Eclesiastes 8

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ଜ୍ଞାନବାନ୍ କଥାକୁ ଯେପରି ବୁଝେ ଓ ବ୍ଯାଖ୍ଯା କରେ ତାଙ୍କ ପରି ଆଉ କହେି କରିପାରିବେ ନାହିଁ। ତା'ର ଜ୍ଞାନ ତାହାକୁ ଖୁସି କରାଏ ଏବଂ ଏହା ଦୁଃଖିତ ମୁଖକୁ ଖୁସି କରାଏ।
1 Quem é como o sábio? Quem sabe interpretar as coisas? A sabedoria de um homem Alcança o favor do rei e muda o seu semblante carregado.
2 ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ତୁମ୍ଭେ ସର୍ବଦା ରାଜାଆଜ୍ଞା ପାଳନ କର। ତୁମ୍ଭେ ଏପରି କର କାରଣ ତୁମ୍ଭେ ପରମେଶ୍ବରଙ୍କଠା ରେ ତାହା କରିବାକୁ ପ୍ରତିଜ୍ଞା କରିଅଛ।
2 Este é o meu conselho: obedeça às ordens do rei porque você fez um juramento diante de Deus.
3 ଭୟ କର ନାହିଁ, ତାଙ୍କର ଉପସ୍ଥିତି ରେ ବାହାରି ୟାଅ, ବିଳମ୍ବ କର ନାହିଁ ଯେତବେେଳେ ବାଣିଜ୍ଯ ମନ୍ଦ ଅଟେ। ମନରେଖ ରାଜା ଯାହା ଚାହିଁବେ ତାଙ୍କ ଇଚ୍ଛା ରେ କରିବେ।
3 Não se apresse em deixar a presença do rei, nem se levante em favor de uma causa errada, pois o rei faz o que bem entende.
4 ରାଜାଙ୍କର ଆଦେଶ ଦବୋ ପାଇଁ କ୍ଷମତା ଅଛି। କ'ଣ କରିବାକୁ ହବେ, ତାଙ୍କୁ କହେି କହିପାରିବେ ନାହିଁ ।
4 Pois a palavra do rei é soberana, e ninguém lhe pode perguntar: "Que é que estás fazendo? "
5 ଯେଉଁ ବ୍ଯକ୍ତି ଆଦେଶକୁ ମାନେ କୌଣସି ବିପଦକୁ ଜାଣିବ ନାହିଁ। ଜଣେ ଜ୍ଞାନୀଲୋକ ସମୟ ଏବଂ କ'ଣ ଠିକ୍ ତା'ର ଉପାଯ ଜାଣେ।
5 Quem obedece às suas ordens não sofrerá mal algum, pois o coração sábio saberá a hora e a maneira certa de agir.
6 ସମସ୍ତ ବିଷଯ ରେ ଉପୟୁକ୍ତ ସମୟ ଏବଂ ଠିକ୍ ରାସ୍ତା ଅଛି। କିନ୍ତୁ ଲୋକମାନେ ପ୍ରାଯ ଅନକେ କଷ୍ଟ ପାଆନ୍ତି।
6 Pois há uma hora certa e também uma maneira certa de agir para cada situação. O sofrimento de um homem, no entanto, pesa muito sobre ele,
7 ଏବଂ ସେ ଜାଣେ ନାହିଁ କ'ଣ ଘଟିବାକୁ ଯାଉଛି। କାରଣ କହେି କହି ପାରିବେ ନାହିଁ ଭବିଷ୍ଯତ ରେ କ'ଣ ହବେ।
7 visto que ninguém conhece o futuro. Quem lhe poderá dizer o que vai acontecer?
8 କୌଣସି ଲୋକର କ୍ଷମତା ନାହିଁ ଯେ, ଆତ୍ମାକୁ ୟିବା ସମୟରେ ଅଟକାଇ ପାରିବ। କହେି ମୃତ୍ଯୁକୁ ଅଟକାଇ ପାରିବ ନାହିଁ। ୟୁଦ୍ଧ ସମୟରେ ଜଣେ ସୈନିକ ତା'ର ମନଇଚ୍ଛା କୌଣସି ସ୍ଥାନକୁ ୟାଇପାରିବ ନାହିଁ। ଠିକ୍ ସହେିପରି ଯଦି ଜଣେ ମନୁଷ୍ଯ କୁକର୍ମ କରେ, ସହେି କୁକର୍ମରୁ ସେ ରକ୍ଷା ପାଇବ ନାହିଁ।
8 Ninguém tem o poder de conter o próprio espírito; tampouco tem poder sobre o dia da sua morte, e de escapar dos efeitos da guerra; nem mesmo a maldade livra aqueles que a praticam.
