Esdras 1
Oriya Bible (GL_ORIYA) vs NVI
1 ପ୍ରଥମ ବର୍ଷ ରେ କୋରସ ପାରସ୍ଯର ରାଜା ଥିଲେ। ସଦାପ୍ରଭୁ ତାଙ୍କୁ ଏକ ଘାଷେଣା ପତ୍ର ଲେଖିବା ପାଇଁ ଉତ୍ସାହିତ କରିଥିଲେ ଓ ଉକ୍ତ ଘାଷେଣାନାମାକୁ ତାଙ୍କ ରାଜ୍ଯର ଗ୍ଭରିଆଡେ ପଢି ଶୁଣାଇ ଥିଲେ। ଯିରିମିୟଙ୍କ ଦ୍ବାରା କୁହାୟାଇଥିବା ସଦାପ୍ରଭୁଙ୍କର ବାକ୍ଯ ପୂରଣ କରିବାକୁ ଏହା ଥିଲା। ସହେି ଘାଷେଣା ନାମାଟି ଏହିପରି ଥିଲା।
1 No primeiro ano do reinado de Ciro, rei da Pérsia, a fim de que se cumprisse a palavra do Senhor falada por Jeremias, o Senhor despertou o coração de Ciro, rei da Pérsia, para redigir uma proclamação e divulgá-la em todo o seu reino, nestes termos:
2 ପାରସ୍ଯର ରାଜା କୋରସ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ବର୍ଗର ପରମେଶ୍ବର, ପୃଥିବୀର ସମସ୍ତ ରାଜ୍ଯ ମାେତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମାେତେ ଯିହୁଦା ରାଜ୍ଯର ୟିରୁଶାଲମଠା ରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।
2 "Assim diz Ciro, rei da Pérsia: "O Senhor, o Deus dos céus, deu-me todos os reinos da terra e designou-me para construir um templo para ele em Jerusalém de Judá.
3 ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ଯରୁ ତୁମ୍ଭମାନଙ୍କ ଭିତରୁ ଯେ କହେି ହୁଅନା, ତାର ପରମେଶ୍ବର ତା ସହିତ ରୁହନ୍ତୁ। ଯିହୁଦାସ୍ଥିତ ୟିରୁଶାଲମ ପର୍ୟ୍ଯନ୍ତ ତାକୁ ୟିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ବର ୟିଏକି ୟିରୁଶାଲମ ରେ ଅଛନ୍ତି।
3 Qualquer do seu povo que esteja entre vocês, que o seu Deus esteja com ele, e que vá a Jerusalém de Judá reconstruir o templo do Senhor, o Deus de Israel, o Deus que em Jerusalém tem a sua morada.
4 ଆଉ ଯେ କୌଣସି ଲୋକ ଅନ୍ୟଠା ରେ ବାସ କରୁଛନ୍ତି, ସହେି ସ୍ଥାନର ଲୋକମାନେ ୟିରୁଶାଲମସ୍ଥ ପରମେଶ୍ବରଙ୍କ ମନ୍ଦିର ନିମନ୍ତେ ସ୍ବଇଛା ରେ ଦତ୍ତ ନବୈେଦ୍ଯ ଛଡା ରୂପା, ସୁନା, ନାନାଦ୍ରବ୍ଯ ଓ ପଶୁ ଦିଅନ୍ତି।
4 E que todo sobrevivente, seja qual for o lugar em que está vivendo, receba dos que ali vivem em prata, ouro, bens e animais; e ofertas voluntárias para o templo de Deus em Jerusalém".
5 ଯିହୁଦା ଏବଂ ବିନ୍ଯାମୀନ ପରିବାରବର୍ଗର ମୁଖିଆମାନେ, ଯାଜକଗଣ ଓ ଲବେୀୟମାନେ ୟିରୁଶାଲମକୁ ୟିବାପାଇଁ ପ୍ରସ୍ତୁତ ହେଲ। ସମାନେେ ସଠାେକୁ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବା ପାଇଁ ଗଲେ। ପରମେଶ୍ବର ଯେଉଁମାନଙ୍କ ମନ ରେ ପ୍ରବୃତ୍ତ ଦଇେଥିଲେ, ସମାନଙ୍କେ ସହିତ ପ୍ରେତ୍ୟକକ ଲୋକ ୟିବାପାଇଁ ପ୍ରସ୍ତୁତ ହେଲେ।
5 Então os líderes das famílias de Judá e de Benjamim, como também os sacerdotes e os levitas, todos aqueles cujo coração Deus despertou, dispuseram-se a ir para Jerusalém e a construir o templo do Senhor.
