Êxodo 12
Oriya Bible (GL_ORIYA) vs NVI
1 ଯେଉଁ ସମୟରେ ମାଶାେ ଏବଂ ହାରୋଣ ମିଶର ରେ ଥିଲେ, ସଦାପ୍ରଭୁ ସମାନଙ୍କେୁ କହିଲେ,
1 O Senhor disse a Moisés e a Arão, no Egito:
2 ଏହି ମାସ ତୁମ୍ଭମାନଙ୍କ ପାଇଁ ବର୍ଷର ପ୍ରଥମ ମାସ ହବେ ଏବଂ ଏହା ତୁମ୍ଭମାନଙ୍କ ପାଇଁ ପ୍ରଧାନ ମାସ ହବେ।
2 "Este deverá ser o primeiro mês do ano para vocês.
3 ଏହି ଆଜ୍ଞା ସମଗ୍ର ଇଶ୍ରାୟେଲୀମାନଙ୍କ ପାଇଁ ଥିଲା। ଏହି ମାସର ଦଶମ ଦିନଟି ରେ ପ୍ରେତ୍ୟକକ ଲୋକ ଗୋଟିଏ ମଷେ ଶାବକ ଆପଣା ପରିବାରମାନଙ୍କ ପାଇଁ ନବେ।
3 Digam a toda a comunidade de Israel que no décimo dia deste mês todo homem deverá separar um cordeiro ou um cabrito, para a sua família, um para cada casa.
4 ଯଦି, ତୁମ୍ଭେ ପରିବାର ରେ ୟଥେଷ୍ଟ ଲୋକ ନଥାନ୍ତି ତାକୁ ଖାଇବାକୁ, ତବେେ ସେ ତା'ର ପଡ଼ୋଶୀଙ୍କୁ ନିମନ୍ତ୍ରଣ କରି ଆଣିବ। ସମସ୍ତଙ୍କ ପାଇଁ ଯେପରି ଉପୟୁକ୍ତ ପରିମାଣ ରେ ଖାଦ୍ୟ ହବେ।
4 Se uma família for pequena demais para um animal inteiro, deve dividi-lo com seu vizinho mais próximo, conforme o número de pessoas e conforme o que cada um puder comer.
5 ଯେଉଁ ମଷେ ଶାବକଟିକୁ ନବେ ତାହା ସଂପୂର୍ଣ୍ଣ ସ୍ବାସ୍ଥ୍ଯବାନ ଓ ଏହା ଏକ ବର୍ଷର ପୁରୁଷ ମଷେ ହବୋ ଆବଶ୍ଯକ। ଏହି ପଶୁଟି ଏକ ୟିବା ମଷେ କିମ୍ବା ଏକ ଛଳେି ଶାବକ ହବୋ ଦରକାର।
5 O animal escolhido será macho de um ano, sem defeito, e pode ser cordeiro ou cabrito.
6 ତୁମ୍ଭମାନଙ୍କୁ ସହେି ମଷେ ଶାବକକୁ ମାସର ଚତୁର୍ଦ୍ଦଶ ଦିନୟାଏଁ ନଜର ରେ ରଖିବାକୁ ହବେ। ସହେିଦିନ ଇଶ୍ରାୟେଲର ସମସ୍ତ ଲୋକମାନେ ସୂର୍ୟ୍ଯାସ୍ତ ପରେ ସନ୍ଧ୍ଯା ପୂର୍ବରୁ ଏମାନଙ୍କୁ ହତ୍ଯା କରିବେ।
6 Guardem-no até o décimo quarto dia do mês, quando toda a comunidade de Israel irá sacrificá-lo, ao pôr-do-sol.
7 ତୁମ୍ଭମାନେେ ସହେି ପଶୁର ରକ୍ତ ନଇେ ତୁମ୍ଭେ ଯେଉଁ ଘ ରେ ମଷେ ଖାଉଥିବ, ସହେି ଫାଟକର ଦ୍ବାରବନ୍ଧର ଉପର ଓ ବାଜୁବନ୍ଧ ପାଖ ରେ ସହେି ରକ୍ତ ଲଗାଇବ।
7 Passem, então, um pouco do sangue nas laterais e nas vigas superiores das portas das casas nas quais vocês comerão o animal.
