Êxodo 13

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,
1 Disse o Senhor a Moisés:
2 ଇଶ୍ରାୟେଲ ସନ୍ତାନମାନଙ୍କ ମଧିଅରେ ମନୁଷ୍ଯ ହେଉ କି ପଶୁ ହେଉ, ଯେ କହେି ପ୍ରଥମେ ଜାତ ହବେ, ସହେି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ଯ ରେ ପ୍ରଦାନ କର, ତାହା ଆମ୍ଭର।
2 Consagra-me todo primogênito; todo que abre a madre de sua mãe entre os filhos de Israel, tanto de homens como de animais, é meu.
3 ମାଶାେ ଲୋକମାନଙ୍କୁ କହିଲେ, ଏହି ଦିବସକୁ ମନେ ରଖ, ତୁମ୍ଭମାନେେ ମିଶର ରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଭକ୍ଷଣ କରିବ।
3 Disse Moisés ao povo: Lembrai-vos deste mesmo dia, em que saístes do Egito, da casa da servidão; pois com mão forte o Senhor vos tirou de lá; portanto, não comereis pão levedado.
4 ଆଜି ଆବୀବ୍ ମାସ ରେ ଏହି ଦିନ ରେ ବାହାର ହେଲେ।
4 Hoje, mês de abibe, estais saindo.
5 ଆଉ ଯେତବେେଳେ କିଣାନୀଯ, ହିତ୍ତୀଯ, ଇ ମାରେୀଯ, ହିଦ୍ଦୀଯ ଓ ୟିବୂଷୀଯ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦବୋକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖ ରେ ପ୍ରତିଜ୍ଞା କରିଥିଲେ, ସହେି ଦେଶକୁ ସେ ତୁମ୍ଭମାନଙ୍କୁ ଦବେେ।
5 Quando o Senhor te houver introduzido na terra dos cananeus, e dos heteus, e dos amorreus, e dos heveus, e dos jebuseus, a qual jurou a teus pais te dar, terra que mana leite e mel, guardarás este rito neste mês.
6 ସାତଦିନ ୟାଏ ତାଡୀଶୂନ୍ଯ ରୋଟୀ ଖାଇବ। ଏବଂ ସପ୍ତମଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ତାଙ୍କର ସମ୍ମାନାର୍ଥେ ଏକ ବଡ ଭୋଜିର ଆଯୋଜନ କରିବ।
6 Sete dias comerás pães asmos; e, ao sétimo dia, haverá solenidade ao Senhor .
7 ତେଣୁ ସାତଦିନ ପାଇଁ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶ ରେ କୌଣସିଠା ରେ ତାଡୀ ମିଶ୍ରୀତ ରୋଟୀ ଯେପରି କହେି ନଖାନ୍ତି।
7 Sete dias se comerão pães asmos, e o levedado não se encontrará contigo, nem ainda fermento será encontrado em todo o teu território.
8 ସହେିଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚଯ କହିବ, 'ଆମ୍ଭେ ଏହି ଭୋଜିର ଆଯୋଜନ କରିଛୁ ଯେ ହତେୁ ସଦାପ୍ରଭଛୁ ଆମ୍ଭକୁ ମିଶରରୁ ଏହିଦିନ ମୁକ୍ତ କରିଥିଲେ।'
8 Naquele mesmo dia, contarás a teu filho, dizendo: É isto pelo que o Senhor me fez, quando saí do Egito.
9 ଏହି ପବିତ୍ର ଦିନଟିକୁ ତୁମ୍ଭମାନେେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ଯବସ୍ଥା ଯେପରି ତୁମ୍ଭ ମୁଖ ରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ବରୂପ ତୁମ୍ଭ ହସ୍ତ ରେ ଓ ସ୍ମରଣର ଉପାଯ ସ୍ବରୂପ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ବାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି।
9 E será como sinal na tua mão e por memorial entre teus olhos; para que a lei do Senhor esteja na tua boca; pois com mão forte o Senhor te tirou do Egito.
