Ester 9

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଅଦର ନାମକ ଦ୍ବାଦଶ ମାସ ରେ ତ୍ରଯୋଦଶ ଦିନ ରେ ରାଜା ଆଜ୍ଞା ଓ ନିଯମର ସିଧି ସମୟ ନିକଟତର ହେଲା। ଅର୍ଥାତ୍ ଯେଉଁଦିନ ୟିହୁଦୀଯମାନଙ୍କ ଶତୃଗଣ ସମାନଙ୍କେ ଉପରେ କତ୍ତୁର୍ତ୍ବ କରିବାକୁ ଅପେକ୍ଷା କରିଥିଲେ। ସହେିଦିନ ଏପରି ବିପରୀତ ଘଟଣା ହେଲା, ଯେ ୟିହୁଦୀଯମାନେ ନିଜର ଘୃଣାକାରୀମାନଙ୍କ ଉପରେ କତ୍ତୁର୍ତ୍ବ କଲେ।
1 No dia treze do duodécimo mês, que é o mês de adar, quando chegou a palavra do rei e a sua ordem para se executar, no dia em que os inimigos dos judeus contavam assenhorear-se deles, sucedeu o contrário, pois os judeus é que se assenhorearam dos que os odiavam;
2 ସହେି ସମୟରେ, ରାଜା ଅକ୍ଷଶ୍ବରେଶଙ୍କର ରାଜ୍ଯର ସମସ୍ତ ନଗର ରେ ୟିହୁଦୀଯମାନେ ସମାନଙ୍କେୁ କ୍ଷତି କରିବା ପାଇଁ ଚେଷ୍ଟା କରୁଥିବା ଲୋକମାନଙ୍କ ବିରୁଦ୍ଧ ରେ ପ୍ରତିବାଦ କରିବାକୁ ଏକତ୍ରୀତ ହେଲେ। ପୁଣି ସମାନଙ୍କେ ସମ୍ମୁଖ ରେ କହେି ଠିଆ ହାଇପୋରିଲେ ନାହିଁ, କାରଣ ସମୁଦାଯ ଲୋକେ ସମାନଙ୍କେୁ ଭୟ କରୁଥିଲେ।
2 porque os judeus, nas suas cidades, em todas as províncias do rei Assuero, se ajuntaram para dar cabo daqueles que lhes procuravam o mal; e ninguém podia resistir-lhes, porque o terror que inspiravam caiu sobre todos aqueles povos.
3 ପ୍ରଦେଶ ଅଧିପତି ଓ କ୍ଷତିପାଳ, ଶାସନକର୍ତ୍ତା ଓ ରାଜ କର୍ମଗ୍ଭରୀମାନେ ୟିହୁଦୀଯମାନଙ୍କୁ ସାହାୟ୍ଯ କଲେ। କାରଣ ସମାନେେ ମର୍ଦ୍ଦଖଯକୁ ଭୟ କରୁଥିଲେ।
3 Todos os príncipes das províncias, e os sátrapas, e os governadores, e os oficiais do rei auxiliavam os judeus, porque tinha caído sobre eles o temor de Mordecai.
4 କାରଣ ମର୍ଦ୍ଦଖଯ ରାଜଗୃହ ମଧିଅରେ ଶକ୍ତିଶାଳୀ ଥିଲା ଓ ତାହାର ୟଶ ସର୍ବପ୍ରଦେଶ ରେ ପ୍ରଗ୍ଭରିତ ହେଲା ଏବଂ ମର୍ଦ୍ଦଖଯ ଲଗାତର ଭାବରେ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିଲା।
4 Porque Mordecai era grande na casa do rei, e a sua fama crescia por todas as províncias; pois ele se ia tornando mais e mais poderoso.
