Eclesiastes 3
Oriya Bible (GL_ORIYA) vs NVI
1 ପ୍ରେତ୍ୟକକ ଜିନିଷ ପାଇଁ ଏକ ଉଚିତ୍ ସମୟ ଅଛି ଏବଂ ସ୍ବର୍ଗ ତଳେ ପ୍ରେତ୍ୟକକ ଯୋଜନା ଠିକ୍ ସମୟରେ ଘଟିବ।
1 Para tudo há uma ocasião, e um tempo para cada propósito debaixo do céu:
2 ଜନ୍ମ ହବୋର ଏକ ସମୟ ଅଛି, ଏବଂ ମରିବ ପାଇଁ ମଧ୍ଯ ଏକ ସମୟ ଅଛି। ବୃକ୍ଷ ରୋପଣ ପାଇଁ ସମୟ ଅଛି। ବୃକ୍ଷ ଉପାଡ଼ିବା ପାଇଁ ମଧ୍ଯ ଏକ ସମୟ ଅଛି।
2 tempo de nascer e tempo de morrer, tempo de plantar e tempo de arrancar o que se plantou,
3 ବଧ କରିବାର ସମୟ ଅଛି ଓ ଆରୋଗ୍ୟ କରିବାର ମଧ୍ଯ ସମୟ ଅଛି। ଧ୍ବଂସ କରିବାର ସମୟ ଅଛି ଓ ଗଢ଼ିବା ପାଇଁ ମଧ୍ଯ ସମୟ ଅଛି।
3 tempo de matar e tempo de curar, tempo de derrubar e tempo de construir,
4 କାନ୍ଦିବା ପାଇଁ ଏକ ସମୟ ଅଛି ଓ ହସିବା ପାଇଁ ମଧ୍ଯ ଏକ ସମୟ ଅଛି। ବିଳାପ ପାଇଁ ସମୟ ଅଛି ଓ ଖୁସି ରେ ନୃତ୍ଯ କରିବାର ପାଇଁ ମଧ୍ଯ ସମୟ ଅଛି।
4 tempo de chorar e tempo de rir, tempo de prantear e tempo de dançar,
5 ପ୍ରସ୍ତର ପକାଇବାର ସମୟ ଅଛି ଓ ପ୍ରସ୍ତର ସଂଗ୍ରହ କରିବାର ମଧ୍ଯ ସମୟ ଅଛି। ଆଲିଙ୍ଗନ ପାଇଁ ସମୟ ଅଛି ଓ ଆଲିଙ୍ଗନରୁ ନିବୃତ୍ତ ହବୋର ମଧ୍ଯ ସମୟ ଅଛି।
5 tempo de espalhar pedras e tempo de ajuntá-las, tempo de abraçar e tempo de se conter,
6 ଅନ୍ବଷେଣ କରିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି। ରହିବାର ସମୟ ଅଛି ଓ ହଜାଇବାର ମଧ୍ଯ ସମୟ ଅଛି।ରଖିବାର ସମୟ ଅଛି ଓ ପକାଇବାର ମଧ୍ଯ ସମୟ ଅଛି।
6 tempo de procurar e tempo de desistir, tempo de guardar e tempo de lançar fora,
7 ଚିରିବାର ସମୟ ଅଛି ଓ ସିଲଇେ କରିବାର ମଧ୍ଯ ସମୟ ଅଛି। ନୀରବ ରହିବାର ସମୟ ଅଛି ଓ କଥା କହିବାର ମଧ୍ଯ ସମୟ ଅଛି।
7 tempo de rasgar e tempo de costurar, tempo de calar e tempo de falar,
8 ପ୍ ରମେ କରିବାର ସମୟ ଅଛି ଓ ଘୃଣା କରିବାର ମଧ୍ଯ ସମୟ ଅଛି। ୟୁଦ୍ଧର ସମୟ ଅଛି ଓ ଶାନ୍ତିର ମଧ୍ଯ ସମୟ ଅଛି।
8 tempo de amar e tempo de odiar, tempo de lutar e tempo de viver em paz.
9 ଜଣେ ବ୍ଯକ୍ତି ତା'ର ସମସ୍ତ ପରିଶ୍ରମରୁ କ'ଣ ଲାଭ ପାଏ?