10 ତେଣୁ ଏହି ସ୍ମରଣୀଯ ଦିବସଟିକୁ ବିଧି ଅନୁସାରେ ପାଳନ କରିବ।
10 Portanto, guardarás esta ordenança no determinado tempo, de ano em ano.
11 ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ସହେି ଦେଶକୁ ନଇେଯିବେ, ଯେ ହତେୁ ସେ ପ୍ରତିଜ୍ଞା କରିଛନ୍ତି। ବର୍ତ୍ତମାନ ସଠାେରେ କିଣାନୀଯମାନେ ବାସ କରୁଛନ୍ତି। କିନ୍ତୁ ପରମେଶ୍ବର ତୁମ୍ଭମାନଙ୍କର ପୂର୍ବପୁରୁଷଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ସେ ତୁମ୍ଭମାନଙ୍କୁ ସହେି ଦେଶ ଦବେେ।
11 Quando o Senhor te houver introduzido na terra dos cananeus, como te jurou a ti e a teus pais, quando ta houver dado,
12 ତୁମ୍ଭେ ନିଶ୍ଚଯ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭମାନେେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦବୋ ଉଚିତ୍।
12 apartarás para o Senhor todo que abrir a madre e todo primogênito dos animais que tiveres; os machos serão do Senhor .
13 ତୁମ୍ଭେ ମଷେଶାବକ ଦଇେ ପ୍ରେତ୍ୟକକ ପ୍ରଥମଜାତ ଗଧକୁ ମୁକ୍ତ କରିପାରିବ। ଯଦି ତୁମ୍ଭେ ମୁକ୍ତ ନ କର, ତବେେ ତୁମ୍ଭେ ତା'ର ବକେକୁ ଭାଙ୍ଗି ଦବୋ ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳିଦାନ ହବେ। କିନ୍ତୁ ତୁମ୍ଭକୁ ତୁମ୍ଭର ପ୍ରଥମ ସନ୍ତାନ ପୁତ୍ରମାନଙ୍କୁ ମୁକ୍ତ କରିବାକୁ ହବେ।
13 Porém todo primogênito da jumenta resgatarás com cordeiro; se o não resgatares, será desnucado; mas todo primogênito do homem entre teus filhos resgatarás.
14 ଭବିଷ୍ଯତ ରେ ତୁମ୍ଭମାନଙ୍କର ସନ୍ତାନମାନେ ପଚାରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସମାନେେ ପଚାରିବେ, 'ଏସବୁର ଅର୍ଥ କ'ଣ? ଏବଂ ତୁମ୍ଭର ଉତ୍ତର ହବେ, 'ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳ ରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭମାନେେ ସଠାେରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସଠାରୁେ ବାହାର କରି ଏଠାକୁ ନଇେ ଆସିଛନ୍ତି।
14 Quando teu filho amanhã te perguntar: Que é isso? Responder-lhe-ás: O Senhor com mão forte nos tirou da casa da servidão.
15 ମିଶର ରେ, ଫାରୋ ଥିଲେ ଅତି କଠାେର ମନା। ସେ ଆମ୍ଭକୁ ୟିବାକୁ ଦେଉନଥିଲେ, ତେଣୁ ସଠାେରେ ସଦାପ୍ରଭୁ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ, ପ୍ରଥମଜାତ ପଶୁମାନଙ୍କୁ ହତ୍ଯା କରିଥିଲେ। ସହେି କାରଣରୁ ଆମ୍ଭମାନେେ ପଶୁମାନଙ୍କର ପ୍ରଥମଜାତ ଅଣ୍ଡିରା ପଶୁ ଉତ୍ସର୍ଗ କରୁ କିନ୍ତୁ ଆମ୍ଭମାନଙ୍କ ପ୍ରଥମଜାତ ପୁତ୍ରମାନଙ୍କୁ ତାଙ୍କ ନିକଟରୁ କିଣି ଫରୋଇ ଆଣୁ।'
15 Pois sucedeu que, endurecendo-se Faraó para não nos deixar sair, o Senhor matou todos os primogênitos na terra do Egito, desde o primogênito do homem até ao primogênito dos animais; por isso, eu sacrifico ao Senhor todos os machos que abrem a madre; porém a todo primogênito de meus filhos eu resgato.
16 ଏହା ଚିହ୍ନ ସ୍ବରୂପେ ତୁମ୍ଭ ହସ୍ତ ରେ ଓ ଭୂଷଣ ସ୍ବରୂପେ ତୁମ୍ଭ ଚକ୍ଷୁ ଦ୍ବଯର ମଧ୍ଯସ୍ଥାନ ରେ ରହିବ। ଯେ ହତେୁ ସଦାପ୍ରଭୁ ବାହୁବଳ ରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।
16 E isto será como sinal na tua mão e por frontais entre os teus olhos; porque o Senhor com mão forte nos tirou do Egito.
