Esdras 10
Oriya Bible (GL_ORIYA) vs ARA
1 ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖ ରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ବୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ବରଙ୍କ ମନ୍ଦିର ସମ୍ମୁଖ ରେ ନତମସ୍ତକ ହାଇେ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇଶ୍ରାୟେଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁଃପାଶର୍ବ ରେ ଘରେି ରହିଥିଲେ। ସହେି ଇଶ୍ରାୟେଲୀୟମାନେ ମଧ୍ଯ ଅତିଶଯ କ୍ରନ୍ଦନ କରୁଥିଲେ।
1 Enquanto Esdras orava e fazia confissão, chorando prostrado diante da Casa de Deus, ajuntou-se a ele de Israel mui grande congregação de homens, de mulheres e de crianças; pois o povo chorava com grande choro.
2 ଏହାପରେ ଏଲାମର ବଂଶଧରମାନଙ୍କ ମଧ୍ଯରୁ ୟିହୀଯଲରେ ପୁତ୍ର ଶଖନିଯ ଏଜ୍ରାଙ୍କୁ କହିଲା, ଆମ୍ଭେ ଆମ୍ଭର ପରମେଶ୍ବରଙ୍କୁ ବିଶ୍ବାସଘାତ କରୁଛୁ। ଆମ୍ଭେ ଅନ୍ୟ ଦେଶୀଯମାନଙ୍କୁ ବିବାହ କରିଛୁ। କିନ୍ତୁ ଆମ୍ଭେ ଏପରି କଲେ ମଧ୍ଯ ଆମ୍ଭମାନଙ୍କର ଇଶ୍ରାୟେଲଙ୍କ ପ୍ରତି ଭରସା ଅଛି।
2 Então, Secanias, filho de Jeiel, um dos filhos de Elão, tomou a palavra e disse a Esdras: Nós temos transgredido contra o nosso Deus, casando com mulheres estrangeiras, dos povos de outras terras, mas, no tocante a isto, ainda há esperança para Israel.
3 ଏବେ ଆମ୍ଭମାନେେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ବରଙ୍କ ଆଜ୍ଞା ରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସା ରେ ଏହିସବୁ ସ୍ତ୍ରୀମାନଙ୍କୁ ଓ ଏମାନଙ୍କଠାରୁ ଜାତ ସନ୍ତାନମାନଙ୍କୁ ଦୂର କରିଦବୋ ପାଇଁ ଆମ୍ଭମାନଙ୍କ ପରମେଶ୍ବରଙ୍କ ସହିତ ଚୁକ୍ତି କରିବା ଏବଂ ଏହା ପରମେଶ୍ବରଙ୍କ ବ୍ଯବସ୍ଥାନୁସା ରେ କରାଯାଉ।
3 Agora, pois, façamos aliança com o nosso Deus, de que despediremos todas as mulheres e os seus filhos, segundo o conselho do Senhor e o dos que tremem ao mandado do nosso Deus; e faça-se segundo a Lei.
4 ହେ ଏଜ୍ରା, ଉଠନ୍ତୁ, କାରଣ ଏହା ତୁମ୍ଭ ଉପରେ ଏହି କାର୍ୟ୍ଯର ଭାର ଅଛି, ତେଣୁ ଆମ୍ଭମାନେେ ତୁମ୍ଭକୁ ସାହାୟ୍ଯ କରିବୁ। ସାହସିକ ହାଇେ ଏହି କାର୍ୟ୍ଯ କରନ୍ତୁ।
4 Levanta-te, pois esta coisa é de tua incumbência, e nós seremos contigo; sê forte e age.
5 ତେଣୁ ଏଜ୍ରା ଉଠିଲେ। ସହେି ବାକ୍ଯ ଅନୁସାରେ କାର୍ୟ୍ଯ କରିବା ପାଇଁ ଯାଜକମାନଙ୍କର, ଲବେୀୟମାନଙ୍କର ଓ ସମଗ୍ର ଇଶ୍ରାୟେଲର ପ୍ରଧାନବର୍ଗ ପ୍ରତିଜ୍ଞା କରାଇଲେ।
5 Então, Esdras se levantou e ajuramentou os principais sacerdotes, os levitas e todo o Israel, de que fariam segundo esta palavra. E eles juraram.
