Esdras 6

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ସେତବେେଳେ ଦାରିଯାବସ୍ ରାଜା ଆଜ୍ଞା କରିବାରୁ ବାବିଲସ୍ଥ ଯେଉଁ ପୁସ୍ତକାଳଯ ରେ ଧନ ସଞ୍ଚିତ ଥିଲା, ତାହା ଅନୁସନ୍ଧାନ କରାଗଲା।
1 Então o rei Dario ordenou que se fizesse uma busca nos arquivos da Babilônia, que ficavam guardados junto aos tesouros.
2 ଏବଂ ମାଦୀଯ ପ୍ରଦେଶସ୍ଥ ଅକ୍ଷ୍ମଥା ଦୁର୍ଗ ରେ ଏକ ପୁସ୍ତକ ମିଳିଲା। ଏକ ଇତିହାସ ଏଥି ରେ ଲଖାେ ୟାଇଥିଲା।
2 Mas foi na fortaleza em Ecbatana, na província da Média, que se encontrou um documento que dizia: “Memorando:
3 କୋରସ ରାଜାଙ୍କ ଅଧିକାରର ପ୍ରଥମ ବର୍ଷ ରେ କୋରସ ରାଜା ୟିରୁଶାଲମସ୍ଥିତ ପରମେଶ୍ବରଙ୍କ ମନ୍ଦିର ବିଷଯ ରେ ଆଜ୍ଞା କଲେ।
3 “No primeiro ano do reinado do rei Ciro, foi publicado um decreto a respeito do templo de Deus, em Jerusalém. “Que o templo seja reconstruído para ser um local onde se ofereçam sacrifícios, usando os alicerces originais. Ele terá 27 metros de altura e 27 metros de largura.
4 ତହିଁରେ ତିନିଧାନି ବଡ ଼ବଡ଼ ପ୍ରସ୍ତର ରେ ଓ ଏକଧାଡି ନୂତନ କଡିକାଠ ରେ ଗୁନ୍ଥା ଯାଉ। ଆଉ ରାଜଗୃହରୁ ତାର ବ୍ଯଯଭାର ଭରଣ କରାଯାଉ।
4 A cada três camadas de grandes pedras, será colocada uma camada de madeira. Todas as despesas serão pagas pela tesouraria real.
5 ପରମେଶ୍ବରଙ୍କ ମନ୍ଦିରର ଯେଉଁ ସବୁ ସୁନା ଓ ରୂପାପାତ୍ର ନବୂଖଦ୍ନିତ୍ସର ୟିରୁଶାଲମସ୍ଥ ମନ୍ଦିରରୁ ନଇେ ବାବିଲକୁ ଆଣିଥିଲା, ତାହାସବୁ ଫରୋଇ ଦିଆଯାଉ। ଏବଂ ପ୍ରେତ୍ୟକକ ପାତ୍ର ପୁନର୍ବାର ୟିରୁଶାଲମସ୍ଥ ମନ୍ଦିରର ନିଜ ନିଜ ସ୍ଥାନକୁ ଅଣାଯାଉ। ଆଉ ତୁମ୍ଭେ ପରମେଶ୍ବରଙ୍କ ମନ୍ଦିର ରେ ତାହା ସବୁ ରଖ।
5 Além disso, os utensílios de ouro e de prata que Nabucodonosor levou do templo de Deus, em Jerusalém, para a Babilônia devem ser devolvidos a Jerusalém e colocados em seus devidos lugares. Que sejam levados de volta ao templo de Deus”.
6 ଏଣୁ ହେ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଏବଂ ଶଥର ବୋଷଣଯ, ତୁମ୍ଭମାନେେ ଓ ତୁମ୍ଭମାନଙ୍କ ସାଥି ଅଧିକାରୀଗଣ ନଦୀ ସପୋରିସ୍ଥ ତାଠାରୁ ଦୂର ରେ ରୁହ।
6 O rei Dario enviou esta mensagem: “Agora, portanto, Tatenai, governador da província a oeste do rio Eufrates,
7 ପରମେଶ୍ବରଙ୍କ ଏହି ମନ୍ଦିରର କାର୍ୟ୍ଯ ରେ ହସ୍ତ ଦିଅ ନାହିଁ। ୟିହୁଦୀଯମାନଙ୍କର ଅଧ୍ଯକ୍ଷ ୟିହୁଦୀଯମାନଙ୍କର ପ୍ରାଚୀନବର୍ଗ ପରମେଶ୍ବରଙ୍କ ଏହି ମନ୍ଦିର ସ୍ବସ୍ଥାନ ରେ ନିର୍ମାଣ କରନ୍ତୁ।
7 Não interfiram na construção do templo de Deus. Deixem que seja reconstruído em seu antigo local, e não impeçam o governador de Judá e os líderes dos judeus de realizarem seu trabalho.
