Êxodo 10
Oriya Bible (GL_ORIYA) vs BKJ
1 ସଦାପ୍ରଭୁ ମାଶାଙ୍କେୁ କହିଲେ, ଫାରୋଙ୍କ ନିକଟକୁ ୟାଅ। ମୁଁ ତାଙ୍କୁ ନିଷ୍ଠୁର କରିଛି ଏବଂ କର୍ମଚାରୀମାନଙ୍କୁ ମଧ୍ଯ ନିଷ୍ଠୁର ହୃଦଯ କରିଛି। ମୁଁ ଏପରି କରିଅଛି ୟଦ୍ବାରା ମୁଁ ସମାନଙ୍କେୁ ମାରେ ଶକ୍ତିଶାଳୀ ଅଦ୍ଭୁତ କର୍ମ ଦଖାଇେ ପାରିବି.
1 E disse o SENHOR a Moisés: Vai à presença de Faraó, porque eu endureci o seu coração, e o coração de seus servos, para que eu mostre estes sinais diante dele,
2 ମୁଁ ଏପରି କଲି କାରଣ ତୁମ୍ଭେ ତୁମ୍ଭର ଭବିଷ୍ଯତ ବଂଶଧରମାନଙ୍କୁ କହିବାକୁ ସକ୍ଷମ ହବେ, ମୁଁ କିପରି ମିଶରୀଯମାନଙ୍କୁ ତାଚ୍ଛଲ୍ଯ କଲି ଏବଂ ଅଦ୍ଭୁତ କର୍ମ ବିଷଯ ରେ କହିପାରିବ ଯାହା ମୁଁ ମିଶର ରେ କରିଅଛି। ଏହାପରେ ତୁମ୍ଭମାନେେ ସମସ୍ତେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ।
2 e para que tu fales aos ouvidos dos teus filhos, e dos filhos de teus filhos, as coisas e meus sinais que fiz entre eles no Egito, para que saibais que eu sou o SENHOR.
3 ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ। ସମାନେେ ତାଙ୍କୁ କହିଲେ, ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର କହିନ୍ତି, ' କେତେ ଦିନ ତୁମ୍ଭେ ମାେତେ ଅମାନ୍ଯ କରିବ? ମାରେ ଲୋକମାନଙ୍କୁ ୟିବାକୁ ଦିଅ ଓ ସମାନଙ୍କେୁ ମାରେ ଉପାସନା କରିବାକୁ ଦିଅ।
3 E Moisés e Arão foram à presença de Faraó, e lhe disseram: Assim diz o SENHOR Deus dos hebreus: Quanto tempo recusarás a humilhar-te diante de mim? Deixa meu povo ir, para que me sirva.
4 ତୁମ୍ଭମାନେେ ଯଦି ମାରେ ଲୋକମାନଙ୍କୁ ୟିବାକୁ ନଦିଅ। ତବେେ କାଲି ତୁମ୍ଭ ରାଜ୍ଯ ରେ ପଙ୍ଗପାଳ ଦଳ ଆଣିବି।
4 Se não, se te recusares a deixar meu povo ir, eis que amanhã trarei locustas para a tua costa,
5 ପଙ୍ଗପାଳ ଦଳ ତୁମ୍ଭ ଦେଶର ସମସ୍ତ ଭୂମିକୁ ଆଚ୍ଛାଦନ କରିବେ। ସମାନେେ ଏତେ ସଂଖ୍ଯକ ହବେେ ଯେ, ତୁମ୍ଭମାନେେ ଆଉ ଭୂମି ଦେଖିପାରିବ ନାହିଁ। ଯେକୌଣସି ଦ୍ରବ୍ଯ ଶିଳାବୃଷ୍ଟିରୁ ବଞ୍ଚିଛି, ସେସବୁ ସେ ଖାଇଯିବେ। ସମାନେେ କ୍ଷେତ୍ର ମଧ୍ଯସ୍ତ ସମସ୍ତ ବୃକ୍ଷ ପତ୍ରାଦି ଭକ୍ଷଣ କରିବେ।
5 e cobrirão a face da terra, para que não consigas ver a terra. E eles comerão o resto do que escapou, o que restou do granizo, e comerão toda árvore que cresce no campo.