6 ଏହାପରେ ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖରୁ ଉଠିଗଲେ। ଏହାପରେ ଇଲିଯାଶୀବର ପୁତ୍ର ୟିହୋହାନନର କୋଠରୀକୁ ଗଲେ। ଏଜ୍ରା ସଠାେରେ ରହିବା ସମୟରେ ସେ କୌଣସି ଖାଦ୍ୟ ଖାଇ ନଥିଲେ, କି ଜଳପାନ କରିନଥିଲେ। ସେ ଏପରି କରିଥିଲେ କାରଣ ସେ ବହୁତ ଦୁଃଖିତ ଥିଲେ। ସେ ଇଶ୍ରାୟେଲମାନଙ୍କ ପାପ ପାଇଁ ବହୁତ ଦୁଃଖିତ ଥିଲେ ଯେଉଁମାନେ ୟିରୁଶାଲମକୁ ଫରେି ଆସିଥିଲେ।
6 Esdras se retirou de diante da Casa de Deus, e entrou na câmara de Joanã, filho de Eliasibe, e lá não comeu pão, nem bebeu água, porque pranteava por causa da transgressão dos que tinham voltado do exílio.
7 ଏହାପରେ ସେ ଯିହୁଦା ଓ ୟିରୁଶାଲମର ପ୍ରେତ୍ୟକକ ପ୍ରାନ୍ତରକୁ ଖବର ପଠାଇଲେ। ଏବଂ ସେ ସହେି ଲୋକମାନଙ୍କୁ, ଯେଉଁମାନେ ବନ୍ଦୀତ୍ବରୁ ଫରେି ଆସିଥିଲେ, ସମାନଙ୍କେ ନିକଟରେ ଘାଷେଣା କରି କହିଲେ, ସମାନେେ ୟିରୁଶାଲମ ରେ ଏକତ୍ରୀତ ହବେେ।
7 Fez-se passar pregão por Judá e Jerusalém a todos os que vieram do exílio, que deviam ajuntar-se em Jerusalém;
8 ଯଦି କୌଣସି ଲୋକ ତିନି ଦିନ ମଧିଅରେ ୟିରୁଶାଲମକୁ ନ ଆସିବ, ତବେେ ତାର ସମସ୍ତ ସମ୍ପତ୍ତି ହରଣ କରାୟିବ। ଏହି ନିଷ୍ପତ୍ତି ଅଧିପତିମାନେ ଓ ପ୍ରାଚୀନବର୍ଗମାନେ ନଇେଥିଲେ ଓ ସମାନଙ୍କେୁ ମଧ୍ଯ ବନ୍ଦୀତ୍ବର ସମାଜରୁ ପୃଥକ କରାୟିବ।
8 e que, se alguém, em três dias, não viesse, segundo o conselho dos príncipes e dos anciãos, todos os seus bens seriam totalmente destruídos, e ele mesmo separado da congregação dos que voltaram do exílio.
9 ତେଣୁ ଯିହୁଦା ଓ ବିନ୍ଯାମିନର ସମଗ୍ର ଲୋକ ତିନିଦିନ ମଧିଅରେ ୟିରୁଶାଲମ ରେ ଏକତ୍ରୀତ ହେଲ। ସହେିଦିନ ନବମ ମାସର ବିଂଶତିତମ ଦିନ ଥିଲା। ଆଉ ସମସ୍ତ ଲୋକେ ପରମେଶ୍ବରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷଯ ଓ ମହାବୃଷ୍ଟି ସକାଶୁ କମ୍ପିତ ହୋଉଥିଲେ।
9 Então, todos os homens de Judá e Benjamim, em três dias, se ajuntaram em Jerusalém; no dia vinte do mês nono, todo o povo se assentou na praça da Casa de Deus, tremendo por causa desta coisa e por causa das grandes chuvas.
