Efésios 3
Oriya Bible (GL_ORIYA) vs BKJ
1 ଅତଏବ, ମୁଁ ପାଉଲ, ତୁମ୍ଭ ଅଣୟିହୁଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ।
1 Por esta causa, eu, Paulo, sou o prisioneiro de Jesus Cristo por vós, os gentios,
2 ତୁମ୍ଭମାନେେ ଶୁଣିଥିବ, ପରମେଶ୍ବର ତାହାଙ୍କର ମହାନ ଅନୁଗ୍ରହ ରେ ମାେତେ ଏହି ବିଶଷେ କାର୍ୟ୍ଯ ଦଇେଅଛନ୍ତି, ଯେପରି ମୁଁ ତୁମ୍ଭମାନଙ୍କୁ ସାହାୟ୍ଯ କରିପା ରେ।
2 se é que tendes ouvido a dispensação da graça de Deus, que me é dada para convosco;
3 ପରମେଶ୍ବର ମାେ' ନିକଟରେ ତାହାଙ୍କର ଗୁପ୍ତ ଯୋଜନା ପ୍ରକାଶ କରିଛନ୍ତି। ସେ ମାେତେ ଯାହା ଦଖାଇେଛନ୍ତି, ସେ ବିଷୟ ରେ ମୁଁ ଅଳ୍ପ କିଛି ଲେଖି ସାରିଛି।
3 como pela revelação ele fez-me saber este mistério (como vos escrevi antes, em poucas palavras,
4 ସଗେୁଡ଼ିକ ଯଦି ତୁମ୍ଭମାନେେ ପଢ଼, ତା ହେଲେ ଦେଖିବ ଯେ ଖ୍ରୀଷ୍ଟଙ୍କ ସମ୍ବନ୍ଧ ରେ ଗୁପ୍ତ ସତ୍ଯ ବିଷୟ ରେ ମୁଁ ପ୍ରକୃତ ରେ ବୁଝିଛି।
4 pelo que, quando ledes, podeis entender o meu conhecimento do mistério de Cristo).
5 ପୂର୍ବବର୍ତ୍ତୀ ସମୟର ଲୋକମାନଙ୍କୁ ଏହି ଗୁପ୍ତ ସତ୍ଯ ବିଷୟ ରେ କୁହାୟାଇ ନ ଥିଲା। କିନ୍ତୁ ପରମେଶ୍ବର ଏବେ ନିଜର ପବିତ୍ର ପ୍ ରରେିତ ଓ ଭବିଷ୍ଯଦ୍ବକ୍ତାମାନଙ୍କ ନିକଟରେ ପବିତ୍ର ଆତ୍ମାଙ୍କ ମାଧ୍ଯମ ରେ ସହେି ଗୁପ୍ତ ସତ୍ଯଟି ପ୍ରକାଶ କରିଛନ୍ତି।
5 O qual, noutras épocas, não foi manifestado aos filhos dos homens, como, agora, tem sido revelado aos seus santos apóstolos e profetas pelo Espírito,
6 ସହେି ଗୁପ୍ତ ସତ୍ଯଟି ହେଲା : ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ଯ ପରମେଶ୍ବରଙ୍କ ସମସ୍ତ ବିଷୟର ଅଧିକାରୀ ହବେେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସହେି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ପରମେଶ୍ବର ଯେ ସମସ୍ତ ପ୍ରତିଜ୍ଞା ଦଇେଅଛନ୍ତି, ସମାନେେ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ସହେି ସମସ୍ତର ସହଭାଗୀ ଅଟନ୍ତି। ସୁସମାଚାର ହତେୁରୁ ଅଣଯିହୂଦୀମାନେ ଏହି ସବୁର ଅଧିକାରୀ ଅଟନ୍ତି।
6 a saber, que os gentios são coerdeiros, e de um mesmo corpo, e participantes da sua promessa em Cristo pelo evangelho;
7 ପରମେଶ୍ବରଙ୍କ ବିଶଷେ ଅନୁଗ୍ରହର ଦାନ ଦ୍ବାରା ମୁଁ ସୁସମାଚାର କହିବା ପାଇଁ ଜଣେ ସବେକ ହଲିେ। ପରମେଶ୍ବର ତାହାଙ୍କର କାର୍ୟ୍ଯକାରୀ ଶକ୍ତି ବଳ ରେ ମାେତେ ଏହି ଅନୁଗ୍ରହ ଦାନ କଲେ।
7 do qual fui feito ministro, segundo o dom da graça de Deus, dado a mim pela operação eficaz do seu poder.