8 ସହେି ରାତ୍ରି ରେ, ତୁମ୍ଭେ ତା'ର ମାଂସକୁ ଅଗ୍ନି ରେ ଦଗ୍ଧ କରି ତାଡି ଶୂନ୍ଯ ରୋଟୀ ଓ ତିକ୍ତ ଶାକ ସହିତ ତାହା ଭୋଜନ କରିବ।
8 Naquela mesma noite comerão a carne assada no fogo, juntamente com ervas amargas e pão sem fermento.
9 ତୁମ୍ଭେ ସହେି ମାଂସକୁ କଞ୍ଚା ଖାଇବା ନାହିଁକିମ୍ବା ପାଣି ରେ ସିଝାଇବ ନାହିଁ। ତୁମ୍ଭେ ସହେି ମଷେ ଶାବକକୁ ନିଆଁ ରେ ପୁରାପୁରି ପୋଡି଼ବା ଉଚିତ୍। ମଷେର ମୁଣ୍ତ, ଗୋଡ ଏବଂ ଭିତ ରେ ସମସ୍ତ ଅଂଶ ରହିବା ଉଚିତ୍।
9 Não comam a carne crua, nem cozida em água, mas assada no fogo: cabeça, pernas e vísceras.
10 ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସହେିଦିନ ରାତ୍ରି ରେ ଖାଇ ଶଷେ କରିବ। ଯଦି କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ବଞ୍ଚିୟାଏ, ତବେେ ତାହାକୁ ନଖାଇ ଅଗ୍ନି ରେ ଦଗ୍ଧ କରିବ।
10 Não deixem sobrar nada até pela manhã; caso isso aconteça, queimem o que restar.
11 ତୁମ୍ଭମାନେେ ଯେତବେେଳେ ଏହି ମାଂସ ଭୋଜନ କରିବ, ସେତବେେଳେ ତୁମ୍ଭମାନେେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭମାନେେ ଭ୍ରମଣ ପାଇଁ ୟିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ୟୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତ ରେ ତୁମ୍ଭର ଆଶାବାଡି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାହିଁକି? କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।
11 Ao comerem, estejam prontos para sair: cinto no lugar, sandálias nos pés e cajado na mão. Comam apressadamente. Esta é a Páscoa do Senhor.
12 ଆଜି ରାତ୍ରି ରେ ମୁଁ ମିଶର ଦେଶ ମଧ୍ଯ ଦଇେ ୟିବି ଓ ସମାନଙ୍କେର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କରିବି। ଏହି ପ୍ରକାର ରେ ମିଶରର ସମସ୍ତ ଦବେତାମାନଙ୍କର ବିଚାର କରିବି। ମୁଁ ତାଙ୍କୁ ଦଖାଇବେି ଯେ, ମୁଁ ହେଉଛି ସଦାପ୍ରଭୁ।
12 "Naquela mesma noite passarei pelo Egito e matarei todos os primogênitos, tanto dos homens como dos animais, e executarei juízo sobre todos os deuses do Egito. Eu sou o Senhor!
13 ମନରେଖ ସହେି ରକ୍ତ ତୁମ୍ଭ ଘରମାନଙ୍କର ଚିହ୍ନ ସ୍ବରୂପ ହବେ। ମୁଁ ଯେତବେେଳେ ସହେି ରକ୍ତ ଦେଖିବି ସହେି ଘରକୁ ଛାଡି ଆଗୁ ଆଗଇବେି। ସଂହାର କାର୍ୟ୍ଯ କବଳେ ମିଶର ଉପରେ ହବେତୁମ୍ଭମାନଙ୍କର କିଛି ହବେ ନାହିଁ।
13 O sangue será um sinal para indicar as casas em que vocês estiverem; quando eu vir o sangue, passarei adiante. A praga de destruição não os atingirá quando eu ferir o Egito.