9 O que ganha o trabalhador com todo o seu esforço?
10 ମୁଁ ଦେଖିଲି, ସମସ୍ତ କଠିନ କାର୍ୟ୍ଯ ପରମେଶ୍ବର ଆମ୍ଭମାନଙ୍କୁ କରିବାକୁ ଦଇେଥିଲେ।
10 Tenho visto o fardo que Deus impôs aos homens.
11 ପରମେଶ୍ବର ଏହା ଠିକ୍ ସମୟରେ ପ୍ରେତ୍ୟକକ ଜିନିଷ ସୁନ୍ଦର କରନ୍ତି। ସେ ମଧ୍ଯ ଲୋକମାନଙ୍କ ମନ ରେ ଅନନ୍ତକାଳର ଧାରଣା ରଖନ୍ତି, କିନ୍ତୁ ସମାନେେ କବେେ ହେଲେ ପୁରାପୁରି ବୁଝିପାରନ୍ତି ନାହିଁ ଯେ, ପ୍ରେତ୍ୟକକ ଜିନିଷ ପରମେଶ୍ବର କରିଅଛନ୍ତି।
11 Ele fez tudo apropriado a seu tempo. Também pôs no coração do homem o anseio pela eternidade; mesmo assim este não consegue compreender inteiramente o que Deus fez.
12 ତେଣୁ ମୁଁ ଅନୁଭବ କଲି ଯେ ବଞ୍ଚିଥିବା ପର୍ୟ୍ଯନ୍ତ ସମାନେେ ଖୁସି ରହିବା ଓ ସମାନେେ ନିଜକୁ ଉପ ଭୋଗ କରିବା ଛଡ଼ା ଅନ୍ୟ କିଛି ଲୋକମାନଙ୍କ ପାଇଁ ଅଧିକ ଉତ୍ତମ ନୁହେଁ।
12 Descobri que não há nada melhor para o homem do que ser feliz e praticar o bem enquanto vive.
13 ଯଦି ଜଣେ ବ୍ଯକ୍ତି ଖାଦ୍ୟ, ପାନୀଯ ଓ ଉତ୍ତମ ଦ୍ରବ୍ଯ ତା ପରିଶ୍ରମ ବଳ ରେ ଉପ ଭୋଗ କରିପାରିଲା, ତବେେ ତାହା ପରମେଶ୍ବରଙ୍କଠାରୁ ଉପହାର।
13 Descobri também que poder comer, beber e ser recompensado pelo seu trabalho, é um presente de Deus.
14 ମୁଁ ଜାଣେ ଯେ, ପରମେଶ୍ବର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାଯୀ, ତାହା ବୃଦ୍ଧି ବା ହ୍ରାସ କରାୟାଇ ନ ପା ରେ। ପରମେଶ୍ବର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦବେେ।
14 Sei que tudo o que Deus faz permanecerá para sempre; a isso nada se pode acrescentar, e disso nada se pode tirar. Deus assim faz para que os homens o temam.
15 ଯାହାସବୁ ଏଠା ରେ ଆଉଥରେ ଘଟିବା ଅଛି, ଯାହାସବୁ ଘଟିବାକୁ ଯାଉଛି, ତାହା ଘଟି ସାରିଛି। ପରମେଶ୍ବର ସେସବୁ ଜିନିଷ ଖାଜେନ୍ତି ତାହା ଅତୀତ ହାଇେଛି।
15 Aquilo que é, já foi, e o que será já foi anteriormente; Deus investigará o passado.
16 ପୁଣି ଥରେ ମୁଁ ସୂର୍ୟ୍ଯ ତଳେ ଆଉ ଗୋଟିଏ ଜିନିଷ ଦେଖିଲି: ନ୍ଯାଯ ସ୍ଥାନ ରେ, ଦୁଷ୍ଟତା ସଠାେ ରେ ଥିଲା, ଏବଂ ଯେଉଁଠା ରେ ଧାର୍ମିକତା ରହିବା ଉଚିତ୍ ଥିଲା, ସଠାେ ରେ ଜଣେ ଦୁରାଚାର ଥିଲା।
16 Descobri também que debaixo do sol: No lugar da justiça havia impiedade, no lugar da retidão, ainda mais impiedade.
17 ମୁଁ ମନେ ମନେ କହିଲି: ପରମେଶ୍ବର ଧାର୍ମିକ ଓ ଦୁଷ୍ଟର ବିଚାର କରିବେ। କାରଣ ପ୍ରେତ୍ୟକକ କାର୍ୟ୍ଯ ପାଇଁ ସମୟ ଅଛି।
17 Pensei comigo mesmo: O justo e o ímpio, Deus julgará a ambos, pois há um tempo para todo propósito, um tempo para tudo o que acontece.
