Êxodo 21

Oriya Bible (GL_ORIYA) vs BKJ

Sair da comparação
1 ଏହାପରେ ପରମେଶ୍ବର ମାଶାଙ୍କେୁ କହିଲେ, ଏଗୁଡିକ ହେଉଛି ଅନ୍ଯାନ୍ଯ ବ୍ଯବସ୍ଥା ତୁମ୍ଭେ ଲୋକମାନଙ୍କୁ ଜଣାଇବ।
1 Agora estes são os juízos que colocarás diante deles.
2 ଯଦି ତୁମ୍ଭେ ଜଣେ ଏବ୍ରୀଯ କ୍ରୀତଦାସ ନିଅ, ତବେେ ସେ ଛଅ ବର୍ଷ ତୁମ୍ଭର ସବୋ କରିବ। ସପ୍ତମ ବର୍ଷ ରେ ସେ ମୁକ୍ତ ହାଇଯେିବ। ତାକୁ ଆଉ କିଛି ମୂଲ୍ଯ ଦବୋକୁ ପଡିବ ନାହିଁ।
2 Se comprares um servo Hebreu, seis anos ele te servirá, e no sétimo ele sairá livre, gratuitamente.
3 ଯଦି ସହେି ଲୋକ ଜଣଙ୍କ ବିବାହିତ ନ ହାଇେଥାଏ, ତବେେ ସେ ଏକାକୀ ୟିବ ଓ ଯଦି ସେ ବିବାହିତ ହାଇେଥାଏ ତବେେ ସେ ମୁକ୍ତ ହବୋ ସମୟରେ ତା'ର ସ୍ତ୍ରୀକୁ ସାଙ୍ଗ ରେ ନଇୟିବେ।
3 Se ele entrou só, deverá sair só. Se era casado, sua esposa sairá com ele.
4 ଯଦି ତା'ର ମୁନିବ ତାକୁ ବିବାହ କରି ଦଇେଥାଏ, ଯଦି ସହେି ସ୍ତ୍ରୀଠାରୁ ପୁତ୍ରକନ୍ଯା ଜନ୍ମ ହାଇେଥାଏ, ତବେେ ତା'ର ସ୍ତ୍ରୀ ଓ ପୁତ୍ର କନ୍ଯା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାୟିବ।
4 Se seu senhor lhe deu uma esposa, e ela lhe gerou filhos ou filhas, a esposa e seus filhos serão do seu senhor, e ele sairá só.
5 ମାତ୍ର ଏପରି ହାଇପୋ ରେ ଯେ ସେ ଦାସ କହିପା ରେ ମୁଁ ମାରେ ମୁନିବ ନିକଟରେ ରହିବି। ଯଦି ସେ କ ହେ, 'ମୁଁ ମାରେମୁନିବକୁ ଭଲ ପାଏ, ମୁଁ ମାରେ ସ୍ତ୍ର, ପୁତ୍ରକନ୍ଯାକୁ ପ୍ ରମେ କରେ, ମୁଁ ମୁକ୍ତ ହବୋକୁ ଚାହୁଁ ନାହିଁ, ମୁଁ ଏଠା ରେ ରହିବି।'
5 E se o servo disser claramente: Amo o meu senhor, a minha esposa e meus filhos, eu não sairei livre,
6 ଯଦି ଏପରି ଘଟେ, ତବେେ ତା'ର ମୁନିବ ତାଙ୍କୁ ପରମେଶ୍ବରଙ୍କ ସମ୍ମୁଖକୁ ଆଣିବ, ତା'ର ମୁନିବ ତାକୁ କବାଟ ବା ବାଜୁବନ୍ଧ ନିକଟକୁ ଆଣି ବିନ୍ଧାଣୀ ରେ ତା'ର କାନ ବିନ୍ଧିବ, ତହିଁରେ ସେ ସଦାକାଳ ତା'ର ସବୋ କରିବ।
6 então seu senhor o levará aos juízes, e também o levará à porta, ou ao umbral da porta, e o seu senhor lhe furará a orelha com uma sovela; e ele o servirá para sempre.
