Êxodo 11

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ଆମ୍ଭେ ଆଉ ଏକ ଉତ୍ପାତ ମିଶର ଓ ଫାରୋଙ୍କ ବିରୁଦ୍ଧ ରେ ଆଣିବା। ଏହାପରେ ସେ ତୁମ୍ଭକୁ ମିଶରରୁ ବାହାର କରିଦବେ। ଏପରିକି ସେ ତୁମ୍ଭକୁ ବଳପୂର୍ବକ ମିଶରରୁ ତଡିଦବେ।
1 Disse então o Senhor a Moisés: "Enviarei ainda mais uma praga sobre o faraó e sobre o Egito. Somente depois desta ele os deixará sair daqui e até os expulsará totalmente.
2 ତୁମ୍ଭେ ଏହି ବାର୍ତ୍ତା ମିଶରବାସୀଙ୍କୁ ଦିଅ। 'ପ୍ରେତ୍ୟକକ ପୁରୁଷ ଆପଣା ପ୍ରତିବେଶୀଠାରୁ ଏବଂ ପ୍ରେତ୍ୟକକ ସ୍ତ୍ରୀ ଆପଣା ପ୍ରତିବେଶୀନୀଠାରୁ ରେ ୗପ୍ୟ ଅଳଙ୍କାର ଓ ସ୍ବର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ।
2 Diga ao povo, tanto aos homens como às mulheres, que peça aos seus vizinhos objetos de prata e de ouro".
3 ସଦାପ୍ରଭୁ ମିଶରୀଯମାନଙ୍କ ଦୃଷ୍ଟି ରେ ଲୋକମାନଙ୍କୁ ଅନୁଗ୍ରହ ପୁତ୍ର କଲେ। ପୁଣି ମିଶର ଦେଶର ଅଧିକାରୀମାନଙ୍କ ଆଗ ରେ ଓ ମିଶରର ଲୋକମାନଙ୍କ ଆଗ ରେ ମାେଶେ ଅତି ମହାନ୍ ଲୋକ ହେଲେ।'
3 O Senhor tornou os egípcios favoráveis ao povo, e o próprio Moisés era tido em alta estima no Egito pelos conselheiros do faraó e pelo povo.
4 ମାଶାେ ଲୋକମାନଙ୍କୁ କହିଲେ, ସଦାପ୍ରଭୁ କହନ୍ତି, 'ଦୁଇପ୍ରହର ରାତ୍ରି ରେ ମୁଁ ଆଜି ମିଶର ମଧ୍ଯ ଦଇେ ଗମନ କରିବି।
4 Disse, pois, Moisés ao faraó: "Assim diz o Senhor: ‘Por volta da meia-noite, passarei por todo o Egito.
5 ଏବଂ ମିଶରର ସମସ୍ତ ପ୍ରଥମଜାତ ସନ୍ତାନ ମରିବେଏପରିକି ଫାରୋଙ୍କର ପ୍ରଥମ ଜାତ ପୁତ୍ର ଚକି ପଷେଣକାରୀ ଦାସମାନଙ୍କର ପ୍ରଥମଜାତ ପୁତ୍ର ଓ ସମସ୍ତ ପଶୁମାନଙ୍କର ପ୍ରଥମଜାତ ମାନେ ମଧ୍ଯ ମରିବୋ
5 Todos os primogênitos do Egito morrerão, desde o filho mais velho do faraó, herdeiro do trono, até o filho mais velho da escrava que trabalha no moinho, e também todas as primeiras crias do gado.
6 ମିଶର ରେ ଏକ ମହାରୋଦନ ହବେ। ଯାହା ପୂର୍ବେ ହାଇେ ନାହିଁ କି କବେେ ହବେ ନାହିଁ।
6 Haverá grande pranto em todo o Egito, como nunca houve antes nem jamais haverá.
7 କିନ୍ତୁ ଏପରି କୌଣସି ଇଶ୍ରାୟେଲୀୟମାନଙ୍କର ହବେ ନାହିଁ। ଏପରିକି ଇଶ୍ରାୟେଲର ଏକ କୁକୁର କୌଣସି ବ୍ଯକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କହେି ଇଶ୍ରାୟେଲୀୟ ମରିବେ ନାହିଁ। ଏହିପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇଶ୍ରାୟେଲୀୟମାନଙ୍କୁ ଓ ମିଶରୀଯମାନଙ୍କୁ ଭିନ୍ନ ଭାବରେ ବ୍ଯବହାର କରୁଛନ୍ତି।
7 Entre os israelitas, porém, nem sequer um cão latirá contra homem ou animal’. Então vocês saberão que o Senhor faz distinção entre o Egito e Israel!
8 ଏହାପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମାେ ନିକଟକୁ ଆସିବେ ଏବଂ ମାେ ଆଗ ରେ ମଥାନତ କରିବେ। ସମାନେେ କହିବେ, ସମସ୍ତ ଲୋକମାନଙ୍କ ସହିତ ବାହାରି ୟାଅ। ଏହାପରେ ମୁଁ ୟିବି। ତା'ପରେ କୋର୍ଧ ରେ ମାଶାେ ଫାରୋଙ୍କୁ ପରିତ୍ଯାଗ କଲେ।'
8 Todos esses seus conselheiros virão a mim e se ajoelharão diante de mim, suplicando: ‘Saiam você e todo o povo que o segue! ’ Só então eu sairei". E, com grande ira, Moisés saiu da presença do faraó.
9 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଥିଲେ, ଫାରୋ ତୁମ୍ଭର କଥା ଶୁଣିବେ ନାହିଁ, ସେଥିପାଇଁ ମୁଁ ମିଶର ରେ ଆହୁରି ବହୁତ ଆଶ୍ଚର୍ୟ୍ଯ କର୍ମମାନ ଦଖାଇେପାରିବି।
9 O Senhor tinha dito a Moisés: "O faraó não lhes dará ouvidos, a fim de que os meus prodígios se multipliquem no Egito".
10 ମାଶାେ ଏବଂ ହାରୋଣ, ଫାରୋଙ୍କ ଆଗ ରେ ଏହିସବୁ ଅଦ୍ଭୁତ କର୍ମମାନ କଲେ, କିନ୍ତୁ ସଦାପ୍ରଭୁ ଫାରୋଙ୍କୁ ଜିଦ୍ଖୋର କଲେ, ତେଣୁ ସେ ଇଶ୍ରାୟେଲୀୟମାନଙ୍କୁ ତାଙ୍କର ଦେଶ ଛାଡି ୟିବା ପାଇଁ ଅନୁମତି ଦେଲେ ନାହିଁ।
10 Moisés e Arão realizaram todos esses prodígios diante do faraó, mas o Senhor lhe endureceu o coração, e ele não quis deixar os israelitas saírem do país.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Êxodo 11, comparar traduções ou montar um estudo — tudo direto pelo WhatsApp.