Esdras 3
Oriya Bible (GL_ORIYA) vs ARA
1 ଏହାପରେ ସପ୍ତମ ମାସ ରେ ଇଶ୍ରାୟେଲ ସନ୍ତାନଗଣ ୟିରୁଶାଲମଠାେ ରେ ଏକ ବ୍ଯକ୍ତି ତୁଲ୍ଯ ଏକତ୍ରୀତ ହେଲେ।
1 Em chegando o sétimo mês, e estando os filhos de Israel já nas cidades, ajuntou-se o povo, como um só homem, em Jerusalém.
2 ୟୋଷାଦକର ପୁତ୍ର ଯଶୂେଯ ଓ ତାର ଯାଜକ ଭାତୃଗଣ, ଶେଲ୍ଟୀଯଲରେ ପୁତ୍ର ସରୁଦ୍ଦାବିଲ ଓ ତାର ଭାତୃଗଣ ମିଶି ପରମେଶ୍ବରଙ୍କ ଲୋକ ମାଶାଙ୍କେର ବ୍ଯବସ୍ଥାର ଲିଖନ ଅନୁସାରେ ହାମବେଳି ଉତ୍ସର୍ଗ କରିବା ପାଇଁ ଇଶ୍ରାୟେଲର ପରମେଶ୍ବରଙ୍କ ୟଜ୍ଞବଦେୀ ନିର୍ମାଣ କଲେ।
2 Levantou-se Jesua, filho de Jozadaque, e seus irmãos, sacerdotes, e Zorobabel, filho de Sealtiel, e seus irmãos e edificaram o altar do Deus de Israel, para sobre ele oferecerem holocaustos, como está escrito na Lei de Moisés, homem de Deus.
3 ସହେି ଲୋକମାନେ ଅନ୍ୟ ଦେଶୀଯ ଲୋକମାନଙ୍କୁ ଭୟ କରୁଥିଲେ ଯେଉଁମାନେ ସମାନଙ୍କେ ନିକଟରେ ବାସ କରୁଥିଲେ। କିନ୍ତୁ ତାହା ସମାନଙ୍କେୁ ଏହା କରିବାରୁ ନିବୃତ୍ତ କରିପାରି ନଥିଲା। ସମାନେେ ସହେି ପୁରୁଣା ୟଜ୍ଞବଦେୀ ଆଧାର ଉପରେ ନୂତନ ୟଜ୍ଞବଦେୀ ନିର୍ମାଣ କଲେ। ସମାନେେ ସକାଳେ ଓ ସନ୍ଧ୍ଯା ସମୟରେ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କଲେ।
3 Firmaram o altar sobre as suas bases; e, ainda que estavam sob o terror dos povos de outras terras, ofereceram sobre ele holocaustos ao Senhor , de manhã e à tarde.
4 ଏହାପରେ ସମାନେେ ପତ୍ରକୁଟୀର ପର୍ବ ପାଳନ କଲେ। ସମାନେେ ପ୍ରତିଦିନର ବ୍ଯବସ୍ଥା ରେ ଲଖାୟୋଇଥିବା ପ୍ରେତ୍ୟକକ ଦିନର ଆବଶ୍ଯକ ସଂଖ୍ଯା ଅନୁସାରେ ସମାନେେ ହାମବେଳି ଉତ୍ସର୍ଗ କଲେ।
4 Celebraram a Festa dos Tabernáculos, como está escrito, e ofereceram holocaustos diários, segundo o número ordenado para cada dia;
5 ଏହାପରେ ସମାନେେ ନିତ୍ଯ ହାମବେଳି, ଅମାବାସ୍ଯା ରେ ସଦାପ୍ରଭୁଙ୍କ ପବିତ୍ରୀକୃତ ସକଳ ନିରୂପିତ ପର୍ବର ଏବଂ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସ୍ବେଚ୍ଛାଦତ୍ତ ନବୈେଦ୍ଯ ଉତ୍ସର୍ଗକାରୀ ପ୍ରେତ୍ୟକକ ଲୋକର ଉପହାର ଉତ୍ସର୍ଗ କଲେ।
5 e, depois disto, o holocausto contínuo e os sacrifícios das Festas da Lua Nova e de todas as festas fixas do Senhor , como também os dos que traziam ofertas voluntárias ao Senhor .
