Ester 2

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଏହିସହୁ ଘଟଣା ପରେ ଅକ୍ଷଶ୍ବରେଶ ରାଜାର କୋର୍ଧ ଶାନ୍ତ ହୁଅନ୍ତେ ସେ ବଷ୍ଟୀକି ଓ ତାହାର କାର୍ୟ୍ଯ ଓ ତାହା ପ୍ରତିକୂଳ ରେ ପ୍ରଦତ୍ତ ଆଜ୍ଞା ସ୍ମରଣ କଲା।
1 Passadas estas coisas e aplacada a ira do rei Assuero, lembrou-se ele de Vasti, do que ela fizera e do que se decretara a seu respeito.
2 ତେଣୁ ରାଜାର ସବୋକାରୀ ଭୃତ୍ଯମାନେ ତାହାକୁ କହିଲେ, ମହାରାଜାଙ୍କ ପାଇଁ ସୁନ୍ଦରୀ ୟୁବତୀ କନ୍ଯାଗଣର ଅନ୍ବଷେଣ କରାଯାଉ।
2 Então disseram os servos do rei que lhe ministravam: Busquem-se para o rei moças virgens e formosas.
3 ଆଉ ମହାରାଜା ଆପଣା ରାଜ୍ଯର ସମସ୍ତ ପ୍ରଦେଶ ରେ କର୍ମଗ୍ଭରୀଗଣ ନିୟୁକ୍ତି କରନ୍ତୁ। ସମାନେେ ସହେି ସବୁ ସୁନ୍ଦରୀ କନ୍ଯାଗଣକୁ ଶୂଶନ ରାଜଧାନୀ ରେ ଏକତ୍ର କରି ଅନ୍ତଃପୁର ରେ ସ୍ତ୍ରୀମାନଙ୍କ ରକ୍ଷକ ରାଜନଫୁସକ ହଗଯରେ ହସ୍ତ ରେ ସମର୍ପଣ କରନ୍ତୁ। ପୁଣି ସମାନଙ୍କେ ଅଙ୍ଗରାଗାର୍ଥକ ଦ୍ରବ୍ଯ ସମାନଙ୍କେୁ ଦତ୍ତ ହେଉ।
3 Ponha o rei em todas as províncias do seu reino oficiais que ajuntem todas as moças virgens e formosas em Susã, a capital, na casa das mulheres, sob a custódia de Hegai, eunuco do rei, guarda das mulheres; e dêem-se-lhes os seus cosméticos.
4 ଏହାପରେ ଯେଉଁ କନ୍ଯା ମହାରାଜାଙ୍କର ତୁଷ୍ଟୀକାରୀଣୀ ହବେ, ସେ ବଷ୍ଟୀ ବଦଳେ ରାଣୀ ହବେ। ଏହି କଥା ରେ ରାଜା ସନ୍ତାଷେ ହବୋରୁ ସେ ଏପରି କଲା।
4 E a donzela que agradar ao rei seja rainha em lugar de Vasti. E isso pareceu bem ao rei; e ele assim fez.
5 ସହେି ସମୟରେ ମର୍ଦ୍ଦଖଯ ନାମ ରେ ଜଣେ ୟିହୁଦୀଯ ଲୋକ ଶୂଶନ୍ ରାଜଧାନୀ ରେ ଥିଲା, ସେ ବିନ୍ଯାମୀନ ବଂଶୀଯ ୟାଯୀରର ପୁତ୍ର, ଶିମିଯିର ପୌତ୍ର, କୀଶର ପ୍ରପୌତ୍ର।
5 Havia então em Susã, a capital, certo judeu, benjamita, cujo nome era Mordecai, filho de Jair, filho de Simei, filho de Quis,
6 ଯେଉଁ ଲୋକମାନେ ଯିହୁଦାର ରାଜା ୟିକନିଯ ସହିତ ବାବିଲର ରାଜା ନବୁଖଦ୍ନିତ୍ସର ଦ୍ବାରା ନିର୍ବାସିତ ହାଇେଥିଲା। ସମାନଙ୍କେ ସହିତ କୀଶ ୟିରୁଶାଲମଠାରୁ ନିର୍ବାସିତ ହାଇେଥିଲା।
6 que tinha sido levado de Jerusalém com os cativos que foram deportados com Jeconias, rei de Judá, o qual Nabucodonosor, rei de Babilônia, transportara.