17 ଏବଂ ତା'ପରେ ଯେତବେେଳେ ଫାରୋ ମାରେ ଲୋକମାନଙ୍କୁ ମିଶର ଛାଡିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ୟିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, ଯଦି ଲୋକମାନେ ଏ ବାଟରେ ୟାଆନ୍ତି। ସମାନଙ୍କେୁ ହୁଏତ ୟୁଦ୍ଧ କରିବାକୁ ପଡିପା ରେ। ତବେେ ହୁଏତ ସମାନେେ ତାଙ୍କର ମତ ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫରେିୟାଇ ପାରନ୍ତି।
17 Tendo Faraó deixado ir o povo, Deus não o levou pelo caminho da terra dos filisteus, posto que mais perto, pois disse: Para que, porventura, o povo não se arrependa, vendo a guerra, e torne ao Egito.
18 ତେଣୁ ସଦାପ୍ରଭୁ ସମାନଙ୍କେୁ ଅନ୍ୟ ଏକ ପଥରେ ଆଗଇେ ନେଲେ। ସେ ସମାନଙ୍କେୁ ସୂପ ସମୁଦ୍ର ପ୍ରାନ୍ତର ମଧ୍ଯ ଦଇେ ଆଣିଲେ। ସମାନେେ ମିଶର ଛାଡିବା ସମୟରେ ଇଶ୍ରାୟେଲୀୟମାନେ ୟୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।
18 Porém Deus fez o povo rodear pelo caminho do deserto perto do mar Vermelho; e, arregimentados, subiram os filhos de Israel do Egito.
19 ମାଶାେ ଯୋଷଫଙ୍କେର ଅସ୍ତି ସାଙ୍ଗ ରେ ନଇେ ଆସିଲେ। ଯୋଷଫଙ୍କେ ମୃତ୍ଯୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷଫେ କହିଥିଲେ, ଯେତବେେଳେ ପରମେଶ୍ବର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନରେଖ ତୁମ୍ଭମାନେେ ମାରେ ଅସ୍ତି ତୁମ୍ଭମାନଙ୍କ ସହିତ ମିଶରରୁ ନଇୟିବେ।
19 Também levou Moisés consigo os ossos de José, pois havia este feito os filhos de Israel jurarem solenemente, dizendo: Certamente, Deus vos visitará; daqui, pois, levai convosco os meus ossos.
20 ଇଶ୍ରାୟେଲର ଲୋକମାନେ ସୁକ୍କୋତଠାରୁ ଛାଡ଼ି ଏଥମ ରେ ଛାଉଣୀ ସ୍ଥାପନ କଲେ। ଏଥମ ମରୁଭୂମି ନିକଟବର୍ତ୍ତୀ ଥିଲା।
20 Tendo, pois, partido de Sucote, acamparam-se em Etã, à entrada do deserto.
21 ସଦାପ୍ରଭୁ ସମାନଙ୍କେୁ ଆଗକୁ ପଥ କଢାଇ ନେଲେ, ଦିନ ବେଳେ ସଦାପ୍ରଭୁ ସମାନଙ୍କେୁ ମେଘସ୍ତମ୍ଭ ଦ୍ବାରା ରାସ୍ତା ଦଖାଇେଲେ ଏବଂ ରାତି ରେ ସେ ସମାନଙ୍କେୁ ଅଗ୍ନିସ୍ତମ୍ଭ ସାହାୟ୍ଯ ରେ ଆଗଇେ ନେଲେ।
21 O Senhor ia adiante deles, durante o dia, numa coluna de nuvem, para os guiar pelo caminho; durante a noite, numa coluna de fogo, para os alumiar, a fim de que caminhassem de dia e de noite.
22 ଦିନ ସମୟରେ ସମାନଙ୍କେୁ ଘନ ବାଦଲ ଏ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସମାନଙ୍କେ ସହିତ ସର୍ବଦା ରଖିଲେ।
22 Nunca se apartou do povo a coluna de nuvem durante o dia, nem a coluna de fogo durante a noite.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 13, comparar traduções ou montar um estudo — tudo direto pelo WhatsApp.