Esdras 4
Oriya Bible (GL_ORIYA) vs NVI
1 ବହୁତ ଲୋକ ସହେି ଅଞ୍ଚଳ ରେ ବାସ କରୁଥିଲେ ଯେଉଁମାନେ କି ଯିହୁଦା ଓ ବିନ୍ଯାମୀନମାନଙ୍କୁ ବି ରୋଧ କରୁଥିଲେ। ସମାନେେ ଶୁଣିବାକୁ ପାଇଲେ ଯେ ନିର୍ବାସିତ ସନ୍ତାନଗଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଏକ ମନ୍ଦିର ନିର୍ମାଣ କରୁଛନ୍ତି। ତେଣୁ ସହେି ଶତୃମାନେ ସରୁଦ୍ଦାନିଲ୍ ଓ ପିତୃବଂଶ ପ୍ରଧାନବର୍ଗମାନଙ୍କ ନିକଟକୁ ଆସିଲେ ଏବଂ ସମାନଙ୍କେୁ କହିଲେ, ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ନିର୍ମାଣ କରିବାକୁ ଦିଅ। କାରଣ ଆମ୍ଭମାନେେ ତୁମ୍ଭ ପରି ଅଟୁ।
1 Quando os inimigos de Judá e de Benjamim souberam que os exilados estavam reconstruindo o templo do Senhor, o Deus de Israel,
2 ଆମ୍ଭମାନେେ ତୁମ୍ଭମାନଙ୍କର ପରମେଶ୍ବରଙ୍କୁ ପ୍ରାର୍ଥନା କରୁ। ଏବଂ ସହେି ସମୟରୁ ଅଶୂରୀଯ ରାଜା ଏସର-ହଦ୍ଦୋନ୍, ଯେ ଆମ୍ଭମାନଙ୍କୁ ଏଠାକୁ ଆଣିଛନ୍ତି, ଆମ୍ଭମାନେେ ତାଙ୍କୁ ବଳିଦାନ କରୁଅଛୁ।
2 foram falar com Zorobabel e com os chefes das famílias: "Vamos ajudá-los nessa obra porque, como vocês, nós buscamos o Deus de vocês e temos sacrificado a ele desde a época de Esar-Hadom, rei da Assíria, que nos trouxe para cá".
3 ମାତ୍ର ସରୁଦ୍ଦାବିଲ ଓ ଯଶୂେଯ ଓ ଇଶ୍ରାୟେଲର ଅନ୍ୟ ପିତୃବଂଶ ପ୍ରଧାନମାନେ ସମାନଙ୍କେୁ କହିଲେ, ଆମ୍ଭମାନଙ୍କ ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରିବା ବିଷଯ ରେ ଆମ୍ଭମାନଙ୍କ ସଙ୍ଗେ ତୁମ୍ଭମାନଙ୍କର କୌଣସି ସଂପର୍କ ନାହିଁ। ମାତ୍ର ଆମ୍ଭମାନଙ୍କ ପ୍ରତି ପାରସ୍ଯ ରାଜା କୋରସ ରାଜାଙ୍କ ଆଜ୍ଞା ପ୍ରମାଣେ ଆମ୍ଭମାନେେ ଆପେ ଏକତ୍ରୀତ ହାଇେ ଇଶ୍ରାୟେଲର ପରମେଶ୍ବର ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ମନ୍ଦିର ନିର୍ମାଣ କରୁଅଛୁ।
3 Contudo, Zorobabel, Jesua e os demais líderes das famílias de Israel responderam: "Não compete a vocês a reconstrução do templo de nosso Deus. Somente nós o construiremos para o Senhor, o Deus de Israel, conforme Ciro, o rei da Pérsia, nos ordenou".