8 ପରମେଶ୍ବରଙ୍କ ଏହି ମନ୍ଦିର ନିର୍ମାଣ କରିବା ନିମନ୍ତେ ତୁମ୍ଭମାନଙ୍କର ଏହି ୟିହୁଦୀଯ ପ୍ରାଚୀନବର୍ଗ ପ୍ରତି ଯାହା କର୍ତ୍ତବ୍ଯ, ତାହା ଆମ୍ଭେ ଆଜ୍ଞା କରୁଅଛୁ। ସମାନଙ୍କେର ବାଧା ଯେପରି ସୃଷ୍ଟି ନ ହୁଏ, ଏଥିପାଇଁ ସହେି ଲୋକମାନଙ୍କୁ ରାଜସମ୍ପତ୍ତିରୁ ଅର୍ଥାତ୍ ନଦୀ ସପୋରିସ୍ଥ ରାଜକରରୁ ଅତି ଯତ୍ନପୂର୍ବକ ବ୍ଯଯ ଦିଆଯାଉ।
8 “Além disso, decreto que ajudem esses líderes dos judeus a reconstruir o templo de Deus. Paguem, sem demora, todos os custos da construção, usando os impostos recolhidos na província a oeste do rio Eufrates, para que a obra não seja interrompida.
9 ସ୍ବର୍ଗସ୍ଥ ପରମେଶ୍ବରଙ୍କ ହାମବେଳି ନିମନ୍ତେ ୟିରୁଶାଲମସ୍ଥ ଯାଜକମାନଙ୍କ ବାକ୍ଯ ଅନୁୟାଯୀ ୟୁବାବୃଷ, ମଷେ, ମଷେଶାବକ, ଗହମ, ଲବଣ, ଦ୍ରାକ୍ଷାରସ ଓ ତୈଳ, ଯାହାସବୁ ସମାନଙ୍କେ ପ୍ରୟୋଜନ, ତାହାସବୁ ଦିନକୁ ଦିନ ବିନା ବାଧା ରେ ସମାନଙ୍କେୁ ଦିଆଯାଉ।
9 “Deem aos sacerdotes em Jerusalém tudo que eles precisarem: novilhos, carneiros e cordeiros para os holocaustos oferecidos ao Deus dos céus. Providenciem, sem falta, a quantidade de trigo, sal, vinho e azeite que for necessária para cada dia.
10 ତହିଁରେ ସମାନେେ ସ୍ବର୍ଗସ୍ଥ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସୌରଭାର୍ଥକ ବଳି ଉତ୍ସର୍ଗ କରିବେ, ଆଉ ରାଜାର ଓ ତାହାର ପୁତ୍ରମାନଙ୍କର ଜୀବନ ପ୍ରାର୍ଥନା କରିବେ।
10 Assim, eles poderão oferecer sacrifícios agradáveis ao Deus dos céus e orar pelo bem-estar do rei e de seus filhos.
11 ମୁଁ ଆହୁରି ଆଜ୍ଞା କରୁଅଛି କି ଯେ କହେି ସହେି ବାକ୍ଯ ଅନ୍ୟଥା କରିବ ତାହାର ଗୃହରୁ ଏକ କଡି ବାହାର କରାୟାଇ ସହେି କାଠ ରେ ସେ ବନ୍ଧା ହାଇେ ଟଙ୍ଗାୟିବ। ପୁଣି ତା ଲାଗି ତାର ଗୃହ ଖତରାଶି କରାଯାଉ।
11 “Se alguém desobedecer a este decreto de alguma maneira, terá uma viga de sua casa arrancada. Ele será amarrado a essa viga e pendurado nela, e sua casa será transformada num monte de entulho.
