Esdras 8

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ଏହି ନାମଗୁଡିକ ହେଉଛି ପିତୃବଂଶର ମୁଖ୍ଯମାନେ ଏବଂ ଅନ୍ୟ ଲୋକମାନେ ଯେଉଁମାନେ ଏଜ୍ରାଙ୍କ ସହିତ ବାବିଲୋନରୁ ୟିରୁଶାଲମକୁ ଆସିଥିଲେ। ଆମ୍ଭେ ଅର୍ତ୍ତକ୍ଷସ୍ତ ରାଜାଙ୍କ ସମୟରେ ୟିରୁଶାଲମକୁ ଆସିଥିଲୁ। ଏହିଠା ରେ ସମାନଙ୍କେର ଚିଠା ଦିଆଗଲା।
1 Estes são os chefes de famílias e esta é a genealogia dos que voltaram comigo da Babilônia, no reinado do rei Artaxerxes:
2 ପୀନହସର ବଂଶଧରମାନଙ୍କ ମଧ୍ଯରୁ ଗେର୍ଶୋମ, ଈଥାମରର ବଂଶଧରମାନଙ୍କ ମଧ୍ଯରୁ ଦାନିୟେଲ। ଦାଉଦଙ୍କ ବଂଶଧରମାନଙ୍କ ମଧ୍ଯରୁ ହଟୂଶ୍।
2 dos filhos de Fineias, Gérson; dos filhos de Itamar, Daniel; dos filhos de Davi, Hatus;
3 ଶଖନିଯର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ, ପରିଯୋଶର ଭବିଷ୍ଯତ୍ ବଂଶଧରମାନଙ୍କ ମଧ୍ଯରୁ ଜିଖରିଯ ଏବଂ 150 ଜଣ ପୁରୁଷ ତାଙ୍କ ସହିତ ପଞ୍ଜିକୃତ ହାଇେଥିଲେ।
3 dos filhos de Secanias, dos filhos de Parós, Zacarias, e com ele foram registrados cento e cinquenta homens.
4 ପହତ୍ ମାୟୋବର ବଂଶଧରମାନଙ୍କ ମଧ୍ଯରୁ ସରହିଯର ପୁତ୍ର ଇଲୀହୋଐନଯ ଓ ତାହା ସଙ୍ଗେ 200 ପୁରୁଷ।
4 Dos filhos de Paate-Moabe, Elioenai, filho de Zeraías, e, com ele, duzentos homens.
5 ଏବଂ ଜାତୁଙ୍କର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟହସୀଯଲରେ ପୁତ୍ର ଶଖନିଯ ଏବଂ ତାହା ସଙ୍ଗେ 300 ପୁରୁଷ।