14 ତେଣୁ ତୁମ୍ଭମାନେେ ଭଲଭାବେ ମନରେଖ ଯେ, ଆଜି ରାତ୍ରିଟି ତୁମ୍ଭମାନଙ୍କ ପାଇଁ ସ୍ମରଣୀଯ ଦିନ ହବେ। ତୁମ୍ଭମାନେେ ଏହି ଦିନକୁ ସଦାପ୍ରଭୁଙ୍କର ପର୍ବରୂପେ ପଚାଳନ କରିବ। ତୁମ୍ଭର ଭବିଷ୍ଯତ ବଂଶଧରମାନେ ଏହି ପର୍ବ ପ୍ରତିବର୍ଷ ପାଳନ କରିବେ।
14 "Este dia será um memorial que vocês e todos os seus descendentes o comemorarão como festa ao Senhor. Comemorem-no como decreto perpétuo.
15 ଏହି ଉତ୍ସବ ରେ ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ସାତଦିନ ପର୍ୟ୍ଯନ୍ତ ଖାଇବ। ବିଶଷେତଃ ପ୍ରଥମ ଦିନ ରେ ତୁମ୍ଭ ଗୃହରୁ ତାଡି ଦୂର ରେ ରଖିବ। ଏହି ସାତଦିନ ମଧିଅରେ ତୁମ୍ଭମାନେେ କହେି ତାଡି ଖାଇବ ନାହିଁ। ଯଦି କହେି ତାଡି ଭୋଜନ କରେ ତବେେ ସେ ତା'ର ଲୋକମାନଙ୍କ ମଧ୍ଯରୁ ବିଛିନ୍ନ ହବେ।
15 Durante sete dias comam pão sem fermento. No primeiro dia tirem de casa o fermento, porque quem comer qualquer coisa fermentada, do primeiro ao sétimo dia, será eliminado de Israel.
16 ଏହି ପର୍ବର ପ୍ରଥମ ଦିନ ଓ ଶଷେ ଦିନ ତୁମ୍ଭମାନଙ୍କର ପବିତ୍ର ସଭା ହବେ। ତୁମ୍ଭମାନେେ ସହେି ଦିନ କିଛି କରିବା ଉଚିତ ନୁହେଁ। କବଳେ ତୁମ୍ଭମାନେେ ତୁମ୍ଭମାନଙ୍କର ଖାଦ୍ୟ ପ୍ରସ୍ତୁତ କରିବ।
16 Convoquem uma reunião santa no primeiro dia e outra no sétimo. Não façam nenhum trabalho nesses dias, exceto o da preparação da comida para todos. É só o que poderão fazer.
17 ଏହି ପ୍ରକାର ରେ ତୁମ୍ଭମାନେ ତାଡିଶୁନ୍ଯ ରୋଟୀର ପର୍ବ ପ୍ରତିବର୍ଷ ପାଳନ କରିବ। କାରଣ ସହେିଦିନ ରେ ହିଁ ମୁଁ ତୁମ୍ଭମାନଙ୍କୁ ମିଶରରୁ ଦଳବଦ୍ଧ କରି ବାହାର କରି ଆଣିଲି। ଏଣୁ ତୁମ୍ଭମାନଙ୍କର ବଂଶଧର ଅନନ୍ତକାଳୀନ ବ୍ଯବସ୍ଥା ରେ ମାେ ପାଇଁ ଏହି ଦିନ ପାଳନ କରିବ।
17 "Celebrem a festa dos pães sem fermento, porque foi nesse mesmo dia que eu tirei os exércitos de vocês do Egito. Celebrem esse dia como decreto perpétuo por todas as suas gerações.
18 ତୁମ୍ଭମାନେେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ଯା ସମୟରୁ ଏକୋଇଶ ଦିନର ସନ୍ଧ୍ଯା ପର୍ୟ୍ଯନ୍ତ ତାଡୀଶୂନ୍ଯ ରୋଟୀ ଭୋଜନ କରିବ।
18 No primeiro mês comam pão sem fermento, desde o entardecer do décimo quarto dia até o entardecer do vigésimo primeiro.
