Eclesiastes 5

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଯେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କୁ ଉପାସନା କରିବାକୁ ୟାଅ, ବହୁତ ସାବଧାନ ହୁଅ। ମୂର୍ଖମାନଙ୍କ ପରି ବଳିଦବୋ ଅପେକ୍ଷା ପରମେଶ୍ବରଙ୍କୁ ମାନିବା ଅଧିକ ଉତ୍ତମ। ମୂର୍ଖମାନେ ଜାଣନ୍ତି ମଧ୍ଯ ନାହିଁ, ଯେତବେେଳେ ସମାନେେ ମନ୍ଦକର୍ମ କରନ୍ତି।
1 Guarda o pé, quando entrares na Casa de Deus; chegar-se para ouvir é melhor do que oferecer sacrifícios de tolos, pois não sabem que fazem mal.
2 ପରମେଶ୍ବରଙ୍କଠା ରେ ପ୍ରତିଜ୍ଞା କରିବା ସମୟରେ ସାବଧାନ ହୁଅ। ପରମେଶ୍ବରଙ୍କ ଆଗ ରେ କୌଣସି କଥା କହିବା ପାଇଁ ତୁମ୍ଭର ଚିତ୍ତ ଚଞ୍ଚଳ ନ ହେଉ। କାରଣ ପରମେଶ୍ବର ସ୍ବର୍ଗ ରେ ଅଛନ୍ତି ଓ ତୁମ୍ଭେ ପୃଥିବୀ ରେ ଅଛ। ଏଣୁ ତୁମ୍ଭର କଥା ଅଳ୍ପ ହେଉ।
2 Não te precipites com a tua boca, nem o teu coração se apresse a pronunciar palavra alguma diante de Deus; porque Deus está nos céus, e tu, na terra; portanto, sejam poucas as tuas palavras.
3 ବହୁତ ଦୁଃଖରୁ ଅନକେ ଦୁସ୍ବପ୍ନ ଆ ସେ ଏବଂ ଜଣେ ମୂର୍ଖ ବହୁତ କ ହେ।
3 Porque dos muitos trabalhos vêm os sonhos, e do muito falar, palavras néscias.
4 ତୁମ୍ଭେ ପରମେଶ୍ବରଙ୍କଠା ରେ ପ୍ରତିଜ୍ଞା କଲେ ତାହା ପରିଶାଧେ କରିବାକୁ ବିଳମ୍ବ କର ନାହିଁ। କାରଣ ମୂର୍ଖମାନଙ୍କଠା ରେ ତାଙ୍କର ସନ୍ତାଷେ ନାହିଁ। ତୁମ୍ଭେ ଯାହା ପ୍ରତିଜ୍ଞା କର, ତାହା ପରିଶାଧେ କର।
4 Quando a Deus fizeres algum voto, não tardes em cumpri-lo; porque não se agrada de tolos. Cumpre o voto que fazes.
5 ପ୍ରତିଜ୍ଞା କରି ପରିଶାଧେ ନ କରିବା ଅପେକ୍ଷା ତୁମ୍ଭେ ପ୍ରତିଜ୍ଞା ନ କରିବା ଭଲ।
5 Melhor é que não votes do que votes e não cumpras.
6 ତୁମ୍ଭ ମୁଖକୁ ତୁମ୍ଭ ପାଇଁ ପାପର କାରଣ ହବୋକୁ ଦିଅ ନାହିଁ, କିଅବା ଏହା ଭୁଲ୍ ହେଲା ବୋଲି ଦୃଢ଼ ସାକ୍ଷାତ ରେ କୁହ ନାହିଁ। ପରମେଶ୍ବର ତୁମ୍ଭ ଉପ ରେ କାହିଁକି କୋରଧ ହବେେ ଓ ତୁମ୍ଭର କଠିନ ପରିଶ୍ରମକୁ ବିନାଶ କରିବେ।
6 Não consintas que a tua boca te faça culpado, nem digas diante do mensageiro de Deus que foi inadvertência; por que razão se iraria Deus por causa da tua palavra, a ponto de destruir as obras das tuas mãos?