4 ତେଣୁ ଏହି ଭୂମିରେ ବାସ କରୁଥିବା ଲୋକମାନେ, ସମାନେେ ଯିହୁଦାର ଲୋକମାନଙ୍କୁ ମନ୍ଦିର ନିର୍ମାଣ କରିବା ପାଇଁ ନିରୁତ୍ସାହିତ ଓ ଭୟଭୀତ କଲେ।
4 Então a gente da região começou a desanimar o povo de Judá e a atemorizá-lo, para que não continuassem a construção.
5 ସମାନଙ୍କେ ଅଭିପ୍ରାଯ ଦୁର୍ବଳ କରିବା ପାଇଁ ପାରସ୍ଯ ରାଜା କୋରସର ୟାବଜ୍ଜୀବନ ଓ ପାରସ୍ଯ ରାଜା ଦାରିଯାବସର ଅଧିକାର ପର୍ୟ୍ଯନ୍ତ ସମାନଙ୍କେ ପ୍ରତିକୂଳ ରେ ମନ୍ତ୍ରଣାକାରିମାନଙ୍କୁ ବତନେ ଦଇେ ରଖିଲେ।
5 Pagaram alguns funcionários para que se opusessem a eles e frustrassem o plano deles. E fizeram isso durante todo o reinado de Ciro até o reinado de Dario, reis da Pérsia.
6 ଆଉ ଅକ୍ଷଶ୍ବରେଶର ସମୟରେ ତାହାର ଅଧିକାରର ଆରମ୍ଭ ରେ ସମାନେେ ଯିହୁଦା ଓ ୟିରୁଶାଲମ ନିବାସୀମାନଙ୍କ ବୁରୁଦ୍ଧ ରେ ଏକ ଅପବାଦ ପତ୍ର ଲେଖିଲେ।
6 No início do reinado de Xerxes, apresentaram uma acusação contra o povo de Judá e de Jerusalém.
7 ଏହାପରେ ଅର୍ତ୍ତକ୍ଷସ୍ତର ଶାସନ ସମୟରେ ବିଶ୍ଲମ୍, ମିତ୍ରଦାତ୍, ଟାବଲେ ଓ ତାହାର ଅନ୍ୟ ସାଥିମାନେ ପାରସ୍ଯର ରାଜା ଅର୍ତ୍ତକ୍ଷସ୍ତ ନିକଟକୁ ଲେଖିଲେ। ସହେି ପତ୍ର ଅରାମୀଯ ଅକ୍ଷର ରେ ଲଖାେ ୟାଇ ତାହା ଅରାମୀଯ ଭାଷା ରେ ଅନୁବାଦ କରାୟାଇଥିଲା।
7 E nos dias de Artaxerxes, rei da Pérsia, Bislão, Mitredate, Tabeel e o restante dos seus companheiros escreveram uma carta a Artaxerxes. A carta foi escrita em aramaico, com caracteres aramaicos.
8 ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ୟିରୁଶାଲମ ବିରୁଦ୍ଧ ରେ ଏହି ପ୍ରକାର ପତ୍ର ଲେଖିଲେ।
8 O comandante Reum e o secretário Sinsai escreveram uma carta contra Jerusalém ao rei Artaxerxes nos seguintes termos:
9 ରହୂମ୍ ମନ୍ତ୍ରୀ ଓ ଶିମ୍ଶଯ ଲେଖକ ଓ ସମାନଙ୍କେର ଅନ୍ୟ ସଙ୍ଗୀମାନେ ଯଥା:-ବିଗ୍ଭରକଗଣ, ସନୋପତି, ପାର୍ସୀ ଅଧିକାରୀଗଣ, ଅର୍କବୀଯମାନେ, ବାବିଲୀଯଗଣ ଏବଂ ଶୂଶରୁ ଏଲମୀଯଗଣ।