10 ଏହାପରେ ଯାଜକ ଏଜ୍ରା ଠିଆ ହାଇେ ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଅବିଶ୍ବସ୍ତ ହାଇେଅଛ ଓ ଇଶ୍ରାୟେଲର ଦୋଷ ବଢାଇଅଛ, କାରଣ ତୁମ୍ଭମାନେେ ଅଣ ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ।
10 Então, se levantou Esdras, o sacerdote, e lhes disse: Vós transgredistes casando-vos com mulheres estrangeiras, aumentando a culpa de Israel.
11 ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ବର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ୟ୍ଯ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀଯମାନଙ୍କଠାରୁ ଓ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।
11 Agora, pois, fazei confissão ao Senhor , Deus de vossos pais, e fazei o que é do seu agrado; separai-vos dos povos de outras terras e das mulheres estrangeiras.
12 ଏହାପରେ ସମଗ୍ର ସମାଜ ଏକତ୍ରୀତ ହାଇେ ଏଜ୍ରାଙ୍କୁ ଉତ୍ତର ଦଇେ କହିଲେ, ହେ ଏଜ୍ରା, ତୁମ୍ଭେ ଠିକ୍ କହିଛ। ତୁମ୍ଭେ ଆମ୍ଭକୁ ଯାହା କହିଲ ଆମ୍ଭେ ଠିକ୍ ସହେିପରି କରିବୁ।
12 Respondeu toda a congregação e disse em altas vozes: Assim seja; segundo as tuas palavras, assim nos convém fazer.
13 କିନ୍ତୁ ଏଠା ରେ ବହୁତ ଲୋକ ଅଛନ୍ତି ଏବଂ ଏହା ବର୍ତ୍ତମାନ ବୃଷ୍ଟିର ସମୟ। ଆଉ ଆମ୍ଭମାନେେ ବାହା ରେ ଠିଆ ହବୋ ଅସମ୍ଭବ। ଏବଂ ଏହା ଅଳ୍ପ ଦିନର କାର୍ୟ୍ଯ ନୁହେଁ, ଯେ ହତେୁ ଏହି ବିଷଯ ରେ ଆମ୍ଭମାନେେ ମହା ଅପରାଧ କରିଅଛୁ।
13 Porém o povo é muito, e, sendo tempo de grandes chuvas, não podemos estar aqui de fora; e não é isto obra de um dia ou dois, pois somos muitos os que transgredimos nesta coisa.
14 ଏଣୁ ସମଗ୍ର ସମାଜ ନିମନ୍ତେ ଆମ୍ଭମାନଙ୍କ ଅଧିପତିମାନେ ନିୟୁକ୍ତ ହୁଅନ୍ତୁ। ଯେଉଁ ଲୋକମାନେ ଅଣ-ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଛନ୍ତି, ସମାନେେ ସମସ୍ତେ ନିରୁପିତ ସମୟରେ ଆସନ୍ତୁ ଓ ସମାନଙ୍କେ ସଙ୍ଗେ ପ୍ରେତ୍ୟକକ ନଗରର ପ୍ରାଚୀନଗଣ ଓ ବିଗ୍ଭର କର୍ତ୍ତାଗଣ ଆସନ୍ତୁ। ଆମ୍ଭ ପରମେଶ୍ବରଙ୍କର କୋରଧ ଯେପର୍ୟ୍ଯନ୍ତ ଅତିକ୍ରମ ନ ହାଇେଛି ଏହି କାରଣ ଯୋଗୁଁ ଏହି ବିଷଯ ଗ୍ରହଣୀଯ ହବେ ନାହିଁ।
14 Ora, que os nossos príncipes decidam por toda a congregação, e que venham a eles em tempos determinados todos os que em nossas cidades casaram com mulheres estrangeiras, e com estes os anciãos de cada cidade, e os seus juízes, até que desviemos de nós o brasume da ira do nosso Deus, por esta coisa.