7 ଜଣେ ଲୋକ ତା'ର କନ୍ଯାକୁ ଦାସୀଭାବେ ବିକ୍ରଯ କରିପାରିବ, ଯଦି ଏପରି ହୁଏ, ଅନ୍ୟ ଦାସମାନେ ମୁକ୍ତ ହେଲା ପରି ସେ ମୁକ୍ତ ହାଇେ ପାରିବ ନାହିଁ।
7 E se um homem vender sua filha para ser serva, ela não sairá como saem os servos.
8 ଯଦି ତା'ର ମୁନିବ ତା' ଉପରେ ସନ୍ତୁଷ୍ଟ ନୁହେଁ, ତବେେ ତା'ର ବିବାହ ଠିକ୍ କରି ନପା ରେ, ତବେେ ତାକୁ ପୁନ୍ନରାଯ ତା'ର ପିତାକୁ ବିକ୍ରଯ କରିଦଇେ ପା ରେ ତାକୁ କୌଣସି ବିଦେଶୀକୁ ସେ ବିକ୍ରଯ କରିପାରିବ ନାହିଁ, କାରଣ ସେ ତାକୁ ଅବିଶ୍ବସ୍ତ ଭାବରେ ବ୍ଯବହାର କରିଛି।
8 Se ela não agradar ao seu senhor, que se comprometeu a desposá-la então ele permitirá que seja resgatada; ele não poderá vendê-la a uma nação estrangeira, visto tê-la enganado.
9 ଯଦି ତା'ର ମୁନିବ ତାକୁ ତା'ର ପୁତ୍ରବଧୁ କରିବାକୁ କହିଥାଏ, ତବେେ ତାକୁ ଦାସୀ ଭାପରେ ବିବଚେନା କରାୟାଇ ପାରିବ ନାହିଁ। ତାକୁ ତାଙ୍କର କନ୍ଯାପରି ବ୍ଯବହାର କରାୟିବ।
9 Mas se a desposar com seu filho, agirá com ela conforme a maneira das filhas.
10 ଯଦି ମୁନିବ ଅନ୍ୟ ଜଣେ ସ୍ତ୍ରୀକୁ ବିବାହ କରେ, ତବେେ ସେ ପ୍ରଥମ ସ୍ତ୍ରୀକୁ କବେେ ଅସୁବିଧ ରେ ପକାଇବ ନାହିଁ। ତା'ର ବିବାହୋଚିତ କର୍ତ୍ତବ୍ଯ ଯଥା: ଖାଦ୍ୟ, ବସ୍ତ୍ ରେ ଓ ଶାରିରୀକ ସମ୍ପର୍କରୁ ବଞ୍ଚିତ କରିବ ନାହିଁ।
10 Se tomar para ele outra esposa, não diminuirá seu alimento, sua vestimenta e nem sua obrigação matrimonial.
11 ସହେି ଲୋକ ଏହିସବୁ କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍। ଯଦି ଏଥି ରେ ସେ ତୃଟି କରେ ତବେେ ସହେି ସ୍ତ୍ରୀ ଜଣଙ୍କ ନିଜେ ବିନାମୂଲ୍ଯ ରେ ମୁକ୍ତ ହାଇଯେିବ।
11 E se ele não cumprir estes três para com ela, então ela sairá livre destituída de dinheiro.
12 ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଆଘାତ କରେ ଓ ହତ୍ଯାକରେ, ତବେେ ଆଘାତ କରିଥିବା ବ୍ଯକ୍ତିକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
12 Aquele que ferir a um homem, e ele morrer, certamente será morto.
13 ଯଦି ସେ ତାକୁ ହତ୍ଯା କରିବାକୁ ଚାହୁଁ ନଥିଲା କିନ୍ତୁ ପରମେଶ୍ବର ତାକୁ ସମର୍ପଣ କଲେ, ସେ ଯେଉଁଠାକୁ ଗଲେ ସମାନେେ ତାକୁ ଉପୟୁକ୍ତ ଜାଗା ଦବେେ।
13 Se um homem não estiver de emboscada, mas Deus o entregar em sua mão, então eu te designarei um lugar para o qual ele fugirá.
14 କିନ୍ତୁ ଯଦି ଜଣେ ବ୍ଯକ୍ତି ଇଚ୍ଛା କରି କିମ୍ବା ରାଗ ରେ ଅନ୍ୟଜଣକୁ ହତ୍ଯା କରେ, ତବେେ ହତ୍ଯାକାରୀ ନିଶ୍ଚିତ ମୃତ୍ଯୁଦଣ୍ଡ ପାଇବ। ତାକୁ ମାରେ ୟଜ୍ଞବଦେୀ ପାଖରୁ ନଇୟୋଅ ଓ ହତ୍ଯା କର।
14 Mas se um homem vier premeditadamente contra o seu próximo, para matá-lo à traição, afastá-lo-ás do meu altar para que morra.