12 ଆଉ ଯେଉଁ ରାଜାମାନେ ଓ ଗୋଷ୍ଠୀଯମାନେ ପରମେଶ୍ବରଙ୍କ ୟିରୁଶାଲମସ୍ଥ ଏହି ମନ୍ଦିର ବିନାଶ କରିବା ଅଭିପ୍ରାଯ ରେ ଉକ୍ତ ବାକ୍ଯକୁ ଅନ୍ୟଥା କରିବାକୁ ହସ୍ତକ୍ଷପେ କରିବେ, ସେ ସମସ୍ତଙ୍କୁ ୟିରୁଶାଲମ ରେ ସୁନାମ ସ୍ଥାପନକାରୀ ପରମେଶ୍ବର ଉଚ୍ଛିନ୍ନ କରିବେ।
12 Que o Deus que escolheu a cidade de Jerusalém como lugar para que seu nome seja honrado destrua qualquer rei ou nação que desobedecer a esta ordem e destruir este templo. “Eu, Dario, publiquei este decreto. Que ele seja obedecido com toda a diligência”.
13 ତହିଁରେ ଦାରିଯାବସ୍ ରାଜା ଏହି ଆଜ୍ଞା ପଠାଇବାରୁ ତତ୍ତନଯ, ନଦୀ ସେ ପାରିସ୍ଥ ଦଶାେଧ୍ଯକ୍ଷ ଓ ଶଥର ବୋଷଣଯ ଓ ସମାନଙ୍କେ ସଙ୍ଗୀଗଣ ଅତି ଯତ୍ନପୂର୍ବକ କର୍ମମାନ କଲେ।
13 Tatenai, governador da província a oeste do rio Eufrates, Setar-Bozenai e seus companheiros obedeceram de imediato à ordem do rei Dario.
14 ଏଥି ରେ ହାଗଯ ଭବିଷ୍ଯଦ୍ବକ୍ତାର ଓ ଇଦ୍ଦୋର ପୁତ୍ର ଜିଖରିଯର ଭବିଷ୍ଯଦ୍ବାକ୍ଯ ସହକା ରେ ୟିହୁଦୀଯ ପ୍ରାଚୀନବର୍ଗ ମନ୍ଦିର ନିର୍ମାଣ କଲେ ଓ କୃତକାର୍ୟ୍ଯ ହେଲେ। ଆଉ ସମାନେେ ଇଶ୍ରାୟେଲର ପରମେଶ୍ବରଙ୍କ ଆଜ୍ଞା ଅନୁସାରେ ଓ ପାରସ୍ଯ ରାଜା କୋରସ ଓ ଦାରିଯାବସ ଓ ଅର୍ତ୍ତକ୍ଷସ୍ତର ଆଜ୍ଞା ଅନୁସାରେ ନିର୍ମାଣ କରି ସମାପ୍ତ କଲେ।
14 Com isso, os líderes dos judeus puderam continuar seu trabalho e foram encorajados pela pregação dos profetas Ageu e Zacarias, filho de Ido. Finalmente, o templo foi terminado, como havia sido ordenado pelo Deus de Israel e decretado por Ciro, Dario e Artaxerxes, reis da Pérsia.
15 ଦାରିଯାବସ ରାଜାର ଅଧିକାରର ଷଷ୍ଠବର୍ଷ ରେ ଅଦର ନାମକ ମାସର ତୃତୀୟ ଦିନ ରେ ଏହି ମନ୍ଦିର ସମାପ୍ତ ହେଲା।
15 O templo foi concluído no dia 12 de março, no sexto ano do reinado do rei Dario.
16 ଏହାପରେ ଇଶ୍ରାୟେଲର ଲୋକମାନେ, ଯାଜକମାନେ, ଲବେୀୟମାନେ ଓ ନିର୍ବାସୀତର ଅବଶିଷ୍ଟ ଲୋକମାନେ ଆନନ୍ଦ ରେ ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆନନ୍ଦର ସହିତ ପାଳନ କଲେ।
16 Então o templo de Deus foi dedicado com grande alegria pelos israelitas, pelos sacerdotes, pelos levitas e pelo restante do povo que regressou do exílio.
17 ପୁଣି ପରମେଶ୍ବରଙ୍କ ଏହି ମନ୍ଦିରର ପ୍ରତିଷ୍ଠା ସମୟରେ ସମାନେେ 100 ବୃଷ, 200 ଅଣ୍ତିରା ମଷେ, 400 ମଷେଶାବକ ଉତ୍ସର୍ଗ କଲେ। ଏବଂ ସମଗ୍ର ଇଶ୍ରାୟେଲର ପାପାର୍ଥକ ବଳିଦାନ ନିମନ୍ତେ ଇଶ୍ରାୟେଲୀୟ ଗୋଷ୍ଠୀର ସଂଖ୍ଯା ଅନୁସାରେ ବାର ଗୋଟି ଛାଗ ଉତ୍ସର୍ଗ କଲେ।
17 Durante a cerimônia de dedicação, foram sacrificados cem novilhos, duzentos carneiros e quatrocentos cordeiros. Doze bodes foram apresentados como oferta pelo pecado de todo o Israel, de acordo com o número das tribos.
