Ester 6
Oriya Bible (GL_ORIYA) vs NVT
1 ସହେି ରାତ୍ରି ରେ ରାଜା ଶୋଇ ପାରିଲେ ନାହିଁ। ଏଣୁ ସେ କଚରେୀ ବୃତ୍ତାନ୍ତ ପୁସ୍ତକ ଆଣିବାକୁ ଆଜ୍ଞା କଲେ, ଏବଂ ତାହା ରାଜାଙ୍କ ସମ୍ମୁଖ ରେ ପାଠ କରାଗଲା।
1 Naquela noite, o rei não conseguia dormir; então mandou que trouxessem o livro da história de seu reinado e o lessem para ele.
2 ତହିଁରେ ଏହି ଲିଖିତ କଥା ଦଖାଗେଲା, ରାଜାଙ୍କର ନଫୁସକ ବିଗ୍ଥନ୍ ଓ ତରେଶ ନାମ ରେ ଦୁଇଜଣ ଦ୍ବାରପାଳ ଅକ୍ଷଶ୍ବରେଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖଯ ତହିଁର ସମ୍ବାଦ ଦଇେଥିଲା।
2 Nesses registros ele descobriu que Mardoqueu havia denunciado Bigtana e Teres, os dois eunucos que guardavam a porta dos aposentos reais e que haviam conspirado para matar o rei Xerxes.
3 ଏଣୁ ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦଖଯକୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆ ୟାଇଅଛି?
3 “Que recompensa ou reconhecimento Mardoqueu recebeu por isso?”, quis saber o rei. Seus servos responderam: “Não se fez nada por ele”.
4 ତେଣୁ ରାଜା ପଚାରିଲେ, ପ୍ରାଙ୍ଗଣ ରେ କିଏ ଅଛି? ଏହି ସମୟରେ ହାମନ୍ ନିଜର ପ୍ରସ୍ତୁତ ଫାଶି କାଠ ରେ ମର୍ଦ୍ଦଖଯକୁ ଫାଶି ଦବୋ ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ଦ୍ବାର ପ୍ରାଙ୍ଗଣକୁ ଆସିଲା।
4 “Quem está no pátio?”, perguntou o rei. Hamã tinha acabado de entrar no pátio externo do palácio para pedir ao rei que Mardoqueu fosse executado na forca que ele havia preparado.
5 ତେଣୁ ରାଜାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ, ହାମନ୍ ପ୍ରାଙ୍ଗଣ ରେ ଛିଡା ହାଇେଅଛି।
5 Os servos responderam: “É Hamã que está no pátio”. “Digam a ele que entre”, ordenou o rei.
6 ତହିଁରେ ହାମନ୍ ଭିତରକୁ ଆସିବାରୁ ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ'ଣ କରାୟିବ? ହାମନ ମନମେନେ ଭାବିଲା, ରାଜା ମାେ ବିନା ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହବେେ?
6 Hamã entrou, e o rei lhe perguntou: “O que devo fazer para honrar um homem que muito me agrada?”. Hamã pensou: “A quem o rei desejaria honrar senão a mim?”.
7 ଏଣୁ ହାମନ୍ ରାଜାଙ୍କୁ ଉତ୍ତର ଦଲୋ, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତୁ,
7 Por isso, respondeu: “Se o rei deseja honrar alguém,
8 ତାହା ପାଇଁ ମହାରାଜାଙ୍କ ପରିଧଯେ ରାଜକୀଯ ବସନ ଏବଂ ଅଶ୍ବ ଯେଉଁଥି ରେ ରାଜା ଆରୋହଣ କରନ୍ତି ତାହା ଅଣାଯାଉ ଏବଂ ତାଙ୍କର ମସ୍ତକରେ ରାଜମୁକୁଟ ପିନ୍ଧା ଯାଉ।
8 mande trazer um dos mantos que o rei costuma usar, e um cavalo no qual o rei costuma montar, e que tenha o emblema real na cabeça.
9 ଆଉ ସହେି ବସନ ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତ ରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାକୁ ସମାନେେ ସହେି ରାଜ ବସନ ପିନ୍ଧାନ୍ତୁ ଓ ସହେି ଅଶ୍ବ ରେ ଆରୋହଣ କରାଇ ନଗର ଦାଣ୍ତ ରେ ତାହାର ଆଗେ ଆଗେ ଏହା ଘାଷେଣା କରାନ୍ତୁ। 'ମହାରାଜ ଯାହାର ସମ୍ମାନ ରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହିପରି କରାୟାଏ।'
9 Ordene que o manto e o cavalo sejam entregues a um dos mais nobres oficiais do rei e que ele ponha o manto sobre o homem que o rei deseja honrar e o conduza pela praça da cidade sobre o cavalo do rei. Mande que o oficial proclame em alta voz: ‘Assim o rei faz a quem ele deseja honrar!’”.