15 ଏହି କଥା ବିରୁଦ୍ଧ ରେ କବଳେ ଆସା ହେଲର ପୁତ୍ର ଯୋନାଥନ ଓ ତିକ୍ବର ପୁତ୍ର ୟହସିଯ ଉଠିଲେ। ଆଉ ମସୁଲମ୍ ଓ ଲବେୀୟ ଶଦ୍ଦଥଯ ସମାନଙ୍କେର ସାହାୟ୍ଯ କଲେ।
15 No entanto, Jônatas, filho de Asael, e Jazeías, filho de Ticvá, se opuseram a esta coisa; e Mesulão e Sabetai, levita, os apoiaram.
16 ମାତ୍ର ବନ୍ଦୀତ୍ବରୁ ସନ୍ତାନମାନେ ସହେିପରି କର୍ମ କଲେ। ପୁଣି ଯାଜକ ଏଜ୍ରା ସଇେ ଲୋକମାନଙ୍କୁ ବାଛିଲେ, ଯେଉଁମାନେ ପରିବାରର ମୁଖ୍ଯ ଥିଲେ। ପ୍ରେତ୍ୟକକ ପରିବାରରୁ ଜଣେ ଲଖାେଁଏ ବଛାଗଲେ। ଆଉ ସମାନେେ ଦଶମ ମାସର ପ୍ରଥମ ଦିନ ସହେି ବିଷଯ ଅନୁସନ୍ଧାନ କରିବାକୁ ବସିଲେ।
16 Assim o fizeram os que voltaram do exílio; então, Esdras, o sacerdote, elegeu nominalmente os homens cabeças de famílias, segundo a casa de seus pais, que se assentaram no dia primeiro do décimo mês, para inquirir nesta coisa;
17 ପୁଣି ସମାନେେ ପ୍ରଥମ ମାସର ପ୍ରଥମ ଦିନ ରେ ଅନ୍ୟ ଦେଶୀଯା ସ୍ତ୍ରୀ ବିବାହକାରୀ ପୁରୁଷ ସମସ୍ତଙ୍କର ବିଗ୍ଭର ସମାପ୍ତ କଲେ।
17 e o concluíram no dia primeiro do primeiro mês, a respeito de todos os homens que casaram com mulheres estrangeiras.
18 ଯାଜକମାନଙ୍କ ବଂଶଗଣ ମଧ୍ଯରୁ ଯେଉଁମାନେ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନେେ ହେଲ ଯଥା:
18 Acharam-se dentre os filhos dos sacerdotes estes, que casaram com mulheres estrangeiras: dos filhos de Jesua, filho de Jozadaque, e de seus irmãos: Maaseias, Eliézer, Jaribe e Gedalias.
19 ଏମାନେ ଆପଣା ଆପଣା ସ୍ତ୍ରୀମାନଙ୍କୁ ଦୂର କରି ଦବେେ ବୋଲି କଥା ଦେଲେ। ଆଉ ଦୋଷୀ ହବୋରୁ ସମାନେେ ନିଜ ନିଜର ଦୋଷ ସକାେଶ ପଲରୁ ଏକ ଏକ ମଷେ ଦୋଷାର୍ଥକବଳି ରୂପେ ଉତ୍ସର୍ଗ କଲେ।
19 Com um aperto de mão, prometeram despedir suas mulheres e, por serem culpados, ofereceram um carneiro do rebanho pela sua culpa.