15 ଯଦି କୌଣସି ଲୋକ ତା'ର ପିତା କିମ୍ବା ମାତାକୁ ଆଘାତ କରେ ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବ।
15 E aquele que ferir seu pai ou sua mãe, certamente será morto.
16 ଯଦି ଜଣେ ବ୍ଯକ୍ତି ଅନ୍ୟ ଜଣେ ବ୍ଯକ୍ତିକୁ ଅପହରଣ କରି ବିକ୍ରଯ କରେ କିମ୍ବା ଦାସ ଭାବରେ ରେଖ, ତବେେ ତାକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
16 E aquele que furtar um homem e o vender, ou se for encontrado em sua mão, certamente será morto.
17 ଯଦି କହେି ତା'ର ପିତାମାତାଙ୍କୁ ଅଭିଶାପ ଦିଏ ତବେେ ତା'ର ମୃତ୍ଯୁଦଣ୍ଡ ହବେ।
17 E aquele que amaldiçoa o seu pai ou a sua mãe, certamente será morto.
18 ଯଦି ଦୁଇ ଲୋକ ମଧିଅରେ ବିବାଦ ଉପୁଜିବାରୁ କହେି ଅନ୍ୟକୁ ପଥର ରେ ଆଘାତ କରେ ବା ହସ୍ତ ରେ ଆଘାତ କରେ ଏବଂ ସେ ଆଘାତପ୍ରାପ୍ତ ଲୋକ ନ ମ ରେ ତବେେ ମାରିଥିବା ଲୋକକୁ ମୃତ୍ଯୁଦଣ୍ଡ ଦିଆୟିବ ନାହିଁ।
18 E se homens lutarem juntos, e um ferir o outro com uma pedra, ou com seu punho, e ele não morrer, mas se mantiver na cama,
19 ଆଘାତପ୍ରାପ୍ତ ଲୋକ ଯଦି ଶୟ୍ଯାଶାଯୀ ହୁଏ ଏବଂ ବିଛଣାରୁ ଉଠିପା ରେ ଏବଂ ସେ ଆଶାବାଡି ଧରି ଚାଲିପା ରେ। ତବେେ ଆଘାତ ଦଇେଥିବା ଲୋକ ତା'ର କ୍ଷତି ଭରଣା କରିବ ଏବଂ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହବୋ ପର୍ୟ୍ଯନ୍ତ ତା'ର ସହାୟତା କରିବ।
19 se novamente levantar-se, e caminhar sobre o seu cajado, então aquele que o feriu será absolvido; somente lhe pagará pela perda do seu tempo e o fará curar totalmente.
20 ବେଳେ ବେଳେ ମୁନିବ ତା'ର ଦାସୀକୁ କିମ୍ବା ଦାସକୁ ମାଡ ମା ରେ, ଯଦି ଆଘାତପ୍ରାପ୍ତ ହାଇେ ଦାସଟି ମରିୟାଏ, ତବେେ ତା'ର ମୁନିବକୁ ମୃତ୍ଯୁଦଣ୍ଡ ଦିଆୟିବା ଉଚିତ୍।
20 E se um homem ferir seu servo, ou sua serva, com um cajado, e ele morrer debaixo da sua mão, ele certamente será punido.
21 ଯଦି ସହେି ଦାସ ମାଡ ହବୋ ଦିନଠାରୁ ଦିନେ ବା ଦୁଇ ଦିନ ବଞ୍ଚେ, ତବେେ ତାକୁ ଆଉ ଦଣ୍ଡ ଦିଆୟିବ ନାହିଁ। କାହିଁକି? କାରଣ, ମୁନିବ ତାକୁ ପଇସା ବିନିମଯ ରେ କ୍ରଯ କରିଥାଏ ଏବଂ ଦାସଟି ତା'ର ସମ୍ପୁର୍ଣ୍ଣ ନିଜର ହାଇେଥାଏ।
