Esdras 9

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ଏହିସବୁ କର୍ମ ସମାପ୍ତ ହେଲାପରେ, ଇଶ୍ରାୟେଲୀୟ ମୁଖ୍ଯମାନେ ଆମ୍ଭ ନିକଟକୁ ଆସିଲେ ଓ ସମାନେେ କହିଲେ, ଏଜ୍ରା, ଇଶ୍ରାୟେଲର ଲୋକମାନେ, ଯାଜକମାନେ ଓ ଲବେୀୟମାନେ ଅନ୍ୟଦେଶୀ ଗୋଷ୍ଠୀଯମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସମାନଙ୍କେର ଅର୍ଥାତ୍ କିଣାନୀଯ, ହିତ୍ତୀଯ, ପରିଷୀଯ ୟିବୂଷୀଯ, ଅେମ୍ମାନୀୟ, ମାୟୋବୀଯ, ମିସ୍ରୀଯ ଓ ଇ ମାରେୀଯମାନଙ୍କର ଘୃଣା ଯୋଗ୍ଯ କର୍ମ ଅନୁସାରେ କରୁଅଛନ୍ତି।
1 Depois que essas coisas foram feitas, os líderes judeus vieram e me disseram: “Muitos israelitas, e até mesmo alguns sacerdotes e levitas, não se mantiveram separados dos outros povos que habitam nesta terra. Adotaram as práticas detestáveis dos cananeus, dos hititas, dos ferezeus, dos jebuseus, dos amonitas, dos moabitas, dos egípcios e dos amorreus.
2 ସମାନେେ ଆପଣାମାନଙ୍କ ଓ ଆପଣାମାନଙ୍କ ପୁତ୍ରଗଣଙ୍କ ନିମନ୍ତେ ସମାନଙ୍କେର କନ୍ଯାଗଣଙ୍କୁ ଗ୍ରହଣ କରିଅଛନ୍ତି। ଏହିପରି ପବିତ୍ରବଂଶ ଅନ୍ଯଦେଶ ରେ ଗୋଷ୍ଠୀଯମାନଙ୍କ ସଙ୍ଗେ ଆପଣାମାନଙ୍କୁ ମିଶ୍ରିତ କରିଅଛନ୍ତି। ଏହି ଅପରାଧ ରେ ଅଧିପତି ଓ ଶାସନକର୍ତ୍ତାମାନଙ୍କ ହସ୍ତ ପ୍ରଧାନ ହାଇେଅଛି।
2 Os homens de Israel se casaram com mulheres desses povos e as tomaram como esposas para seus filhos. A descendência santa se contaminou por meio desses casamentos mistos. E, pior ainda, os líderes e os oficiais foram os primeiros a cometer essa infidelidade”.
3 ଯେତବେେଳେ ମୁଁ ଏହିକଥା ଶୁଣିଲି ମୁଁ ମାରେ ବସ୍ତ୍ର ଓ ଗ୍ଭଗୋ ଚିରି ନିଜ ମସ୍ତକ ଓ ଦାଢିର କେଶ କ୍ଷୌରକରି ଚିନ୍ତିତ ହାଇେ ବସିଲି।
3 Quando ouvi isso, rasguei minha túnica e meu manto, arranquei cabelos da cabeça e da barba e me sentei, absolutamente pasmo.
4 ସେତବେେଳେ ନିର୍ବାସିତ ଲୋକମାନଙ୍କର ଅପରାଧ ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ବ୍ଯବସ୍ଥା ରେ କମ୍ପିତ ପ୍ରେତ୍ୟକକ ଲୋକ ମାରେ ନିକଟରେ ଏକତ୍ରୀତ ହେଲେ। ମୁଁ ସନ୍ଧ୍ଯାକାଳୀନ ବଳିଦାନ ସମୟ ପର୍ୟ୍ଯନ୍ତ ଓ ମାେ ଗ୍ଭରିପଟେ ସମାନେେ ଏକତ୍ରୀତ ହବୋ ପର୍ୟ୍ଯନ୍ତ ଆଘାତ ପାଇ ବସିଲି।
4 Então todos que tremiam diante das palavras do Deus de Israel vieram e sentaram-se comigo por causa dessa infidelidade cometida pelos exilados que haviam regressado. E fiquei sentado ali, atônito, até o sacrifício da tarde.
5 ସନ୍ଧ୍ଯାକାଳୀନ ବଳିଦାନ ସମୟରେ ମୁଁ ଉଠିଲି। ମାେ ଦହେ ରେ ଚିରାବସ୍ତ୍ର ଓ ଗ୍ଭଗୋ ଥିଲା। ମୁଁ ମାରେଆଣ୍ଠୁମାଡି ସଦାପ୍ରଭୁ ମାରେ ପରମେଶ୍ବରଙ୍କ ଆଡେ ହସ୍ତ ବିସ୍ତାର କରି କହିଲି,
5 Na hora do sacrifício, levantei-me de onde havia sentado em lamentação, com as roupas rasgadas. Caí de joelhos, ergui as mãos ao S enhor , meu Deus,
6 ହେ ମାରେ ପରମେଶ୍ବର,
6 e orei: “Ó meu Deus, estou profundamente humilhado e tenho vergonha de levantar meu rosto para ti. Pois nossos pecados se elevam acima de nossa cabeça, e nossa culpa chegou até os céus.
