Ester 7
Oriya Bible (GL_ORIYA) vs ARA
1 ତେଣୁ ଏଷ୍ଟର ରାଜା ଓ ହାମନ ରାଣୀ ସହିତ ଦ୍ରାକ୍ଷାରସ ପାନ କରିବାକୁ ଗଲେ।
1 Veio, pois, o rei com Hamã, para beber com a rainha Ester.
2 ସହେି ଦ୍ବିତୀୟ ଦିନ ରାଜା ଦ୍ରାକ୍ଷାରସ ପାନକରିବା ବେଳେ ଏଷ୍ଟରକୁ ପୁନର୍ବାର କହିଲେ, ରାଣୀ ଏଷ୍ଟର! ତୁମ୍ଭର ନିବଦନେ କ'ଣ? ତାହା ତୁମ୍ଭକୁ ଦିଆୟିବ। ତୁମ୍ଭର ଇଚ୍ଛା କ'ଣ? ତହା ମାରେ ଅର୍ଦ୍ଧକେ ରାଜ୍ଯ ହେଲେ ହେଁ ମୁଁ ତାହା ତୁମ୍ଭକୁ ଦବେି।
2 No segundo dia, durante o banquete do vinho, disse o rei a Ester: Qual é a tua petição, rainha Ester? E se te dará. Que desejas? Cumprir-se-á ainda que seja metade do reino.
3 ଏହାପରେ ରାଣୀ ଏଷ୍ଟର କହିଲେ, ହେ ମହାରାଜ, ମୁଁ ଯଦି ଆପଣଙ୍କ ଦୁଷ୍ଟି ରେ ଅନୁଗ୍ରହ ପାଇଅଛି, ଆଉ ଯବେେ ମହାରାଜ ସନ୍ତୁଷ୍ଟ ହାଇେଛନ୍ତି, ତବେେ ମାହେର ନିବଦନେ ଅନୁସାରେ ମାେ ପ୍ରାଣ ଓ ମାରେ ପ୍ରାର୍ଥନାନୁସା ରେ ମାେ ଲୋକମାନଙ୍କୁ ମାେତେ ଦିଆଯାଉ।
3 Então, respondeu a rainha Ester e disse: Se perante ti, ó rei, achei favor, e se bem parecer ao rei, dê-se-me por minha petição a minha vida, e, pelo meu desejo, a vida do meu povo.
4 କାରଣ ମୁଁ ଓ ମାହେର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହବୋ ନିମନ୍ତେ ବୀକ୍ରି ହାଇେଅଛୁ। ଯଦି ଆମ୍ଭେ ମାତ୍ର କ୍ରିତଦାସ ରୂପେ ବିକ୍ରୀ ହାଇେଥାଆନ୍ତୁ ମୁଁ ନୀରବ ହାଇେ ରହିଥାନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହାଇନେଥାନ୍ତା।
4 Porque fomos vendidos, eu e o meu povo, para nos destruírem, matarem e aniquilarem de vez; se ainda como servos e como servas nos tivessem vendido, calar-me-ia, porque o inimigo não merece que eu moleste o rei.
5 ଏଥି ରେ ଅକ୍ଷଶ୍ବରେଶ ରାଜା ଏଷ୍ଟର ରାଣୀକି କହିଲା, ଯେ ଏପର୍ୟ୍ଯନ୍ତ କର୍ମ କରିବାକୁ ମନ ରେ ସାହାସ ବାନ୍ଧିଅଛି। ସେ କିଏ ଓ ସେ କେଉଁଠା ରେ ଅଛି?
