Eclesiastes 7
Oriya Bible (GL_ORIYA) vs NAA
1 ବହୁମୂଲ୍ଯ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଅଟେ। ବ୍ଯକ୍ତିର ଜନ୍ମ ଦିନ ଅପେକ୍ଷା ମୃତ୍ଯୁର ଦିନ ୟଥେଷ୍ଟ ଭଲ ଅଟେ।
1 A boa fama é melhor do que um bom perfume, e o dia da morte é melhor do que o dia do nascimento.
2 ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।
2 Melhor é ir à casa onde há luto do que ir à casa onde há banquete, pois naquela se vê o fim de todas as pessoas; e que os vivos o tomem em consideração.
3 ସୁଖଠାରୁ ଦୁଃଖ ଭଲ କାରଣ ଏକ ଦୁଃଖ ଅନୁଭୂତି ମୂଲ୍ଯବାନ ଶିକ୍ଷା ଦିଏ।
3 Melhor é a mágoa do que o riso, porque com a tristeza do rosto se melhora o coração.
4 ଜ୍ଞାନୀମାନଙ୍କ ହୃଦଯ ଚିତାଗ୍ନି ରେ। ମାତ୍ର ମୂର୍ଖମାନଙ୍କ ହୃଦଯ ଭୋଜି ରେ ଥାଏ।
4 O coração dos sábios está na casa do luto, mas o dos insensatos, na casa da alegria.
5 ଜଣେ ମୂର୍ଖର ଗୀତ ଶୁଣିବାଠାରୁ ଜଣେ ଜ୍ଞାନୀ ଲୋକଙ୍କଠାରୁ ଭର୍ତ୍ସନା ଶୁଣିବା, ଭଲ।
5 Melhor é ouvir a repreensão do sábio do que ouvir a canção dos tolos.
6 ହାଣ୍ଡିତଳେ କଣ୍ଟାର ଚଡ଼ଚଡ଼ ଶବ୍ଦ ଯେପରି ମୂର୍ଖର ହାସ୍ଯ ସହେିପରି, ଏହା ମଧ୍ଯ ଅର୍ଥହୀନ।
6 Pois, como o crepitar dos espinhos debaixo de uma panela, assim é a risada dos tolos. Também isto é vaidade.
7 ଅରାଜକତା ଜ୍ଞାନୀ ଲୋକମାନଙ୍କୁ ବୋକା କରିଦିଏ, ଲାଞ୍ଚ ବିବକେ ନଷ୍ଟ କରେ।
7 Certamente a opressão faz do sábio um tolo, e o suborno corrompe o coração.
8 ବିଷଯର ଆରମ୍ଭ ଅପେକ୍ଷା ତହିଁର ସମାପ୍ତି ଭଲ। ଗୋଟିଏ ଜରାଗ୍ରସ୍ଥ ଆତ୍ମା ଏକ ଗର୍ବୀ ଆତ୍ମାଠାରୁ ଭଲ।
8 Melhor é o fim das coisas do que o seu princípio; a paciência é melhor do que a arrogância.
9 ଶୀଘ୍ର କୋରଧିତ ହୁଅ ନାହିଁ। କାରଣ ମୂର୍ଖମାନଙ୍କ ହୃଦଯ ହରେ କୋରଧ ବାସ କରେ।
9 Não se apresse em ficar irado, porque a ira se abriga no íntimo dos tolos.
10 ପଚାର ନାହିଁ, କାହିଁକି ବର୍ତ୍ତମାନଠାରୁ 'ଅତୀତ' ଭଲ ଥିଲା? ଯଦି ତୁମ୍ଭେ ଜ୍ଞାନୀ ହାଇେଥିବ ଏହା ପଚାରିବ ନାହିଁ।