9 O comandante Reum e o secretário Sinsai, e o restante de seus companheiros, os juízes e os oficiais de Trípoli, da Pérsia, de Ereque e da Babilônia, os elamitas de Susã,
10 ଆଉ ମହାମହିମ ସମ୍ଭ୍ରାଯ ଅସ୍ନପ୍ପର ଦ୍ବାରା ଆନୀତ ପୁଣି ଶମରିଯା ନଗର ରେ ଓ ଫରାତ୍ ନଦୀ ସପୋରିସ୍ଥ ଦେଶର ଅନ୍ଯାନ୍ଯ ସ୍ଥାନ ରେ ସ୍ଥାପିତ ଅନ୍ୟ ଗୋଷ୍ଠୀଯମାନେ ମଧ୍ଯ ଏହା ଲେଖିଲେ।
10 e as outras nações a quem o grande e renomado Assurbanípal deportou e assentou na cidade de Samaria e noutros lugares a oeste do Eufrates,
11 ସମାନେେ ଅର୍ତ୍ତକ୍ଷସ୍ତ ରାଜା ନିକଟକୁ ଯେଉଁ ପତ୍ର ପଠାଇଥିଲେ, ତହିଁରେ ଅନୁଲିପି ଏହି ପ୍ରକାର ଥିଲା।
11 ( esta é uma cópia da carta que lhe enviaram ): "Ao rei Artaxerxes, De seus servos, que vivem a oeste do Eufrates:
12 ଆମ୍ଭମାନେେ ରାଜାଙ୍କୁ କହିବାକୁ ଗ୍ଭହୁଁ ଯେ, ଯେଉଁ ୟିହୁଦୀଯ ଲୋକମାନଙ୍କୁ ଆପଣ ପଠାଇ ଥିଲେ ସମାନେେ ୟିରୁଶାଲମକୁ ଆମ୍ଭମାନଙ୍କ ପାଖକୁ ଆସିଛନ୍ତି। ସମାନେେ ସହେି ବିଦ୍ରୋହୀ ଏବଂ ଦୁଷ୍ଟନଗର ନିର୍ମାଣ କରୁଛନ୍ତି। ସମାନେେ ପ୍ରାଚୀର ପୁନଃନିର୍ମାଣ ସମାପ୍ତ କରି ଭିତ୍ତିମୂଳର ମରାମତି କରିଛନ୍ତି।
12 É bom o rei ficar sabendo que os judeus que chegaram a nós da tua parte vieram a Jerusalém e estão reconstruindo aquela cidade rebelde e má. Estão fazendo reparos nos muros e consertando os alicerces.
13 ଆମ୍ଭମାନେେ ରାଜାଙ୍କୁ କହିବା ପାଇଁ ଗ୍ଭହୁଁ ଯେ, ଯେତବେେଳେ ଏହି ନଗର ନିର୍ମିତ ଓ ପ୍ରାଚୀର କାର୍ୟ୍ଯ ସମାପ୍ତ ହବେ, ସେତବେେଳେ ସହେି ଲୋକମାନେ କର, ରାଜସ୍ବ ବା ମାଶୁଲ ଦବେେ ନାହିଁ। ପୁଣି ଶଷେ ରେ ତାହା ରାଜାଙ୍କ ପାଇଁ କ୍ଷତିକାରକ ହବେ।
13 Além disso, é preciso que o rei saiba que, se essa cidade for reconstruída e os seus muros reparados, não mais se pagarão impostos, tributos ou taxas, e as rendas do rei sofrerão prejuízo.