5 ୟିହୁଦୀଯମାନେ ସମାନଙ୍କେର ସମସ୍ତ ଶତୃଙ୍କୁ ଖଣ୍ତା ରେ ହାଣି ବିନାଶ କଲେ। ସମାନେେ ସମାନଙ୍କେର ଘୃଣାକାରୀଗଣ ପ୍ରତି ମନ ଇଚ୍ଛା ବ୍ଯବହାର କଲେ।
5 Feriram, pois, os judeus a todos os seus inimigos, a golpes de espada, com matança e destruição; e fizeram dos seus inimigos o que bem quiseram.
6 ଏହିପରି ୟିହୁଦୀଯମାନେ ଶୂଶନ ରାଜଧାନୀ ରେ 500 ଲୋକଙ୍କୁ ବଧ ଓ ବିନାଶ କଲେ।
6 Na cidadela de Susã, os judeus mataram e destruíram a quinhentos homens,
7 ପୁଣି ପର୍ଶନ୍ଦାଥ ଓ ଦଲ୍ଫୋନ୍ ଓ ଅସ୍ପାଥଙ୍କୁ ୟିହୁଦୀଯମାନେ ହତ୍ଯା କଲେ।
7 como também a Parsandata, a Dalfom, a Aspata,
8 ପୋରାଥ, ଅଦଲୀଯ, ଓ ଅରିଦାଥ।
8 a Porata, a Adalia, a Aridata,
9 ପର୍ମସ୍ତ ଓ ଅରୀଷଯ, ଅରୀଦଯ ଓ ବଯିଷାଥ।
9 a Farmasta, a Arisai, a Aridai e a Vaizata,
10 ୟିହୁଦୀଯମାନଙ୍କର ଶତୃ ହମ୍ମଦାଥାର ପୁତ୍ର ହାମନର ଏହି ଦଶ ପୁତ୍ରଙ୍କୁ ସମାନେେ ବଧ କଲେ। ମାତ୍ର ଲୁଟ କରିବାକୁ ସମାନେେ ଇଛା କଲନୋହିଁ।
10 que eram os dez filhos de Hamã, filho de Hamedata, o inimigo dos judeus; porém no despojo não tocaram.
11 ସହେିଦିନ କେତଜେଣ ଲୋକଙ୍କୁ ରାଜଧାନୀ ଶୂଶନ ରେ ହତ୍ଯା କରାୟାଇଥିଲା, ଏହା ରାଜାଙ୍କୁ କୁହାଗଲା।
11 No mesmo dia, foi comunicado ao rei o número dos mortos na cidadela de Susã.
12 ତେଣୁ ରାଜା ରାଣୀ ଏଷ୍ଟରଙ୍କୁ କହିଲେ, ୟିହୁଦୀଯମାନେ 500 ଲୋକଙ୍କୁ ଶୂଶନ ରେ ହତ୍ଯା କରିଛନ୍ତି, ସମାନଙ୍କେ ମଧିଅରେ ହାମନର ଦଶପୁତ୍ର ଅନ୍ତଭୁର୍କ୍ତ। ସମାନେେ ଅନ୍ୟ ପ୍ରଦେଶ ରେ ଯାହା କରିଛନ୍ତି ଟିକେ ଚିନ୍ତା କର! ବର୍ତ୍ତମାନ ମାେତେ କଣ କରିବାକୁ ହବେ ବୋଲି ତୁମ୍ଭମାନେେ ଗ୍ଭହୁଁଛ? ମାେତେ କୁହ ଏବଂ ମୁଁ ତାହା କରିବି।
12 Disse o rei à rainha Ester: Na cidadela de Susã, mataram e destruíram os judeus a quinhentos homens e os dez filhos de Hamã; nas mais províncias do rei, que terão eles feito? Qual é, pois, a tua petição? E se te dará. Ou que é que desejas ainda? E se cumprirá.
13 ଏଷ୍ଟର କହିଲେ, ଯଦି ଏହା ରାଜାଙ୍କୁ ଉତ୍ତମ ବୋଲି ଜଣା ପଡୁଛି, ତବେେ ଆଜି ପରି କାଲି ମଧ୍ଯ ଶୂଶନ ରେ ହେଉ। ଏବଂ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାୟାନ୍ତୁ।
13 Então, disse Ester: Se bem parecer ao rei, conceda-se aos judeus que se acham em Susã que também façam, amanhã, segundo o edito de hoje e dependurem em forca os cadáveres dos dez filhos de Hamã.
