Êxodo 22

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଜଣେ ବ୍ଯକ୍ତି ପାଇଁ କ'ଣ ଦଣ୍ଡ ଅଛି ୟିଏ ଗୋରୁ କିମ୍ବା ମଷେ ଚୋରି କରେ, ଯଦି ସେ ତାକୁ ହତ୍ଯା କରେ କିମ୍ବା ବିକ୍ରୀ କରେ। ସେ ଏହାକୁ ଫରୋଇ ପାରିବ ନାହିଁ। ତେଣୁ ସେ ଏକ ଗୋରୁ ବଦଳ ରେ ପାଞ୍ଚଟି ଗୋରୁ, ଏବଂ ଏକ ମଷେ ବଦଳ ରେ ଚାରୋଟୀ ମଷେ ଦବେ।
1 Se alguém furtar boi ou ovelha e o degolar ou vender, por um boi pagará cinco bois; e pela ovelha, quatro ovelhas.
2 ଯଦି ଏକ ଚୋର ଚୋରି କରିବା ସମୟରେ ରାତ୍ରି ରେ ମରିୟାଏ, ତବେେ ତା'ର ମୃତ୍ଯୁ ପାଇଁ କହେି ଦାଯୀ ହବେେ ନାହିଁ।
2 Se o ladrão for achado a minar, e for ferido, e morrer, o que o feriu não será culpado do sangue.
3 ଯଦି ଏପରି ଦିନ ରେ ଘଟିଥାଏ ତବେେ ହତ୍ଯା କରିଥିବା ବ୍ଯକ୍ତି ଦୋଷୀ ସାବ୍ଯସ୍ତ ହବେ।
3 Se o sol houver saído sobre ele, será culpado do sangue. O ladrão fará restituição total; e se não tiver com que pagar, será vendido por seu furto.
4 ଯଦି ଚୋରି ହାଇେଥିବା ପଶୁଟି ସହେି ଲୋକ ପାଖ ରେ ମିଳେ, ଏହା ବଳଦ ହେଉ, ଗଧ କିମ୍ବା ମଷେ ହେଉ, ସେ ଚୋରି କରିଥିବା ଜିନିଷର ଦୁଇଗୁଣା ଦବେ।
4 Se o furto for achado vivo na sua mão, seja boi, ou jumento, ou ovelha, pagará o dobro.
5 ଯଦି କୌଣସି ବ୍ଯକ୍ତି ଅନ୍ୟ ଜଣେ ଲୋକର ଦ୍ରାକ୍ଷା କ୍ଷେତ୍ର ରେ ପଶୁ ଚରାଏ ତବେେ ସେ ଲୋକ ତା'ର ଉତ୍ତମ କ୍ଷତରେ ଫସର ଉକ୍ତ ଲୋକକୁ ଦବେ।
5 Se alguém fizer pastar o seu animal num campo ou numa vinha e o largar para comer no campo de outro, o melhor do seu próprio campo e o melhor da sua própria vinha restituirá.
6 ଯଦି କୌଣସି ଲୋକ କଣ୍ଟକ ବନ ରେ ଅଗ୍ନି ସଂୟୋଗ କରେ ଓ ସହେି ଅଗ୍ନି ରେ ଯଦି କାହାର କ୍ଷତରେ ଫସଲ ବା ଶସ୍ଯଗଦା କିମ୍ବା କ୍ଷତଟେି ପୋଡି଼ ନଷ୍ଟ ହୁଏ ତବେେ ସହେି ଲୋକକୁ ଉକ୍ତ କ୍ଷତିର ଭରଣା କରିବାକୁ ହବେ।
6 Se rebentar um fogo, e pegar aos espinhos, e abrasar a meda de trigo, ou a seara, ou o campo, aquele que acendeu o fogo pagará totalmente o queimado.
7 ଆଉ କହେି ଆପଣା ପଡ଼ୋଶୀ ନିକଟରେ ମୁଦ୍ରା ଅବା ଆଉ କୌଣସି ଦ୍ରବ୍ଯ ରଖିବା ପାଇଁ ସମର୍ପଣ କଲେ ତାହା ଯବେେ କହେି ସହେି ଲୋକର ଗୃହରୁ ଚୋରିକରେ ଓ ସହେି ଚୋର ଧରାପଡେ, ତବେେ ସେ ତା'ର ଦୁଇଗୁଣ ଦବେ।
7 Se alguém der prata ou objetos ao seu próximo a guardar, e isso for furtado da casa daquele homem, se o ladrão se achar, pagará o dobro.
