Eclesiastes 4

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ପୁନରାଯ ବହୁତ ଲୋକ ଅତ୍ଯାଚାରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସମାନଙ୍କେୁ ସାନ୍ତ୍ବନା ଦବୋ ପାଇଁ କହେି ମଧ୍ଯ ନ ଥିଲେ। ମୁଁ କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନ ରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ଯ ମୁଁ ଦେଖିଲି। ସମାନଙ୍କେ ଦ୍ବାରା ଆହତ ଲୋକମାନଙ୍କୁ କହେି ସାନ୍ତ୍ବନା ଦବୋକୁ ନ ଥିଲେ।
1 Depois, voltei-me e atentei para todas as opressões que se fazem debaixo do sol; e eis que vi as lágrimas dos que foram oprimidos e dos que não têm consolador; e a força estava da banda dos seus opressores; mas eles não tinham nenhum consolador.
2 ମୁଁ ନିଷ୍ପତ୍ତି ନଲେି, ଯେ ଜୀବିତ ଲୋକମାନଙ୍କ ଅପେକ୍ଷା ମୃତ ଲୋକମାନେ ଅଧିକ ଭାଗ୍ଯବାନ୍।
2 Pelo que eu louvei os que já morreram, mais do que os que vivem ainda.
3 ଏବଂ ୟିଏ ଆଜି ପର୍ୟ୍ଯନ୍ତ ଜନ୍ମ ହାଇନୋହିଁ, ସେ ଅନ୍ୟତର ସମାନଙ୍କେଠାରୁ ଭଲ ରେ ଅଛି, ଯେ ହତେୁ ସେ ସୂର୍ୟ୍ଯତଳେ ଯେଉଁ ସମସ୍ତ ଅମଙ୍ଗଳ ଘଟିଛି, ତାହା ଦେଖି ନାହିଁ।
3 E melhor que uns e outros é aquele que ainda não é; que não viu as más obras que se fazem debaixo do sol.
4 ଏହାପ ରେ ମୁଁ ଭାବିଲି, କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି। ମୁଁ ଦେଖିଲି ଲୋକମାନେ ଜୀବନ ରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସମାନେେ କବେେ ଚାହାଁନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ଯ ଅଟେ।
4 Também vi eu que todo trabalho e toda destreza em obras trazem ao homem a inveja do seu próximo. Também isso é vaidade e aflição de espírito.
5 କିଛି ଲୋକ କହନ୍ତି, ମୂର୍ଖମାନେ ହସ୍ତ ବାନ୍ଧି ବସନ୍ତି। ଯଦି ତୁମ୍ଭେ ପରିଶ୍ରମ ନ କର, ତବେେ ତୁମ୍କେ ଉପବାସ ରେ ମୃତ୍ଯୁ ଭୋଗ କରିବ।
5 O tolo cruza as suas mãos e come a sua própria carne.
6 ସଂଘର୍ଷ କରି ଦୁଇହାତ ପୂର୍ଣ୍ଣ କର। ପବନକୁ ଧରିବାକୁ ଚେଷ୍ଟା କରିବାଠାରୁ ମନର ଶାନ୍ତି, ସୁଖ ପାଇଁ ଗୋଟିଏ ହାତ ମୁଠି ଭଲ।
6 Melhor é uma mão cheia com descanso do que ambas as mãos cheias com trabalho e aflição de espírito.
7 ଏହାପ ରେ ମୁଁ ପୁନରାଯ ସୂର୍ୟ୍ଯ ତଳେ ଅସାର ଦେଖିଲି।
7 Outra vez me voltei e vi vaidade debaixo do sol.
8 ଯଦି କୌଣସି ଲୋକ ଏକାକି ଥାଏ ଓ ତାହାର ଦ୍ବିତୀୟ କହେି ନାହିଁ, ତା'ର ପୁତ୍ର ଏବଂ ଭ୍ରାତା କହେି ନାହିଁ। ତଥାପି ତାହାର ପରିଶ୍ରମର ସୀମା ନାହିଁ, ତା'ର ଚକ୍ଷୁ କିଅବା ତା'ର ଧନ ରେ ତୃପ୍ତ ନୁହେଁ। କିନ୍ତୁ ସେ ନିଜକୁ ପଚା ରେ ନାହିଁ ଯେ, କାହିଁକି ମୁଁ ଏତେ କଠିନ କାର୍ୟ୍ଯ କରୁଛି ? କାହିଁକି ମୁଁ ମାରେ ଜୀବନକୁ ଉପ ଭୋଗ କରିବି ନାହିଁ ? ଏହା ମଧ୍ଯ ଅସାର ଓ ଅତ୍ଯନ୍ତ କ୍ଲେଶ ଜନକ।
8 Há um que é só e não tem segundo; sim, ele não tem filho nem irmã; e, contudo, de todo o seu trabalho não há fim, nem os seus olhos se fartam de riquezas; e não diz: Para quem trabalho eu, privando a minha alma do bem? Também isso é vaidade e enfadonha ocupação.
