Ester 3

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଏହିସବୁ ଘଟଣା ପରେ ଅକ୍ଷଶ୍ବରେଶ ରାଜା ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଉନ୍ନତ କରି ଉଚ୍ଚ ପଦାନ୍ବିତ କଲା। ଆଉ ତାହାର ସଙ୍ଗେ ସମସ୍ତ ଅଧିପତିର ଆସନ ଅପେକ୍ଷା ତାକୁ ଶ୍ ରେଷ୍ଠ ଆସନ ଦଲୋ।
1 Depois desses acontecimentos, o rei Xerxes honrou a Hamã, filho de Hamedata, descendente de Agague, promovendo-o e dando-lhe uma posição mais elevada do que a de todos os demais nobres.
2 ତହିଁରେ ରାଜାର ଯେତେ ଦାସ ରାଜଦ୍ବାର ରେ ଥିଲେ, ସେ ସମସ୍ତେ ନତ ହାଇେ ହାମନକୁ ପ୍ରଣାମ କଲେ। କାରଣ ରାଜା ତାହା ବିଷଯ ରେ ସହେିପରି ଆଜ୍ଞା ଦଇେଥିଲେ। ମାତ୍ର ମର୍ଦ୍ଦଖଯ ନତ ହେଲା ନାହିଁ କି ତାହାକୁ ପ୍ରଣାମ କଲା ନାହିଁ।
2 Todos os oficiais do palácio real curvavam-se e prostravam-se diante de Hamã, conforme as ordens do rei. Mardoqueu, porém, não se curvava nem se prostrava diante dele.
3 ଏଣୁ ରାଜଦ୍ବାର-ବର୍ତ୍ତୀ ରାଜାର ଦାସଗଣ ମର୍ଦ୍ଦଖଯକୁ କହିଲେ, ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?
3 Então os oficiais do palácio real perguntaram a Mardoqueu: "Por que você desobedece à ordem do rei? "
4 ଏହିପରି ସମାନେେ ପ୍ରେତ୍ୟକକ ଦିନ କହିଲେ। ତଥାପି ସେ ସମାନଙ୍କେର କଥା ଶୁଣିଲା ନାହିଁ। ଏଣୁ ଏହି ମର୍ଦ୍ଦଖଯର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛା ରେ ସମାନେେ ହାମନକୁ ତାହା ଜଣାଇଲେ। କାରଣ ମର୍ଦ୍ଦଖଯ ଯକେି ୟିହୁଦୀଯ ଲୋକ, ଏହା ସେ ସମାନଙ୍କେୁ କହିଥିଲା।
4 Dia após dia eles lhe falavam, mas ele não lhes dava atenção e dizia que era judeu. Então contaram tudo a Hamã para ver se o comportamento de Mardoqueu seria tolerado.
5 ଯେତବେେଳେ ହାମନ ଦେଖିଲା ମର୍ଦ୍ଦଖଯ ନତ ହେଲା ନାହିଁ, କି ତାହାକୁ ପ୍ରଣାମ କଲାନାହିଁ। ସେତବେେଳେ ସେ ଅତି କୋର୍ଧାନ୍ନିତ ହେଲା।
5 Quando Hamã viu que Mardoqueu não se curvava nem se prostrava, ficou muito irado.
6 ମାତ୍ର ସେ କବଳେ ମର୍ଦ୍ଦଖଯ ଉପରେ ହସ୍ତକ୍ଷପେ କରିବାକୁ ଲଘୁ ମଣିଲା। କାରଣ ସମାନେେ ତାହାକୁ ମର୍ଦ୍ଦଖଯର ବଂଶୀଯ ଲୋକଙ୍କ କଥା ଜଣାଇଲେ। ତେଣୁ ହାମନ ଅକ୍ଷଶ୍ବରେଶର ସମୁଦାଯ ରାଜ୍ଯ ରେ ସମସ୍ତ ୟିହୁଦୀଯଙ୍କୁ ଅର୍ଥାତ୍ ମର୍ଦ୍ଦଖଯର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା।
6 Contudo, sabendo quem era o povo de Mardoqueu, achou que não bastava matá-lo. Em vez disso, Hamã procurou uma forma de exterminar todos os judeus, o povo de Mardoqueu, em todo o império de Xerxes.
7 ରାଜା ଅକ୍ଷଶ୍ବରେଶ ଦ୍ବାଦଶ ବର୍ଷର ପ୍ରଥମ ମାସଟି, ଯାହାକି ନୀଷନ ବୋଲି ପରିଚିତ, ସମାନେେ ଆଖିବୁଜି ଦ୍ବାଦଶ ମାସକୁ ମନୋନୀତ କଲେ, ଏହା ଅଦର ୟିହୁଦୀମାନଙ୍କୁ ଧ୍ବଂସ କରିବା ବୋଲି ଜଣାୟାଏ।
7 No primeiro mês do décimo segundo ano do reinado do rei Xerxes, no mês de nisã, lançaram o pur, isto é a sorte, na presença de Hamã para escolher um dia e um mês para executar o plano, e foi sorteado o décimo segundo mês, o mês de adar.
8 ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।
8 Então Hamã disse ao rei Xerxes: "Existe certo povo disperso e espalhado entre os povos de todas as províncias de teu império, cujos costumes são diferentes dos de todos os outros povos e que não obedecem às leis do rei; não convém ao rei tolerá-los.