10 ଏଥି ରେ ରାଜା ହାମନକୁ କହିଲା, ତୁମ୍ଭେ ଏହା ଶ୍ରୀଘ୍ର କର, ଯେପରି କହିଲ। ସପରେି ବସନ ଓ ସହେି ଅଶ୍ବ ଘନେି ରାଜଦ୍ବାର ରେ ଉପବିଷ୍ଟ ୟିହୁଦୀଯ ମର୍ଦ୍ଦଖଯ ପ୍ରତି କର। ସେଥିରୁ କିଛି କଥା ଦିଅ ନାହିଁ, ଯାହା ତୁମ୍ଭେ କହିଲ।
10 “Excelente!”, disse o rei a Hamã. “Vá depressa pegar meu manto e meu cavalo e faça ao judeu Mardoqueu, que está sentado à porta do palácio, exatamente o que você sugeriu. Não se esqueça de nenhum detalhe!”
11 ତେଣୁ ହାମନ୍ ସହେି ବସନ ଓ ଅଶ୍ବନଇେ ମର୍ଦ୍ଦଖଯକୁ ବସ୍ତ୍ରାନିତ୍ବା କଲା ଓ ଅଶ୍ବାରୋହଣ କରାଇ ନଗର ଦାଣ୍ତ ରେ ବୁଲାଇଲା। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାପ୍ରତି ଏହିପରି କରାୟାଏ। ଏହିକଥା ତାହାର ଆଗେ ଆଗେ ଘାଷେଣା କଲା।
11 Então Hamã pegou o manto e o cavalo do rei, vestiu Mardoqueu com o manto e o conduziu sobre o cavalo pela praça da cidade, proclamando em alta voz: “Assim o rei faz a quem ele deseja honrar!”.
12 ଏହାପରେ ମର୍ଦ୍ଦଖଯ ପୁନର୍ବାର ରାଜଦ୍ବାରକୁ ଆସିଲା। ମାତ୍ର ମହାନ୍ ଶାେକକୁଳ ହାଇେ ଓ ମସ୍ତକ ଢାଙ୍କି ଆପଣା ଗୃହକୁ ଶୀଘ୍ର ଗଲା।
12 Depois disso, Mardoqueu voltou para a porta do palácio, mas Hamã correu para casa, abatido e humilhado.
13 ପୁଣି ହାମନ୍ ଆପଣା ପ୍ରତି ଘଟିତ ଏହି ସମସ୍ତ କଥା ନିଜର ଭାର୍ୟ୍ଯା ସରେଶକୁ ଓ ଆପଣାର ସମସ୍ତ ମିତ୍ରଙ୍କୁ କହିଲା। ତହିଁରେ ତାହାର ଜ୍ଞାନୀ ଲୋକମାନେ ଓ ତାହାର ସ୍ତ୍ରୀ ସରେଶ ତାହାକୁ କହିଲେ, ଯାହା ସାକ୍ଷାତ ରେ ତୁମ୍ଭର ଏହି ପତନର ଆରମ୍ଭ ହାଇେଅଛି, ସେ ମର୍ଦ୍ଦଖଯ ଯବେେ ୟିହୁଦୀ ବଂଶୀଯ ଲୋକ ହୁଏ, ତବେେ ତୁମ୍ଭେ ତାହାକୁ ଜଯକରି ପାରିବ ନାହିଁ। ମାତ୍ର ତାହାର ସାକ୍ଷାତ ରେ ନିଶ୍ଚିତ ପତିତ ହବେ।
13 Quando Hamã contou a Zeres, sua esposa, e a todos os seus amigos o que havia acontecido, seus conselheiros e sua esposa disseram: “Visto que Mardoqueu, diante de quem você foi humilhado, é judeu de nascimento, seus planos contra ele jamais serão bem-sucedidos. Você ficará arruinado se continuar a se opor a ele”.
14 ସମାନେେ ତାହା ସହିତ ଏହିପରି କଥାବାର୍ତ୍ତା କରୁ କରୁ ରାଜ-ନଫୁସକମାନେ ଆସି ଏଷ୍ଟରର ପ୍ରସ୍ତୁତ ଭୋଜିକୁ ହାମନକୁ ନବୋ ପାଇଁ ଚଞ୍ଚଳ ହେଲେ।
14 Enquanto ainda falavam, os eunucos do rei chegaram e, sem demora, levaram Hamã ao banquete que Ester havia preparado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ester 6, comparar traduções ou montar um estudo — tudo direto pelo WhatsApp.