19 ସପ୍ତା ହେ ପର୍ୟ୍ଯନ୍ତ ତୁମ୍ଭମାନଙ୍କ ଗୃହ ରେ ଲେଶମାତ୍ର ତାଡି ନ ରହୁ କାରଣ ବିଦେଶୀ ଅବା ସ୍ବଦେଶୀ ଯେଉଁ ଜନ ଏଥିମଧିଅରେ ତାଡି ମିଶ୍ରିତ ଦ୍ରବ୍ଯ ଖାଇବ, ସେ ପ୍ରାଣୀ ଇଶ୍ରାୟେଲ ମସ୍ତକରୁ ଉଚ୍ଛିନ୍ନ ହବେ।
19 Durante sete dias vocês não deverão ter fermento em casa. Quem comer qualquer coisa fermentada será eliminado da comunidade de Israel, seja estrangeiro, seja natural da terra.
20 ଏହି ପର୍ବ ରେ, ତୁମ୍ଭମାନେେ ତାଡିଶୂନ୍ଯ ରୋଟୀ ଖାଇବ ନାହିଁ। ତୁମ୍ଭମାନେେ ଯେଉଁ ସ୍ଥାନ ରେ ବାସ କରନା କାହିଁକି ତାଡିଶୂନ୍ଯ ରୋଟୀ ଖାଇବ।
20 Não comam nada fermentado. Onde quer que morarem, comam apenas pão sem fermento".
21 ତେଣୁ ମାଶାେ ଇଶ୍ରାୟେଲର ପ୍ରାଚୀନବର୍ଗଙ୍କୁ ଏକତ୍ର କଲେ। ମାଶାେ ସମାନଙ୍କେୁ କହିଲେ, ତୁମ୍ଭମାନେେ ତୁମ୍ଭର ପରିବାର ପାଇଁ ଏକ ମଷେଶାବକ ଆଣ ଓ ନିସ୍ତାରପର୍ବର ମଷେଶାବକକୁ ବଧ କର।
21 Então Moisés convocou todas as autoridades de Israel e lhes disse: "Escolham um cordeiro ou um cabrito para cada família. Sacrifiquem-no para celebrar a Páscoa!
22 ବିଡାଏ ଏସୋବ୍ ନଇେ ପାତ୍ର ରେ ଥିବା ରକ୍ତ ରେ ବୁଡାଇ ଦ୍ବାରର କପାଳି ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ। ପୁଣି ପ୍ରଭାତ ୟାଏ ତୁମ୍ଭମାନଙ୍କର କହେିଗୃହ ଦ୍ବାର ରେ ବାହାରକୁ ନଯାଉ।
22 Molhem um feixe de hissopo no sangue que estiver na bacia e passem o sangue na viga superior e nas laterais das portas. Nenhum de vocês poderá sair de casa até o amanhecer.
23 ସହେି ସମୟରେ ସଦାପ୍ରଭୁ ମିଶର ମଝି ରେ ଯିବେ ଏବଂ ମିଶରୀଯମାନଙ୍କୁ ହତ୍ଯା କରିବେ। ସଦାପ୍ରଭୁ ଯେଉଁ ଦ୍ବାର ରେ ରକ୍ତ ଚିହ୍ନ ଦେଖିବେ ସହେି ଘରକୁ ଛାଡି ଦବେେ। ସେ ମୃତ୍ଯୁ ଦୂତକୁ ତୁମ୍ଭ ଘ ରେ ପଶି ତୁମ୍ଭକୁ ହତ୍ଯା କରିବାକୁ ଦବେେ ନାହିଁ।
23 Quando o Senhor passar pela terra para matar os egípcios, verá o sangue na viga superior e nas laterais da porta e passará sobre aquela porta; e não permitirá que o destruidor entre na casa de vocês para matá-los.