5 Dos filhos de Secanias, o filho de Jaaziel, e, com ele, trezentos homens.
6 ଆଉ ଆଦୀନର ବଂଶଧରମାନଙ୍କ ମଧ୍ଯରୁ ଯୋନାଥନର ପୁତ୍ର ଏବଦ୍ ଓ ତାହା ସଙ୍ଗେ ପଗ୍ଭଶ ପୁରୁଷ।
6 Dos filhos de Adim, Ebede, filho de Jônatas, e, com ele, cinquenta homens.
7 ଏଲମର ବଂଶଧରମାନଙ୍କ ମଧ୍ଯରୁ ଅଥଲିଯର ପୁତ୍ର ୟିଶାଯାହ ଓ ତାଙ୍କ ସଙ୍ଗେ 70 ପୁରୁଷ।
7 Dos filhos de Elão, Jesaías, filho de Atalias, e, com ele, setenta homens.
8 ଶଫଟିଯର ବଂଶଧରମାନଙ୍କ ମଧ୍ଯରୁ ମୀଖାଯଲରେ ପୁତ୍ର ସବଦିଯ ଓ ତାହା ସଙ୍ଗେ 80 ପୁରୁଷ।
8 Dos filhos de Sefatias, Zebadias, filho de Micael, e, com ele, oitenta homens.
9 ଯୋୟାବର ବଂଶଧରମାନଙ୍କ ମଧ୍ଯରୁ ୟିହିଯଲରେ ପୁତ୍ର ଓବଦିଯ ଓ ତାହାଙ୍କ ସଙ୍ଗେ 218 ପୁରୁଷ।
9 Dos filhos de Joabe, Obadias, filho de Jeiel, e, com ele, duzentos e dezoito homens.
10 ଆଉ ବାଣିର ଭବିଷ୍ଯତ ବଂଶଧରମାନଙ୍କ ମଧ୍ଯରୁ ୟୋଷିଫିଯର ପୁତ୍ର ଶ ଲୋମୀତ ଓ ତାହା ସଙ୍ଗେ 160 ପୁରୁଷ।
10 Dos filhos de Bani, Selomite, filho de Josifias, e, com ele, cento e sessenta homens.
11 ବବଯରେ ବଂଶଧରମାନଙ୍କ ମଧ୍ଯରୁ ବବଯରେ ପୁତ୍ର ଜିଖରିଯ ଓ ତାହାଙ୍କ ସଙ୍ଗେ 28 ପୁରୁଷ।
11 Dos filhos de Bebai, Zacarias, o filho de Bebai, e, com ele, vinte e oito homens.
12 ଅସ୍ଗଦର ବଂଶଧରମାନଙ୍କ ମଧ୍ଯରୁ ହକାଟନର ପୁତ୍ର ୟୋହାନନ୍ ଓ ତାହା ସଙ୍ଗେ 110ପୁରୁଷ।
12 Dos filhos de Azgade, Joanã, o filho de Hacatã, e, com ele, cento e dez homens.
13 ଅଦୋନୀକାମର ବଂଶଧରମାନଙ୍କ ମଧ୍ଯରୁ କନିଷ୍ଠମାନେ ଓ ସମାନଙ୍କେ ନାମ ଇଲିଫଲେଟ୍, ୟିଯୂଯଲେ, ଶମଯିମ ଓ ସମାନଙ୍କେ ସଙ୍ଗେ 60 ପୁରୁଷ।
13 Dos filhos de Adonicão, últimos a chegar, seus nomes eram estes: Elifelete, Jeiel e Semaías, e, com eles, sessenta homens.
14 ଆଉ ବିଗ୍ବଯ ବଂଶଧରମାନଙ୍କ ମଧ୍ଯରୁ ଊଥଯ ଓ ସବୂଦ୍ ଓ ସମାନଙ୍କେ ସଙ୍ଗେ 70 ପୁରୁଷ।
14 Dos filhos de Bigvai, Utai e Zabude, e, com eles, setenta homens.
15 ମୁଁ ଏହି ଲୋକମାନଙ୍କୁ ଅହବା ଆଡକୁ ପ୍ରବାହିତ ନଦୀ ନିକଟରେ ଏକତ୍ର କଲି। ସଠାେରେ ଆମ୍ଭମାନେେ ଛାଉଣୀ କରି ତିନିଦିନ ରହିଲୁ। ମୁଁ ଲୋକମାନଙ୍କ ମଧିଅରେ ଓ ଯାଜକମାନଙ୍କ ମଧିଅରେ ଖାଜେିଲି କିନ୍ତୁ ଲବେୀର କୌଣସି ପୁତ୍ରକୁ ପାଇଲି ନାହିଁ।
15 Eu os reuni perto do rio que corre para Aava, onde ficamos acampados três dias. Atentando para o povo e para os sacerdotes e não tendo achado nenhum dos filhos de Levi,
16 ତେଣୁ ମୁଁ ଇଲୀଯଷେର, ଅରୀଯଲେ, ଶମଯିଯ ଓ ଇଲ୍ନାଥନ ଓ ୟାରିବ୍ ଇଲ୍ନାଥନ ଓ ନାଥନ, ଜିଖରୀଯ ଓ ମଶୁଲ୍ଲମ୍ ଏହି ପ୍ରଧାନ ଲୋକମାନଙ୍କୁ ମଧ୍ଯ ୟୋଯାରୀବ ଓ ଇଲ୍ନାଥନ ଶିକ୍ଷକମାନଙ୍କୁ ଡାକିବାକୁ ଲୋକ ପଠାଇଲି।
16 mandei chamar Eliézer, Ariel, Semaías, Elnatã, Jaribe, Elnatã, Natã, Zacarias e Mesulão, os chefes, bem como Joiaribe e Elnatã, que eram sábios.
