Eclesiastes 10

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 କିଛି ମଲାମାଛି ଗନ୍ଧବଣିକର ସୁଗନ୍ଧି ତୈଳ ଦୁର୍ଗନ୍ଧ କରିପକାଏ। ଠିକ୍ ସପରେି ଅଳ୍ପ ମୂର୍ଖତା ଜ୍ଞାନ ଓ ସମ୍ଭ୍ରମଠାରୁ ଅଧିକ ଭାରି।
1 Assim como a mosca morta produz mau cheiro e estraga o perfume, também um pouco de insensatez pesa mais que a sabedoria e a honra.
2 ଜଣେ ଜ୍ଞାନୀର ହୃଦଯ ତାକୁ ଠିକ୍ ପଥରେ ଆଗଇେ ନିଏ, କିନ୍ତୁ ଜଣେ ମୂର୍ଖର ହୃଦଯ ତାକୁ ଭୁଲ୍ ବାଟରେ ଆଗଇେ ନିଏ।
2 O coração do sábio se inclina para o bem, mas o coração do tolo, para o mal.
3 ମୁର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦଖାୟୋଏ। ପୁଣି ସେ ପ୍ରେତ୍ୟକକକୁ କ ହେ ଯେ ସେ ମୂର୍ଖ।
3 Mesmo quando anda pelo caminho, o tolo age sem o mínimo bom senso e mostra a todos que não passa de um tolo.
4 କାରଣ ଜଣେ ଶାସକ ତୁମ୍ଭ ଉପ ରେ ରାଗିଛନ୍ତି, ସେଥିପାଇଁ ପଳାଇୟାଅ ନାହିଁ। ଏକ ଶାନ୍ତି ଆତ୍ମା ମହାଭୁଲ୍କୁ ମଧ୍ଯ ଅତିକ୍ରମ କରିପା ରେ। କାରଣ ଅଧିନତା ସ୍ବୀକାର ଦ୍ବାରା ମହା ଅନିଷ୍ଟ କ୍ଷାନ୍ତ ହୁଏ।
4 Se a ira de uma autoridade se levantar contra você, não abandone o seu posto; a tranqüilidade evita grandes erros.
5 ମୁଁ ସୂର୍ୟ୍ଯ ତଳେ ଏକ ମନ୍ଦ ବିଷଯ ଦେଖିଲି। ଏକ ଭୁଲ୍ ଯାହା ଶାସନ କର୍ତ୍ତାଠାରୁ ଆସିଥାଏ।
5 Há outro mal que vi debaixo do sol, um erro cometido pelos que governam:
6 ମୂର୍ଖମାନଙ୍କୁ ମହତ୍ତ୍ବ ପୂର୍ଣ୍ଣ ସ୍ଥାନ ଦିଆୟାଏ, ଯେତବେେଳେ ଧନୀ ମାନଙ୍କୁ ଗୁରୁତ୍ବହୀନ କାର୍ୟ୍ଯ ଦିଆୟାଏ।
6 Tolos são postos em cargos elevados, enquanto ricos ocupam cargos inferiores.
7 ମୁଁ ଦାସମାନଙ୍କୁ ଅଶ୍ବ ଉପ ରେ ଓ ଅଧିପତିମାନଙ୍କୁ ଦାସ ତୁଲ୍ଯ ପଦଗତି ରେ ଗମନ କରିବାର ଦେଖିଅଛି।
7 Tenho visto servos andando a cavalo, e príncipes andando a pé, como servos.
8 ଯେ ଗର୍ତ୍ତ ଖୋଳେ, ସେ ତହିଁରେ ପଡ଼ିବ ଓ ଯେଉଁ ଲୋକ ପ୍ରାଚୀର ଭାଙ୍ଗେ ତାହାକୁ ସର୍ପ କାମୁଡ଼ିବ।
8 Quem cava um poço cairá nele; quem derruba um muro será picado por uma cobra.
9 ଯେଉଁ ଲୋକ ଏକବଡ଼ ପଥର ଗଡ଼ାଏ, ସେ ତାଦ୍ବାରା ଆଘାତ ପାଇବ। ପୁଣି ଯେ କାଠ ଚି ରେ, ସେ ତାହା ଦ୍ବାରା ଆପଦଗ୍ରସ୍ତ ହବେ।
9 Quem arranca pedras, com elas se ferirá; quem racha lenha se arrisca.
10 କୁରାଢ଼ି ଦନ୍ଥଡ଼ା ହେଲେ, ଯଦି ତା'ର ଦାଢ଼ ନ ପଜାଏ, ତବେେ ତାହାପ ରେ ଅଧିକ ବଳ ପ୍ରଯୋଗ କରିବାକୁ ହୁଏ। କିନ୍ତୁ ଜ୍ଞାନ ଜିନିଷକୁ ସହଜ ସାଧ୍ଯ କରିଦିଏ।
10 Se o machado está cego e sua lâmina não foi afiada, é preciso golpear com mais força; agir com sabedoria assegura o sucesso.