7 ମର୍ଦ୍ଦଖଯ ଆପଣା ମାମୁଁ କନ୍ଯା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନହମେଯୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖଯ ତାହାକୁ ନିଜର କନ୍ଯାରୂପେ ଗ୍ରହଣ କରିଥିଲା।
7 Criara ele Hadassa, isto é, Ester, filha de seu tio, pois não tinha ela nem pai nem mãe; e era donzela esbelta e formosa; e, morrendo seu pai e sua mãe, Mordecai a tomara por filha.
8 ଯେତବେେଳେ ରାଜାର ସହେି ବାକ୍ଯ ଓ ଆଜ୍ଞା ପ୍ରଗ୍ଭରିତ ହେଲା ଶୂଶନ୍ ରାଜଧାନୀ ରେ ହଗଯେ ନିକଟରେ ଅନକେ କନ୍ଯା ସଂଗୃହିତ ହବୋ ବେଳେ ଏଷ୍ଟରକୁ ରାଜପୁରିକି ସ୍ତ୍ରୀ ରକ୍ଷକ ହଗଯେ ନିକଟକୁ ନିଆଗଲା।
8 Tendo se divulgado a ordem do rei e o seu edito, e ajuntando-se muitas donzelas em Susã, a capital, sob a custódia de Hegai, levaram também Ester ao palácio do rei, à custódia de Hegai, guarda das mulheres.
9 ଏଥି ରେ ଏହି ୟୁବତୀ ହଗଯରେ ତୁଷ୍ଟିଜନକ ହାଇେ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା'ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନ ରେ ବାସ କରାଇଲା।
9 E a donzela gradou-lhe, e alcançou o favor dele; pelo que ele se apressou em dar-lhe os cosméticos e os devidos alimentos, como também sete donzelas escolhidas do palácio do rei; e a fez passar com as suas donzelas ao melhor lugar na casa das mulheres.
10 ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚଯ କାହାକୁ ଦଲୋନାହିଁ କାରଣ ମର୍ଦ୍ଦଖଯ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା।
10 Ester, porém, não tinha declarado o seu povo nem a sua parentela, pois Mordecai lhe tinha ordenado que não o declarasse.
11 ଏହାପରେ, ଏଷ୍ଟର କିପରି ଅଛି ଓ ସେ କଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖଯ ପ୍ରତିଦିନ ନ୍ଯାଯାଳଯ ରେ ପ୍ରାଙ୍ଗଣ ସମ୍ମୁଖ ରେ ୟାତାଯତ କଲା।
11 E cada dia Mordecai passeava diante do pátio da casa das mulheres, para lhe informar como Ester passava e do que lhe sucedia.
12 ଦ୍ବାଦଶ ମାସ ଶଷେ ରେ, ରାଜା ଅକ୍ଷଶ୍ବରଶ ନିକଟକୁ ଏକ କୁଆଁରୀ କନ୍ଯାର ଉପସ୍ଥିତ ହବୋର ସମୟ ଆସିଲା। କାରଣ ସମାନଙ୍କେର ସୌନ୍ଦର୍ୟ୍ଯ ବୃଦ୍ଧି ପାଇଁ ଛଅ ମାସ ଗନ୍ଧରସର ତୈଳ ଓ ଛଅ ମାସ ସୁଗନ୍ଧି ଓ ସ୍ତ୍ରୀ ଲୋକଙ୍କ ଅଙ୍ଗରାଗାର୍ଥକ ଦ୍ରବ୍ଯ ସବେନ କରିବାକୁ ହେଲା।