7 ଆମ୍ଭମାନଙ୍କ ପୂର୍ବପୁରୁଷଗଣର ସମଯାବଧି ଆଜି ପର୍ୟ୍ଯନ୍ତ ଆମ୍ଭମାନେେ ଅତିଶଯ ଦୋଷୀ ହାଇେଅଛୁ। ଆମ୍ଭମାନଙ୍କର ଅପରାଧ ପାଇଁ ଆଜିର ନ୍ଯାଯ ଆମ୍ଭମାନେେ ଆମ୍ଭମାନଙ୍କ ରାଜଗଣ ଓ ଆମ୍ଭମାନଙ୍କ ଯାଜକଗଣ ନାନା ଦେଶୀଯ ରାଜଗଣ ହସ୍ତ ରେ, ଖଡ୍ଗ ରେ, ବନ୍ଦୀତ୍ବ ରେ ଓ ଅପମାନିତ ହବୋ ପାଇଁ ସମର୍ପିତ ହାଇେଅଛୁ।
7 Desde os dias de nossos antepassados até agora, temos vivido cheios de pecado. Por isso, nós, nossos reis e nossos sacerdotes fomos entregues nas mãos dos reis da terra. Fomos mortos, capturados, roubados e desprezados, como acontece hoje.
8 ଆମ୍ଭମାନଙ୍କ ପରମେଶ୍ବର ଯେପରି ଆମ୍ଭମାନଙ୍କ ମୁଖ ପ୍ରସନ୍ନ କରିବେ ଓ ଆମ୍ଭମାନଙ୍କ ନିର୍ବାସୀତ ଅବସ୍ଥା ରେ ଆମ୍ଭମାନଙ୍କୁ ନିଶ୍ଚିଚ ଆଶ୍ବାସନା ଦବେେ। ଆମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଆପଣା ପବିତ୍ରସ୍ଥାନ ରେ ଆମ୍ଭମାନଙ୍କୁ ଏକ ଖୁଣ୍ଟି ଦବୋକୁ ବର୍ତ୍ତମାନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ବରଙ୍କଠାରୁ କ୍ଷଣକାଳ ଅନୁଗ୍ରହ ପାଇଅଛୁ।
8 “Agora, porém, a graça do S enhor , nosso Deus, nos foi concedida por um breve momento. Ele permitiu que alguns de nós sobrevivêssemos como um remanescente e nos deu segurança neste lugar santo. Nosso Deus iluminou nossos olhos e nos concedeu um pouco de alívio de nossa escravidão.
9 ହଁ, ଆମ୍ଭମାନେେ ବନ୍ଦୀ ଥିଲୁ। କିନ୍ତୁ ତୁମ୍ଭେ ଆମ୍ଭକୁ ବେଶିଦିନ ନିର୍ବାସିତ କରି ରଖି ନଥିଲ। ତୁମ୍ଭେ ଆମ୍ଭପ୍ରତି ଦୟା କରିଥିଲ। ତୁମ୍ଭ ୟୋଗୁ ପାରସ୍ଯର ରାଜା ଆମ୍ଭପ୍ରତି ଦୟା ଦଖାଇେ ଥିଲେ। ତୁମ୍ଭର ମନ୍ଦିର ଧ୍ବଂସ ହାଇେ ୟାଇଥିଲା। ଏବଂ ଆମ୍ଭେ ଏହାକୁ ପୁନଃନିର୍ମାଣ କରି ଏହାକୁ ନୂତନ ଜୀବନ ଦଲେୁ। ପରମେଶ୍ବର, ତୁମ୍ଭେ ଯିହୁଦା ଓ ୟିରୁଶାଲମ ରେ ପ୍ରାଚୀର ଦବୋପାଇଁ ଆମ୍ଭର ସହାୟ ହେଲ।
9 Éramos escravos, mas, em seu amor leal, nosso Deus não nos abandonou na escravidão. Em vez disso, fez os reis da Pérsia nos tratarem com bondade. Ele renovou nossas forças, para que reconstruíssemos o templo de nosso Deus e restaurássemos suas ruínas. Deu-nos um muro de proteção em Judá e em Jerusalém.
10 ଏବେ ହେ ଆମ୍ଭର ପରମେଶ୍ବର, ଏହାପରେ ଆମ୍ଭମାନଙ୍କର କ'ଣ କରିବା ଉଚିତ୍? ଆମ୍ଭେ ତୁମ୍ଭର ଆଜ୍ଞାକୁ ଉପେକ୍ଷା କରିଛୁ!
10 “Agora, ó nosso Deus, o que podemos dizer depois de tudo isso? Pois, mais uma vez, abandonamos teus mandamentos!