14 ଆମ୍ଭମାନେେ ରାଜାଙ୍କ ନିକଟରେ ଅନୁରକ୍ତ ହବୋକୁ ଚୁକ୍ତି କରିଅଛୁ ଓ ମହାରାଜାଙ୍କର ଅପମାନ ଦେଖିବା ଆମ୍ଭମାନଙ୍କର ଉଚିତ ନୁହେଁ। ତେଣୁ ଆମ୍ଭମାନେେ ଲୋକ ପଠାଇ ମହାରାଜାଙ୍କୁ ଏହା ଜଣାଇଲୁ।
14 Agora, visto que estamos a serviço do palácio e não nos é conveniente ver a desonra do rei, estamos enviando esta mensagem ao rei,
15 ଆପଣଙ୍କ ପିତୃପୁରୁଷଗଣର ଇତିହାସ ପୁସ୍ତକ ଅନୁସନ୍ଧାନ କରାଯାଉ। ତବେେ ସହେି ଇତିହାସ ପୁସ୍ତକରେ ଆପଣ ଦେଖିବେ ଓ ଜାଣିବେ ଯେ ଏହି ନଗର ବିଦ୍ରୋହୀନଗର, ଆଉ ରାଜଗଣ ଓ ପ୍ରଦେଶ ସମୂହ ପ୍ରତି ଅନିଷ୍ଟ କରିଛନ୍ତି, ପୁଣି ସମାନେେ ପୂର୍ବକାଳ ରେ ତହିଁ ମଧିଅରେ ଗଣ୍ତଗୋଳ ମତାଇ ଅଛନ୍ତି। ସେଥିପାଇଁ ଏହି ନଗର ଧ୍ବଂସ ହାଇେଅଛି।
15 a fim de que se faça uma pesquisa nos arquivos de seus antecessores. Nesses arquivos o rei descobrirá e saberá que essa cidade é uma cidade rebelde, problemática para reis e províncias, um lugar de revoltas desde épocas antigas, motivo pelo qual foi destruída.
16 ଆମ୍ଭମାନେେ ମହାରାଜଙ୍କୁ ଜଣାଉଅଛୁ ଯେ, ଏହି ନଗର ନିର୍ମିତ ଓ ଏହି ପ୍ରାଚୀର ସମାପ୍ତ ହେଲା, ତଦ୍ବାରା ନଦୀ ସପୋର ରେ ଆପଣଙ୍କର କୌଣସି ଅଂଶ ରହିବ ନାହିଁ।
16 Informamos ao rei que, se essa cidade for reconstruída e seus muros reparados, nada lhe sobrará a oeste do Eufrates".
17 ଏଥି ରେ ରାଜା ମନ୍ତ୍ରି ରହୂମର ଓ ଲେଖକ ଶିମ୍ଶଯର ଓ ସମାନଙ୍କେ ଶମରିଯା ନିବାସୀ ଅନ୍ୟ ସଙ୍ଗୀମାନଙ୍କର ଆଉ ନଦୀ ସପୋରିସ୍ଥ ଦେଶୀଯ ଅନ୍ଯାନ୍ଯ ଲୋକଙ୍କର ନିକଟକୁ ଉତ୍ତର ପଠାଇଲା। ଯଥା, ତୁମ୍ଭମାନଙ୍କର ମଙ୍ଗଳ ହେଉ।
17 O rei enviou-lhes a seguinte resposta: "Ao comandante Reum, ao secretário Sinsai e aos seus demais companheiros que vivem em Samaria e em outras partes, a oeste do Eufrates: Saudações de paz!
18 ତୁମ୍ଭମାନେେ ଆମ୍ଭମାନଙ୍କ ନିକଟକୁ ଯେଉଁ ପତ୍ର ପଠାଇ ଅଛ ତାହା ଆମ୍ଭ ସାକ୍ଷାତ ରେ ସ୍ପଷ୍ଟରୂପେ ପାଠ କରାୟାଇ ଅଛି।
18 A carta que vocês nos enviaram foi traduzida e lida na minha presença.
19 ପୁଣି ଆମ୍ଭ ଆଜ୍ଞା ରେ ଅନୁସନ୍ଧାନ କରାଯାନ୍ତେ ଦଖାୟୋଇଅଛି, ଯେ ପୂର୍ବକାଳ ରେ ଏହି ନଗର ରାଜଗଣ ବିରୁଦ୍ଧ ରେ ବିଦ୍ରୋହ କରିଅଛି ଓ ତହିଁ ମଧିଅରେ ରାଜଦ୍ରୋହ ଓ ଗଣ୍ତଗୋଳ କରାୟାଇଅଛି।
19 Sob minhas ordens fez-se uma pesquisa, e descobriu-se que essa cidade tem uma longa história de rebeldia contra os reis e que tem sido um lugar de rebeliões e revoltas.