21 Todavia, se sobreviver por um dia ou dois, não será punido, porque é seu dinheiro.
22 ଆଉ ପୁରୁଷମାନେ ପରସ୍ପର ବିବାଦ କରୁ କରୁ କୌଣସି ଗର୍ଭବତୀ ସ୍ତ୍ରୀକୁ ପ୍ରହାର କଲେ, ଯବେେ ତା'ର ଗର୍ଭପାତ ହୁଏ ମାତ୍ର ପରେ ତା'ର ଯଦି କ୍ଷତି ନଘଟେ. ତବେେ ସହେି ସ୍ତ୍ରୀର ସ୍ବାମୀ ଯେଉଁରୂପେ ଦାବି କରିବ ସହେି ଅନୁସାରେ ତାକୁ ଅବଶ୍ଯ ଅର୍ଥଦଣ୍ଡ ହବେ। ପୁଣି ସେ ବିଚାରକର୍ତ୍ତାମାନଙ୍କ ନିର୍ଦ୍ଧାରଣ ଅନୁସାରେ ଦବେ।
22 Se homens lutarem e ferirem uma mulher grávida, assim que seu fruto se apartar dela, e não havendo outro dano, certamente será punido, conforme o que impuser o marido da mulher; e ele pagará segundo o que os juízes determinarem.
23 ଯଦି ଜଣେ ବ୍ଯକ୍ତି ଜାରେ ରେ ଆଘାତ ପ୍ରାପ୍ତ ହୁଏ, ତବେେ ଆଘାତକାରୀ ଜୀବନ ବଦଳ ରେ ଜୀବନ ଦବେ।
23 E se houver qualquer dano, então darás vida por vida,
24 ଚକ୍ଷୁ ପରିଶାଧେ ରେ ଚକ୍ଷୁ, ହାତ ପରିଶାଧେ ରେ ହାତ, ପାଦ ପରିଶାଧେ ରେ ପାଦ,
24 olho por olho, dente por dente, mão por mão, pé por pé,
25 ବାହୁ ପରିଶାଧେ ରେ ବାହୁ, କ୍ଷତ ପରିଶାଧେ ରେ କ୍ଷତ, ଦାଗ ପରିଶାଧେ ରେ ଦାଗ ଦଣ୍ଡ ଦିଆୟିବ।
25 queimadura por queimadura, ferida por ferida, golpe por golpe.
26 ଯଦି କହେି ତା'ର ଦାସ କିମ୍ବା ଦାସୀକୁ ଆଘାତ କରିବା ସମୟରେ ତା'ର ଚକ୍ଷୁ ନଷ୍ଟ ହାଇୟୋଏ ତବେେ ତାକୁ ମୁକ୍ତ କରି ଦିଆୟିବ।
26 E se um homem ferir o olho de seu servo, ou o olho de sua serva, e o danificar, deixá-lo-á sair livre por causa do seu olho.
27 ଯଦି କହେି ମୁନିବ ତା'ର ଦାସର ମୁହଁ ରେ ଆଘାତ କରେ ଓ ସେ ଯଦି ତା'ର ଦାନ୍ତ ହରାଏ ତବେେ ତା'ର ଦାନ୍ତ ପାଇଁ ତାକୁ ମୁକ୍ତି କରି ଦିଆୟିବ।
27 E se ele atingir o dente de seu servo, ou o dente de sua serva, deixá-lo-á sair livre por causa do seu dente.
28 ଯଦି କୌଣସି ଲୋକର ବଳଦ କାହାରିକୁ ମାରିଦିଏ, ତବେେ ତା'ର ମୁନିବ ଦୋଷୀ ହବୋନାହିଁ କିନ୍ତୁ ସହେି ବଳଦକୁ ପଥର ଦ୍ବାରା ମରାୟିବ ଓ ତା'ର ମାଂସ ଖିଆୟିବ ନାହିଁ।
28 Se um boi escornear um homem ou uma mulher, de modo que morra, então o boi certamente será apedrejado, e sua carne não se comerá; mas o dono do boi será absolvido.
29 ଯଦି ଆଗରୁ ପ୍ରମାଣ ଥାଏ ଯେ ସହେି ବଳଦ ଆଗରୁ କାହାରିକୁ ମାରିଛି, କିନ୍ତୁ ତା'ର ମୁନିବ ତାକୁ ବନ୍ଧି ରଖିନାହିଁ, ଯଦି ସେ କାହାରିକୁ ହତ୍ଯା କରେ ତବେେ ତା'ର ମୁନିବକୁ ମଧ୍ଯ ହତ୍ଯା କରାୟିବ।
29 Mas se o boi era acostumado em tempos passados a empurrar com o seu chifre, tendo sido testemunhado ao seu dono, e não o guardou, mas ele matou um homem ou uma mulher, o boi será apedrejado, e seu dono também morrerá.