8 ପରମେଶ୍ବରଙ୍କ ଲୋକମାନଙ୍କ ଭିତ ରେ ମୁଁ ଅତି କ୍ଷୁଦ୍ର ଲୋକ ଥିଲି, କିନ୍ତୁ ପରମେଶ୍ବର ମାେତେ ଏହି ଅନୁଗ୍ରହଦାନ ଦେଲେ ଯେପରି ମୁଁ ଅଣଯିହୂଦୀମାନଙ୍କୁ ଖ୍ରୀଷ୍ଟଙ୍କ ଐଶ୍ବର୍ୟ୍ଯପୂର୍ଣ୍ଣ ସୁସମାଚାର କହିବି। ସହେି ଐଶ୍ବର୍ୟ୍ଯଗୁଡ଼ିକ ଏତେ ମହାନ ଯେ ତାହାକୁ ସମ୍ପୂର୍ଣ୍ଣରୂପେ ବୁଝିବା ସମ୍ଭବପର ନୁହେଁ।
8 A mim, que sou menos que o mínimo de todos os santos, me foi dada esta graça de pregar entre os gentios as riquezas incompreensíveis de Cristo,
9 ପରମେଶ୍ବରଙ୍କ ଗୁପ୍ତ ସତ୍ଯକୁ ସମସ୍ତଙ୍କୁ କହିବା ଦାଯିତ୍ବ ପରମେଶ୍ବର ମାେତେ ପ୍ରଦାନ କଲେ। ଏହି ନିଗୂଢ଼ ସତ୍ଯ ସୃଷ୍ଟିର ଆରମ୍ଭରୁ ସମସ୍ତ ପଦାର୍ଥର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଭିତ ରେ ଗୁପ୍ତ ରହିଥିଲା।
9 e fazer com que todos vejam qual é a comunhão do mistério, que, desde o começo do mundo, esteve oculto em Deus, que criou todas as coisas por meio de Jesus Cristo;
10 ମଣ୍ଡଳୀ ଦ୍ବାରା ପରମେଶ୍ବରଙ୍କ ବହୁବିଧ ଜ୍ଞାନ, ସ୍ବର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ଯକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ବରଙ୍କର ଉଦ୍ଦେଶ୍ଯ ଥିଲା। ସମାନେେ ମଣ୍ଡଳୀ ୟୋଗୁ ଏହା ଜାଣି ପାରିବେ।
10 para que agora, os principados e potestades nos lugares celestiais possam conhecer, pela igreja, a multiforme sabedoria de Deus,
11 ସମୟର ପ୍ରାରମ୍ଭରୁ ପରମେଶ୍ବରଙ୍କର ଯେଉଁ ଯୋଜନା ଅଛି, ଏହା ତାହା ସହିତ ମଳେ ଖାଉଛି। ଆମ୍ଭ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ଯମ ରେ ପରମେଶ୍ବର ଏହା ସମ୍ପନ୍ନ କଲେ।
11 segundo o eterno propósito que fez em Cristo Jesus, nosso Senhor,
12 ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଦ୍ବାରା, ନିର୍ଭୟ ରେ ପରମେଶ୍ବରଙ୍କ ସମ୍ମୁଖକୁ ୟିବା ପାଇଁ ଆମର ସ୍ବାଧୀନତା ଅଛି।
12 no qual temos ousadia e acesso com confiança, pela nossa fé nele.
13 ସେଥିପାଇଁ ମୁଁ କୁ ହେ ଯେ ତୁମ୍ଭମାନଙ୍କ ପାଇଁ ମୁଁ ଯାତନା ଭୋଗୁ ଥିବାରୁ ହତୋତ୍ସାହିତ ହୁଅ ନାହିଁ। ମାରେ ଏହି ଯାତନାଗୁଡ଼ିକ ତୁମ୍ଭ ନିମନ୍ତେ ଗୌରବଜନକ ହବେ।