14 ତାପରେ ରାଜା କହିଲେ, ସହେିପରି ହେଉ! ଏବଂ ଶୂଶନ ରେ ଏହି ଆଦେଶ ଦିଆଗଲା। ଏବଂ ସମାନେେ ହାମନର ଦଶପୁତ୍ରଙ୍କୁ ଫାଶିକାଠ ରେ ଟଙ୍ଗାଇ ଦେଲେ।
14 Então, disse o rei que assim se fizesse; publicou-se o edito em Susã, e dependuraram os cadáveres dos dez filhos de Hamã.
15 ୟିହୁଦୀଯମାନେ ତଚୁର୍ଦ୍ଦଶ ଦିନ ରେ ମଧ୍ଯ ସଠାେରେ ଏକତ୍ରୀତ ହେଲେ। ଅଦର ମାସ ରେ ସମାନେେ ଶୂଶନ ରେ 300 ଲୋକଙ୍କୁ ହତ୍ଯା କଲେ। କିନ୍ତୁ ସମାନେେ ସମାନଙ୍କେର ଦ୍ରବ୍ଯ ଲୁଣ୍ଠନ କଲେ ନାହିଁ।
15 Reuniram-se os judeus que se achavam em Susã também no dia catorze do mês de adar, e mataram, em Susã, a trezentos homens; porém no despojo não tocaram.
16 ସହେି ସମୟରେ, ଅନ୍ୟ ପ୍ରଦେଶ ରେ ବାସ କରୁଥିବା ୟିହୁଦୀମାନେ ନିଜକୁ ଅଧିକ ଶକ୍ତି ଶାଳୀ କରିବା ପାଇଁ ଏକତ୍ରୀତ ହେଲେ। ଏହିପରି ଭାବରେ ସମାନେେ ସମାନଙ୍କେର ଶତୃମାନଙ୍କୁ ଜଯ କରିପାରିଲେ। ୟିହୁଦୀଯମାନେ ସମାନଙ୍କେର 75,000 ଶତୃମାନଙ୍କୁ ହତ୍ଯା କଲେ। କିନ୍ତୁ ୟିହୁଦୀଯମାନେ ସମାନଙ୍କେର ଧନ ଲୁଣ୍ଠନ କଲେ ନାହିଁ।
16 Também os demais judeus que se achavam nas províncias do rei se reuniram, e se dispuseram para defender a vida, e tiveram sossego dos seus inimigos; e mataram a setenta e cinco mil dos que os odiavam; porém no despojo não tocaram.
17 ଏହି ସମସ୍ତ ଅଦର ମାସର ତ୍ରଯୋଦଶ ଦିନ ରେ ହେଲା ପୁଣି ସହେି ମାସର ଚତୁର୍ଦ୍ଦଶ ଦିନ ରେ ସମାନେେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ।
17 Sucedeu isto no dia treze do mês de adar; no dia catorze, descansaram e o fizeram dia de banquetes e de alegria.
18 ମାତ୍ର ଶ୍ବଶନ ରେ ବାସ କରୁଥିବା ୟିହୁଦୀଯମାନେ ସହେି ମାସର ତ୍ରଯୋଦଶ ଓ ଚତୁର୍ଦ୍ଦଶ ଦିନ ରେ ଏକତ୍ରୀତ ହେଲେ। ସହେି ମାସର ପଞ୍ଚଦଶ ଦିନ ରେ ବିଶ୍ରାମ କରି ତାହା ଭୋଜନ ପାନର ଓ ଆନନ୍ଦର ଦିନ କଲେ।
18 Os judeus, porém, que se achavam em Susã se ajuntaram nos dias treze e catorze do mesmo; e descansaram no dia quinze e o fizeram dia de banquetes e de alegria.