30 ଯଦି ବିଚାରକର୍ତ୍ତଙ୍କ ନିଷ୍ପତ୍ତି ଅନୁସାରେ ସେ ଅର୍ଥ ପୈଠ କରେ ଏବଂ ମୃତ ଲୋକର କହେି ଆତ୍ମୀଯ ସହେି ଅର୍ଥକୁ ଗ୍ରହଣ କରେ ତବେେ ଆଉ ତାକୁ ମୃତ୍ଯୁ ଦଣ୍ଡ ଦିଆୟିବ ନାହିଁ।
30 Se lhe for posto uma quantia de dinheiro, então ele dará pelo resgate de sua vida o que lhe for posto.
31 ଏହି ନିଯମ ମଧ୍ଯ ବଳଦ ମାରି ଦଇେଥିବା ପୁତ୍ର, କନ୍ଯା ଏବଂ ଲୋକଙ୍କ କ୍ଷେତ୍ର ରେ ପ୍ରପୁଜ୍ଯ ହବେ।
31 Se ele escorneou um filho, ou escorneou uma filha, de acordo com este juízo lhe será feito.
32 କିନ୍ତୁ ଯଦି ବଳଦ ଯବେେ କାହାର ଦାସ କି ଦାସୀକୁ ଆଘାତ କରେ, ତବେେ ସେ ତା'ର ପ୍ରଭୁକୁ ତିରିଶ ସକେଲେ ରୂପା ଦବେ। ଆଉ ବଳଦକୁ ପ୍ରସ୍ତର ଦ୍ବାରା ହତ୍ଯା କରାୟିବ।
32 Se o boi escornear um servo ou uma serva, dará ao seu senhor trinta shekels de prata, e o boi será apedrejado.
33 ଯଦି ଜଣେ ବ୍ଯକ୍ତି ଖାେଳିଥିବା କୂଅ ବା ଗାତ ଖାେଲା ରଖିଥାଏ ଏବଂ ଯଦି ତା ଭିତ ରେ ଏକ ବଳଦ କିମ୍ବା ଏକ ଗଧ ପଡିୟାଏ ତବେେ ଯେଉଁ ଲୋକ ତାକୁ ଖୋଳିଥିବ ସେ ଦୋଷୀ ଭାବେ ଗଣାୟିବ।
33 E se um homem abrir um buraco, ou se um homem cavar um buraco, e não o cobrir, e nele cair um boi ou um jumento,
34 ସହେି ଲୋକ ଜଣକ ସହେି ପଶୁ ପାଇଁ ଅର୍ଥ ଦବୋକୁ ପଡିବ। ଯଦି ସେ ଅର୍ଥ ପୈଠ କରେ, ସହେି ପଶୁ ପାଇଁ, ତବେେ ସେ ତା'ର ମୃତ ଦହକେୁ ରଖିବା ପାଇଁ ଅନୁମତି ଦବେ।
34 o dono do buraco pagará por ele, e dará dinheiro ao dono deles. E o animal morto será seu.
35 ଯଦି କୌଣସି ଲୋକର ବଳଦ କାହାରି ବଳଦକୁ ହତ୍ଯା କରେ, ତବେେ ସମାନେେ ସହେି ଜୀବିତ ଗୋରୁକୁ ବିକ୍ରଯ କରି ଦୁଇଭାଗ କରିବେ ଏବଂ ମୃତ ଗୋରୁକୁ ମଧ୍ଯ ଦୁଇଭାଗ କରି ନବେେ।
35 E se o boi de um homem ferir o de outro, e ele morrer, então venderão o boi vivo e dividirão o seu dinheiro, e também dividirão o boi morto.
36 ମାତ୍ର ତା'ର ଗୋରୁ ପୂର୍ବରୁ ବିନ୍ଧୁଥିବା ଜାଣି ଯଦି ତା'ର ମୁନିବ ତାକୁ ବନ୍ଧି ନରେଖ, ତବେେ ସେ ଗୋରୁ ପରିଶାଧେ ରେ ଗୋରୁ ନବେ ମାତ୍ର ମୃତ ଗୋରୁ ତା'ର ନିଜର ହବେ।
36 Ou se for conhecido que o boi escorneava no passado, e seu dono não o guardou, certamente pagará boi por boi, e o morto será seu.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 21, comparar traduções ou montar um estudo — tudo direto pelo WhatsApp.