10 Nunca pergunte: “Por que os dias passados foram melhores que os de agora?” Pois não é sábio fazer essa pergunta.
11 ଜ୍ଞାନ ଉତ୍ତମ ଅଟେ, ଯଦି ଏହା ବଂଶାନୁଗତ ଭାବରେ ଆସିଥାଏ, ଏହା ଜୀବନଧାରଣ ରେ ଲାଭ ଦଇେଥାଏ।
11 Boa é a sabedoria, havendo herança; ela é proveitosa para os que veem o sol.
12 କାରଣ ଧନ ଯେପରି ଆଶ୍ରଯ ସ୍ବରୂପ, ଜ୍ଞାନ ହିଁ ସହେିପରି ଆଶ୍ରଯ ସ୍ବରୂପ ଅଟେ। ଜ୍ଞାନ ଥିବାର ଲାଭ ଏହି ଯେ, ଯେଉଁମାନଙ୍କର ଜ୍ଞାନ ଅଛି ସମାନଙ୍କେର ଜୀବନକୁ ଏହା ସୁରକ୍ଷା କରେ।
12 A sabedoria protege, do mesmo modo que o dinheiro; mas a vantagem da sabedoria é que ela dá vida a quem a possui.
13 ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।
13 Observe as obras de Deus, pois quem poderá endireitar o que ele fez torto?
14 ଖୁସି ହୁଅ ଯେତବେେଳେ ତୁମ୍ଭ ପାଖ ରେ ସମ୍ପତ୍ତି ଅଛି କିନ୍ତୁ ଯେତବେେଳେ ତୁମ୍ଭେ ଦୁଃଖ ଅନୁଧ୍ଯାନ କର ପରମେଶ୍ବର ଆମ୍ଭକୁ ଭଲ ସହିତ ଖରାପ ସମୟ ଦଇେଛନ୍ତି। ଯାହା ଫଳ ରେ କୌଣସି ଲୋକ ଭବିଷ୍ଯତ ରେ କ'ଣ ଘଟିବ ତାହା ଜାଣିପାରିବ।
14 No dia da prosperidade, seja feliz; mas, no dia da adversidade, considere que Deus fez tanto este como aquele, para que o ser humano não descubra nada do que há de vir depois dele.
15 ମାରେ ଅର୍ଥହୀନ ଜୀବନ କାଳ ମଧିଅରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତବେେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ବେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ବେ ଦୀର୍ଘଜୀବି ହୁଏ।
15 Tudo isto vi nos dias da minha vaidade: há justos que perecem na sua justiça, e há ímpios que prolongam os seus dias na sua maldade.
16 ତୁମ୍ଭମାନେେ ନିଜକୁ ଅତି ଧାର୍ମିକ ବୋଲି ଦଖାେଅ ନାହିଁ। କିଅବା ଆପଣାକୁ ଅତି ଜ୍ଞାନୀ ବୋଲି ଦଖାଇେ ହୁଅ ନାହିଁ। କାହିଁକି ? ଏଥି ରେ ତୁମ୍ଭେ ନିଜକୁ ବିନାଶ କରିବ।
16 Não seja demasiadamente justo, nem exageradamente sábio; por que você destruiria a si mesmo?
17 ତୁମ୍ଭେ ଅତି ଦୁଷ୍ଟ କିଅବା ନିର୍ବୋଧ ହୁଅ ନାହିଁ। ଆପଣା କାଳ ପୁରିବା ପୂର୍ବରୁ କାହିଁକି ମରିବ ?
17 Não seja demasiadamente perverso, nem seja tolo; por que você morreria antes da sua hora?
18 ହସ୍ତ କାଢ଼ି ନ ନଇେ ତାକୁ ଧରି ରଖିବା ରେ ତୁମ୍ଭର ମଙ୍ଗଳ। କାରଣ ଯେ ପରମେଶ୍ବରଙ୍କୁ ସମ୍ମାନ କରେ, ସେ ଉଭୟ କରେ।
18 Bom é que você retenha isto e também não abra mão daquilo; pois quem teme a Deus sai ileso de tudo isto.
19 ନଗର ରେ ଥିବା ଦଶଜଣ ଶାସନକର୍ତ୍ତା ଅପେକ୍ଷା ଜ୍ଞାନ, ଜ୍ଞାନୀ ବ୍ଯକ୍ତିକୁ ଅଧିକ ଶକ୍ତି ଦିଏ।
19 A sabedoria fortalece o sábio, mais do que dez poderosos que se encontram numa cidade.
20 ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।
20 Não há nenhum justo sobre a terra que faça o bem e que não peque.
21 ଯାହା ତୁମ୍ଭଙ୍କୁ କୁହାୟାଇଛି, ସମସ୍ତ କଥା ରେ ମନ ଯୋଗ ଦିଅ ନାହିଁ, ନ ହେଲେ ତୁମ୍ଭର ଦାସ ତୁମ୍ଭକୁ ଅଭିଶାପ ଦବୋର ତୁମ୍ଭେ ଶୁଣିବ।