19 ଏଥି ନିମନ୍ତେ ଗ୍ରାମର ଏବଂ ପ୍ରଦେଶ ଘରେି ରହିଥିବା ନଗର ନିବାସୀ ୟିହୁଦୀଯମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ, ଭୋଜନପାନର ଦିବସ ଭାବେ ପାଳନ କରନ୍ତି, ଯେଉଁଥି ରେ ସମାନେେ ଜଣେ ଅନ୍ୟଜଣକୁ ଉପହାର ପଠାନ୍ତି।
19 Também os judeus das vilas que habitavam nas aldeias abertas fizeram do dia catorze do mês de adar dia de alegria e de banquetes e dia de festa e de mandarem porções dos banquetes uns aos outros.
20 ଏହାପରେ ମର୍ଦ୍ଦଖଯ ଏହିସବୁ ବିଷଯ ଲେଖିଲା ଓ ଅକ୍ଷଶ୍ବରେଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶ ରେ ଥିବା ସମସ୍ତ ୟିହୁଦୀମାନଙ୍କ ନିକଟକୁ ପଠାଇଲା।
20 Mordecai escreveu estas coisas e enviou cartas a todos os judeus que se achavam em todas as províncias do rei Assuero, aos de perto e aos de longe,
21 ଆଉ ଯେଉଁ ଦୁଇ ଦିନ ୟିହୁଦୀମାନେ ଆପଣାମାନଙ୍କ ଶତୃଗଣଠାରୁ ବିଶ୍ରାମ ପାଇଲେ, ଯେଉଁ ମାସ ରେ ସମାନଙ୍କେର ଦୁଃଖ ସୁଖ ରେ ଓ ଶାେକ ମଙ୍ଗଳ ଦିନ ରେ ପରିଗତ ହେଲା।
21 ordenando-lhes que comemorassem o dia catorze do mês de adar e o dia quinze do mesmo, todos os anos,
22 ସେ ଆଦେଶ ଦେଲେ ଯେ, ସମାନେେ ସହେି ଦିନଗୁଡିକ ପାଳନ କରିବେ, ଯେତବେେଳେ ସମାନେେ ଶତୃମାନଙ୍କଠାରୁ ଆଶ୍ବସ୍ତ ପାଇଲେ ଏବଂ ସମାନଙ୍କେର ଦୁଃଖ ଏବଂ ଶୋକ, ଆନନ୍ଦ ଓ ଉତ୍ସବ ରେ ବଦଳି ଗଲା, ଯେ ହତେୁ ଭୋଜିର ଦିନ, ଆନନ୍ଦର ଦିନ ରେ ଜଣେ ଅନ୍ୟ ଜଣ ପାଖକୁ ଉପହାର ପଠାଇବେ ଏବଂ ପ୍ରେତ୍ୟକକ ବର୍ଷ ଗରିବ ଲୋକମାନଙ୍କ ପାଖକୁ ଉପହାର ପଠାଇବେ।
22 como os dias em que os judeus tiveram sossego dos seus inimigos, e o mês que se lhes mudou de tristeza em alegria, e de luto em dia de festa; para que os fizessem dias de banquetes e de alegria, e de mandarem porções dos banquetes uns aos outros, e dádivas aos pobres.
23 ତହିଁରେ ୟିହୁଦୀମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖଯ ଯେପରି ଲେଖିଥିଲେ, ସମାନେେ ଠିକ୍ ସହେିପରି କରିବାକୁ ରାଜି ହେଲେ।
23 Assim, os judeus aceitaram como costume o que, naquele tempo, haviam feito pela primeira vez, segundo Mordecai lhes prescrevera;
24 କାରଣ ସମୁଦାଯ ୟିହୁଦୀଯ ଲୋକର ଶତୃ ଅଗାମୀଯ ହମ୍ମଦାଥାର ପୁତ୍ର ହାମନ୍ ସମାନଙ୍କେୁ ବିନାଶ କରିବାର ସଂକଳ୍ପ କରି ସମାନଙ୍କେୁ ଲୁପ୍ତ ଓ ବିନାଶ କରିବା ପାଇଁ ପୂର ଅର୍ଥାତ୍ ଲୋଟ ଦ୍ବାରା ସମାନେେ ନିଷ୍ପତ୍ତି କରିଥିଲେ।
24 porque Hamã, filho de Hamedata, o agagita, inimigo de todos os judeus, tinha intentado destruir os judeus; e tinha lançado o Pur, isto é, sortes, para os assolar e destruir.