24 ତୁମ୍ଭମାନଙ୍କୁ ଏହି ଆଜ୍ଞା ମାନିବାକୁ ହବେ। ଏହି ବ୍ଯବସ୍ଥା ତୁମ୍ଭମାନଙ୍କ ପାଇଁ ଓ ତୁମ୍ଭମାନଙ୍କର ଭବିଷ୍ଯତ ବଂଶଧରମାନଙ୍କ ପାଇଁ। ତୁମ୍ଭର ଭବିଷ୍ଯତ ବଂଶଧରମାନେ ସବୁଦିନ ପାଇଁ ପାଳନ କରିବା ଉଚିତ୍।
24 "Obedeçam a estas instruções como decreto perpétuo para vocês e para os seus descendentes.
25 ତୁମ୍ଭମାନଙ୍କର ଏକଥା ଯେପରି ମନେ ରହେ ଏହା ତୁମ୍ଭମାନେେ ସଠାେରେ ମଧ୍ଯ ପାଳନ କରିବ, ସହେି ଭୂମି ସଦାପ୍ରଭୁ ତୁମ୍ଭମାନଙ୍କୁ ଦବେେ, ଯେ ହତେୁ ସେ ପ୍ରତିଜ୍ଞା କରିଥିଲେ।
25 Quando entrarem na terra que o Senhor prometeu lhes dar, celebrem essa cerimônia.
26 ଯେ ତବେଳେ ତୁମ୍ଭର ପିଲାମାନେ ତୁମ୍ଭକୁ ପଚାରିବେ, 'ତୁମ୍ଭମାନେେ କାହିଁକି ଏପରି ପର୍ବ ପାଳନ କରୁଛ?'
26 Quando os seus filhos lhes perguntarem: ‘O que significa esta cerimônia? ’,
27 ତୁମ୍ଭମାନେେ କହିବ, 'ଏହା ହେଉଛି ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ନିସ୍ତାର ପର୍ବୀଯ ବଳିଦାନ। କାରଣ? ଯେ ତବେଳେ ଆମ୍ଭେ ମିଶର ରେ ଥିଲୁ, ସଦାପ୍ରଭୁ ସେତବେେଳେ ଆମ୍ଭମାନଙ୍କୁ ଛାଡ କବଳେ ମିଶରବସୀମାନଙ୍କୁ ଆଘାତ କରିଥିଲେ। ସଦାପ୍ରଭୁ ମିଶରବାସୀମାନଙ୍କୁ ହତ୍ଯା କଲା ବେଳେ ଆମ୍ଭମାନଙ୍କୁ ସୁରକ୍ଷା ହଇେଥିଲେ। ଯେଉଁଥିପାଇଁ ବର୍ତ୍ତମାନ ଲୋକମାନେ ନତମସ୍ତକ ହାଇେ ପ୍ରଣାମ କଲେ।'
27 respondam-lhes: É o sacrifício da Páscoa ao Senhor, que passou sobre as casas dos israelitas no Egito e poupou nossas casas quando matou os egípcios". Então o povo curvou-se em adoração.
28 ଏହି ଆଜ୍ଞା ସଦାପ୍ରଭୁ, ମାଶାେ ଏବଂ ହାରୋଣଙ୍କୁ ଦଇେଥିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।
28 Depois os israelitas se retiraram e fizeram conforme o Senhor tinha ordenado a Moisés e a Arão.
29 ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।
29 Então, à meia-noite, o Senhor matou todos os primogênitos do Egito, desde o filho mais velho do faraó, herdeiro do trono, até o filho mais velho do prisioneiro que estava no calabouço, e também todas as primeiras crias do gado.
30 ସହେି ରାତ୍ର ରେ ମିଶର ପ୍ରେତ୍ୟକକ ଗୃହରୁ ଜଣେ ଜଣେ ମରିଥିଲେ। ଫାରୋ ତାଙ୍କର କର୍ମଚାରୀ ଓ ସେ ଦେଶର ସମସ୍ତ ଲୋକ କ୍ରନ୍ଦନ କରିବାକୁ ଲାଗିଲେ।
30 No meio da noite o faraó, todos os seus conselheiros e todos os egípcios se levantaram. E houve grande pranto no Egito, pois não havia casa que não houvesse um morto.