9 ମୁଁ ଏହିସବୁ ଦେଖିଛି ଯାହା ସୂର୍ୟ୍ଯ ତଳେ କରାୟାଏ, ଏବଂ ମୁଁ ଏ ବିଷଯ ରେ ଗଭୀର ଭାବରେ ଚିନ୍ତା କରିଛି। କବେେ କବେେ ଏକ ମନୁଷ୍ଯର ଅନ୍ୟ ଉପ ରେ ତାହାର କ୍ଷତି କରିବା ନିମନ୍ତେ କ୍ଷମତା ଥାଏ।
9 Tudo isso vi quando me pus a refletir em tudo o que se faz debaixo do sol. Há ocasiões em que um homem domina sobre outros para a sua própria infelicidade.
10 ତା'ପ ରେ ମୁଁ ଦେଖିଲି ଦୁଷ୍ଟ ଲୋକମାନଙ୍କୁ ଆଡ଼ମ୍ବରପୂର୍ଣ୍ଣ ଅନ୍ତିମ ସଂସ୍କାର ଦିଆଗଲା। ସମାନଙ୍କେୁ ପବିତ୍ର ସ୍ଥାନକୁ ନିଆଗଲା ଓ ସଂସ୍କାର କରାଗଲା। ଏବଂ ଯେଉଁମାନେ ଏହା କଲେ ସହର ରେ ପ୍ରଂଶସିତ ହାଇେଥିଲେ। ଏହା ମଧ୍ଯ ଅର୍ଥହୀନ।
10 Nessas ocasiões, vi ímpios serem sepultados e gente indo e vindo do lugar onde eles foram enterrados. Todavia, os que haviam praticado o bem foram esquecidos na cidade. Isso também não faz sentido.
11 ବେଳେ ବେଳେ ଲୋକମାନେ ତାଙ୍କର କୁକର୍ମ ପାଇଁ ହଠାତ୍ ଦଣ୍ଡିତ ହୁଅନ୍ତି ନାହିଁ। ସମାନଙ୍କେର ଦଣ୍ଡ ବିଳମ୍ବ ରେ ପ୍ରାପ୍ତ ହୁଏ। ଏହା ଅନ୍ୟମାନଙ୍କୁ କୁକର୍ମ କରିବାକୁ ଉତ୍ସାହିତ କରାଏ।
11 Quando os crimes não são castigados logo, o coração do homem se enche de planos para fazer o mal.
12 ଯଦିଓ ପାପୀ ଶତବାର ଦୁଷ୍କର୍ମ କରେ, ସେ ଦୀର୍ଘଦିନ ବଞ୍ଚେ। ତଥାପି ମୁଁ ନିଶ୍ଚଯ ସମାନଙ୍କେୁ ଜାଣେ ଯେଉଁମାନେ ପରମମେଶ୍ବରଙ୍କୁ ସମ୍ମାନ କରନ୍ତି। ନିଶ୍ଚିତ ରେ ସମାନେେ ଉନ୍ନତି କରିବେ।
12 O ímpio pode cometer uma centena de crimes e até ter vida longa, mas sei muito bem que as coisas serão melhores para os que temem a Deus, para os que mostram respeito diante dele.