20 ଆଉ ଇମ୍ମରରେ ବଂଶଧରମାନଙ୍କୁ ମଧ୍ଯରୁ ହନାନି ଓ ସବଦିଯ।
20 Dos filhos de Imer: Hanani e Zebadias.
21 ହାରିମର ବଂଶଧରମାନଙ୍କ ମଧ୍ଯରୁ ମା ସଯେ ଓ ଏଲୀଯ ଓ ଶମଯିଯ ୟିହୀଯଲେ ଓ ଉଷିୟ।
21 Dos filhos de Harim: Maaseias, Elias, Semaías, Jeiel e Uzias.
22 ପଶହୂରର ସନ୍ତାନମାନଙ୍କର ମଧ୍ଯରୁ ଇଲଯୋ-ଐନଯ, ମା ସଯେ, ଇଶ୍ମାଯଲେ, ନଥନଲେ, ୟୋଷାବଦ୍ ଓ ଇଲିଯାସା,
22 Dos filhos de Pasur: Elioenai, Maaseias, Ismael, Natanael, Jozabade e Elasa.
23 ଆଉ ଲବେୀୟମାନଙ୍କ ମଧ୍ଯରୁ ୟୋଷାବଦ୍, ଶିମିଯି ଓ କଲାଯ, ଏହାକୁ କଲିଟ୍ କହନ୍ତି, ପଥାହିଯ, ଯିହୁଦା ଓ ଇଲୀଯଷେର,
23 Dos levitas: Jozabade e Simei, Quelaías (este é Quelita), Petaías, Judá e Eliézer.
24 ଗାଯକମାନଙ୍କ ମଧ୍ଯରୁ ଇଲୀଯାଶୀବ୍, ଦ୍ବାରପାଳକମାନଙ୍କ ମଧ୍ଯରୁ ଶଲ୍ଲୁମ୍ ଓ ଟଲେମ୍ ଓ ଊରି।
24 Dos cantores: Eliasibe; dos porteiros: Salum, Telém e Uri.
25 ଇଶ୍ରାୟେଲ ମଧିଅରେ
25 E de Israel: dos filhos de Parós: Ramias, Jezias, Malquias, Miamim, Eleazar, Malquias e Benaia.
26 ଏଲମର ବଂଶଧରଗଣ ମଧ୍ଯରୁ ମତ୍ତନିଯ, ଜିଖରିଯ, ୟିହୀଯଲେ ଅବ୍ଦି, ଯିରମୋେତ୍ ଓ ଏଲୀଯ।
26 Dos filhos de Elão: Matanias, Zacarias, Jeiel, Abdi, Jerimote e Elias.
27 ସତ୍ତୁର ବଂଶଧରଗଣ ମଧ୍ଯରୁ ଇଲିଯୋ-ଐନଯ, ଇଲୀଯାଶୀବ୍ ଓ ମତ୍ତନିଯ, ଯିରମୋେତ୍, ୟାବତ୍ ଓ ଅସୀସା।