8 କିନ୍ତୁ ଯଦି ଚୋର ଧରା ନପଡେ, ତବେେ ଗୃହସ୍ବାମୀ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେ ଅଛି କି ନାହିଁ, ଏହା ଜଣାୟିବା ନିମନ୍ତେ ସେ ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ।
8 Se o ladrão não se achar, então, o dono da casa será levado diante dos juízes, a ver se não meteu a sua mão na fazenda do seu próximo.
9 ପୁଣି ସର୍ବପ୍ରକାର ଅଧର୍ମ ବିଷଯ ରେ, ଅର୍ଥାତ୍ ଗୋରୁ କି ଗଧ, ମଷେ କିଅବା ବସ୍ତ୍ର ଯେକୌଣସି ହଜିଲା ଦ୍ରବ୍ଯ ବିଷଯ ରେ ଯବେେ କହେି କ ହେ, ଏହା ସହେି ଦ୍ରବ୍ଯ ଏବଂ ଅନ୍ୟ ଜଣେ କହିବ, 'ନା ଏହା ତାହା ନୁହେଁ' ତବେେ ଉଭୟ ପକ୍ଷଙ୍କ କଥା ପରମେଶ୍ବରଙ୍କ ସାକ୍ଷାତ ରେ ଉପସ୍ଥିତ ହବେ, ତହିଁରେ ପରମେଶ୍ବର ଯାହାକୁ ଦୋଷୀ ବିଚାର କରିବେ ସେ ଆପଣା ପଡ଼ୋଶୀକୁ ଦୁଇଗୁଣ ଦବେ।
9 Sobre todo negócio de injustiça, sobre boi, sobre jumento, sobre gado miúdo, sobre veste, sobre toda coisa perdida, de que alguém disser que é sua, a causa de ambos virá perante os juízes; aquele a quem condenarem os juízes o pagará em dobro ao seu próximo.
10 କୌଣସି ଲୋକ ଯଦି ଅନ୍ୟ କାହାର ଗଧ କି ଗୋରୁ, କି ମଷେ, କିଅବା କୌଣସି ପଶୁ ପ୍ରତିପାଳନାର୍ଥେ ରଖିଥାଏ, ଯଦି ଅ ଦଖାେ ରେ ସେ ପଶୁ ମ ରେ କିମ୍ବା ଅଙ୍ଗହାନି ହୁଏ କିମ୍ବା ତଡ଼ି ଦିଆୟାଏ,
10 Se alguém der a seu próximo a guardar um jumento, ou boi, ou ovelha, ou algum animal, e morrer, ou for dilacerado, ou afugentado, ninguém o vendo,
11 ତବେେ ସେ ପ୍ରତିବେଶୀର ଦ୍ରବ୍ଯ ରେ ହସ୍ତ ଦଇେଅଛି କି ନାହିଁ, ଏ ବିଷଯ ରେ ଉଭୟଙ୍କ ମଧିଅରେ ସଦାପ୍ରଭୁଙ୍କର ଶପଥ ହବେ। ପଶୁର ମାଲିକ ସହେି ଶପଥ ଗ୍ରହଣ କରିବ। ପୁଣି ସେ ପରିଶାଧେ କରିବ ନାହିଁ।
11 então, haverá juramento do Senhor entre ambos, de que não meteu a sua mão na fazenda do seu próximo; e seu dono o aceitará, e o outro não o restituirá.
12 ମାତ୍ର ଯବେେ ତାହା ନିକଟରୁ ଚୋରି ୟାଏ, ତବେେ ସେ ତା'ର ମୁନିବକୁ ତାହାର ମୂଲ୍ଯ ଦବେ।
12 Mas, se lhe for furtado, o pagará ao seu dono.
13 ଯଦି କୌଣସି ବନ୍ଯ ଜନ୍ତୁ ତାକୁ ହତ୍ଯା କରେ, ଦବେେ ତାହା ଯଦି ସେ ପ୍ରମାଣ କରେ ତବେେ ତାକୁ ସହେି ପଶୁର ମୂଲ୍ଯ ଦବୋକୁ ପଡିବ ନାହିଁ।
13 Porém, se lhe for dilacerado, trá-lo-á em testemunho disso e não pagará o dilacerado.
14 କୌଣସି ଲୋକ ଯଦି ତା'ର ପଡ଼ୋଶୀଠାରୁ କିଛି ଧାର ଆଣିଥାଏ ତବେେ ସେ ସହେି ଜିନିଷ ପାଇଁ ଦାଯୀ ରହିବ। ଯଦି ଗୋଟିଏ ପଶୁ ଆଘାତ ପାଏ ଯଦି ଏ ପଶୁ ମରିୟାଏ, ତବେେ ତା'ର ପଡ଼ୋଶୀକୁ ତା'ର ପଶୁ ମୁନିବକୁ ତା'ର ମୂଲ୍ଯ ଦବୋକୁ ପଡିବ। ଏଥିପାଇଁ ତା'ର ପଡ଼ୋଶୀ ସଂପୂର୍ଣ୍ଣ ରୂପେ ଦାଯୀ ରହିବ। କାରଣ ତା'ର ମୁନିବ ସଠାେରେ ନଥାଏ।
14 E, se alguém a seu próximo pedir alguma coisa, e for danificada ou morta, não estando presente o seu dono, certamente a restituirá.