13 ମାତ୍ର ଦୁଷ୍ଟର ମଙ୍ଗଳ ହବେ ନାହିଁ। କିଅବା ସେ ଆପଣା ଛାଯା ସ୍ବରୂପ ପରମାଯୁ ବୃଦ୍ଧି କରିପାରିବ ନାହିଁ। କାରଣ ସେ ପରମେଶ୍ବରଙ୍କୁ ଭୀତ କରେ ନାହିଁ।
13 Para os ímpios, no entanto, nada irá bem, porque não temem a Deus, e os seus dias, como sombras, serão poucos.
14 ପୃଥିବୀ ରେ ଏହି ଗୋଟିଏ ଅସାରତା ସାଧିତ ହୁଏ। କବେେ କବେେ ଧାର୍ମିକମାନଙ୍କୁ ଏପରି ବ୍ଯବହାର କରାୟାଏ, ସତେ ଯେପରି ସମାନେେ ଦୁଷ୍ଟ ଭାବରେ କାର୍ୟ୍ଯ କରିଛନ୍ତି। ସମୟ ସମୟରେ ଦୁଷ୍ଟ ଲୋକମାନଙ୍କୁ ଏମିତି ବ୍ଯବହାର କରାୟାଏ, ସତେ ଯେପରି ସମାନେେ ନ୍ଯାଯୋଚିତ କାର୍ୟ୍ଯ କରିଛନ୍ତି। ତା'ପ ରେ ମୁଁ କହିଲି, ଏହା ଅସାର ଅଟେ।
14 Há mais uma coisa sem sentido na terra: justos que recebem o que os ímpios merecem, e ímpios que recebem o que os justos merecem. Isto também, penso eu, não faz sentido.
15 ତେଣୁ ମୁଁ ନିଷ୍ପତ୍ତି କଲି, ଜୀବନକୁ ଉପ ଭୋଗ କରିବା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ୟ୍ଯତଳେ ମନୁଷ୍ଯ ପ୍ରତି ଆଉ କୌଣସି ଉତ୍ତମ ବିଷଯ ନାହିଁ। କାରଣ ସମାନଙ୍କେ ଜୀବନକାଳ ମଧିଅରେ ଯେଉଁମାନେ କଠିନ ପରିଶ୍ରମ କରନ୍ତି, ତାହା ହେଉଛି ଗୋଟିଏ ଜିନିଷ ଯାହାକି ସମାନଙ୍କେୁ ସାହାୟ୍ଯ କରେ।
15 Por isso recomendo que se desfrute a vida, porque debaixo do sol não há nada melhor para o homem do que comer, beber e alegrar-se. Sejam esses os seus companheiros no seu duro trabalho durante todos os dias da vida que Deus lhe der debaixo do sol!
16 ଯେତବେେଳେ ମୁଁ ଜ୍ଞାନର ତତ୍ତ୍ବ ଜାଣିବାକୁ ଓ ପୃଥିବୀ ରେ ଘଟୁଥିବା କାର୍ୟ୍ଯ ଦେଖିବାକୁ ମନୋୟୋଗ କଲି। ଏଇ ଦିନ ରେ ମୁଁ ନ ଶାଇେ ଦିନରାତି କାମ କଲି।
16 Quando voltei a mente para conhecer a sabedoria e observar as atividades do homem sobre a terra, daquele cujos olhos não vêem sono nem de dia nem de noite,
17 ସେତବେେଳେ ମୁଁ ପରମେଶ୍ବରଙ୍କର ସକଳ କାର୍ୟ୍ଯ ବିଷଯ ଦେଖିଲି, ମୁଁ ଦେଖିଲି ଯେ, ମନୁଷ୍ଯ ସୂର୍ୟ୍ଯ ତଳେ ଯାହା ଘଟେ ବୁଝିପା ରେ ନାହିଁ। କାରଣ ସେ ଏହା ବୁଝିବା ପାଇଁ ଯେତେ କଠିନ କାର୍ୟ୍ଯ କଲେ ମଧ୍ଯ ସେ ତାହା ବୁଝିବାକୁ ସକ୍ଷମ ହବେେ ନାହିଁ। ଏବଂ ଯଦି ଜଣେ ଜ୍ଞାନୀ ଲୋକ, ସେ ବୁଝିଛି ବୋଲି କ ହେ, ପ୍ରକୃତ ରେ ସେ ବୁଝି ନ ଥାଏ।
17 então percebi tudo o que Deus tem feito. Ninguém é capaz de entender o que se faz debaixo do sol. Por mais que se esforce para descobrir o sentido das coisas, o homem não o encontrará. O sábio pode até afirmar que entende, mas, na realidade não o consegue encontrar.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Eclesiastes 8, comparar traduções ou montar um estudo — tudo direto pelo WhatsApp.