6 ସପ୍ତମ ମାସର ପ୍ରଥମ ଦିନ ରେ ସମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ହାମବେଳି ଉତ୍ସର୍ଗ କରିବାକୁ ଆରମ୍ଭ କଲେ। ମାତ୍ର ସେ ସମୟରେ ସଦାପ୍ରଭୁଙ୍କ ମନ୍ଦିରର ମୂଳ ଭିତ୍ତି ଆରମ୍ଭ ହାଇେ ନଥିଲା।
6 Desde o primeiro dia do sétimo mês, começaram a oferecer holocaustos ao Senhor ; porém ainda não estavam postos os fundamentos do templo do Senhor .
7 ସମାନେେ ପାରସ୍ଯର ରାଜା କୋରସର ଅନୁମତି ଅନୁସାରେ ରାଜମିସ୍ତ୍ରୀ ଓ ସୂତ୍ରଧାରମାନଙ୍କୁ ମୁଦ୍ରା ଦେଲେ। ଏବଂ ଲିବାନୋନଠାରୁ ୟାଫୋସ୍ଥିତ ସମୁଦ୍ରତୀର ପର୍ୟ୍ଯନ୍ତ ଏରସ କାଠ ଆଣିବା ପାଇଁ ସୀଦୋନୀଯ ଓ ସୋରୀଯ ଲୋକମାନଙ୍କୁ ଖାଦ୍ୟ, ପାନୀଯ ଓ ତୈଳ ଦେଲେ।
7 Deram, pois, o dinheiro aos pedreiros e aos carpinteiros, como também comida, bebida e azeite aos sidônios e tírios, para trazerem do Líbano madeira de cedro ao mar, para Jope, segundo a permissão que lhes tinha dado Ciro, rei da Pérsia.
8 ଏହାପରେ ଦ୍ବିତୀୟ ବର୍ଷର ଦ୍ବିତୀୟ ମାସ ରେ ପରମେଶ୍ବରଙ୍କ ୟିରୁଶାଲମସ୍ଥିତ ମନ୍ଦିର ରେ ଶାଲଟୀଯଲରେ ପୁତ୍ର ସରୁଦ୍ଦାବିଲ, ୟୋଷାଦକର ପୁତ୍ର ଯଶୂେଯ ଓ ସମାନଙ୍କେର ଅବଶିଷ୍ଟ ଯାଜକ ଓ ଲବେୀୟ ଭାତୃଗଣ, ବନ୍ଦୀ ଦଶାରୁ ୟିରୁଶାଲମକୁ ଆଗତ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିର କାର୍ୟ୍ଯ ରେ ତତ୍ତ୍ବାବଧାରଣ ନିମନ୍ତେ କୋଡିଏ ବର୍ଷ ଓ ତତୋଧିକ ବଯସ୍କ ଲବେୀୟମାନଙ୍କୁ ନିୟୁକ୍ତ କଲେ।
8 No segundo ano da sua vinda à Casa de Deus, em Jerusalém, no segundo mês, Zorobabel, filho de Sealtiel, e Jesua, filho de Jozadaque, e os outros seus irmãos, sacerdotes e levitas, e todos os que vieram do cativeiro a Jerusalém começaram a obra da Casa do Senhor e constituíram levitas da idade de vinte anos para cima, para a superintenderem.
9 ସେତବେେଳେ ୟୋଶୂଯ, ତାହାର ପୁତ୍ର ଓ ଭାତୃଗଣ, କଦ୍ମୀଯଲେ ଓ ତା'ର ପୁତ୍ରଗଣ ଯିହୁଦାର ପୁତ୍ରଗଣ ପରମେଶ୍ବରଙ୍କ ମନ୍ଦିର ରେ କର୍ମକାରୀମାନଙ୍କ ତତ୍ତ୍ବବଧାରଣ ରେ ଭାରପ୍ରାପ୍ତ ହବୋ ପାଇଁ ଏକତ୍ର ଠିଆ ହେଲେ। ହନୋଦଦର ପୁତ୍ରଗଣ ସମାନଙ୍କେର ପୁତ୍ର ଓ ଭାତୃଗଣ ଏ ସମସ୍ତେ ଲବେୀୟ ଥିଲେ।
9 Então, se apresentaram Jesua com seus filhos e seus irmãos, Cadmiel e seus filhos, os filhos de Judá, para juntamente vigiarem os que faziam a obra na Casa de Deus, bem como os filhos de Henadade, seus filhos e seus irmãos, os levitas.