12 Ora, quando chegava a vez de cada donzela vir ao Rei Assuero, depois que fora feito a cada uma segundo prescrito para as mulheres, por doze meses {pois assim se cumpriam os dias de seus preparativos, a saber, seis meses com óleo de mirra, e seis meses com especiarias e ungüentos em uso entre as mulheres};
13 ପୁଣି ରାଜାଙ୍କ ନିକଟକୁ ୟିବାକୁ ହେଲେ, ପ୍ରେତ୍ୟକକ ୟୁବତୀ ନିମନ୍ତେ ଏହିପରି ନିଯମ ଥିଲା। ସେ ଯେ କୌଣସି ଦ୍ରବ୍ଯ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ୟିବା ସମୟରେ ସାଙ୍ଗ ରେ ନବୋ ନିମନ୍ତେ ତାହାକୁ ଦିଆଗଲା।
13 desta maneira vinha a donzela ao rei: dava-lhe tudo quanto ela quisesse para levar consigo da casa das mulheres para o palácio do rei;
14 ରାଜାଙ୍କର ନଫୁସକ ଶାଶ୍ଗସର ତତ୍ତ୍ବାବଧାନ ରେ ଜଣେ କନ୍ଯା ସନ୍ଧ୍ଯା ସମୟରେ ଦ୍ବିତୀୟ ହ ରମଙ୍କେ ନିକଟକୁ ୟିବ ଓ ସକାଳ ରେ ଫରେି ଆସିବ। ଶାଶ୍ଗସ ରାଜାଙ୍କର ତତ୍ତ୍ବାବଧାରକ ଥିଲା।
14 à tarde ela entrava, e pela manhã voltava para a segunda casa das mulheres, à custódia de Saasgaz, eunuco do rei, guarda das concubinas; ela não tornava mais ao rei, salvo se o rei desejasse, e fosse ela chamada por nome.
15 ଏହାପରେ, ରାଜାଙ୍କ ନିକଟକୁ ୟିବାପାଇଁ ଏଷ୍ଟରର ପାଳି ପଡିଲା। ଏଷ୍ଟର ମର୍ଦ୍ଦଖଯଙ୍କ ପାଳିତ କନ୍ଯା ଥିଲା। ସେ ମର୍ଦ୍ଦଖଯର କକା ଅବିହଯିଲର କନ୍ଯା ଥିଲା। ହଗଯେ ରାଜାଙ୍କର ନଫୁସକ ଓ ସ୍ତ୍ରୀଲୋକମାନଙ୍କର ତତ୍ତ୍ବାବଧାରକ, ଯାହା କହିଥିଲେ, ତାହା ଛଡା ଏଷ୍ଟର ଆଉ କିଛି ମାଗିଲା ନାହିଁ। ସମସ୍ତେ ଯେଉଁମାନେ ହଗଯକେୁ ଦେଖିଲେ, ତା ପ୍ରତି ଅନୁକମ୍ପା କଲେ।
15 Ora, quando chegou a vez de Ester, filha de Abiail, tio de Mordecai, que a tomara por sua filha, para ir ao rei, coisa nenhuma pediu senão o que indicou Hegai, eunuco do rei, guarda das mulheres. Mas Ester alcançava graça aos olhos de todos quantos a viam.
16 ରାଜାର ଅଧିକାରର ସପ୍ତମ ବର୍ଷର ଦଶମ ମାସ ରେ ଅର୍ଥାତ୍ ଟବେେତ୍ ସାମ ରେ, ଏଷ୍ଟରକୁ ରାଜଗୃହ ରେ ଅକ୍ଷଶ୍ବରେଶ ରାଜା ନିକଟକୁ ନିଆଗଲା।
16 Ester foi levada ao rei Assuero, ao palácio real, no décimo mês, que é o mês de tebete, no sétimo ano de seu reinado.
17 ତହିଁରେ ରାଜା ଅନ୍ୟସକଳ ସ୍ତ୍ରୀଠାରୁ ଏଷ୍ଟରକୁ ଅଧିକ ପ୍ ରମେ କଲା ଏବଂ ଅନ୍ୟ ସମସ୍ତ ୟୁବତୀଠାରୁ ସେ ରାଜାର ଦୃଷ୍ଟି ରେ ଅନୁଗ୍ରହ ଓ ଦୟା ପାଇଲା। ଏଣୁ ସେ ତାହାର ମସ୍ତକରେ ରାଜ ମୁକୁଟ ଦଇେ ବଷ୍ଟୀ ବଦଳ ରେ ତାହାକୁ ରାଣୀ କଲା।
17 E o rei amou a Ester mais do que a todas mulheres, e ela alcançou graça e favor diante dele mais do que todas as virgens; de sorte que lhe pôs sobre a cabeça a coroa real, e afez rainha em lugar de Vasti.