11 ସର୍ପ ମନ୍ତ୍ର ମୁଗ୍ଧ ହବୋ ପୂର୍ବରୁ କାମୁଡ଼ିଲେ, ସାପ କଳୋର କୌଶଳ ଅନାବଶ୍ଯକ।
11 Se a cobra morder antes de ser encantada, para que servirá o encantador?
12 ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।
12 As palavras do sábio lhe trazem benefícios, mas os lábios do insensato o destroem.
13 ତାହାର ମୁଖର ବାକ୍ଯାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶଷେ ମନ୍ଦ ପାଗଳାମୀ ଅଟେ।
13 No início as suas palavras são mera tolice, mas no final são loucura perversa.
14 ମୂର୍ଖ ବହୁ କଥା କ ହେ। ତଥାପି କ'ଣ ହବେ ମନୁଷ୍ଯ ଜାଣେ ନାହିଁ। ଆଉ ତା'ପ ରେ କ'ଣ ଘଟିବ, କହେି ତାକୁ ଜଣାଇ ପାରିବ ନାହିଁ।
14 Embora o tolo fale sem parar, ninguém sabe o que está para vir; quem poderá dizer a outrem o que lhe acontecerá depois?
15 ପ୍ରେତ୍ୟକକ ମୂର୍ଖର ପରିଶ୍ରମ ତାହାକୁ କ୍ଲାନ୍ତ କରେ, କାରଣ କିପରି ନଗରକୁ ୟିବାକୁ ହୁଏ ତାହା ସେ ଜାଣେ ନାହିଁ।
15 O trabalho do tolo o deixa tão exausto que ele nem consegue achar o caminho de casa.
16 ହେ ଦେଖ, ତୁମ୍ଭର ରାଜା ଯବେେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣଙ୍କ ପ୍ରଭାତ ରେ ଭୋଜନ କରନ୍ତି। ତବେେ ଏହା ତୁମ୍ଭ ପ୍ରତି ବହୁତ ଖରାପ।
16 Pobre da terra cujo rei é jovem demais e cujos líderes fazem banquetes logo de manhã.
17 ହେ ଦେଶ ଯଦି ତୁମ୍ଭର ରାଜା କୁଳୀନ ପରିବାରରୁ ଆସନ୍ତି ଓ ତୁମ୍ଭର ଅଧିପତିଗଣ ଯବେେ ମତ୍ତତା ନିମନ୍ତେ ନୁହେଁ ମାତ୍ର ବଳ ନିମନ୍ତେ ପାନ କରନ୍ତି ଓ ଉପୟୁକ୍ତ ସମୟରେ ଭୋଜନ କରନ୍ତି, ତବେେ ତୁମ୍ଭେ ଧନ୍ଯ।
17 Feliz é a terra cujo rei é de origem nobre, e cujos líderes comem no devido tempo, para recuperar as forças, e não para embriagar-se.
18 ଆଳସ୍ଯ ଛାତକୁ ଭୁଷୁଡ଼ାଇ ଦିଏ, ପୁଣି ଗୃହ ରେ ଛିଦ୍ର ହୁଏ।
18 Por causa da preguiça, o telhado se enverga; por causa das mãos indolentes, a casa tem goteiras.
19 ଖୁସି ନିମନ୍ତେ ଖାଦ୍ୟ ପ୍ରସ୍ତୁତ ହୁଏ। ପୁଣି ଦ୍ରାକ୍ଷାରସ ମନ ଆନନ୍ଦିତ କରେ, ଧନ ସବୁ କାର୍ୟ୍ଯ ରେ ଆ ସେ।
19 O banquete é feito para divertir, e o vinho torna a vida alegre, mas isso tudo se paga com dinheiro.
20 ରାଜାକୁ ଅଭିଶାପ ଦିଅ ନାହିଁ। ନା ଏପରିକି ମନେ ମନେ ମଧ୍ଯ ଦିଅ ନାହିଁ। ଆଉ ଧନୀକୁ ଆପଣା ଶଯନ ଗୃହ ରେ ଅଭିଶାପ ଦିଅ ନାହିଁ। କାରଣ ଏକ େଛାଟ ପକ୍ଷୀ ସହେି ବାର୍ତ୍ତା ନଇୟିବେ ଓ ସେ କଥା ଉତ୍ତର ଦବେ।
20 Nem em pensamento insulte o rei! Nem mesmo em seu quarto amaldiçoe o rico! Porque uma ave do céu poderá levar as suas palavras, e seres alados poderão divulgar o que você disser.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Eclesiastes 10, comparar traduções ou montar um estudo — tudo direto pelo WhatsApp.