6 ପଙ୍ଗପାଳଦଳ ତୁମ୍ଭର ଗୃହ, ତୁମ୍ଭର କର୍ମଚାରୀମାନଙ୍କର ଗୃହ ଏପରିକି ମିଶରର ସମସ୍ତ ଗୃହ ପଙ୍ଗପାଳ ରେ ପୂର୍ଣ୍ଣ ହାଇଯେିବ। ଏତେ ପଙ୍ଗପାଳ ତୁମ୍ଭର ପୂର୍ବପୁରୁଷଗଣ ପୂର୍ବରୁ କବେେ ଦେଖି ନଥିବେ। ଏପରିକି ମିଶରକୁ ତୁମ୍ଭର ପୂର୍ବପୁରୁଷଗଣ ଆସିବା ଦିନଠାରୁ ବର୍ତ୍ତମାନ ୟାଏ ଏତେ ପଙ୍ଗପାଳ ହାଇେ ନଥିବ।' ଏହାପରେ ମାଶାେ ଫାରୋଙ୍କ ନିକଟରୁ ବିଦାଯ ନେଲେ।
6 E encherão as tuas casas, e as casas de todos os teus servos, e as casas de todos os egípcios, que nem teus pais, nem os pais de teus pais viram, desde o dia em que eles estiveram sobre a terra até este dia. E virou-se e saiu da presença de Faraó.
7 ଏହାପରେ ଫାରୋଙ୍କର କର୍ମଚାରୀମାନେ ତାଙ୍କୁ କହିଲେ, କେତଦେିନ ୟାଏ ଏ ମନୁଷ୍ଯ ଆମ୍ଭମାନଙ୍କର ଫାନ୍ଦ ସ୍ବରୂପ ହାଇେଥିବ। ସମାନଙ୍କେୁ ୟିବାକୁ ଦିଅ ଏବଂ ସଦାପ୍ରଭୁ ସମାନଙ୍କେ ପରମେଶ୍ବରଙ୍କୁ ଉପାସନା କରିବାକୁ ଦିଅ। ତୁମ୍ଭେ ଅନୁଭବ କରୁନାହିଁ କି ମିଶର ଧ୍ବଂସ ହେଉଅଛି ବୋଲି?
7 E os servos de Faraó lhe disseram: Até quando este homem será uma armadilha para nós? Deixa ir os homens, para que sirvam ao SENHOR vosso Deus. Não sabes ainda que o Egito está destruído?
8 ତେଣୁ ଫାରୋ ଆଜ୍ଞା ଦେଲେ, ତାଙ୍କର କର୍ମଚାରୀମାନଙ୍କୁ ଯେ, ତୁମ୍ଭମାନେେ ମାଶାେ ଓ ହାରୋଣଙ୍କୁ ଫରୋଇ ଆଣ। ଫାରୋ ସମାନଙ୍କେୁ କହିଲେ, ତୁମ୍ଭମାନେେ ୟାଅ ଓ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ଉପାସନା କର। କିନ୍ତୁ ମାେତେ କୁହ, କେଉଁମାନେ ୟିବ?
8 E Moisés e Arão foram levados novamente a Faraó, e ele lhes disse: Ide, servi ao SENHOR vosso Deus; mas quem são os que irão?
9 ମାଶାେ ଉତ୍ତର ଦେଲେ, ଆମ୍ଭର ସମସ୍ତ ଲୋକ ଏପରିକି ଆବାଳବୃଦ୍ଧବନିତା ଏବଂ ଆମ୍ଭମାନଙ୍କର ମେଣ୍ଢା ଓ ଗୋରୁ-ଗାଈମାନେ ମଧ୍ଯ ଯିବେ। ଆମ୍ଭମାନେେ ସମସ୍ତେ ୟିବୁ କାରଣ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ରେ ଉତ୍ସବ ହବେ।
9 E Moisés disse: Iremos com nossos jovens e com nossos velhos, com nossos filhos e nossas filhas, com nossos rebanhos e com nosso gado iremos, porque precisamos celebrar uma festa ao SENHOR.
10 ଫାରୋ ସମାନଙ୍କେୁ କହିଲେ, ସଦାପ୍ରଭୁ ତୁମ୍ଭ ସହିତ ରହିବା ଉଚିତ୍, ଯଦି ମୁଁ ତୁମ୍ଭର ପିଲାମାନଙ୍କୁ ତୁମ୍ଭ ସହିତ ୟିବାକୁ ଦିଏ! ଦେଖ, ତୁମ୍ଭମାନେେ ତୁମ୍ଭ ନିଜ ପାଇଁ ଅସୁବିଧା କରୁଛ।
10 E ele lhes disse: Que o SENHOR assim esteja convosco, assim como eu vos deixarei ir, e a vossos pequenos; olhai, pois há mal diante de vós.