9 ଏକ ଜଣରୁ ଦୁଇଜଣ ଭଲ। କାରଣ ସମାନେେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।
9 Melhor é serem dois do que um, porque têm melhor paga do seu trabalho.
10 ଯଦି ଜଣେ ବ୍ଯକ୍ତି ପଡ଼ିୟାଏ, ତବେେ ତା'ର ସାଙ୍ଗ ତାକୁ ଉଠାଇବାକୁ ସାହାୟ୍ଯ କରିବ। ମାତ୍ର ଯେ ପଡ଼ିବା ବେଳେ ଏକାକୀ ଥାଏ, ତାକୁ ଉଠାଇବା ପାଇଁ ଅନ୍ୟ କହେି ସଠାେ ରେ ନ ଥାଏ।
10 Porque, se um cair, o outro levanta o seu companheiro; mas ai do que estiver só; pois, caindo, não haverá outro que o levante.
11 ଆହୁରି ଦୁଇଜଣ ଏକତ୍ର ଶଯନ କଲେ ଉଷ୍ମ ହୁଅନ୍ତି ମାତ୍ର ଜଣେ କିରୂପେ ଉଷ୍ମ ହାଇପୋରିବ।
11 Também se dois dormirem juntos, eles se aquentarão; mas um só como se aquentará?
12 ଯେକହେି ଏକାକୀ ଥିବା ଲୋକକୁ ପରାସ୍ତ କରେ, ତବେେ ଦୁଇଜଣ ତାହାର ପ୍ରତିବାଦ କରିବେ। ପୁଣି ତ୍ରିଗୁଣ ରଜ୍ଜୁ ଶୀଘ୍ର ଛିଣ୍ଡିୟାଏ ନାହିଁ।
12 E, se alguém quiser prevalecer contra um, os dois lhe resistirão; e o cordão de três dobras não se quebra tão depressa.
13 ଯେଉଁ ବୃଦ୍ଧ ଓ ନିର୍ ବୋଧ ରାଜା ଆଉ କୌଣସି ପରାମର୍ଶ ଗ୍ରହଣ ନ କରିବାକୁ ଚା ହେଁ। ତାହା ଅପେକ୍ଷା ଦରିଦ୍ର ଓ ଜ୍ଞାନବାନ୍ ୟୁବା ଲୋକ ଭଲ।
13 Melhor é o jovem pobre e sábio do que o rei velho e insensato, que se não deixa mais admoestar.
14 କାରଣ ସେ ରାଜା ହବୋ ପାଇଁ କାରାଗାରରୁ ବାହାର ହାଇେ ଆସିଲା। ଆହୁରି ସେ ତାହାର ରାଜ୍ଯ ରେ ଦରିଦ୍ର ହାଇେ ଜନ୍ମିଥିଲା।
14 Porque um sai do cárcere para reinar; sim, um que nasceu pobre no seu reino.
15 ମୁଁ ଦେଖିପାରୁଛି ଯେ, ପୃଥିବୀ ରେ ସୂର୍ୟ୍ଯତଳେ ଯେଉଁ ସମସ୍ତ ଲୋକମାନେ ବାସ କରୁଛନ୍ତି ଓ ୟାତାଯତ କରୁଛନ୍ତି, ସମାନେେ ପରବର୍ତ୍ତୀ ୟୁବକକୁ ଅନୁସରଣ କଲେ, ୟିଏକି ତା'ର ସାଙ୍ଗ, ତାଙ୍କର ସ୍ଥାନ ନବେେ।
15 Vi todos os viventes andarem debaixo do sol com o jovem, o sucessor, que ficará em seu lugar.
16 ଅସଂଖ୍ଯ ଲୋକ ଉତ୍ତରାଧିକାରୀଙ୍କୁ ଅନୁସରଣ କରିବେ ଏବଂ ଯେଉଁ ଲୋକମାନେ ପ ରେ ଆସିବେ ସମାନେେ ସହେି ପ୍ରଥମ ଜ୍ଞାନୀ ୟୁବକକୁ ପ୍ରଶଂସା କରିବେ ନାହିଁ। ଏହା ମଧ୍ଯ ଅସାର ଓ ପବନର ପଶ୍ଚାତ୍ ଗମନ କଲା ପରି।
16 Não tem fim todo o povo, todo o que ele domina; tampouco os descendentes se alegrarão dele. Na verdade que também isso é vaidade e aflição de espírito.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Eclesiastes 4, comparar traduções ou montar um estudo — tudo direto pelo WhatsApp.