfermidades.
26 ତୁମ୍ଭର ସମସ୍ତ ସ୍ତ୍ରୀଲୋକ ମାତୃତର ଅଧିକାରୀ ହବେେ। କହେି ସନ୍ଧ୍ଯା ରହିବେ ନାହିଁ କି ସନ୍ତାନ ଜନ୍ମ ସମୟରେ କୌଣସି ଶିଶୁର ମୃତ୍ଯୁ ଘଟିବ ନାହିଁ। ପୁଣି ତୁମ୍ଭମାନେେ ଦୀର୍ଘଜୀବି ହବେ।
26 Na tua terra, não haverá mulher que aborte, nem estéril; completarei o número dos teus dias.
27 ଯେତବେେଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଶତୃମାନଙ୍କ ସହିତ ୟୁଦ୍ଧ କରିବ ସେ ସମୟରେ ମାରେ ମହାନ୍ ଶକ୍ତି ତୁମ୍ଭମାନଙ୍କର ସହାୟ ହବେ। ତୁମ୍ଭମାନେେ ତୁମ୍ଭର ସମସ୍ତ ଶତୃମାନଙ୍କୁ ୟୁଦ୍ଧ ରେ ପରାସ୍ତ କରିବ। ଯେଉଁମାନେ ତୁମ୍ଭ ସହିତ ୟୁଦ୍ଧ କରିବେ ସମାନେେ ଇତଃସ୍ତତ ହାଇେ ଦୌଡି ପଳାଇବେ।
27 Enviarei o meu terror diante de ti, confundindo a todo povo onde entrares; farei que todos os teus inimigos te voltem as costas.
28 ମୁଁ ତୁମ୍ଭ ଆଗେ, ଆଗେ ବିରୁଡିମାନଙ୍କୁ ପାଠାଇବି। ସମାନେେ ହିଦ୍ଦୀଯ, କିଣାନୀଯ, ହିତ୍ତୀଯମାନଙ୍କୁ ତୁମ୍ଭ ଦେଶରୁ ଘଉଡାଇ ଦବେେ।
28 Também enviarei vespas diante de ti, que lancem os heveus, os cananeus e os heteus de diante de ti.
29 ମାତ୍ର ଏକ ବର୍ଷ ରେ ତୁମ୍ଭ ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବୋ ନାହିଁ। ତାହାହେଲେ ଦେଶ ଶୁନ୍ଯ ହାଇଯେିବଓ ତୁମ୍ଭ ପ୍ରତିକୂଳ ରେ ବନ୍ଯ ପଶୁମାନଙ୍କ ସଂଖ୍ଯା ବୃଦ୍ଧି ପାଇବ।
29 Não os lançarei de diante de ti num só ano, para que a terra se não torne em desolação, e as feras do campo se não multipliquem contra ti.
30 ଆମ୍ଭେ ସମାନଙ୍କେୁ ଧି ରେ ଧୀ ରେ ତୁମ୍ଭ ସମ୍ମୁଖରୁ ଘଉଡାଇ ଦବୋ ତୁମ୍ଭମାନଙ୍କର ବର୍ଦ୍ଧିତ ହବୋ ପର୍ୟ୍ଯନ୍ତ ଓ ଦେଶ ଅଧିକାର କରିବା ପର୍ୟ୍ଯନ୍ତ।
30 Pouco a pouco, os lançarei de diante de ti, até que te multipliques e possuas a terra por herança.
31 ମୁଁ ସୂଫ ସମୁଦ୍ରଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ତୁମ୍ଭର ସୀମା ନିର୍ଦ୍ଧାରଣ କରିବି। ପଲେଷ୍ଟୀୟମାନଙ୍କର ସମୁଦ୍ର ତୁମ୍ଭର ପଶ୍ଚିମ ସୀମା ରେ ଏବଂ ଆରବ ମରୁଭୂମି ପୂର୍ବ ସୀମା ରେ ରହିବ। କାରଣ ମୁଁ ସହେି ଲୋକମାନଙ୍କୁ ତୁମ୍ଭ ହସ୍ତ ରେ ସମର୍ପଣ କରିବି। ଏବଂ ତୁମ୍ଭେ ଆପଣା ସମ୍ମୁଖରୁ ସମାନଙ୍କେୁ ଘଉଡାଇ ଦବେ।
31 Porei os teus limites desde o mar Vermelho até ao mar dos filisteus e desde o deserto até ao Eufrates; porque darei nas tuas mãos os moradores da terra, para que os lances de diante de ti.
32 ତୁମ୍ଭେ ସମାନଙ୍କେ ସହିତ କିମ୍ବା ସମାନଙ୍କେ ଦବେତାଗଣ ସହିତ କୌଣସି ଚୁକ୍ତି କରିବ ନାହିଁ।
32 Não farás aliança nenhuma com eles, nem com os seus deuses.
33 ସେମାନେ ତୁମ୍ଭ ଦେଶରେ ବାସ କରିବେ ନାହିଁ। ସେମାନେ ବାସ କଲେ ଆମ୍ଭ ବିରୁଦ୍ଧରେ ତୁମ୍ଭକୁ ପାପ କରାଇବେ। ତୁମ୍ଭେ ଯେବେ ସେମାନଙ୍କ ଦେବତାଗଣଙ୍କୁ ପୂଜା କର, ତେବେ ତାହା ତୁମ୍ଭର ଫାନ୍ଦ ସ୍ୱରୂପ ହେବ।”
33 Eles não habitarão na tua terra, para que te não façam pecar contra mim; se servires aos seus deuses, isso te será cilada.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 23, comparar traduções ou montar um estudo — tudo direto pelo WhatsApp.