11 ଆରମ୍ଭରୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ପ୍ରସ୍ତାବ କରିଅଛ, କବଳେ ସହେି ଲୋକମାନେ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଯିବେ। କିନ୍ତୁ ସବୁଲୋକମାନେ ୟାଇ ପାରିବେ ନାହିଁ। ଏହାପରେ ସେ ହାରୋଣ ଓ ମାଶାଙ୍କେୁ ବିଦାଯ ଦେଲେ।
11 Não será assim. Ide agora vós que sois homens, e servi ao SENHOR, pois isso é o que desejastes. E eles foram expulsos da presença de Faraó.
12 ସଦାପ୍ରଭୁ ମାଶାଙ୍କେୁ କହିଲେ, ମିଶରର ଭୂମିରେ ତୁମ୍ଭ ହସ୍ତ ପ୍ରସାରଣ କର, ଏବଂ ମିଶର ଭୂମିରେ ପଙ୍ଗପାଳ ଦଳ ମିଶର ରେ ମାଡିଯିବେ। ଯାହା କୁଆପଥର ବୃଷ୍ଟିରୁ ବଞ୍ଚିଛି ତାହାସବୁ ସମାନେେ ଖାଇଯିବେ।
12 E o SENHOR disse a Moisés: Estende tua mão sobre a terra do Egito, para que as locustas venham sobre a terra do Egito, e comam toda erva da terra, tudo que o granizo deixou.
13 ତେଣୁ ମାଶାେ ତାଙ୍କର ଆଶାବାଡିଟିକୁ ମିଶର ଭୂମିରେ ବିସ୍ତାର କଲେ ଏବଂ ଏହାପରେ ସଦାପ୍ରଭୁ ପୂର୍ବଦିଗରୁ ଖୁବ୍ ୟୋର ରେ ପବନ ବୁହାଇଲେ। ଏହି ପବନ ଦିନ ଏ ରାତି ତମାମ ଲାଗି ରହିଲା। ପ୍ରଭାତ ହବୋରୁ ସହେି ପବନ ଦ୍ବାରା ପଙ୍ଗପାଳ ଦ୍ବାରା ମିଶର ଭୂମି ପରିପୂର୍ଣ୍ଣ ହାଇଗେଲା।
13 E Moisés estendeu seu cajado sobre a terra do Egito, e o SENHOR trouxe um vento oriental sobre a terra durante todo aquele dia, e toda aquela noite; e ao amanhecer, o vento oriental trouxe as locustas.
14 ପଙ୍ଗପାଳ ଦଳ ଉଡିଆସି ମିଶର ଦେଶ ରେ ଭୂମିସ୍ଥ ହେଲେ। ଏତେ ସଂଖ୍ଯା ରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ଯକ ପଙ୍ଗପାଳ ଦଳ ମିଶର ରେ କଦାପି ଦଖାୟୋଇ ନଥିଲେ।
14 E as locustas subiram por toda a terra do Egito, e descansaram em toda a costa do Egito, terríveis foram; antes destas nunca houve locustas como estas, nem depois destas haverá.
15 ପଙ୍ଗପାଳମାନେ ଭୂମିକୁ ଆଚ୍ଛାଦନ କଲେ ଏବଂ ସମଗ୍ର ମିଶର ଅନ୍ଧକାରଚ୍ଛନ୍ନ ହାଇଗେଲା। ପଥର ବର୍ଷା ରେ ଯାହାସବୁ ନଷ୍ଟ ହାଇେ ନଥିଲା, ଅବଶିଷ୍ଟାଂଶ ଗଛର ପୁତ୍ରକୁ ପଙ୍ଗପାଳ ଦଳ ଖାଇଗଲେ। ଏପରିକି ମିଶର ରେ କୌଣସି ବୃକ୍ଷ ରେ ଆଉ ପତ୍ର ରହିଲା ନାହିଁ।
15 Pois elas cobriram a face de toda a terra, de modo que a terra se escureceu, e elas comeram toda a erva da terra, e todo o fruto das árvores que o granizo havia deixado. E não ficou verde algum nas árvores, nem nas ervas do campo, em toda a terra do Egito.