15 କିନ୍ତୁ ଯଦି ପଶୁ ନିକଟରେ ତା'ର ମୁନିବ ଥାଏ, ତବେେ ତା'ର ପଡ଼ୋଶୀକୁ କିଛି ଦବୋକୁ ନାହିଁ। କିମ୍ବା ଯଦି ତା'ର ପଡ଼ୋଶୀ ସହେି ପଶୁକୁ ବ୍ଯବହାର କରି ପଇସା ଦେଉଥାଏ, ତବେେ ତାକୁ ପଇସା ଦବୋକୁ ପଡିବ ନାହିଁ। ଯବେେ ସହେି ପଶୁଟି ମରିୟାଏ, ବ୍ଯବହାର ସମୟରେ ଯେତିକି ଅର୍ଥ ଦଇେଥିବ ତାହା ୟଥେଷ୍ଟ।
15 Se o seu dono esteve presente, não a restituirá; se foi alugada, será pelo seu aluguel.
16 ଯଦି କୌଣସି ଲୋକର କୌଣସି ଅବିବାହିତା ୟିବତୀ ସହ ୟୋନ ସଂପର୍କ ଥାଏ, ତବେେ ସେ ତାକୁ ବିବାହ କରିବାକୁ ବାଧ୍ଯ। ଏବଂ ତାକୁ ମଧ୍ଯ ସେ ଝିଅର ପିତାକୁ ୟୌତୁକ ଦବୋକୁ ପଡିବ।
16 Se alguém enganar alguma virgem, que não for desposada, e se deitar com ela, certamente a dotará por sua mulher.
17 ଯଦି ତାଙ୍କର ପିତା ଦୁହିଁଙ୍କୁ ବିବାହ ଦବୋକୁ ମନା କରେ ତଥାପି ମଧ୍ଯ ସହେି ୟୁବକକୁ ଅର୍ଥ ଦବୋକୁ ପଡିବ। ସେ ତାଙ୍କୁ ସଂପୂର୍ଣ୍ଣ ଅର୍ଥ ଦବୋକୁ ପଡିବ।
17 Se seu pai inteiramente recusar dar-lha, dará dinheiro conforme ao dote das virgens.
18 ତୁମ୍ଭେ ନିଶ୍ଚିତ କୌଣସି ସ୍ତ୍ରୀ ଲୋକକୁ ଖରାପ ୟାଦୁବିଦ୍ଯା ଅଭ୍ଯାସ କରିବା ପାଇଁ ଅନୁମତି ଦବୋ ଉଚିତ୍ ନୁହେଁ। ଯଦି କିଏ ଏପରି କରେ ତବେେ ତାକୁ ଜୀବିତ ରଖିବ ନାହିଁ।
18 A feiticeira não deixarás viver.
19 କୌଣସି ଲୋକକୁ ପଶୁ ସହିତ ୟୌନ ସଂପର୍କ ରଖିବାକୁ ଦବେ ନାହିଁ। ଯଦି ଏପରି କହେି କରେ, ତବେେ ତାକୁ ମୃତ୍ଯୁ ଦଣ୍ଡ ଦବେ।
19 Todo aquele que se deitar com animal certamente morrerá.
20 ଯଦି କହେି ଲୋକ ସଦାପ୍ରଭୁଙ୍କ ବିନା ଅନ୍ୟ କୌଣସି ଦବେତାଙ୍କୁ ବଳିଦାନ ଉତ୍ସବ କରେ , ତବେେ ସେ ବର୍ଜ୍ଜନୀଯ ହାଇେ ବିନଷ୍ଟ ହବେ।
20 O que sacrificar aos deuses e não só ao Senhor será morto.
21 ମନରେଖ, ଅତୀତ ରେ ତୁମ୍ଭମାନେେ ମିଶର ରେ ବିଦେଶୀ ରୁପେ ଥିଲ। ତେଣୁ ତୁମ୍ଭ ଦେଶ ରେ କୌଣସି ବିଦେଶୀକୁ ଠକିବ ନାହିଁ କିମ୍ବା ଆଘାତ କରିବ ନାହିଁ।