18 ମୁଁ ନିଜେ ମନେ ମନେ ଲୋକମାନଙ୍କ ବିଷଯ ରେ ଭାବିଲି, ମୁଁ ନିଜକୁ ନିଜେ ଚିନ୍ତା କଲି, ପରମେଶ୍ବର ସମାନଙ୍କେୁ ଦଖାଇେ ଦବୋକୁ ଚାହାନ୍ତି ଯେ, ସମାନେେ ପଶୁ ତୁଲ୍ଯ।
18 Também pensei: Deus prova os homens para que vejam que são como os animais.
19 ଜଣେ ମନୁଷ୍ଯ ପଶୁଠାରୁ କ'ଣ ଉତ୍ତମ? ନାଁ ! କାହିଁକି? କାରଣ ମନୁଷ୍ଯ ଓ ପଶୁମାନଙ୍କ ପାଇଁ ଏକାପରି ଘଟେ, ପଶୁମାନେ ଜନ୍ମନ୍ତି ଓ ମରନ୍ତି। ଲୋକମାନେ ମଧ୍ଯ ଜନ୍ମନ୍ତି ଓ ମରନ୍ତି, ସମସ୍ତଙ୍କର ପ୍ରାଣ ବାଯୁ ଏକାପରି। କ'ଣ ଜଣେ ମୃତ ପଶୁ ଏକ ମୃତ ମନୁଷ୍ଯ ମଧିଅରେ କୌଣସି ଉନ୍ନତି ଅଛି କି ? ପ୍ରେତ୍ୟକକ ଜିନିଷ ଅବଶ୍ଯ ଅର୍ଥହୀନ।
19 O destino do homem é o mesmo do animal; o mesmo destino os aguarda. Assim como morre um, também morre o outro. Todos têm o mesmo fôlego de vida; o homem não tem vantagem alguma sobre o animal. Nada faz sentido!
20 ମୃତ ମନୁଷ୍ଯ ଓ ପଶୁର ଶରୀର ଏକା ପ୍ରକାର ରେ ବିନାଶ ହୁଏ। ସମାନେେ ଏହି ପୃଥିବୀରୁ ଆସିଥିଲେ ଓ ଏହି ପୃଥିବୀ ରେ ମିଶିଗଲେ।
20 Todos vão para o mesmo lugar; vieram todos do pó, e ao pó todos retornarão.
21 ମନୁଷ୍ଯର ଆତ୍ମା ସ୍ବର୍ଗଗାମୀ ଓ ପଶୁର ଆତ୍ମା ନର୍କଗାମୀ ହୁଏ, କିଏ ଏ ବିଷଯ ରେ କହି ପାରିବ।
21 Quem pode dizer se o fôlego do homem sobe às alturas e se o fôlego do animal desce para a terra?
22 ସେଥିପାଇଁ ମୁଁ ଦେଖିଲି ଯେ, କବଳେ ନିଜ ସ୍ବକର୍ମ ରେ ଆନନ୍ଦ କରିବା ବ୍ଯତୀତ ମନୁଷ୍ଯ ନିମନ୍ତେ ଅନ୍ୟ କିଛି ଭଲ ନୁହେଁ। କାରଣ ଏହାହିଁ ତା'ର ଅଧିକାର। ଆଉ ଏହାପ ରେ ଯାହା ଘଟିବ ତାହାକୁ ଦେଖିବା ପାଇଁ ତାହାକୁ କିଏ ଫରୋଇ ଆଣିପାରିବ?
22 Por isso concluí que não há nada melhor para o homem do que desfrutar do seu trabalho, porque esta é a sua recompensa. Pois, quem poderá fazê-lo ver o que acontecerá depois de morto?
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Eclesiastes 3, comparar traduções ou montar um estudo — tudo direto pelo WhatsApp.