10 ଗାନ୍ଥକମାନେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାଇବା ବେଳେ ସମାନେେ ଇଶ୍ରାୟେଲର ରାଜା ଦାଉଦଙ୍କ ନିର୍ଣ୍ଣଯ ଅନୁସାରେ ସଦାପ୍ରଭୁଙ୍କର ପ୍ରଶଂସା କରିବା ନିମନ୍ତେ ନିଜ ନିଜ ବସ୍ତ୍ର ପରିହିତ ଯାଜକମାନଙ୍କୁ ତୁରୀ ସହିତ ଓ ଆସଫର ସନ୍ତାନ ଲବେୀୟଗଣଙ୍କୁ କରତାଳ ସହିତ ସ୍ଥାପନ କଲେ।
10 Quando os edificadores lançaram os alicerces do templo do Senhor , apresentaram-se os sacerdotes, paramentados e com trombetas, e os levitas, filhos de Asafe, com címbalos, para louvarem o Senhor , segundo as determinações de Davi, rei de Israel.
11 ସମାନେେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ଯବାଦ ଦଇେ ଏକ ଆ ରକେ ପ୍ରତି ଗାନକରି କହିଲେ, ସେ ମଙ୍ଗଳମଯ, ଯେ ହତେୁ ଇଶ୍ରାୟେଲ ପ୍ରତି ତାଙ୍କର କରୁଣା ଅନନ୍ତକାଳସ୍ଥାଯୀ ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାୟିବା ସକାଶୁ ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ବର ରେ ଜଯଧ୍ବନି କଲେ।
11 Cantavam alternadamente, louvando e rendendo graças ao Senhor , com estas palavras: Ele é bom, porque a sua misericórdia dura para sempre sobre Israel. E todo o povo jubilou com altas vozes, louvando ao Senhor por se terem lançado os alicerces da sua casa.
12 ମାତ୍ର ଯେଉଁ ଯାଜକ ଓ ଲବେୀୟ ଓ ପିତୃବଂଶ ପ୍ରଧାନ ପ୍ରାଚୀନ ଲୋକମାନେ ପ୍ରଥମ ମନ୍ଦିର ଦେଖିଥିଲେ, ସମାନଙ୍କେ ଦୃଷ୍ଟି ରେ ଏହି ମନ୍ଦିର ଭିତ୍ତିମୂଳ ବସାୟିବା ବେଳେ ସମାନଙ୍କେ ମଧ୍ଯରୁ ଅନକେେ ଉଚ୍ଚ ସ୍ବର ରେ ରୋଦନ କଲେ ଓ ଅନକେେ ଆନନ୍ଦ ରେ ଜଯଧ୍ବନି କଲେ।
12 Porém muitos dos sacerdotes, e levitas, e cabeças de famílias, já idosos, que viram a primeira casa, choraram em alta voz quando à sua vista foram lançados os alicerces desta casa; muitos, no entanto, levantaram as vozes com gritos de alegria.
13 ତହିଁରେ ଲୋକମାନେ ଆନନ୍ଦଧ୍ବନିର ଓ ଜନତାର କ୍ରନ୍ଦନ ଶଦ୍ଦର ବାରଣ କରିପାରିଲେ ନାହିଁ। ତେଣୁ ଲୋକମାନେ ଉଚ୍ଚ ସ୍ବର ରେ ମହାଧ୍ବନି କଲେ। ଆଉ ତହିଁର ଶଦ୍ଦ ବହୁ ଦୂରକୁ ଶୁଣାଗଲା।
13 De maneira que não se podiam discernir as vozes de alegria das vozes do choro do povo; pois o povo jubilava com tão grandes gritos, que as vozes se ouviam de mui longe.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Esdras 3, comparar traduções ou montar um estudo — tudo direto pelo WhatsApp.