Ester 4
Oriya Bible (GL_ORIYA) vs VC
1 ମର୍ଦ୍ଦଖଯ ଏସବୁ ବିଷଯ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତ ରେ ଭସ୍ମ ଲପନେ କଲା। ସେ ନଗର ମଧ୍ଯକୁ ଗଲା ଓ ଉଚ୍ଚ ସ୍ବର ରେ ରୋଦନ କଲା।
1 Quando Mardoqueu soube o que se tinha passado, rasgou suas vestes, cobriu-se de saco e cinza, e percorreu a cidade, dando gritos de dor.
2 ସେ ରାଜଦ୍ବାର ସମ୍ମୁଖ ପର୍ୟ୍ଯନ୍ତ ଆସିଲା। ମାତ୍ର ଶାେକ ବସ୍ତ୍ର ପିନ୍ଧି କହେି ରାଜଦ୍ବାର ରେ ପ୍ରବେଶ କରିପାରିଲା ନାହିଁ।
2 Veio desse modo até diante da porta do rei, pela qual ninguém tinha o direito de passar com vestes de luto.
3 ପ୍ରେତ୍ୟକକ ପ୍ରଦେଶର ଯେଉଁ ଯେଉଁ ସ୍ଥାନକୁ ଏହି ରାଜା ଆଜ୍ଞା ଓ ନିଯମ ପତ୍ର ଗଲା, ସହେିସବୁ ସ୍ଥାନର ୟିହୁଦୀଯମାନଙ୍କ ମଧିଅରେ ମହାଶୋକ ଓ ଉପବାସ ଓ କ୍ରନ୍ଦନ ଓ ବିଳାପ ହେଲା। ପୁଣି ଅନକେେ ଅଖା ଓ ଭସ୍ମ ରେ ଶଯନ କଲେ।
3 Em cada província, em toda parte onde chegava a ordem do rei e seu edito, havia grande desolação entre os judeus. Jejuaram, choraram e fizeram lamentações; e muitos se deitavam sobre o saco e a cinza.
4 ଏଷ୍ଟରର ଦାସୀଗଣ ଓ ନଫୁସକମାନେ ଆସି ମର୍ଦ୍ଦଖଯ ବିଷଯ ରେ ତାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶଯ ବିଚଳିତ ହାଇଗେଲେ। ପୁଣି ମର୍ଦ୍ଦଖଯଠାରୁ ଅଖାକାଢି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା। ମାତ୍ର ସେ ତାହା ଗ୍ରହଣ କଲା ନାହିଁ।
4 As criadas de Ester e seus eunucos vieram contar-lhe o que se passava, e isso lhe causou grande temor. Mandou roupas para revestir Mardoqueu, fazendo-lhe despir o saco de que estava coberto, mas ele não as aceitou.
5 ଏଥିପାଇଁ ରାଜାଙ୍କ ଦ୍ବାରା ଏଷ୍ଟରର ସବୋ ରେ ନିୟୁକ୍ତ ହଥକ୍ ନାମେ ରାଜ ନଫୁସକକୁ ଏଷ୍ଟର ଡାକି କ'ଣ ହେଲା ଓ କିପରି ହେଲା ତାହା ଜାଣିବା ପାଇଁ ମର୍ଦ୍ଦଖଯ ନିକଟକୁ ୟିବା ପାଇଁ ତାକୁ ଆଜ୍ଞା ଦଲୋ।
5 Então Ester, chamando Atac, um dos eunucos que o rei pusera a seu serviço, encarregou-o de perguntar a Mardoqueu o que significavam aqueles sinais de dor.
6 ତାପରେ ହଥକ୍ ରାଜଦ୍ବାର ସମ୍ମୁଖସ୍ଥ ନଗରର ଛକ ସ୍ଥାନ ରେ ମର୍ଦ୍ଦଖଯ ନିକଟକୁ ଗଲା।
6 Atac foi ter com Mardoqueu, que estava na praça da cidade, diante da porta do rei.
7 ଏବଂ ମର୍ଦ୍ଦଖଯ ନିଜ ପ୍ରତି ଯାହା ଯାହା ଘଟିଥିଲା ଓ ୟିହୁଦୀଯମାନଙ୍କୁ ବିନାଶ କରିବା ନିମନ୍ତେ ହାମନ୍ ରାଜଭଣ୍ତାର ରେ ଠିକ୍ ଯେତେ ମୁଦ୍ରା ଦବୋକୁ ପ୍ରତିଜ୍ଞା କରିଥିଲା, ସେସବୁ ତାକୁ କହିଲା।
7 Soube dele tudo o que tinha acontecido e a quantia de dinheiro que Amã tinha prometido recolher ao tesouro real em troca da destruição dos judeus.
8 ଆହୁରି ମଧ୍ଯ ସମାନଙ୍କେ ବିନାଶାର୍ଥେ ଯେଉଁ ଆଜ୍ଞାପତ୍ର ଶୂଶନ ରେ ଦଇେଥିଲା, ତହିଁର ଏକ କପି ଏଷ୍ଟରକୁ ଦଖାଇେ ଜ୍ଞାତ କରାଇବାକୁ ଦଲୋ। ଆଉ ଏଷ୍ଟର ଯେପରି ଆପଣା ଲୋକମାନଙ୍କ ପାଇଁ ରାଜାଙ୍କ ଛାମୁ ରେ ପ୍ରବେଶ କରି ତାହାଙ୍କ ନିକଟରେ ନିବଦନେ ଓ ଅନୁ ରୋଧ କରିବ ଏପରି ଆଦେଶ କରିବାକୁ କହିଲା।
8 Mardoqueu lhe entregou também uma cópia do edito, publicado em Susa para exterminá-los. Devia mostrá-la a Ester, pô-la a par de tudo e movê-la a ir ter com o rei para implorar sua graça e interceder junto dele em favor do povo.