17 ଏହାପରେ ମୁଁ ସମାନଙ୍କେୁ କାସିଫିଆ ନାମକ ଏକ ସ୍ଥାନର ପ୍ରଧାନଲୋକ ଇଦ୍ଦୋ ନିକଟକୁ ପଠାଇଲି। ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ଆମ୍ଭମାନଙ୍କ ନିକଟକୁ ପରିଗ୍ଭରକମାନଙ୍କୁ ଆଣିବା ପାଇଁ କାସିଫିଆ ସ୍ଥାନସ୍ଥ ଇଦ୍ଦୋକୁ ଓ ତା'ର ଭାତୃଗଣ ନାଥୀନୀଯମାନଙ୍କୁ କହିବାକୁ ସମାନଙ୍କେୁ ଆଦେଶ ଦଲେି।
17 Eu os enviei a Ido, chefe em Casifia, e lhes dei as palavras que deveriam dizer a Ido e aos servidores do templo, seus irmãos, em Casifia, para que nos enviassem ministros para o templo do nosso Deus.
18 ତେଣୁ ଆମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ପରମେଶ୍ବର ମଙ୍ଗଳମଯ ହସ୍ତର ସହାୟତା ପ୍ରମାଣେ ସମାନେେ ଇଶ୍ରାୟେଲର ପୌତ୍ର,
18 E, como a mão bondosa de Deus estava sobre nós, eles nos enviaram um homem sábio, dos filhos de Mali, filho de Levi, filho de Israel, a saber, Serebias, com os seus filhos e irmãos, em número de dezoito.
19 ହସବିଯ ଓ ତାହା ସଙ୍ଗେ ମରାରି ବଂଶଧରମାନଙ୍କ ମଧ୍ଯରୁ ୟିଶଯାହ ତାହାର ଭାତୃଗଣ ଓ ସମାନଙ୍କେ ପୁତ୍ରଗଣ ଏପରି କୋଡିଏ ଜଣ।
19 Também mandaram Hasabias e, com ele, Jesaías, dos filhos de Merari, com os seus irmãos e os filhos deles, em número de vinte.
20 ଦାଉଦ ଓ ଅଧିପତିମାନେ ଯେଉଁ ଲୋକମାନଙ୍କୁ ଲବେୀୟମାନଙ୍କ ସବୋକାର୍ୟ୍ଯ ନିମନ୍ତେ ଦଇେଥିଲେ, ସମାନଙ୍କେ ମଧ୍ଯରୁ 220 ଜଣ ନଥନୀଯ ମନ୍ଦିରର ଦାସ ଆଣିଲେ। ଏହି ସମସ୍ତଙ୍କ ନାମ ଲିଖିତ ହେଲା।
20 E dos servidores do templo, que Davi e os príncipes haviam escolhido para ajudar os levitas, duzentos e vinte, todos eles mencionados nominalmente.
21 ଏହାପରେ ଆମ୍ଭମାନଙ୍କ ନିମନ୍ତେ, ଆମ୍ଭମାନଙ୍କ ସନ୍ତାନମାନଙ୍କ ନିମନ୍ତେ, ଆମ୍ଭମାନଙ୍କର ସମସ୍ତ ସାମଗ୍ରୀ ନିମନ୍ତେ ଓ ସକଳ ସମ୍ପତ୍ତି ପାଇଁ ସରଳ ପଥ ପ୍ରାର୍ଥନା କରିବା ଅଭିପ୍ରାଯ ରେ ଆମ୍ଭମାନଙ୍କ ପରମେଶ୍ବରଙ୍କ ସାକ୍ଷାତ ରେ ଆପଣାମାନଙ୍କୁ ନମ୍ରକରିବା ପାଇଁ ମୁଁ ଅହିବାନଦୀ ନିକଟରେ ଉପବାସ ଘାଷେଣା କଲି।
21 Então ali, junto ao rio Aava, proclamei um jejum, para nos humilharmos diante do nosso Deus, para lhe pedirmos uma boa viagem para nós, para os nossos filhos e para tudo o que era nosso.