20 ମଧ୍ଯ ୟିରୁଶାଲମ ରେ ପରାକ୍ରାନ୍ତ ରାଜଗଣ ଥିଲେ। ସମାନେେ ନଦୀ ସପୋରିସ୍ଥ ତାବତ୍ ଦେଶ ରେ ରାଜତ୍ବ କଲେ। ଆଉ ସମାନଙ୍କେୁ କର, ରାଜସ୍ବ ଓ ମାଶୁଲ ଦିଆଗଲା।
20 Jerusalém teve reis poderosos que governaram toda a região a oeste do Eufrates, aos quais se pagavam impostos, tributos e taxas.
21 ଏଣୁ ଆମ୍ଭଠାରୁ ଆଜ୍ଞା ପ୍ରଗ୍ଭରିତ ନୋହିବା ପର୍ୟ୍ଯନ୍ତ ସେ ନଗର ରେ ଯେପରି ନିର୍ମିତ ନୋହିବ ଏଥିପାଇଁ ସହେି ଲୋକମାନଙ୍କୁ ଆଜ୍ଞା କର, ସମାନେେ କାର୍ୟ୍ଯରୁ ନିବୃତ୍ତ ହାଇବେେ।
21 Ordene agora a esses homens que parem a obra, para que essa cidade não seja reconstruída enquanto eu não mandar.
22 ସାବଧାନ୍, ତୁମ୍ଭମାନେେ ଏ ବିଷଯ ରେ ହଳୋ କରନାହିଁ। ରାଜାମାନଙ୍କ କ୍ଷତି ନିମନ୍ତେ କାହିଁକି ଅନିଷ୍ଟ ବୃଦ୍ଧି ପାଇବ।
22 "Tenham cuidado, não sejam negligentes neste assunto, para que os interesses reais não sofram prejuízo".
23 ତହିଁରେ ରହୂମର ଓ ଲେଖକ ଶିମ୍ଶଯର ଓ ସମାନଙ୍କେ ସଙ୍ଗୀମାନଙ୍କ ନିକଟରେ ଅଭିକ୍ଷସ୍ତ ରାଜାର ପୁତ୍ରର ଅନୁଲିପି ପଢାୟା'ନ୍ତେ ସମାନେେ ଶୀଘ୍ର ୟିରୁଶାଲମକୁ ୟିହୁଦୀଯମାନଙ୍କ ନିକଟକୁ ୟାଇ ବଳ ଓ କ୍ଷମତାଦ୍ବାରା ସମାନଙ୍କେୁ କାର୍ୟ୍ଯରୁ ନିବୃତ୍ତ କଲେ।
23 Lida a cópia da carta do rei Artaxerxes para Reum, para o secretário Sinsai e para os seus companheiros, eles foram depressa a Jerusalém e forçaram os judeus a parar a obra.
24 ତେଣୁ ୟିରୁଶାଲମ ରେ ପରମେଶ୍ବରଙ୍କ ମନ୍ଦିରକାର୍ୟ୍ଯ ବନ୍ଦ ହେଲା। ପୁଣି ପାରସ୍ଯ ରାଜା ଦାରିଯାବସର ଅଧିକାରର ଦ୍ବିତୀୟ ବର୍ଷ ପର୍ୟ୍ଯନ୍ତ ତାହା ବନ୍ଦ ହାଇେ ରହିଲା।
24 Assim a obra do templo de Deus em Jerusalém foi interrompida, e ficou parada até o segundo ano do reinado de Dario, rei da Pérsia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Esdras 4, comparar traduções ou montar um estudo — tudo direto pelo WhatsApp.