31 ସହେି ରାତ୍ରି ରେ ରାଜା ଫାରୋ, ମାଶାେ ଓ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ ସମାନଙ୍କେୁ କହିଲେ, ଉଠ ଏବଂ ଆମ୍ଭ ଲୋକମାନଙ୍କ ମଧ୍ଯରୁ ବାହାର। ତୁମ୍ଭମାନଙ୍କର ବାକ୍ଯ ଅନୁସାରେ ସଦାପ୍ରଭୁଙ୍କର ଉପାସନା କରିବା ପାଇଁ ୟାତ୍ରା କର।
31 Naquela mesma noite o faraó mandou chamar Moisés e Arão e lhes disse: "Saiam imediatamente do meio do meu povo, vocês e os israelitas! Vão prestar culto ao Senhor, como vocês pediram.
32 ତୁମ୍ଭେ ତୁମ୍ଭର ମଷେ, ଗାଈ ଗୋରୁ ସମସ୍ତ ନଇେ ୟାଅ ଏବଂ ମାେତେ ଆଶୀର୍ବାଦ କର।
32 Levem os seus rebanhos, como tinham dito, e abençoem a mim também".
33 ମିଶରର ଲୋକମାନେ ସମାନଙ୍କେୁ ଶୀଘ୍ର ଶୀଘ୍ର ବିଦାଯ କଲେ। କାହିଁକି? କାରଣ, ସମାନେେ କହିଲେ, ଯଦି ତୁମ୍ଭମାନେେ ନୟାଅ, ଆମ୍ଭେ ସମସ୍ତେ ମରି ୟିବୁ।
33 Os egípcios pressionavam o povo para que se apressasse em sair do país, dizendo: "Todos nós morreremos! "
34 ଇଶ୍ରାୟେଲର ଲୋକମାନେ ତାଙ୍କ ଅଟା ରେ ତାଡି ମିଶାଇବାକୁ ସମୟ ପାଇ ନଥିଲେ। ସମାନେେ ଅଟା ନଇେ ପଳାଇଲେ। ସମାନେେ ସମାନଙ୍କେର ପାତ୍ରଗୁଡିକ ଲୁଗା ରେ ଘୋଡାଇ ଗୁଡାଇଲେ ଏବଂ ସମାନଙ୍କେର କାନ୍ଧ ରେ ବହିଲେ।
34 Então o povo tomou a massa de pão ainda sem fermento e a carregou nos ombros, nas amassadeiras embrulhadas em suas roupas.
35 ଏହାପରେ ଇଶ୍ରାୟେଲୀୟ ଲୋକମାନେ ମାଶାଙ୍କେର ଆଜ୍ଞାନୁସା ରେ ଗଲେ। ସମାନେେ ତାଙ୍କର ମିଶରୀଯ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସମାନଙ୍କେୁ ରୂପା ଅଳଙ୍କାର, ସ୍ବର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ।
35 Os israelitas obedeceram à ordem de Moisés e pediram aos egípcios objetos de prata e de ouro, bem como roupas.
36 ସଦାପ୍ରଭୁ ମିଶରବାସୀମାନଙ୍କ ହୃଦଯ ରେ ଇଶ୍ରାୟେଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇଶ୍ରାୟେଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକା ରେ ଇଶ୍ରାୟେଲୀୟମାନେ ମିଶରୀଯ ମାନଙ୍କୁ ଲୁଣ୍ଠନ କଲେ।
36 O Senhor concedeu ao povo uma disposição favorável da parte dos egípcios, de modo que lhes davam o que pediam; assim eles despojaram os egípcios.