18 ଏହାପରେ ରାଜା ଓ ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ପାଇଁ ଏଷ୍ଟର ଭୋଜି ବୋଲି ମହା ଭୋଜି ପ୍ରସ୍ତୁତ କଲା ଓ ସବୁ ପ୍ରଦେଶର ଛୁଟି କଲା ଓ ରାଜାର ବଦାନ୍ଯତାନୁସା ରେ ଦାନ କଲା।
18 Então o rei deu um grande banquete a todos os seus príncipes e aos seus servos; era um banquete em honra de Ester; e concedeu alívio às províncias, e fez presentes com régia liberalidade.
19 କନ୍ଯାମାନେ ଦ୍ବିତୀୟଥର ସଂଗୃହିତା ହବୋ ସମୟରେ ମର୍ଦ୍ଦଖଯ ରାଜ ଦ୍ବାର ରେ ବସିଲା।
19 Quando pela segunda vez se ajuntavam as virgens, Mordecai estava sentado à porta do rei.
20 ଏଷ୍ଟର ମର୍ଦ୍ଦଖଯର ଆଜ୍ଞାନୁସା ରେ ଆପଣା ବଂଶ ଓ କୁଟୁମ୍ବର ପରିଚଯ କାହାକୁ ହିଁ ଦଲୋ ନାହିଁ। କାରଣ ଏଷ୍ଟର ମର୍ଦ୍ଦଖଯ ନିକଟରେ ପ୍ରତିପାଳିତା ହବୋ ସମୟରେ ଯେପରି କରୁଥିଲା ସେତବେେଳେ ହିଁ ସପରେି ତାହାର ଆଜ୍ଞା ପାଳନ କଲା।
20 Ester, porém, como Mordecai lhe ordenara, não tinha declarado a sua parentela nem o seu povo: porque obedecia as ordens de Mordecai como quando estava sendo criada em casa dele.
21 ସହେି ସମୟରେ, ମର୍ଦ୍ଦଖଯ ରାଜଦ୍ବାର ରେ ବସିବା ବେଳେ ଦ୍ବାରପାଳମାନଙ୍କ ମଧିଅରେ ବିଗ୍ଥନ୍ ଓ ତରେଶ୍ ନାମକ ରାଜାଙ୍କର ଦୁଇ ଜଣ ନଫୁସକ କୋର୍ଧିତ ହାଇେ ଅକ୍ଷଶ୍ବରେଶ ରାଜାକୁ ବଧ କରିବାକୁ ଷଡୟନ୍ତ୍ର କଲେ।
21 Naqueles dias, estando Mordecai sentado à porta do rei, dois eunucos do rei, os guardas da porta, Bigtã e Teres, se indignaram e procuravam tirar a vida ao rei Assuero.
22 ମାତ୍ର ମର୍ଦ୍ଦଖଯ ଏହା ଜାଣି ଏଷ୍ଟର ରାଣୀକୁ ଜଣାଇଲା। ପୁଣି ଏଷ୍ଟର ମର୍ଦ୍ଦଖଯ ନାମ ଦଇେ ରାଜାକୁ ତାହା ଜଣାଇଲା।
22 E veio isto ao conhecimento de Mordecai, que revelou à rainha Ester; e Ester o disse ao rei em nome de Mordecai.
23 ତହିଁରେ ଅନୁସନ୍ଧାନ ଦ୍ବାରା ସହେି କଥା ପ୍ରମାଣ ହବୋରୁ ସହେି ଦୁଇଜଣ ବୃକ୍ଷ ରେ ଫାଶି ପାଇଲେ। ଆଉ ସହେି କଥା ରାଜାର ସାକ୍ଷାତ ରେ କଚରେୀର ନକଲ ଖାତା ରେ ଲଖାଗେଲା।
23 Quando se investigou o negócio e se achou ser verdade, ambos foram enforcados; e isso foi escrito no livro das crônicas perante o rei.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Ester 2, comparar traduções ou montar um estudo — tudo direto pelo WhatsApp.