25 ହାମନ୍ ଏପରି କରିଥିଲେ କିନ୍ତୁ ଏଷ୍ଟର ରାଜାଙ୍କ ନିକଟରେ ଜଣାଇଲେ। ତେଣୁ ସେ ଆଉ ନୂତନ ନିର୍ଦ୍ଦେଶ ପଠାଇଲେ। ସହେି ନିର୍ଦ୍ଦେଶ ଯେ କବଳେ ହାମନର ଯୋଜନାକୁ ପଣ୍ତ କଲା ତାହା ନୁହେଁ। ସହେି ନିର୍ଦ୍ଦେଶ ହାମନ୍ ଓ ତାର ପରିବାର ରେ ଅନିଷ୍ଟ କରାଇଲା ତେଣୁ ହାମନ ଓ ତାର ପୁତ୍ରଗଣ ଫାଶୀଖୁଣ୍ଟ ରେ ଝୁଲାଗେଲ।
25 Mas, tendo Ester ido perante o rei, ordenou ele por cartas que o seu mau intento, que assentara contra os judeus, recaísse contra a própria cabeça dele, pelo que enforcaram a ele e a seus filhos.
26 ସହେି ସମୟରେ ପୁରୀମ ନାମ ଅନୁସାରେ ସହେି ଦୁଇ ନିଯମ ନାମ ପୂରୀମ ହେଲା। ଏବଂ ସହେି ଚିଠିର ସମସ୍ତ କଥା ଯୋଗୁଁ ଓ ସେ ବିଷଯ ରେ ସମାନେେ ଯାହା ଦେଖିଥିଲେ, ସମାନଙ୍କେ ପ୍ରତି ତାହା ଘଟିଥିଲା, ତହିଁ ସକାଶୁ ୟିହୁଦୀଯମାନେ ଆପଣାମାନଙ୍କର ଓ ନିଜ ନିଜ ବଂଶର ୟିହୁଦୀ ମତାଲମ୍ବି ଗଣର କର୍ତ୍ତବ୍ଯ ବୋଲି ଏହା ସ୍ଥିର କଲେ।
26 Por isso, àqueles dias chamam Purim, do nome Pur. Daí, por causa de todas as palavras daquela carta, e do que testemunharam, e do que lhes havia sucedido,
27 ସହେି ସମ୍ପର୍କୀଯ ଲିଖିତ ଆଜ୍ଞା ଓ ନିରୂପିତ ସମଯାନୁସା ରେ ସମାନେେ ବର୍ଷକୁ ବର୍ଷ ଏହି ଦୁଇଦିନ ପାଳନ କରିବେ ଓ କୌଣସି ମତେ ତାହା ଲୋପ କରିବେ ନାହିଁ।
27 determinaram os judeus e tomaram sobre si, sobre a sua descendência e sobre todos os que se chegassem a eles que não se deixaria de comemorar estes dois dias segundo o que se escrevera deles e segundo o seu tempo marcado, todos os anos;
28 ସମସ୍ତ ପୁରୁଷ ପରମ୍ପରା ରେ, ପ୍ରେତ୍ୟକକ ବଂଶ ରେ ଓ ପ୍ରେତ୍ୟକକ ପ୍ରଦେଶ ରେ ଓ ପ୍ରେତ୍ୟକକ ନଗର ରେ ସହେି ଦୁଇଦିନ ସ୍ମରଣ ଓ ପାଳନ କରାୟିବ। ପୁଣି ଏହି ପୂରୀମ ଦିନ ୟିହୁଦୀଯମାନଙ୍କ ମଧ୍ଯରୁ ଲୋପ ପାଇବ ନାହିଁ ଓ ସମାନଙ୍କେ ବଂଶଧରମାନଙ୍କ ମଧ୍ଯରୁ ସହେି ଦୁଇ ଦିନ ସ୍ମରଣ ଲୁପ୍ତ ହବେ ନାହିଁ।
28 e que estes dias seriam lembrados e comemorados geração após geração, por todas as famílias, em todas as províncias e em todas as cidades, e que estes dias de Purim jamais caducariam entre os judeus, e que a memória deles jamais se extinguiria entre os seus descendentes.