22 କାରଣ ପଥ ମଧିଅରେ ଶତୃ ବିରୁଦ୍ଧ ରେ ଆମ୍ଭମାନଙ୍କୁ ସାହାର୍ୟ୍ଯ କରିବା ପାଇଁ ରାଜାଙ୍କୁ ଏକଦଳ ସୈନ୍ଯ ଓ ଅଶ୍ବାରୋହୀ ମାଗିବାକୁ ମୁଁ ଲଜ୍ଜା ବୋଧ କଲି। ମୁଁ ରାଜାଙ୍କୁ ଏହି କଥା କହିଲି, ଯେଉଁମାନେ ଆମ୍ଭମାନଙ୍କ ପରମେଶ୍ବରଙ୍କୁ ଭରସା କରନ୍ତି, ସମାନଙ୍କେର ମଙ୍ଗଳ ପାଇଁ ସମାନଙ୍କେ ପ୍ରତି ତାଙ୍କର ସହାୟତା ଅଛି। ମାତ୍ର ଯେଉଁମାନେ ତାହାଙ୍କୁ ପରିତ୍ଯାଗ କରନ୍ତି, ତାଙ୍କର ଶକ୍ତି ଓ କୋର୍ଧ ସମାନଙ୍କେର ବିରୁଦ୍ଧ ରେ ଥାଏ।
22 Porque tive vergonha de pedir ao rei exército e cavaleiros para nos defenderem do inimigo no caminho, porque já lhe havíamos dito: “A mão do nosso Deus está sobre todos os que o buscam, para o bem deles; mas a sua força e a sua ira são contra todos os que o abandonam.”
23 ଏଣୁ ଆମ୍ଭମାନେେ ଉପବାସ କଲୁ ଏବଂ ଆମ୍ଭମାନଙ୍କ ପରମେଶ୍ବରଙ୍କ ନିକଟରେ ବିନତୀ କଲୁ ଏବଂ ସେ ଆମ୍ଭମାନଙ୍କ ପ୍ରାର୍ଥନାର ଉତ୍ତର ଦେଲେ।
23 Assim nós jejuamos e pedimos isto ao nosso Deus, e ele nos atendeu.
24 ତେଣୁ ମୁଁ ଯାଜକମାନଙ୍କ ମଧ୍ଯରୁ ବାରଜଣ ପ୍ରଧାନ ଲୋକଙ୍କୁ ଅର୍ଥାତ୍ ଶେ ରବେିଯ, ହଶବିଯ ଓ ସମାନଙ୍କେ ସହିତ ସମାନଙ୍କେର ଦଶଜଣ ଭ୍ରାତାଙ୍କୁ ପୃଥକ୍ କଲି।
24 Então separei doze dos principais sacerdotes, isto é, Serebias, Hasabias e dez dos seus irmãos.
25 ଆଉ ରାଜା ଓ ତାହାଙ୍କ ମନ୍ତ୍ରୀଗଣ ଓ ତାହାର ଅଧିପତିମାନେ ଓ ଉପସ୍ଥିତ ଇଶ୍ରାୟେଲ ସମସ୍ତ ଲୋକେ ଆମ୍ଭମାନଙ୍କ ପରମେଶ୍ବରଙ୍କର ମନ୍ଦିର ନିମନ୍ତେ ଯେଉଁ ରୂପା, ସୁନା ଓ ପାତ୍ରମାନସବୁ ଉପହାର କରିଥିଲେ, ତାହା ମୁଁ ସମାନଙ୍କେୁ ତୌଲି ଦଲେି।
25 Pesei-lhes a prata, o ouro e os utensílios que o rei, os seus conselheiros, os seus príncipes e todo o Israel que ali estava tinham contribuído para o templo do nosso Deus.
