Êxodo 1
Oriya Bible (GL_ORIYA) vs ARA
1 ଯାକୁବ ତାଙ୍କର ପୁତ୍ରମାନଙ୍କ ସହିତ ମିଶରକୁ ୟାତ୍ରା କଲେ। ପ୍ରେତ୍ୟକକ ପୁତ୍ର ସମାନଙ୍କେର ପରିବାର ସହିତ ଗଲେ। ଇଶ୍ରାୟେଲଙ୍କର ପୁତ୍ରମାନେ ହେଲ:
1 São estes os nomes dos filhos de Israel que entraram com Jacó no Egito; cada um entrou com sua família:
2 ରୂବନ୍େ, ଶିମିଯୋନ, ଲବେୀ, ୟିଦୁଦା,
2 Rúben, Simeão, Levi e Judá,
3 ଇଷାଖର, ସବୂଲୂନ୍, ବିନ୍ଯାମୀନ,
3 Issacar, Zebulom e Benjamim,
4 ଦାନ, ନପ୍ତାଲି, ଗାଦ୍ ଓ ଆଶରେ।
4 Dã, Naftali, Gade e Aser.
5 ମାଟେ ରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷଫଙ୍କେ ଆଗରୁ ମିଶରର ଥିଲେ।
5 Todas as pessoas, pois, que descenderam de Jacó foram setenta; José, porém, estava no Egito.
6 ପରେ ଯୋଷଫେ ତାଙ୍କର ଭାଇମାନେ ଓ ତ୍ତକାଳୀନ ସମସ୍ତ ଲୋକ ମଲେ।
6 Faleceu José, e todos os seus irmãos, e toda aquela geração.
7 କିନ୍ତୁ ଇଶ୍ରାୟେଲର ବଂଶଧର ବଢିଲେ। ସମାନଙ୍କେ ସଂଖ୍ଯା ବଢିବଢି ଚାଲିଲା। ଇଶ୍ରାୟେଲର ଲୋକମାନେ ଅତ୍ଯଧିକ ଶକ୍ତିଶାଳୀ ହବୋକୁ ଲାଗିଲେ ଏବଂ ମିଶର ଦେଶ ଇଶ୍ରାୟେଲୀୟଙ୍କ ଦ୍ବାରା ପରିପୂର୍ଣ୍ଣ ହେଲା।
7 Mas os filhos de Israel foram fecundos, e aumentaram muito, e se multiplicaram, e grandemente se fortaleceram, de maneira que a terra se encheu deles.
8 ଏହାପରେ ଜଣେ ନୂତନ ରାଜା ମିଶର ରେ ରାଜୁତି କଲେ। ସହେି ରାଜା ଜାଣଙ୍କ ଯୋଷଫଙ୍କେୁ ଜାଣି ନଥିଲେ।
8 Entrementes, se levantou novo rei sobre o Egito, que não conhecera a José.
9 ସହେି ରାଜା ତାଙ୍କର ଲୋକମାନଙ୍କୁ କହିଲେ, ଇଶ୍ରାୟେଲ ଲୋକମାନଙ୍କୁ ଦେଖ। ସମାନଙ୍କେର ସଂଖ୍ଯା ଆମ୍ଭମାନଙ୍କ ଅପେକ୍ଷା ଅଧିକ! ସମାନେେ ଆମ୍ଭଠାରୁ ଅଧିକ ଶକ୍ତିଶାଳୀ!
9 Ele disse ao seu povo: Eis que o povo dos filhos de Israel é mais numeroso e mais forte do que nós.
10 ସମାନେେ ଯେପରି ବର୍ଦ୍ଧିତ ନହୁଅନ୍ତି ସେଥିପାଇଁ ଆମ୍ଭକୁ ଯୋଜନା କରିବାକୁ ପଡିବ। ଯଦି ୟୁଦ୍ଧ ହୁଏ, ଇଶ୍ରାୟେଲୀମାନେ ଆମ୍ଭର ଶତୃ ପକ୍ଷ ରେ ଯୋଗଦଇେ ପାରନ୍ତି। ତା'ପରେ ସମାନେେ ଆମ୍ଭକୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରିପାରନ୍ତି।
10 Eia, usemos de astúcia para com ele, para que não se multiplique, e seja o caso que, vindo guerra, ele se ajunte com os nossos inimigos, peleje contra nós e saia da terra.
11 ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।
11 E os egípcios puseram sobre eles feitores de obras, para os afligirem com suas cargas. E os israelitas edificaram a Faraó as cidades-celeiros, Pitom e Ramessés.
12 ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସମାନଙ୍କେୁ ଯେତେ ଅଧିକ ପରଶ୍ରମ କରାଇଲେ, ସମାନଙ୍କେର ସଂଖ୍ଯା ସହେିପରି ଅଧିକ ବ୍ଯାପିଲା। ଏହା ମିଶରୀଯ ଲୋକମାନଙ୍କର ଭୟର କାରଣ ହେଲା।
12 Mas, quanto mais os afligiam, tanto mais se multiplicavam e tanto mais se espalhavam; de maneira que se inquietavam por causa dos filhos de Israel;
13 ତେଣୁ ମିଶରୀଯମାନେ ତହିଁରୁ ତାଙ୍କୁ ଅଧିକ ପରିଶ୍ରମ କରାଇଲେ।
13 então, os egípcios, com tirania, faziam servir os filhos de Israel
14 ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସମାନେେ ସମାନଙ୍କେୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବଧ୍ଯ କଲେ। ସମାନଙ୍କେୁ ମଧ୍ଯ ବିଲ ରେ କଠିନ ପରିଶ୍ରମ କରାଇଲେ। ସମାନେେ ପ୍ରେତ୍ୟକକ କ୍ଷେତ୍ର ରେ ସମାନଙ୍କେୁ ଅଧିକ ପରିଶ୍ରମ କରିବାକୁ ବାଧ୍ଯ କଲେ।
14 e lhes fizeram amargar a vida com dura servidão, em barro, e em tijolos, e com todo o trabalho no campo; com todo o serviço em que na tirania os serviam.