29 ତାପରେ, ଅବୀହଯିଲର କନ୍ଯା ରାଣୀ ଏଷ୍ଟର ଓ ୟିହୁଦୀଯ ମର୍ଦ୍ଦଖଯର ପୂରୀମ ଦିନ ବିଷଯ ରେ ସୁନିଶ୍ଚିତ କରିବା ପାଇଁ ସମାନଙ୍କେର ସମ୍ପୂର୍ଣ୍ଣ ଅଧିକାର ସହିତ ଦ୍ବିତୀୟ ପତ୍ର ଲେଖିଲେ।
29 Então, a rainha Ester, filha de Abiail, e o judeu Mordecai escreveram, com toda a autoridade, segunda vez, para confirmar a carta de Purim.
30 ତେଣୁ ସେ ରାଜା ଅକ୍ଷଶ୍ବରେଶଙ୍କର 127ଟି ରାଜ୍ଯର ସମସ୍ତ ୟିହୁଦୀମାନଙ୍କୁ ଶାନ୍ତିର ଓ ସତ୍ଯର ବାର୍ତ୍ତାସବୁ ପଠାଇଲେ।
30 Expediram cartas a todos os judeus, às cento e vinte e sete províncias do reino de Assuero, com palavras amigáveis e sinceras,
31 ପୂରୀମ ପାଳନ କରିବା ପାଇଁ ଏହି ତାରିଖ ଗୁଡିକ ଏହିପତ୍ର ସୁନିଶ୍ଚିତ କଲା, ଏବଂ ୟିହୁଦୀ ମର୍ଦ୍ଦଖଯ ଏବଂ ରାଣୀ ଏଷ୍ଟର ଆଦେଶ କରିଥିଲେ। ସମାନଙ୍କେର ଉପବାସ ଓ ସାହାୟ୍ଯ ପ୍ରାର୍ଥନାର ଦିନଗୁଡିକ ଉତ୍ସବ ଦ୍ବାରା ସ୍ମୃତିରକ୍ଷା କରିବା ନିମନ୍ତେ ସମାନେେ ଏହି ପର୍ବଦିନଗୁଡିକ ସମାନଙ୍କେ ନିଜ ପାଇଁ ଓ ସମାନଙ୍କେର ଭବିଷ୍ଯତ୍ ବଂଶଧରମାନଙ୍କ ପାଇଁ ପ୍ରତିଷ୍ଠା କଲେ।
31 para confirmar estes dias de Purim nos seus tempos determinados, como o judeu Mordecai e a rainha Ester lhes tinham estabelecido, e como eles mesmos já o tinham estabelecido sobre si e sobre a sua descendência, acerca do jejum e do seu lamento.
32 ଏହିପରି ଏଷ୍ଟର ଆଜ୍ଞାଦ୍ବାରା ପୂରୀମ୍ ଦିନ ରେ ବିଧି ସ୍ଥିରିକୃତ ହେଲା ଓ ତାହା ପୁସ୍ତକରେ ଲଖାଗେଲା।
32 E o mandado de Ester estabeleceu estas particularidades de Purim; e se escreveu no livro.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ester 9, comparar traduções ou montar um estudo — tudo direto pelo WhatsApp.