18 ସମାନେେ ମାଶାେ ପୁସ୍ତକର ଲିଖନ ପ୍ରମାଣେ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରର ସବୋପାଇଁ ଯାଜକମାନଙ୍କୁ ସମାନଙ୍କେର ଦଳ ଅନୁସାରେ ଓ ଲବେୀୟମାନଙ୍କୁ ସମାନଙ୍କେ ଦଳ ଅନୁସାରେ ନିୟୁକ୍ତି କଲେ।
18 Em seguida, os sacerdotes e os levitas foram divididos em vários grupos para servirem no templo de Deus, em Jerusalém, conforme prescrito no Livro de Moisés.
19 ଏହାପରେ ପ୍ରଥମ ମାସର ଚତୁର୍ଦ୍ଦଶ ଦିନ ରେ ବନ୍ଦୀତ୍ବର ସନ୍ତାନଗଣ ନିସ୍ତାରପର୍ବ ପାଳନ କଲେ।
19 No dia 21 de abril, o povo que havia regressado do exílio celebrou a Páscoa.
20 କାରଣ ଯାଜକମାନେ ଓ ଲବେୀୟମାନେ ଏକତ୍ର ଆପଣାମାନଙ୍କୁ ଶୁଚି କଲେ। ସେ ସମସ୍ତେ ଶୁଚି ହାଇେଥିଲେ। ଏଣୁ ସମାନେେ ବନ୍ଦୀତ୍ବର ସମଗ୍ର ସନ୍ତାନ ନିମନ୍ତେ ଆପଣା ଯାଜକ ଭାତୃଗଣ ନିମନ୍ତେ ଓ ଆପଣାମାନଙ୍କ ନିମନ୍ତେ ନିସ୍ତାରପର୍ବ ରେ ମଷେ ବଳି ବଧ କଲେ।
20 Os sacerdotes e os levitas haviam se purificado e estavam cerimonialmente puros. Abateram o cordeiro da Páscoa por todos que regressaram, por seus colegas, os sacerdotes, e por si mesmos.
21 ବଳିତ୍ବରୁ ପୁନରାଗତ ଇଶ୍ରାୟେଲ ସନ୍ତାନଗଣ ଓ ଯେଉଁମାନେ ସମାନଙ୍କେର ପକ୍ଷ ହାଇେ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଅନ୍ବଷେଣ କରିବା ପାଇଁ ଦେଶନିବାସୀ ଅନ୍ୟ ଦେଶୀଯମାନଙ୍କର ଅଶୁଚିତାରୁ ଆପଣାମାନଙ୍କୁ ପୃଥକ୍ କରିଥିଲେ। ସମାନେେ ସମସ୍ତେ ନିସ୍ତାର ପର୍ବ ରେ ଭୋଜନ କଲେ।
21 Todo o povo de Israel que havia regressado do exílio participou da refeição de Páscoa, junto com todos que haviam deixado os costumes impuros dos povos que ali viviam a fim de adorar o S enhor , o Deus de Israel.
22 ଏବଂ ସାତଦିନ ଆନନ୍ଦ ରେ ତାଡୀଶୂନ୍ଯ ରୋଟୀର ପର୍ବ ପାଳନ କଲେ। କାରଣ ସଦାପ୍ରଭୁ ସମାନଙ୍କେୁ ଅନନ୍ଦିତ କରିଥିଲେ ଓ ପରମେଶ୍ବରଙ୍କ ମନ୍ଦିର କାର୍ୟ୍ଯ ରେ ସମାନଙ୍କେ ହସ୍ତ ସବଳ କରିବା ନିମନ୍ତେ ସମାନଙ୍କେ ପ୍ରତି ଅଶୂରୀଯ ରାଜାର ଅନ୍ତଃକରଣ ଫରୋଇ ଥିଲେ।
22 Em seguida, comemoraram durante sete dias a Festa dos Pães sem Fermento. Houve grande alegria em toda a terra, pois o S enhor tornou o rei da Assíria favorável a eles e o levou a ajudá-los a reconstruir o templo de Deus, o Deus de Israel.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Esdras 6, comparar traduções ou montar um estudo — tudo direto pelo WhatsApp.