21 Não dê atenção a todas as palavras que se dizem, para que você não venha a ouvir o seu servo amaldiçoando você.
22 କାରଣ ତୁମ୍ଭେ ଜାଣ ଯେ, ତୁମ୍ଭେ ମଧ୍ଯ ଅନ୍ୟମାନଙ୍କୁ ସପରେି ବାରମ୍ବାର ଅଭିଶାପ ଦଇେଅଛ।
22 E você sabe que muitas vezes você mesmo já amaldiçoou os outros.
23 ମୁଁ ଜ୍ଞାନଦ୍ବାରା ଏସବୁ ପରୀକ୍ଷା କଲି ଏବଂ ମୁଁ କହିଲି, ମୁଁ ଜ୍ଞାନୀ ହବୋକୁ ଚା ହେଁ। ମାତ୍ର ଜ୍ଞାନ ମାରେ ଗନ୍ତବ୍ଯଠାରୁ ବହୁତ ଦୂର ରେ ଅଛି।
23 Tudo isto examinei por meio da sabedoria. Eu disse: “Serei sábio.” Mas a sabedoria estava longe de mim.
24 ସବୁ କିଛି ଆମ୍ଭର ବୁଝାମଣାର ବାହା ରେ, ଏସବୁ କିଏ ବୁଝିପାରିବ ?
24 O que está longe e é muito profundo, quem o poderá encontrar?
25 ମାେ ହୃଦଯ ରେ ମୁଁ ଜାଣିବାକୁ ପରୀକ୍ଷା କରିବାକୁ ଏବଂ ଜ୍ଞାନର ପଶ୍ଚାତ୍ଧାବନ କରିବାକୁ ଏବଂ ଏହାର ଉତ୍ତର ପାଇବାକୁ ମୁଁ ଚାହିଁଲି। ମୁଁ ମଧ୍ଯ ଦୁଷ୍ଟତା ଓ ବୋକାମୀକୁ ଓ ମୂର୍ଖର ପାଗଳାମିକୁ ଜାଣିବା ପାଇଁ ଚାହିଁଲି।
25 Procurei conhecer, investigar, buscar a sabedoria e a razão, e compreender que a maldade é estupidez e a tolice é loucura.
26 ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ଯୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦଯ ଏକ ୟନ୍ତାପରି। ତା'ର ହସ୍ତଦ୍ବଯ ଶୃଙ୍ଖଳ ଅଟେ। ଯେ କହେି ପରମେଶ୍ବରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ବାରା ଧରାୟିବ।
26 Achei coisa mais amarga do que a morte: a mulher cujo coração é rede e armadilha e cujas mãos são correntes. Quem agrada a Deus fugirá dela, mas o pecador virá a ser seu prisioneiro.
27 ଉପଦେଶକ କହିଲେ, ଦେଖ, ଉତ୍ତର ପାଇବାକୁ ଗୋଟିଏ ସହିତ ଆଉ ଗୋଟିଏ ଯୋଗ କରି, ଏହା ମୁଁ ପାଇଲି।
27 Eis o que descobri, diz o Pregador, conferindo uma coisa com outra, para a respeito delas formar o meu juízo,
28 ମୁଁ ବାରମ୍ବାର ଖାଜେିଲି ଏବଂ ମୁଁ ପାଇଲି ନାହିଁ। ହଜାର ରେ ଗୋଟିଏ ପୁରୁଷ ପରମେଶ୍ବରଙ୍କୁ ସନ୍ତୁଷ୍ଟ କରୁଥିବାର ମୁଁ ପାଇଲି କିନ୍ତୁ ସମାନଙ୍କେ ମଧିଅରେ, ମୁଁ ଏକ ସ୍ତ୍ରୀ ପାଇଲି ନାହିଁ।
28 juízo que ainda procuro e não encontrei: entre mil homens achei um como esperava, mas entre tantas mulheres não achei nem sequer uma.
29 ମୁଁ ଯାହା ପାଇଛି ତାକୁ ଥରେ ମାତ୍ର ଦେଖ। ପରମେଶ୍ବର ମାନବ ସମାଜକୁ ସରଳ କରି ତିଆରି କଲେ। କିନ୍ତୁ ସମାନେେ ସର୍ବଦା ନୂତନ ଯୋଜନା ଉଦ୍ଭାବନ କରିଛନ୍ତି।
29 O que descobri é tão somente isto: que Deus fez o ser humano reto, mas ele se meteu em muitos problemas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Eclesiastes 7, comparar traduções ou montar um estudo — tudo direto pelo WhatsApp.