6 ସମାନଙ୍କେର ପଡ଼ୋଶୀମାନେ ସମାନଙ୍କେୁ ରୂପା, ସୁନା, ପଶୁ ଏବଂ ଅନ୍ଯାନ୍ଯ ବହୁମୂଲ୍ଯ ଦ୍ରବ୍ଯ ସ୍ବେଚ୍ଛାଦର ନବୈେଦ୍ଯ ସହିତ ଦେଲେ।
6 Todos os seus vizinhos os ajudaram, trazendo-lhes utensílios de prata e ouro, bens, animais, e presentes valiosos, além de todas as ofertas voluntárias que fizeram.
7 ଆଉ ନବୂଖଦ୍ନିତ୍ସର ସଦାପ୍ରଭୁଙ୍କ ମନ୍ଦିରର ଯେ ସକଳ ପାତ୍ର ୟିରୁଶାଲମରୁ ଆଣି ଆପଣା ମିଥ୍ଯା ଦବେତାଗଣଙ୍କ ମନ୍ଦିର ରେ ରଖିଥିଲା, କୋରସ ରାଜା ତାହାସବୁ ବାହାର କରି ଆଣିଲା।
7 Além disso, o rei Ciro mandou tirar os utensílios pertencentes ao templo do Senhor, os quais Nabucodonosor tinha levado de Jerusalém e colocado no templo do seu deus.
8 ପାରସ୍ଯର ରାଜା କୋରସ୍ କୋଷାଧ୍ଯକ୍ଷ ମିତ୍ରଦାତକୁ ସମାନଙ୍କେୁ ଦେଲେ ଏବଂ ସେ ସମାନଙ୍କେୁ ଯିହୁଦାର ରାଜପୁତ୍ର ଶେଶବସରଙ୍କର ଉପସ୍ଥିତି ରେ ଗଣିଲେ।
8 Ciro, rei da Pérsia, ordenou que fossem tirados pelo tesoureiro Mitredate, que os enumerou e os entregou a Sesbazar, governador de Judá.
9 ମିତ୍ରଦାତର ସଦାପ୍ରଭୁଙ୍କର ମନ୍ଦିରରୁ ଯେଉଁ ସବୁ ବସ୍ତୁ ଆଣିଥିଲା, ସହେି ଦ୍ରବ୍ଯଗୁଡିକ ସଂଖ୍ଯା ଏହିପରି ଥିଲା: ସୁନାଥାଳୀ 30 ରୂପାଥାଳୀ 1,000 ଛୁରୀ29
9 O total foi o seguinte: 30 tigelas de ouro, 1. 000 tigelas de prata, 29 panelas de prata,
10 ସ୍ବର୍ଣ୍ଣମଯ ପାନପତ୍ର 30 ରେ ୗପ୍ୟମଯ ପାତ୍ର ମଧ୍ଯମ ପାନ ପାତ୍ର 410 ଅନ୍ଯାନ୍ଯ ପାତ୍ର 1,000
10 30 bacias de ouro, 410 bacias de prata de qualidade inferior e 1. 000 outros objetos
11 ଏହି ସମସ୍ତ ମିଶି 5,400 ସ୍ବର୍ଣ୍ଣ ଓ ରୌପମଯ ପାତ୍ର ଥିଲା। ବନ୍ଦୀଲୋକମାନଙ୍କୁ ବାବିଲରୁ ୟିରୁଶାଲମକୁ ଅଣାୟିବା ସମୟରେ ଶେଶବସର ଏହିସବୁ ଦ୍ରବ୍ଯ ଆଣିଥିଲା।
11 Ao todo foram, na verdade, cinco mil e quatrocentos utensílos de ouro e de prata. Sesbazar trouxe tudo isso consigo quando os exilados vieram da Babilônia para Jerusalém.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Esdras 1, comparar traduções ou montar um estudo — tudo direto pelo WhatsApp.