37 ଇଶ୍ରାୟେଲୀୟ ଲୋକମାନେ ରମିଷେଷ୍ଠାରୁ ସୁକ୍କୋତ୍କୁ ୟାତ୍ରା କଲେ। ସମାନେେ ପିଲାମାନଙ୍କୁ ଛାଡି ମାଟେ ରେ 6,00,000 ଲୋକ ଥିଲେ।
37 Os israelitas foram de Ramessés até Sucote. Havia cerca de seiscentos mil homens a pé, além de mulheres e crianças.
38 ସମାନେେ ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ଓ ମଷେ, ଛଳେି ଓ ଗୋରୁଗାଈ ସହିତ ଅନକେ ପଶୁ ସମାନଙ୍କେ ସହିତ ଥିଲେ।
38 Grande multidão de estrangeiros de todo tipo seguiu com eles, além de grandes rebanhos, tanto de bois como de ovelhas e cabras.
39 ଲୋକମାନେ ସମାନଙ୍କେର ଚକଟା ମଇଦା ରେ ତାଡୀ ମିଶାଇ ପାରିନଥିଲେ। ଏବଂ ସମାନଙ୍କେର ୟାତ୍ରା ପାଇଁ ମଧ୍ଯ ସ୍ବତନ୍ତ୍ର ରୂପେ ଖାଦ୍ୟ ପ୍ରସ୍ତୁତ କରିବାକୁ ସମୟ ପାଇ ନଥିଲେ। ତେଣୁ ସମାନେେ ତାଡୀ ବୀହିନ ରୋଟୀମାନ ପ୍ରସ୍ତୁତ କଲେ।
39 Com a massa que haviam trazido do Egito, fizeram pães sem fermento. A massa não tinha fermentado, pois eles foram expulsos do Egito e não tiveram tempo de preparar comida.
40 ଇସ୍ରାଏଲୀୟ ଲୋକମାନେ ମିଶରରେ 430 ବର୍ଷ ଧରି ବାସ କରୁଥିଲେ।
40 Ora, o período que os israelitas viveram no Egito foi de quatrocentos e trinta anos.
41 430 ବର୍ଷପରେ ସେହି ଦିନରେ ସଦାପ୍ରଭୂଙ୍କ ସୈନ୍ୟ ସମୁହ ମିଶରରୁ ବିଦାୟ ନେଲେ।
41 No dia quando se completaram os quatrocentos e trinta anos, todos os exércitos do Senhor saíram do Egito.
42 ତାହା ଏକ ବିଶେଷ ରାତ୍ରି ଥିଲା। କାରଣ ସଦାପ୍ରଭୁ ସେମାନଙ୍କ ପାଇଁ ଯାହା କରିଥିଲେ, ତାହା ସେମାନେ ସ୍ମରଣ କଲେ। ଇସ୍ରାଏଲୀୟମାନେ ପୁରୁଷାନୁକ୍ରମେ ସେହି ବିଶେଷ ରାତ୍ରିକୁ ସ୍ମରଣ କରି ପାଳନ କରିବେ।
42 Assim como o Senhor passou em vigília aquela noite para tirar do Egito os israelitas, estes também devem passar em vigília essa mesma noite, para honrar ao Senhor, por todas as suas gerações.
43 ସଦାପ୍ରଭୁ ମୋଶା ଏବଂ ହାରୋଣଙ୍କୁ କହିଲେ, “ନିସ୍ତାରପର୍ବର ଏହି ବିଧି, କୌଣସି ବିଦେଶୀୟ ଲୋକ ଏହାକୁ ଭୋଜନ କରିବ ନାହିଁ।
43 Disse o Senhor a Moisés e a Arão: "Estas são as leis da Páscoa: Nenhum estrangeiro poderá comê-la.
44 କିନ୍ତୁ ପ୍ରେତ୍ୟକକ ଲୋକର ଦାସ ୟିଏ କିଣା ହାଇେଛି ସେ ଖାଇ ପାରିବ ଯଦି ସେ ସୁନ୍ନତ ହାଇେଥାଏ।
44 O escravo comprado poderá comer da Páscoa, depois de circuncidado,
45 ନ ହେଲ ପ୍ରବାସୀ ବା ବର୍ତ୍ତନଜିବୀ ଦାସ ତାହା ଖାଇ ପାରିବ ନାହିଁ।
45 mas o residente temporário e o trabalhador contratado dela não comerão.