26 ମୁଁ ସମାନଙ୍କେ ହସ୍ତ ରେ 650 ତାଳନ୍ତ ରୂପା ଓ 100 ତାଳନ୍ତ ରେ ୗପ୍ୟପାତ୍ର ଓ 100 ତାଳନ୍ତ ସୁନା।
26 Entreguei-lhes nas mãos vinte e dois mil quilos de prata, três mil e quatrocentos quilos em objetos de prata e três mil e quatrocentos quilos de ouro.
27 1,000 ଡାରିକ୍ ମୂଲ୍ଯର 20 ସ୍ବର୍ଣ୍ଣମଯ ପାତ୍ର ଏବଂ ସ୍ବର୍ଣ୍ଣ ତୁଲ୍ଯ ବହୁମୁଲ୍ଯ ଉତ୍ତମ ଉଜ୍ବଳ ପିତ୍ତଳର ଦୁଇପାତ୍ର ତୌଲି ଦଲେି।
27 Além disso, entreguei vinte taças de ouro de oito quilos e meio e dois objetos de bronze lustroso e fino, tão precioso como ouro.
28 ଏବଂ ମୁଁ ବାରଜଣ ଯାଜକମାନଙ୍କୁ କହିଲି, ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପବିତ୍ର ଓ ପାତ୍ର ସବୁ ପବିତ୍ର, ଆଉ ଏହି ରୂପା ଓ ସୁନା ତୁମ୍ଭମାନଙ୍କ ସଦାପ୍ରଭୁ ପୂର୍ବପୁରୁଷମାନଙ୍କର ପରମେଶ୍ବର ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ଉପହାର ଅଟେ।
28 Então eu lhes disse: — Vocês são santos ao
29 ସଦାପ୍ରଭୁ ୟିରୁଶାଲମସ୍ଥ ମନ୍ଦିର କଠାେରୀ ରେ ପ୍ରଧାନ ଯାଜକ ଗର୍ବର ଓ ଲବେୀୟମାନଙ୍କର ଓ ଇଶ୍ରାୟେଲୀୟ ପରିବାରର ନେତାମାନଙ୍କର ସାକ୍ଷାତ ରେ ଏହାସବୁ ତୌଲି ନଦବୋ ପର୍ୟ୍ଯନ୍ତ ତୁମ୍ଭମାନେେ ସତର୍କ ହୁଅ ଓ ଏହା ସବୁର ସୁରକ୍ଷା କର।
29 Vigiem e guardem essas coisas até que as pesem na presença dos principais sacerdotes, dos levitas e dos chefes de famílias de Israel, em Jerusalém, nas câmaras da Casa do Senhor .
30 ତହିଁରେ ଯାଜକମାନେ ଓ ଲବେୀୟମାନେ ଆମ୍ଭମାନଙ୍କ ୟିରୁଶାଲମସ୍ଥ ପରମେଶ୍ବରଙ୍କ ମନ୍ଦିରକୁ ଆଣିବା ପାଇଁ ସହେି ତୌଲା ରୂପା ଓ ସୁନାପାତ୍ର ଗ୍ରହଣ କଲେ।
30 Então os sacerdotes e os levitas receberam a prata, o ouro e os objetos, para os trazerem a Jerusalém, ao templo do nosso Deus.
31 ଏହାପରେ ଆମ୍ଭମାନେେ ୟିରୁଶାଲମକୁ ୟାତ୍ରାକରିବା ନିମନ୍ତେ ପ୍ରଥମ ମାସର ଦ୍ବାଦଶ ଦିନ ଅହବା ନଦୀ ନିକଟକୁ ପ୍ରସ୍ଥାନ କଲୁ। ଆମ୍ଭମାନଙ୍କ ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କର ସହାୟ ହେଲା। ଆଉ ପଥ ମଧିଅରେ ଶତୃ ଓ ଓଗାଳି ବସିବା ଲୋକମାନଙ୍କ ହସ୍ତରୁ ସେ ଆମ୍ଭକୁ ଉଦ୍ଧାର କଲେ।
31 Partimos do rio Aava no dia doze do primeiro mês, a fim de irmos para Jerusalém. E a mão do nosso Deus estava sobre nós e nos livrou das mãos dos inimigos e dos que nos armavam ciladas pelo caminho.