9 ମହାରାଜ ସନ୍ତୁଷ୍ଟ ହେଲେ ସମାନଙ୍କେୁ ବିନାଶ କରିବା ପାଇଁ ପତ୍ର ଲୋଖାଯାଉ। ତହିଁରେ ମୁଁ ରାଜକାର୍ୟ୍ଯ ରେ ନିୟୁକ୍ତ ଲୋକଙ୍କ ହସ୍ତ ରେ ରାଜଭଣ୍ତାରକୁ ଆଣିବା ପାଇଁ ଦଶହଜାର ତାଳନ୍ତ ରୂପା ଦବେି।
9 Se for do agrado do rei, que se decrete a destruição deles; e colocarei trezentas e cinqüenta toneladas de prata na tesouraria real à disposição para que se execute esse trabalho".
10 ଏଥି ରେ ରାଜା ଆପଣା ହସ୍ତରୁ ଅଙ୍ଗୁରୀଯ କାଢି ୟିହୁଦୀଯମାନଙ୍କର ବୌରି ଅଗାଗୀଯ ହମ୍ମଦାଥାର ପୁତ୍ର ହାମନକୁ ଦଲୋ।
10 Então o rei tirou seu anel-selo do dedo, deu-o a Hamã, o inimigo dos judeus, filho de Hamedata, descendente de Agague, e lhe disse:
11 ପୁଣି ରାଜା ହାମନକୁ କହିଲା, ସହେି ରୂପା ଓ ସହେି ଦେଶୀଯ ଲୋକ ତୁମ୍ଭକୁ ଦିଆଗଲା। ସମାନଙ୍କେ ପ୍ରତି ଯାହା ତୁମ୍ଭର ଇଛା, ତାହା କର।
11 "Fique com a prata e faça com o povo o que você achar melhor".
12 ଏଣୁ ପ୍ରଥମ ମାସର ତ୍ରଯୋଦଶ ଦିନ ରେ ରାଜାର ଲେଖକମାନେ ଆହୁତ ହୁଅନ୍ତେ, ହାମନର ସମସ୍ତ ଆଜ୍ଞାନୁସା ରେ ପ୍ରେତ୍ୟକକ ପ୍ରଦେଶସ୍ଥ ରାଜ ପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରେତ୍ୟକକ ଦେଶୀଯ ଲୋକଙ୍କ ଭାଷାନୁସା ରେ ପତ୍ର ଲିଖିତ ହେଲା। ତାହା ଅକ୍ଷଶ୍ବରେଶ ରାଜାର ନାମ ରେ ଲିଖିତ ଓ ରାଜାର ଅଙ୍ଗୁକୀଯ ରେ ମୁଦ୍ରାଙ୍କିତ ହେଲା।
12 Assim, no décimo terceiro dia do primeiro mês os secretários do rei foram convocados. Hamã ordenou que escrevessem cartas na língua e na escrita de cada povo aos sátrapas do rei, aos governadores das várias províncias e aos chefes de cada povo. Tudo foi escrito em nome do rei Xerxes e selado com o seu anel.
13 ସମସ୍ତ ୟିହୁଦୀଯ ଆବାଳ, ବୃଦ୍ଧବନିତାଙ୍କୁ ବଧ କରିବା ପାଇଁ, ତଣ୍ଟି କାଟିବା ପାଇଁ, ଧ୍ବଂସ କରିବା ପାଇଁ ଏବଂ ସମାନଙ୍କେର ଦ୍ରବ୍ଯଗୁଡିକ ଲୁଣ୍ଠନ କରିବା ପାଇଁ ଲୋକମାନଙ୍କୁ ଅନୁମତି ପ୍ରଦାନ କରି, ରାଜା ସମସ୍ତ ପ୍ରଦେଶକୁ ପତ୍ରବାହକମାନଙ୍କ ଦ୍ବାରା ପତ୍ର ପଠାଇଲେ। ଏହା ମାତ୍ର ଗୋଟିଏ ଦିନ ରେ କରାୟିବାର ଥିଲା, ତାହା ଦ୍ବାଦଶ ମାସର ତ୍ରଯୋଦଶ ଦିନ ଯାହା ଅଦର ମାସ କୁହାୟାଏ।
13 As cartas foram enviadas por mensageiros a todas as províncias do império com a ordem de exterminar e aniquilar completamente todos os judeus, jovens e idosos, mulheres e crianças, num único dia, o décimo terceiro dia do décimo segundo mês, o mês de adar, e de saquear os seus bens.
14 ପୁଣି ସହେି ଦିନ ନିମନ୍ତେ ସମସ୍ତ ଲୋକ ଯମେିତି ପ୍ରସ୍ତୁତ ହୁଅନ୍ତି ଏଥିପାଇଁ ପ୍ରେତ୍ୟକକ ପ୍ରଦେଶ ରେ ଆଜ୍ଞା ପ୍ରଗ୍ଭର କରିବାକୁ ଓ ୟାବତୀଯ ଲୋକଙ୍କୁ ଜଣାଇବାକୁ ସହେି ଲିଖନର ପ୍ରତିଲିପି ଦିଆଗଲା।
14 Uma cópia do decreto deveria ser publicada como lei em cada província e levada ao conhecimento do povo de cada nação, a fim de que estivessem prontos para aquele dia.
15 ଆଉ ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରି ଗଲେ, ପୁଣି ସହେି ଆଜ୍ଞା ଶୂଶନ୍ ରାଜଧାନୀ ରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ ନଗର ଉଦ୍ବିଗ୍ନ ହେଲା।
15 Por ordem do rei, os mensageiros saíram às pressas, e o decreto foi publicado na cidadela de Susã. O rei e Hamã assentaram-se para beber, mas a cidade de Susã estava confusa.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ester 3, comparar traduções ou montar um estudo — tudo direto pelo WhatsApp.