21 O estrangeiro não afligirás, nem o oprimirás; pois estrangeiros fostes na terra do Egito.
22 କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ।
22 A nenhuma viúva nem órfão afligireis.
23 ଯଦି ତୁମ୍ଭେ କହେି ଅସହାୟ ବିଧବା କିମ୍ବା ପିତାମାତାହୀନ ଅନାଥଙ୍କର କିଛି ଅନିଷ୍ଟ କର ତବେେ ମୁଁ ତାଙ୍କର ଦୁଃଖ ଶୁଣିବି।
23 Se de alguma maneira os afligirdes, e eles clamarem a mim, eu certamente ouvirei o seu clamor,
24 ଏବଂ ଏଥି ରେ ଅଧିକ କୋରଧିତ ହବେି। ମୁଁ ତାକୁ ଏକ ଖଡ୍ଗ ରେ ହତ୍ଯା କରିବି। ଏହାପରେ ତୁମ୍ଭର ସ୍ତ୍ରୀ ବିଧବା ହବେ ଏବଂ ତୁମ୍ଭର ପିଲାମାନେ ଅନାଥ ହବେେ।
24 e a minha ira se acenderá, e vos matarei à espada; e vossas mulheres ficarão viúvas, e vossos filhos, órfãos.
25 ଯଦି ତୁମ୍ଭେ ଗରିବ ଲୋକକୁ ଧାର ଦିଅ, ୟିଏକି ମାରେ ଲୋକ ତୁମ୍ଭେ ତା ନିକଟରୁ ସୁଧ ନବେ ନାହିଁ। ମହାଜନ ପରି ବ୍ଯବହାର କରନାହିଁ।
25 Se emprestares dinheiro ao meu povo, ao pobre que está contigo, não te haverás com ele como um usurário; não lhe imporás usura.
26 ଯବେେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତବେେ ତାହା ସୂର୍ୟ୍ଯାସ୍ତ ପୂର୍ବରୁ ଫରୋଇ ଦବେ।
26 Se tomares em penhor a veste do teu próximo, lho restituirás antes do pôr do sol,
27 ଯଦି ସେ ଲୋକର ଶରୀରକୁ ଆଚ୍ଛାଦନ କରିବା ପାଇଁ କୌଣସି ବସ୍ତ୍ର ନଥାଏ, ତବେେ ସେ କେଉଁଥି ରେ ଶାଇେବ? ଏବଂ ସେ ଯଦି ମାେତେ ଦୁଃଖ ରେ ଡାକେ, ତବେେ ମୁଁ ତା'ର କଥା ଶୁଣିବି କାରଣ ମୁଁ ଦୟାଳୁ।
27 porque aquela é a sua cobertura e a veste da sua pele; em que se deitaria? Será, pois, que, quando clamar a mim, eu o ouvirei, porque sou misericordioso.
28 ତୁମ୍ଭେ କୌଣସି ଅବଜ୍ଞା କରିବ ନାହିଁ ଆପଣା ପରମେଶ୍ବରଙ୍କୁ। ଏବଂ ତୁମ୍ଭର କୌଣସି ଅଧକ୍ଷ୍ଯଙ୍କୁ ଶାପ ଦବେ ନାହିଁ।
28 Os juízes não amaldiçoarás e o príncipe dentre o teu povo não maldirás.
29 ଶସ୍ଯ ଅମଳ ସମୟରେ ତୁମ୍ଭର ପ୍ରଥମ ଶସ୍ଯ ଏବଂ ପ୍ରଥମ ଫଳର ରସ ଦବୋ ରେ କୌଣସି ବିଳମ୍ବ କରିବ ନାହିଁ।
29 As tuas primícias e os teus licores não retardarás; o primogênito de teus filhos me darás.
30 ତୁମ୍ଭମାନଙ୍କର ମଷେ, ଗୋବତ୍ସା ଇତ୍ଯାଦି ତାଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ତାଙ୍କର ମା ପାଖ ରେ ସାତଦିନ ରଖି ଅଷ୍ଟମ ଦିନ ରେ ମାଠାେ ରେ ଉତ୍ସର୍ଗ କରିବ।
30 Assim farás dos teus bois e das tuas ovelhas; sete dias estarão com sua mãe, e ao oitavo dia mos darás.
31 ତୁମ୍ଭମାନେେ ମାରେ ବିଶଷେ ଲୋକ। ତେଣୁ ତୁମ୍ଭେ କୌଣସି ପଶୁମାନଙ୍କ ଦ୍ବାରା ମରିଥିବା ପଶୁକୁ ଖାଇବ ନାହିଁ। କୁକୁରମାନଙ୍କୁ ତା'ର ମାଂସ ଖାଇବାକୁ ଦବେ।
31 E ser-me-eis homens santos; portanto, não comereis carne despedaçada no campo; aos cães a lançareis.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 22, comparar traduções ou montar um estudo — tudo direto pelo WhatsApp.