32 ତେଣୁ ଆମ୍ଭମାନେେ ୟିରୁଶାଲମ ରେ ଉପସ୍ଥିତ ହାଇେ ସଠାେରେ ତିନିଦିନ ବିଶ୍ରାମ କଲୁ।
32 Chegamos a Jerusalém e descansamos três dias.
33 ଏହାପରେ ଚତୁର୍ଥଦିନ ସହେି ରୂପା ଓ ସୁନାପାତ୍ର ସକଳ ଆମ୍ଭମାନଙ୍କ ପରମେଶ୍ବରଙ୍କ ମନ୍ଦିର ରେ ତୌଲାୟାଇ ଊରିଯ ଯାଜକର ପୁତ୍ର ମରମୋେତ୍ ହସ୍ତ ରେ ଦିଆଗଲା। ତାହା ସଙ୍ଗେ ପୀନହସର ପୁତ୍ର ଏଲିଯାସର ଥିଲା। ସମାନଙ୍କେ ସଙ୍ଗେ ଯଶୂେଯର ପୁତ୍ର ୟୋଷାବଦ୍ ଓ ବିନ୍ନୂଯିର ପୁତ୍ର ନୋଯଦିଯ ଏହି ଲବେୀୟମାନେ ଥିଲେ।
33 No quarto dia, pesamos, no templo do nosso Deus, a prata, o ouro e os objetos e os entregamos a Meremote, filho do sacerdote Urias. Com ele estavam Eleazar, filho de Fineias, e os levitas Jozabade, filho de Jesua, e Noadias, filho de Binui.
34 ସମଗ୍ର ଦ୍ରବ୍ଯ ଗଣା ୟାଇ ଓ ପରିମିତ ହାଇେ ଦିଆଗଲା ଓ ସହେି ସମୟରେ ସହେିସବୁର ତୌଲ୍ଯ ଲଖାଗେଲା।
34 Tudo foi contado e pesado, e o peso total foi imediatamente registrado.
35 ନିର୍ବାସନରୁ ଆଗତ ବନ୍ଦୀତ୍ବର ସନ୍ତାନଗଣ ସମଗ୍ର ଇଶ୍ରାୟେଲ ନିମନ୍ତେ ଇଶ୍ରାୟେଲ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ହାମବେଳି ରୂପେ 12 ବୃଷ, 96ଅଣ୍ତିରା ମଷେ, 77 ମଷେଶାବକ, ପାପାର୍ଥକ ବଳି ନିମନ୍ତେ 12 ଛାଗ ଉତ୍ସର୍ଗ କଲେ। ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଥିଲା।
35 Os exilados que voltaram do cativeiro ofereceram holocaustos ao Deus de Israel: doze novilhos por todo o Israel, noventa e seis carneiros, setenta e sete cordeiros e, como oferta pelo pecado, doze bodes; tudo em holocausto ao Senhor .
36 ଏହାପରେ ସମାନେେ ନଦୀ ସପୋରିସ୍ଥ ରାଜ ପ୍ରତିନିଧିମାନଙ୍କୁ ଓ ଦଶାେଧ୍ଯକ୍ଷମାନଙ୍କୁ ରାଜାଜ୍ଞାପତ୍ର ସମର୍ପଣ କଲେ। ତହିଁରେ ସମାନେେ ଲୋକମାନଙ୍କର ଓ ପରମେଶ୍ବରଙ୍କ ଗୃହ କାର୍ୟ୍ଯ ରେ ସାହାର୍ୟ୍ଯ କଲେ।
36 Então deram as ordens do rei aos seus sátrapas e aos governadores da região deste lado do Eufrates, e estes ajudaram o povo na reconstrução da Casa de Deus.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Esdras 8, comparar traduções ou montar um estudo — tudo direto pelo WhatsApp.