13 Portanto, vos peço que não desfaleçais nas minhas tribulações por vós, que são a vossa glória.
14 ସେଥିପାଇଁ ପ୍ରାର୍ଥନା ରେ ମୁଁ ପରମପିତାଙ୍କ ଆଗ ରେ ନତମସ୍ତକ ହୁଏ।
14 Por causa disso, me ponho de joelhos perante o Pai de nosso Senhor Jesus Cristo,
15 ପରମେଶ୍ବର ସ୍ବର୍ଗ ଓ ପୃଥିବୀର ସମସ୍ତ ପରିବାରକୁ ପ୍ରକୃତ ନାମ କରଣ କରନ୍ତି।
15 do qual toda a família nos céus e na terra toma o nome,
16 ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ, ଯେପରି ସେ ତାହାଙ୍କ ସମସ୍ତ ମହିମା ସହିତ ତୁମ୍ଭମାନଙ୍କୁ ଆତ୍ମିକଭାବେ ଶକ୍ତିୟୁକ୍ତ ହବୋ ପାଇଁ ତାହାଙ୍କର ଶକ୍ତି ପ୍ରଦାନ କରିବେ। ସେ ପବିତ୍ର ଆତ୍ମାଙ୍କ ଦ୍ବାରା ତୁମ୍ଭମାନଙ୍କୁ ସହେି ଶକ୍ତି ପ୍ରଦାନ କରିବେ।
16 para que vos conceda, segundo as riquezas da sua glória, que sejais fortalecidos com poder pelo seu Espírito no homem interior;
17 ତୁମ୍ଭ ବିଶ୍ବାସ ହତେୁ ତୁମ୍ଭ ହୃଦୟ ରେ ଖ୍ରୀଷ୍ଟ ବାସ କରନ୍ତି। ତୁମ୍ଭ ଜୀବନ ପ୍ ରମେ ରେ ଶକ୍ତିଶାଳୀ ହେଉ ଏବଂ ପ୍ ରମେ ରେ ଗଢ଼ି ଉଠୁ।
17 para que Cristo habite no vosso coração pela fé; a fim de, estando arraigados e fundados em amor,
18 ଖ୍ରୀଷ୍ଟଙ୍କ ପ୍ ରମରେ ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ବରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ଯ ବୁଝି ପାର ଯେ, ସହେି ପ୍ ରମେ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ, ଓ କେତେ ଗଭୀର।
18 possa ser capaz de compreender, com todos os santos, qual é a largura, e o comprimento, e a profundidade, e altura,
19 ଯୀଶୁ ଖ୍ରୀଷ୍ଟଙ୍କ ପ୍ ରମେ ମନୁଷ୍ଯର ପ୍ ରମଠାରୁେ ଅଧିକ ମହାନ୍। କିନ୍ତୁ ମୁଁ ପରମେଶ୍ବରଙ୍କଠା ରେ ପ୍ରାର୍ଥନା କରେ ଯେ, ତୁମ୍ଭେ ସହେି ପ୍ ରମେ ବିଷୟ ରେ ଜାଣିବା ପାଇଁ ସକ୍ଷମ ହୁଅ, ତବେେ ଯାଇ ତୁମ୍ଭେ ପରମେଶ୍ବରଙ୍କଠା ରେ ପୂର୍ଣ୍ଣ ହାଇେ ୟିବ।
19 e conhecer o amor de Cristo, que excede todo conhecimento, para que sejais cheios de toda a plenitude de Deus.
20 ଆମ୍ଭ ଭିତ ରେ ପରମେଶ୍ବରଙ୍କ ଯେଉଁ ଶକ୍ତି କାର୍ୟ୍ଯ କରିଥାଏ, ତାହା ଆମ୍ଭର ମାଗିବା ବା ଭାବିବାଠାରୁ ୟଥେଷ୍ଟ ଅଧିକ ଏବଂ ପରମେଶ୍ବର ତାହାଠାରୁ ଅଧିକ ଶକ୍ତିର କାର୍ୟ୍ଯ କରି ପାରନ୍ତି।
20 Ora, àquele que é capaz de fazer tudo muito mais abundantemente além daquilo que pedimos ou pensamos, segundo o poder que em nós opera,
21 ମଣ୍ଡଳୀ ରେ ଓ ଖ୍ରୀଷ୍ଟଙ୍କ ଦ୍ବାରା ସଦାସର୍ବଦା ତାହାଙ୍କର ମହିମା ହେଉ। ଆମେନ୍।
21 a ele seja a glória na igreja, por Cristo Jesus, em todas as gerações, para sempre e sempre. Amém.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Efésios 3, comparar traduções ou montar um estudo — tudo direto pelo WhatsApp.