5 Então, falou o rei Assuero e disse à rainha Ester: Quem é esse e onde está esse cujo coração o instigou a fazer assim?
6 ଏଷ୍ଟର କହିଲା, ଏହି ଦୁଷ୍ଟ ହାମନ ଜଣେ ବିପକ୍ଷ ଓ ଶତୃ।
6 Respondeu Ester: O adversário e inimigo é este mau Hamã. Então, Hamã se perturbou perante o rei e a rainha.
7 ଆଉ ରାଜା କୋର୍ଧ ରେ ଦ୍ରାକ୍ଷାରସ ପାନ ଶାଳାରୁ ଉଠି ରାଜଗୃହର ଉଦ୍ୟାନକୁ ଗଲା। ତହିଁରେ ରାଜାଦ୍ବାରା ଆପଣାର ଅମଙ୍ଗଳ ନିଶ୍ଚିତ ହାଇେଅଛି, ଏହା ଜାଣି ହାମନ୍ ଏଷ୍ଟର ରାଣୀ ନିକଟରେ ଆପଣା ପ୍ରାଣଭିକ୍ଷା ମାଗିଲା।
7 O rei, no seu furor, se levantou do banquete do vinho e passou para o jardim do palácio; Hamã, porém, ficou para rogar por sua vida à rainha Ester, pois viu que o mal contra ele já estava determinado pelo rei.
8 ତବେେ ରାଜା ରାଜଗୃହର ଉଦ୍ୟାନରୁ ଦ୍ରାକ୍ଷାରସର ପାନଶାଳାକୁ ଲେଉଟି ଆସିଲା, ସେତବେେଳେ ଏଷ୍ଟର ଯେଉଁ ଆସନ ରେ ବସିଥିଲା ହାମନ୍ ତହିଁ ଉପରେ ବସି ପଡିଲା। ତେଣୁ ରାଜା କହିଲା, ଏ କ'ଣ ଗୃହ ମଧିଅରେ ମାେ ସାକ୍ଷାତ ରେ ରାଣୀକୁ ବଳାତ୍କାର କରିବ?
8 Tornando o rei do jardim do palácio à casa do banquete do vinho, Hamã tinha caído sobre o divã em que se achava Ester. Então, disse o rei: Acaso, teria ele querido forçar a rainha perante mim, na minha casa? Tendo o rei dito estas palavras, cobriram o rosto de Hamã.
9 ଏହାପରେ ରାଜାର ସାକ୍ଷାତ ରେ ଉପସ୍ଥିତ ହର୍ବୋଣା ନାମକ ଏକ ନଫୁସକ ରାଜାକୁ କହିଲା, ଦେଖନ୍ତୁ, ମହାରାଜାଙ୍କ ପକ୍ଷ ରେ ହିତଜନକ ସମ୍ବାଦଦାଯୀ ମର୍ଦ୍ଦୀଖଯ ନିମନ୍ତେ ହାମନ୍ ପଗ୍ଭଶ ହାତ ଉଚ୍ଚ ଫାଶିକାଠ ପ୍ରସ୍ତୁତ କରିଅଛି। ତାହା ହାମନ୍ର ଗୃହ ରେ ସ୍ଥାପିତ ହାଇେଅଛି।
9 Então, disse Harbona, um dos eunucos que serviam o rei: Eis que existe junto à casa de Hamã a forca de cinquenta côvados de altura que ele preparou para Mordecai, que falara em defesa do rei. Então, disse o rei: Enforcai-o nela.
10 ଏଥି ରେ ହାମନ୍, ମର୍ଦ୍ଦଖଯ ନିମନ୍ତେ ଯେଉଁ ଫାଶିକାଠ ପ୍ରସ୍ତୁତ କରିଥିଲା, ତହିଁ ଉପରେ ସମାନେେ ହାମନଙ୍କୁ ଫାଶି ଦେଲେ। ତହିଁରେ ରାଜାଙ୍କର କୋରଧ ଶାନ୍ତ ହେଲା।
10 Enforcaram, pois, Hamã na forca que ele tinha preparado para Mordecai. Então, o furor do rei se aplacou.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ester 7, comparar traduções ou montar um estudo — tudo direto pelo WhatsApp.