11 ହେ ପରମେଶ୍ବର, ତୁମ୍ଭେ ଆପଣା ଦାସ ଭବିଷ୍ଯଦ୍ବକ୍ତାଗଣ ଦ୍ବାରା ଆଜ୍ଞାକରି କହିଥିଲ, ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀଯମାନଙ୍କ ଅଶୌଚ ଦ୍ବାରା ଅଶୁଚି ଦେଶ ହାଇେଅଛି। ସମାନଙ୍କେର ଘୃଣାୟୋଗ୍ଯ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ସମାନଙ୍କେ ପାପରେ ପରିପୂର୍ଣ୍ଣ କରିଅଛି।
11 Tu nos advertiste por meio de teus servos, os profetas, quando eles disseram: ‘A terra em que estão entrando está inteiramente contaminada pelas práticas detestáveis dos povos que nela habitam. Está cheia de corrupção, de uma extremidade à outra.
12 ଏଣୁ ହେ ଇଶ୍ରାୟେଲର ଲୋକମାନେ ତୁମ୍ଭର ସନ୍ତାନମାନଙ୍କୁ ସମାନଙ୍କେର ସନ୍ତାନମାନଙ୍କ ସହିତ ବିବାହ ଦିଅ ନାହିଁ। କିମ୍ବା ସମାନଙ୍କେ ଶାନ୍ତି ଓ ସୌଭାଗ୍ଯ ପାଇଁ କଦାପି ଚେଷ୍ଟା କରନାହିଁ। ତହିଁରେ ତୁମ୍ଭମାନେେ ବଳବାନ ହବେ। ଦେଶର ଉତ୍ତମ ଦ୍ରବ୍ଯ ଭୋଜନ କରିବ ଓ ସବୁଦିନ ପାଇଁ ଆପଣା ସନ୍ତାନଗଣର ଅଧିକାର ନିମନ୍ତେ ତାହା ରଖିୟିବ। ମାତ୍ର ଆମ୍ଭମାନେେ ତୁମ୍ଭର ଏହି ଆଜ୍ଞା ପରିତ୍ଯାଗ କରିଅଛୁ।
12 Não permitam que suas filhas se casem com os filhos deles, nem tomem as filhas deles como esposas para seus filhos. Jamais promovam a paz e a prosperidade dessas nações. Se seguirem essas instruções, serão fortes, desfrutarão das coisas boas que a terra produz e deixarão essa prosperidade como herança para seus filhos para sempre’.
13 ହେ ପରମେଶ୍ବର, ତୁମ୍ଭେ ଆମ୍ଭମାନଙ୍କର ପ୍ରାପ୍ଯଠାରୁ କମ୍ ଦଣ୍ତ ଦଇେଛ। ଏବଂ ଯଦିଓ ଆମ୍ଭର ପାପ ଓ ଦୋଷ ଯୋଗୁଁ ଏସବୁ ଆମ ପାଖକୁ ଆସିଛି। ଆମ୍ଭମାନଙ୍କ ମଧ୍ଯରୁ କେତକଙ୍କେୁ ଜୀବିତ ରଖିଅଛ।
13 “Tudo que nos aconteceu é castigo de nossa maldade e de nossa grande culpa. Ainda assim, recebemos um castigo muito menor do que merecíamos, pois tu, nosso Deus, permitiste que alguns de nós sobrevivêssemos como um remanescente.
14 ଏହା ଦେଖିସାରିବା ପରେ ଆମ୍ଭମାନେେ କ'ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣା ଯୋଗ୍ଯ କର୍ମ ଅନ୍ୟ ଗୋଷ୍ଠୀଯମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ'ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶଷେ କରିବ ନାହିଁ।
14 E, no entanto, quebramos teus mandamentos outra vez e nos casamos com pessoas que praticam essas coisas detestáveis. Acaso tua ira não será suficiente para nos destruir, a ponto de não sobreviver nem mesmo este pequeno remanescente?
15 ହେ ସଦାପ୍ରଭୁ, ଇଶ୍ରାୟେଲର ପରମେଶ୍ବର, ତୁମ୍ଭେ ଧର୍ମ ମଧ୍ଯ ଅଟ, ଯେଉଁଥିପାଇଁ ଆମ୍ଭମାନେେ ଆଜି ପର୍ୟ୍ଯନ୍ତ ରକ୍ଷା ପାଇଅଛୁ। ଆମ୍ଭମାନେେ ତୁମ୍ଭ ସାକ୍ଷାତ ରେ ନିଜ ଦୋଷ ରେ ଦୋଷୀ ହାଇେଅଛୁ। କାରଣ ସେଥିପାଇଁ କହେି ତୁମ୍ଭ ଛାମୁ ରେ ଠିଆ ହାଇପୋ ରେ ନାହିଁ।
15 Ó S enhor , Deus de Israel, tu és justo. Aqui estamos diante de ti com nossa culpa, um mero remanescente que escapou, embora, por sermos culpados, nenhum de nós tenha o direito de estar em tua presença”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Esdras 9, comparar traduções ou montar um estudo — tudo direto pelo WhatsApp.