16 ଫାରୋ ବେଗ୍ରତାର ସହକା ରେ ମାଶାେ ଏବଂ ହାରୋଣଙ୍କୁ ଡକାଇ ପଠାଇଲେ। ଫାରୋ କହିଲେ, ମୁଁ ତୁମ୍ଭର ଓ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ବିରୁଦ୍ଧ ରେ ପାପ କରିଅଛି।
16 Então, se apressou Faraó em chamar a Moisés e a Arão e disse: Pequei contra o SENHOR vosso Deus, e contra vós.
17 ଏଇଥରକ ପାଇଁ ମାେତେ କ୍ଷମା କର। ଏହି 'ମାରାତ୍ମକ' ପଙ୍ଗପାଳଗୁଡିକୁ ଦୂ ରଇେ ନଇୟିବୋ ପାଇଁ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କୁ ପ୍ରାର୍ଥନା କର।
17 Agora, pois, peço-vos que perdoeis o meu pecado somente esta vez, e rogai ao SENHOR, vosso Deus, que ele tire de mim somente esta morte.
18 ମାଶାେ ଫାରୋଙ୍କ ନିକଟରୁ ବିଦାଯ ନଇେ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ।
18 E ele saiu da presença de Faraó, e suplicou ao SENHOR.
19 ତେଣୁ ସଦାପ୍ରଭୁ ପବନର ଦିନ ପରିବର୍ତ୍ତନ କଲେ। ପଶ୍ଚିମ ଦିଗରୁ ପ୍ରଚଣ୍ଡ ବଗେ ରେ ପବନ ବହିଲା। ଏହି ପବନ ମିଶରରୁ ସମସ୍ତ ପଙ୍ଗପାଳଦଳକୁ ଉଡାଇ ନଇେ ଲୋହିତ ସୂଫ ସାଗର ରେ ପକାଇଲା। ଏପରିକି ଗୋଟିଏ ହେଲେ ପଙ୍ଗପାଳ ମିଶର ରେ ରହିଲେ ନାହିଁ।
19 E o SENHOR trouxe um vento ocidental fortíssimo, que tirou as locustas e as lançou no mar Vermelho. Não ficou uma locusta em toda a costa do Egito.
20 କିନ୍ତୁ ସଦାପ୍ରଭୁ ପୁନ୍ନରାଯ ଫାରୋଙ୍କ ହୃଦଯ କଠାେର କଲେ। ଯେଉଁଥି ରେ ଫାରୋ ଇଶ୍ରାୟେଲର ଲୋକମାନଙ୍କୁ ୟିବାକୁ ଦେଲେ ନାହିଁ।
20 Mas o SENHOR endureceu o coração de Faraó, para que ele não deixasse os filhos de Israel ir.
21 ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ତୁମ୍ଭର ହସ୍ତ ଆକାଶ ଆଡକୁ ଉଠାଅ। ତା ହେଲେ ମିଶର ଦେଶ ଅନ୍ଧକାର ରେ ଆଚ୍ଛାଦିତ ହବେ। ମିଶରୀଯମାନେ ଅନ୍ଧକାର ରେ ଦରାଣ୍ଡି ହବେେ।
21 E o SENHOR disse a Moisés: Estende a tua mão para o céu, para que haja trevas sobre a terra do Egito, trevas tão escuras que possam ser sentidas.
22 ତେଣୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ମାଶାେ ତାଙ୍କର ହସ୍ତ ଆକାଶ ଆଡକୁ ଉଠାଇଲେ। ତା'ପରେ ଅନ୍ଧକାର ସାରା ମିଶର ଦେଶକୁ ଆଚ୍ଛାଦନ କଲା। ଏହି ଅନ୍ଧକାର ମିଶର ରେ କ୍ରମାଗତ ତିନିଦିନ ରହିଲା।
22 E Moisés estendeu a mão para o céu, e houve densas trevas em toda a terra do Egito por três dias.
23 ଜଣେେ ବ୍ଯକ୍ତି ଅନ୍ୟ ଜଣଙ୍କୁ ଦେଖିପାରିଲା ନାହିଁ। କହେି କୁଆଡେ ୟାଇ ପାରିଲେ ନାହିଁ । କିନ୍ତୁ ଯେଉଁଠା ରେ ଇଶ୍ରାୟେଲୀୟମାନେ ବାସ କରୁଥିଲେ ସଠାେରେ ଅନ୍ଧକାର ନଥିଲା।
23 Eles não viam uns aos outros, e ninguém se levantou do seu lugar por três dias, mas todos os filhos de Israel tinham luz em suas habitações.