9 ତେଣୁ ହଥକ୍ ଆସି ମର୍ଦ୍ଦଖଯର କଥା ଏଷ୍ଟରକୁ ଜଣାଇଲା।
9 Atac veio referir a Ester as palavras de Mardoqueu,
10 ଏହାପରେ ଏଷ୍ଟର ହଥକକୁ ଏହିକଥା କହି ମର୍ଦ୍ଦଖଯ ନିକଟକୁ ୟିବାପାଇଁ ଆଜ୍ଞା କଲା।
10 mas a rainha mandou Atac responder-lhe:
11 ବିନା ରାଜା ଡାକରା ରେ ପୁରୁଷ ଓ ସ୍ତ୍ରୀ ଯେ କହେି ଭିତର ପ୍ରାଙ୍ଗଣକୁ ରାଜାଙ୍କ ନିକଟକୁ ୟାଏ ତାହାର ପ୍ରାଣଦଣ୍ତ ଦବୋର ଏକମାତ୍ର ବ୍ଯବସ୍ଥା ଅଛି। କବଳେ ଯାହା ପ୍ରତି ରାଜା ସ୍ବର୍ଣ୍ଣମଯ ରାଜଦଣ୍ତ ବଢାନ୍ତି, ସହେି ବଞ୍ଚେ। ଏହା ରାଜାଙ୍କର ସବୁଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି। ମାତ୍ର ଗତ ତିରିଶ ଦିନ ହେଲା ମୁଁ ରାଜାଙ୍କ ନିକଟକୁ ୟିବାପାଇଁ ଡାକରା ପାଇନାହିଁ।
11 Todos os servos do rei e o povo de suas províncias sabem bem que, para quem quer que seja, homem ou mulher, que penetrar sem ser chamado na câmara interior do palácio, há uma lei real condenando-o à morte, exceção feita somente àquele para o qual o rei estender seu cetro de ouro, conservando-lhe a vida. E eis que são já trinta dias que não sou chamada junto ao rei.
12 ସମାନେେ ଏଷ୍ଟରର ଏହିକଥା ମର୍ଦ୍ଦଖଯକୁ କହିଲେ। ତେଣୁ ମର୍ଦ୍ଦଖଯ ଏଷ୍ଟରକୁ, ଏହି ପ୍ରତ୍ଯୁତ୍ତର ଦବୋକୁ ସମାନଙ୍କେୁ କହିଲା,
12 As palavras de Ester foram referidas a Mardoqueu, e este lhe mandou responder:
13 ସବୁ ୟିହୁଦୀଯମାନଙ୍କ ମଧ୍ଯରୁ କବଳେ ତୁମ୍ଭେ ରାଜ ଗୃହ ରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ।
13 Não imagines que serás a única entre todos os judeus a escapar, por estares no palácio.
14 ଯଦି ତୁମ୍ଭେ ଏହି ସମୟରେ ନୀରବ ହାଇେ ରୁହ, ତବେେ ଅନ୍ୟ ଏକ ସ୍ଥାନରୁ ୟିହୁଦୀଯମାନଙ୍କ ନିମନ୍ତେ ଉପଶମ ଓ ପରିତ୍ରାଣ ଆସିବ। କିନ୍ତୁ ତୁମ୍ଭେ ଏବଂ ତୁମ୍ଭର ପରିବାର ବିନାଶ ହବେ, କିଏ ଜାଣେ ତୁମ୍ଭେ ଏପରି ସମୟର ତୁମ୍ଭର ରାଜକୀଯ ସ୍ଥାନ ପାଇପାର?
14 Se te calares agora, o socorro e a libertação virão aos judeus de outra parte; mas tu e a casa de teu pai perecereis. E quem sabe se não foi para essas circunstâncias que chegaste à realeza.
15 ଏହାପରେ ଏଷ୍ଟର ମର୍ଦ୍ଦଖଯ ନିକଟକୁ ଉତ୍ତର ପଠାଇଲା, ତୁମ୍ଭେ ୟାଇ ଶ୍ବଶନ ରେ ଉପସ୍ଥିତ ସମସ୍ତ ୟିହୁଦୀମାନଙ୍କୁ ଏକତ୍ର କରି ମାେ ଲାଗି ଉପବାସ କର। ପୁଣି ତିନି ଦିନ ୟାଏ, ଦିନ ରେ କି ରାତ୍ରି ରେ କିଛି ଖାଅ ନାହିଁ ଓ କିଛି ପାନ କର ନାହିଁ।
15 Ester mandou responder a Mardoqueu:
16 ମୁଁ ଓ ମାରେ ଦାସୀଗଣ ସହେିପରି ଉପବାସ କରିବୁ, ତହୁଁ ବ୍ଯବସ୍ଥାନୁୟାଯୀ ନୋହିଲେ ହେଁ ମୁଁ ରାଜାଙ୍କ ନିକଟକୁ ୟିବି, ସେଥି ରେ ମଲେ ପେଛ ମରିବି।
16 Vai reunir todos os judeus de Susa e jejuai por mim sem comer nem beber durante três dias e três noites. Eu farei a mesma coisa com as minhas criadas. Depois disso, apesar da lei, irei ter com o rei. Se houver de morrer, morrerei.
17 ତେଣୁ ମର୍ଦ୍ଦଖଯ ଗଲେ, ସେ ଏଷ୍ଟରଙ୍କ କହିବା ଅନୁୟାଯୀ କାର୍ୟ୍ଯ କଲେ।
17 Mardoqueu se retirou e fez o que Ester pediu.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Ester 4, comparar traduções ou montar um estudo — tudo direto pelo WhatsApp.