46 ଏକ ଗୃହ ମଧିଅରେ ତାହା ଭୋଜନ କରାୟିବ। ତୁମ୍ଭେ ସହେି ମାଂସର କିଛି ମାତ୍ର ଗୃହ ବାହାରକୁ ନଇୟିବେ ନାହିଁ। କିମ୍ବା ତା'ର ଗୋଟିଏ ହେଲେ ବି ଅସ୍ଥି ଭାଙ୍ଗିବ ନାହିଁ।
46 "Vocês a comerão numa só casa; não levem nenhum pedaço de carne para fora da casa, nem quebrem nenhum dos ossos.
47 ଇଶ୍ରାୟେଲର ସମଗ୍ରମଣ୍ଡଳୀ ତାହା ପାଳନ କରିବେ।
47 Toda a comunidade de Israel terá que celebrar a Páscoa.
48 ଯଦି କୌଣସି ବିଦେଶି ତୁମ୍ଭମାନଙ୍କ ସହିତ ବାସ କରୁଥାଏ ଏବଂ ଯଦି ସେ ଚାହିଁବ ନିସ୍ତାର ପର୍ବ ରେ ଭାଗନବୋ ପାଇଁ ତବେେ ତାକୁ ସୁନ୍ନତ ହବୋକୁ ପଡିବ। ତା'ପରେ ସେ ଇଶ୍ରାୟେଲୀୟମାନଙ୍କ ସହିତ ସମାନ ହବେ। ଏହାପରେ ସେ ତୁମ୍ଭ ସହିତ ଭୋଜନ କରିପାରିବ। ଯଦି ଜଣେ ସୁନ୍ନତ ହାଇନେଥିବ ତବେେ ସେ ନିସ୍ତାରପର୍ବ ପାଳନ କରିପାରିବ ନାହିଁ କି ନିସ୍ତାର ଖାଦ୍ୟ ଖାଇପାରିବ ନାହିଁ।
48 "Qualquer estrangeiro residente entre vocês que quiser celebrar a Páscoa do Senhor terá que circuncidar todos os do sexo masculino da sua família; então poderá participar como o natural da terra. Nenhum incircunciso poderá participar.
49 ଏହି ନିଯମ ସମସ୍ତଙ୍କ ପାଇଁ ପ୍ରଜୁୟ୍ଯ, ଏହା କବଳେ ଅଣ ଇଶ୍ରାୟେଲୀୟ ପାଇଁ ନୁହେଁ, ଏହା ସମସ୍ତଙ୍କ ପାଇଁ ଲାଗୁ ହବେ। ଏହି ନିଯମ ସମସ୍ତଙ୍କ ପାଇଁ ଯେଉଁମାନେ ତୁମ୍ଭ ଦେଶ ରେ ବାସ କରୁଥିବେ।
49 A mesma lei se aplicará ao natural da terra e ao estrangeiro residente".
50 ତେଣୁ ସମସ୍ତ ଇଶ୍ରାୟେଲୀୟମାନେ ସଦାପ୍ରଭୁ ମାଶାଙ୍କେୁ ଦଇେଥିବା ଆଜ୍ଞାକୁ ସମସ୍ତେ ମାନିଲେ।
50 Todos os israelitas fizeram como o Senhor tinha ordenado a Moisés e a Arão.
51 ତେଣୁ ଠିକ୍ ସହେିଦିନ, ସଦାପ୍ରଭୁ ସମସ୍ତ ଇଶ୍ରାୟେଲ ଲୋକମାନଙ୍କୁ ମିଶରରୁ ଆଗଇେ ନେଲେ। ସୈନ୍ଯ ଶ୍ ରଣେୀବଦ୍ଧ ଲୋକମାନେ ମିଶର ପରିତ୍ଯାଗ କଲେ।
51 No mesmo dia o Senhor tirou os israelitas do Egito, organizados segundo as suas divisões.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 12, comparar traduções ou montar um estudo — tudo direto pelo WhatsApp.