7 ଅନକେ ଫାମ୍ପା ସ୍ବପ୍ନ ଏବଂ ଅନକେ ବାଚାଳତା ଯୋଗୁଁ ଏସବୁ ଘଟେ। ମାତ୍ର ତୁମ୍ଭେ ପରମେଶ୍ବରଙ୍କୁ ନିଶ୍ଚଯ ଭୟ କର।
7 Porque, como na multidão dos sonhos há vaidade, assim também, nas muitas palavras; tu, porém, teme a Deus.
8 କେତକେ ଦେଶ ରେ ଯଦି ତୁମ୍ଭମାନେେ ଦେଖ ଯେ, ଲୋକମାନେ ଅତ୍ଯାଚାର କଲେ ଓ ନ୍ଯାଯ ବିଚାରକୁ ଅସ୍ବୀକାର କଲେ, ଏଥି ରେ ଆଶ୍ଚର୍ୟ୍ଯ ହୁଅ ନାହିଁ ! ଅଧିକାରୀଗଣ ଯେଉଁମାନେ ଲୋକମାନଙ୍କୁ ଅତ୍ଯାଚାର କରନ୍ତି, ସମାନଙ୍କେ ଉପ ରେ ଅନ୍ୟ ଅଧିକାରୀଗଣ ଅଛନ୍ତି। ଉଭୟ ଅଧିକାରୀଙ୍କ ଉପ ରେ ଅନ୍ୟଜଣେ ଅଧିକାରୀ ଅଛନ୍ତି।
8 Se vires em alguma província opressão de pobres e o roubo em lugar do direito e da justiça, não te maravilhes de semelhante caso; porque o que está alto tem acima de si outro mais alto que o explora, e sobre estes há ainda outros mais elevados que também exploram.
9 ଏହିସବୁ ପଛ ରେ ଭୂମିରୁ ପାଇଥିବା ଲାଭ ଅଛି। ଏପରିକି କ୍ଷେତ୍ର ଦ୍ବାରା ରାଜା ମଧ୍ଯ ସବେିତ ହୁଅନ୍ତି।
9 O proveito da terra é para todos; até o rei se serve do campo.
10 ସମ୍ପତ୍ତି ସୁଖ କିଣିପା ରେ ନାହିଁ। ଯେଉଁ ଲୋକ ଟଙ୍କାକୁ ଭଲପାଏ ସେ କବେେ ତା'ର ନିକଟରେ ଥିବା ଟଙ୍କା ରେ ସନ୍ତୁଷ୍ଟ ହବେ ନାହିଁ। ଯେଉଁ ଲୋକ ସମ୍ପତ୍ତିକୁ ଭଲ ପାଏ। ସେ ଯେତେ ସତ୍ତିର ଅଧିକାରୀ ହେଲେ ମଧ୍ଯ ସେ ସନ୍ତୁଷ୍ଟ ହବେ ନାହିଁ, ଏହା ମଧ୍ଯ ଅସାର ଅଟେ।
10 Quem ama o dinheiro jamais dele se farta; e quem ama a abundância nunca se farta da renda; também isto é vaidade.
11 ଜଣେ ବ୍ଯକ୍ତିର ଯେତେ ଅଧିକ ସମ୍ପତ୍ତି ଅଛି, ତାହାର େସତେ ବନ୍ଧୁ ତା'ର ସମ୍ପତ୍ତି ଖର୍ଚ୍ଚ କରିବାକୁ ସାହାୟ୍ଯ କରନ୍ତି। ତେଣୁ ସହେି ଧନୀ ବ୍ଯକ୍ତିଟି ପ୍ରକୃତ ରେ କିଛି ଲାଭ ପାଏ ନାହିଁ। କବଳେ ସେ ନିଜ ସମ୍ପତ୍ତିକୁ ଦେଖେ।
11 Onde os bens se multiplicam, também se multiplicam os que deles comem; que mais proveito, pois, têm os seus donos do que os verem com seus olhos?
12 ଶ୍ରମଜିବୀ ଲୋକେ ଅଳ୍ପ ବା ବହୁତ ଖାଇଲେ ହେଁ ତାହାର ନିଦ୍ରା ସୁଖକର ହୁଏ, ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ୟିବାକୁ ଦବେ ନାହିଁ।
12 Doce é o sono do trabalhador, quer coma pouco, quer muito; mas a fartura do rico não o deixa dormir.
13 ମୁଁ ଏହା ଦେଖିଛି ଯେ ଏହା ଏକ ଅତ୍ଯନ୍ତ ଦୁଃଖର ବିଷଯ ଯାହା ଜୀବନ ରେ ଘଟିଛି। ମନୁଷ୍ଯମାନେ ସମାନଙ୍କେର ପାଇଁ ଅର୍ଥ ଜମା ରଖନ୍ତି।