24 ପୁନ୍ନରାଯ ଫାରୋ ମାଶାଙ୍କେୁ ଡାକିଲେ ଏବଂ କହିଲେ, ୟାଅ ସଦାପ୍ରଭୁଙ୍କର ଉପାସନା କର! ତୁମ୍ଭେ ତୁମ୍ଭର ପୁତ୍ରକନ୍ଯାମାନଙ୍କୁ ସାଙ୍ଗ ରେ ନଇୟୋଅ। କିନ୍ତୁ ତୁମ୍ଭର ମଷଗେୁଡିକୁ ଓ ଗୋରୁଗାଈଗୁଡିକ ନିଅ ନାହିଁ।
24 E Faraó chamou a Moisés e disse: Ide, servi ao SENHOR; somente fiquem os vossos rebanhos e o vosso gado; deixai também os vossos pequenos ir convosco.
25 ମାଶାେ କହିଲେ, ତୁମ୍ଭେ ନିଜେ ଆମ୍ଭମାନଙ୍କୁ, ଆମ୍ଭମାନଙ୍କର ପରମେଶ୍ବରଙ୍କର ଉପାସନା ପାଇଁ ହାମବେଳି ଓ ନବୈେଦ୍ଯ ଉତ୍ସର୍ଗ କରିବା ଉଚିତ୍।
25 E disse Moisés: Deves dar-nos também sacrifícios e ofertas queimadas, para que possamos oferecer sacrifícios ao SENHOR nosso Deus.
26 ହଁ, ସଦାପ୍ରଭୁଙ୍କ ଉପାସନା ପାଇଁ ଆମ୍ଭମାନଙ୍କର ପଶୁଗଣଙ୍କୁ ଆମ୍ଭମାନଙ୍କ ସହିତ ନବେୁ। ଏଠା ରେ ଗୋଟିଏ ହେଲେ ଖୁରା ହିଁ ରହିବ ନାହିଁ। କାରଣ ଆମ୍ଭମାନଙ୍କ ସଦାପ୍ରଭୁଙ୍କର ଉପାସନା ନିମନ୍ତେ ସମାନଙ୍କେ ମଧ୍ଯରୁ ବଳି ନବୋକୁ ହବେ। କଣ ଦଇେ ସଦାପ୍ରଭୁଙ୍କର ଉପାସନା କରିବାକୁ ହବେ, ତାହା ଆମ୍ଭମାନେେ ସଠାେରେ ଉପସ୍ଥିତ ନ ହେଲେ ଜାଣି ପାରିବୁ ନାହିଁ। ତେଣୁ ଆମ୍ଭମାନଙ୍କର ଯାହାସବୁ ଅଛି ଆମ୍ଭମାନଙ୍କୁ ସେସମସ୍ତ ଦ୍ରବ୍ଯ ସଙ୍ଗ ରେ ନଇେ ୟିବାକୁ ହବେ।
26 E também o nosso gado irá conosco; nenhum casco ficará, porque disso tomaremos para servir ao SENHOR nosso Deus. E não sabemos com que serviremos ao SENHOR, até chegarmos lá.
27 ସଦାପ୍ରଭୁ ଫାରୋଙ୍କର ହୃଦଯକୁ ପୁଣି କଠାେର କଲେ, ତେଣୁ ଫାରୋ ସମାନଙ୍କେୁ ଆଉ ୟିବାକୁ ଦେଲେ ନାହିଁ।
27 Mas o SENHOR endureceu o coração de Faraó, e ele não os deixou ir.
28 ଏହାପରେ ଫାରୋ ମାଶାଙ୍କେୁ କହିଲେ, ମାେ ନିକଟରୁ ଦୂର ହୁଅ। ମୁଁ ତୁମ୍ଭର ମୁଖ ଯେପରି ଆଉ ନ ଦେଖେ। ଯଦି ମୁଁ ତୁମ୍ଭକୁ ପୁଣି ଦେଖେ, ତୁମ୍ଭେ ମୃତ୍ଯୁବରଣ କରିବ।
28 E Faraó lhe disse: Sai da minha presença, toma cuidado para que não veja mais a minha face, porque no dia em que vires a minha face, morrerás.
29 ଏହାପରେ ମାଶାେ ଫାରୋଙ୍କୁ କହିଲେ, ତୁମ୍ଭେ ଗୋଟିଏ ଠିକ୍ କଥା କହିଛ, ମୁଁ ତୁମ୍ଭକୁ ଆଉ ଦଖାେ କରିବାକୁ ଆସିବି ନାହିଁ।
29 E disse Moisés: Disseste bem, não verei a tua face novamente.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Êxodo 10, comparar traduções ou montar um estudo — tudo direto pelo WhatsApp.