27 Dos filhos de Zatu: Elioenai, Eliasibe, Matanias, Jerimote, Zabade e Aziza.
28 ବବଯରେ ସନ୍ତାନଗଣ ମଧ୍ଯରୁ ଯିହାହୋନନ୍, ହବାନିଯ, ସଜଯ ଓ ଅତ୍ତଲଯ।
28 Dos filhos de Bebai: Joanã, Hananias, Zabai e Atlai.
29 ଆଉ ବାନିର ବଂଶଧରଗଣ ମଧ୍ଯରୁ ମଶୁଲ୍ଲମ୍, ମଲ୍ଲକ ଓ ଅଦାଯା, ଯାଶୂବ୍, ଶାଲ ଓ ଯି ରମୋେତ୍।
29 Dos filhos de Bani: Mesulão, Maluque, Adaías, Jasube, Seal e Jerimote.
30 ଆଉ ପହତ୍ ମାୟୋବର ବଂଶଧରଗଣ ମଧ୍ଯରୁ ଅଦନ ଓ କଲାଲ୍, ବନାଯ, ମା ସଯେ, ମତ୍ତିନିଯ, ବତ୍ସଲଲେ ଓ ବିନ୍ନୁଯୀ ଓ ମନଶି।
30 Dos filhos de Paate-Moabe: Adna, Quelal, Benaia, Maaseias, Matanias, Bezalel, Binui e Manassés.
31 ହାରିମର ବଂଶଧରଗଣ ମଧ୍ଯରୁ ଇଲୀଯଷେର, ୟିଶିଯ, ମଲ୍ଲିଯ, ଶମଯିଯ,ଶିମିଯୋନ,
31 Dos filhos de Harim: Eliézer, Issias, Malquias, Semaías, Simeão,
32 ବିନ୍ଯାମୀନ, ମଲ୍ଲୂକ, ଶମରିଯ,
32 Benjamim, Maluque e Semarias.
33 ହଶୂମର ବଂଶଧରଗଣ ମଧ୍ଯରୁ ମତ୍ତନଯ ମତ୍ତତ୍ତ, ସାବଦ୍, ଇଲିଫଲେଟ୍, ୟି ରମେଯ, ମନଃଶି, ଶିମିଯି।
33 Dos filhos de Hasum: Matenai, Matatá, Zabade, Elifelete, Jeremai, Manassés e Simei.
34 ବାନିର ବଂଶଧରଗଣ ମଧ୍ଯରୁ ମାଦଯ, ଅମ୍ରାମ ଓ ଉଯଲେ,
34 Dos filhos de Bani: Maadai, Anrão, Uel,
35 ବନାଯ, ବଦେିଯା, କଲୂହ,
35 Benaia, Bedias, Queluí,
36 ବନିଯ, ମରମୋେତ୍, ଇଲୀଯାଶୀବ୍,
36 Vanias, Meremote, Eliasibe,
37 ମତ୍ତନିଯ, ମତ୍ତନଯ ଓ ୟାଶଯ।
37 Matanias, Matenai, Jaasai,
38 ଏବଂ ବିନ୍ନୁଯି, ଶିମିଯିର ଭବିଷ୍ଯତ୍ ବଂଶଧର ମଧ୍ଯରୁ
38 Bani, Binui, Simei,
39 ଶଲେିମିଯ, ନାଥନ୍ ଓ ଅଦାଯା,
39 Selemias, Natã, Adaías,
40 ମଗ୍ନଦହବଯ, ଶାଶଯ, ଶାରଯ,
40 Macnadbai, Sasai, Sarai,
41 ଅସ ରେଲ, ଶଲେିମିଯ, ଶମରିଯ,
41 Azarel, Selemias, Semarias,
42 ଶଲ୍ଲୁମ୍, ଅମରିଯ ଓ ଯୋଷେଫ୍।
42 Salum, Amarias e José.
43 ନବୋର ବଂଶଧରଗଣ ମଧ୍ଯରୁ ୟିଯଯଲେ, ମତ୍ତଥିଯ, ସାବଦ୍, ସବୀନଃ, ଇଦୋ, ୟୋଯଲ ଓ ବନାଯ।
43 Dos filhos de Nebo: Jeiel, Matitias, Zabade, Zebina, Jadai, Joel e Benaia.
44 ଏସମସ୍ତ, ଲୋକମାନେ ଅଣ ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସମାନେେ ସମାନଙ୍କେର ବିଦେଶୀନି ସ୍ତ୍ରୀମାନଙ୍କୁ ସମାନଙ୍କେର ସନ୍ତାନମାନଙ୍କ ସହିତ ପଠଇେ ଦେଲେ।
44 Todos estes haviam tomado mulheres estrangeiras, alguns dos quais tinham filhos destas mulheres.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Esdras 10, comparar traduções ou montar um estudo — tudo direto pelo WhatsApp.