15 ସଠାେରେ ଦୁଇ ଜଣ ଏବ୍ରୀଯ ଧାତ୍ରୀ ଥିଲେ, ଯେଉଁମାନେ କି ହିବ୍ରୁର ସ୍ତ୍ରୀଲୋକମାନଙ୍କୁ ଶ୍ରୀଫ୍ରା ଓ ପୂଯା ନାମକ ପିଲା ଜନ୍ମ କରିବା ରେ ସାହାୟ୍ଯ କଲେ। ମିଶରର ରାଜା ଧାତ୍ରୀମାନଙ୍କୁ କହିଲେ,
15 O rei do Egito ordenou às parteiras hebreias, das quais uma se chamava Sifrá, e outra, Puá,
16 ରାଜା କହିଲେ, ଯେଉଁ ସମୟରେ ତୁମ୍ଭମାନେେ ଏବ୍ରୀଯା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ୟ୍ଯ କରିବ ଓ ସମାନଙ୍କେର ପିଲା ଜନ୍ମ କରିବା ରେ ସାହାୟ୍ଯ କରିବ, ପୁତ୍ର ସନ୍ତାନ ଥିଲେ ସମାନଙ୍କେୁ ମାରିଦବେ ଓ କନ୍ଯା ସନ୍ତାନ ହେଲେ ସମାନଙ୍କେୁ ଜୀବିତ ରଖିବ।
16 dizendo: Quando servirdes de parteira às hebreias, examinai: se for filho, matai-o; mas, se for filha, que viva.
17 ମାତ୍ର ସହେି ଧାତ୍ରୀମାନେ ପରମେଶ୍ବରଙ୍କୁ ବିଶ୍ବାସ କରୁଥିବାରୁ, ରାଜାଙ୍କ ଆଜ୍ଞା ମାନି ନଥିଲେ. ସମାନେେ ପୁତ୍ର ସନ୍ତାନକୁ ଜୀବିତ ରଖିଲେ।
17 As parteiras, porém, temeram a Deus e não fizeram como lhes ordenara o rei do Egito; antes, deixaram viver os meninos.
18 ମିଶର ରେ ରାଜା ସହେି ଧାତ୍ରୀମାନଙ୍କୁ ଡ଼କାଇ ପଠାଇ ସମାନଙ୍କେୁ କହିଲେ, ତୁମ୍ଭମାନେେ ଏପରି କାହିଁକି କଲ? ତୁମ୍ଭମାନେେ କିପରି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲ।
18 Então, o rei do Egito chamou as parteiras e lhes disse: Por que fizestes isso e deixastes viver os meninos?
19 ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରୀଯା ସ୍ତ୍ରୀଗଣ ମିଶରୀଯ ସ୍ତ୍ରୀଙ୍କଠାରୁ ଚଞ୍ଚଳା। ସମାନଙ୍କେ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସମାନେେ ପ୍ରସବ କରି ସାରିଥାଆନ୍ତି।
19 Responderam as parteiras a Faraó: É que as mulheres hebreias não são como as egípcias; são vigorosas e, antes que lhes chegue a parteira, já deram à luz os seus filhos.
20 ପରମେଶ୍ବର ସହେି ଧାତ୍ରୀମାନଙ୍କର ମଙ୍ଗଳ କଲେ ଏବଂ ସମାନଙ୍କେର ପରିବାରଗୁଡ଼ିକୁ ବଢ଼ାଇଲେ।
20 E Deus fez bem às parteiras; e o povo aumentou e se tornou muito forte.
21 କାରଣ ସମାନେେ ପରମେଶ୍ବରଙ୍କୁ ଡ଼ରୁ ଥିଲେ। ଇଶ୍ରାୟେଲୀୟମାନଙ୍କ ସଂଖ୍ଯା ବଢ଼ିଲା ଏବଂ ବହୁତ ଶକ୍ତିଶାଳୀ ହେଲା।
21 E, porque as parteiras temeram a Deus, ele lhes constituiu família.
22 ତେଣୁ ଫାରୋ ତାଙ୍କର ସମସ୍ତ ଲୋକମାନଙ୍କୁ ଆଜ୍ଞା ଦେଲେ, ଇଶ୍ରାୟେଲର ସମସ୍ତ ନବଜାତ ବାଳକମାନଙ୍କୁ ନୀଳ ନଦୀ ରେ ଫୋପାଡ଼ି ଦିଅ। କିନ୍ତୁ ତୁମ୍ଭେ କନ୍ଯା ସନ୍ତାନଗଣଙ୍କୁ ଜିବୀତ ରଖିପାର।
22 Então, ordenou Faraó a todo o seu povo, dizendo: A todos os filhos que nascerem aos hebreus lançareis no Nilo, mas a todas as filhas deixareis viver.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 1, comparar traduções ou montar um estudo — tudo direto pelo WhatsApp.