13 Grave mal vi debaixo do sol: as riquezas que seus donos guardam para o próprio dano.
14 ଦୁର୍ଘଟଣା ବଶତଃ ସହେିସବୁ ଧନ କ୍ଷଯ ପାଏ। ଯେତବେେଳେ ତା'ର ପୁତ୍ର ଜନ୍ମ ହୁଏ, ତାକୁ ଦବୋପାଇଁ ତା'ର କିଛି ନ ଥାଏ।
14 E, se tais riquezas se perdem por qualquer má aventura, ao filho que gerou nada lhe fica na mão.
15 ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସପରେି ଉଲଗ୍ନ ହାଇେ ଫରେିୟିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ବହସ୍ତ ରେ ଯାହା ନଇୟୋଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନବେ ନାହିଁ।
15 Como saiu do ventre de sua mãe, assim nu voltará, indo-se como veio; e do seu trabalho nada poderá levar consigo.
16 ତାହା ଅତ୍ଯନ୍ତ ଦୁଃଖ ଦାୟକ। ସେ ପୃଥିବୀରୁ ଫରେିବ ଠିକ୍ ଯେପରି ଆସିଥିଲା। ଏବଂ ସେ କଠିନ ପରିଶ୍ରମ କରି ପବନକୁ ଧରିବା ପାଇଁ ଚେଷ୍ଟା କରି କ'ଣ ପାଇଛି ?
16 Também isto é grave mal: precisamente como veio, assim ele vai; e que proveito lhe vem de haver trabalhado para o vento?
17 ସେ ବିଷାଦ ରେ ତା'ର ଜୀବନ କଟାଇ ଦିଏ। ପୁଣି ସେ ଅତିଶଯ ବିରକ୍ତ ହୁଏ। ଆଉ ପିଡ଼ୀତ ଓ କ୍ରୋଧିତ ହୁଏ।
17 Nas trevas, comeu em todos os seus dias, com muito enfado, com enfermidades e indignação.
18 ମୁଁ ଦେଖିଛି ଯେ, ଏହି ସର୍ବୋତ୍ତମ ଜଣେ ବ୍ଯକ୍ତି ଏହା କରିପାରିବ। ଏହି ପୃଥିବୀ ରେ ତା'ର ଅଳ୍ପ ଜୀବନ କାଳ ମଧିଅରେ ଜଣେ ବ୍ଯକ୍ତି ଯାହା କାର୍ୟ୍ଯ କରେ, ସେ ଖାଇ ପିଇ ଉପଭୋଗ କରିବା ଉଚିତ୍। ପରମେଶ୍ବର ତାହାଙ୍କୁ ଏହି ଅଳ୍ପକାଳ ଜୀବନ ଦଇେଛନ୍ତି ଏବଂ ତାହାହିଁ ତା'ର ସବୁକିଛି।
18 Eis o que eu vi: boa e bela coisa é comer e beber e gozar cada um do bem de todo o seu trabalho, com que se afadigou debaixo do sol, durante os poucos dias da vida que Deus lhe deu; porque esta é a sua porção.
19 ଆହୁରି ପରମେଶ୍ବର କୌଣସି ବ୍ଯକ୍ତିକୁ ଧନସମ୍ପତ୍ତି ଦାନ କରି ତାହା ଭୋଗ କରିବାକୁ ଓ ଆପଣା ଅଂଶ ଗ୍ରହଣ କରିବାକୁ ଓ ଆପଣା ପରିଶ୍ରମ ରେ ଆନନ୍ଦ କରିବାକୁ କ୍ଷମତା ଦେଲେ। ଏହା ହିଁ ପରମେଶ୍ବରଙ୍କର ଦାନ ଅଟେ।
19 Quanto ao homem a quem Deus conferiu riquezas e bens e lhe deu poder para deles comer, e receber a sua porção, e gozar do seu trabalho, isto é dom de Deus.
20 ସତ୍ଯ ରେ, ଜଣେ ବ୍ଯକ୍ତି ତା'ର ଜୀବନ ବିଷଯ ରେ ବେଶୀ ଚିନ୍ତା କରେ ନାହିଁ, କାରଣ ପରମେଶ୍ବର ତାକୁ ନିଜକୁ ଉପ ଭୋଗ କରିବା ରେ ବ୍ଯସ୍ତ ରଖିଛନ୍ତି।
20 Porque não se lembrará muito dos dias da sua vida, porquanto Deus lhe enche o coração de alegria.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Eclesiastes 5, comparar traduções ou montar um estudo — tudo direto pelo WhatsApp.