Deuteronômio 9
Oriya Bible (GL_ORIYA) vs ARA
1 ହେ ଇଶ୍ରାୟେଲର ଲୋକମାନେ, ଶକ୍ସ୍ଟଣ! ତୁମ୍ଭମାନେେ ଆଜି ୟର୍ଦ୍ଦନ ନଦୀ ପାର ହାଇେ ଯାଉଛ, ଜାତିମାନଙ୍କୁ ତଡିଦବୋ ପାଇଁ ଯାଉଅଛ ଯାହାକି ବୃହତ ଓ ତୁମ୍ଭମାନଙ୍କ ଅପେକ୍ଷା ଶକ୍ତିଶାଳୀ ଏବଂ ସମାନଙ୍କେର ବୃହତ ନଗରଗକ୍ସ୍ଟଡିକ ଏବଂ ସମାନଙ୍କେର ପ୍ରାଚୀରଗକ୍ସ୍ଟଡିକ ଆକାଶକକ୍ସ୍ଟ ଛକ୍ସ୍ଟଏଁ।
1 Ouve, ó Israel, tu passas, hoje, o Jordão para entrares a possuir nações maiores e mais fortes do que tu; cidades grandes e amuralhadas até aos céus;
2 ସହେି ଲୋକମାନେ ଅନାକୀଯମାନଙ୍କ ସନ୍ତାନ ବଳବାନ ଓ ଦୀର୍ଘକାଯ ତୁମ୍ଭେ ସମାନଙ୍କେୁ ଜାଣିଅଛ, ପକ୍ସ୍ଟଣି ସମାନଙ୍କେ ବିଷଯ ରେ ଏହା କକ୍ସ୍ଟହାୟିବାରକ୍ସ୍ଟ ଏହା ଶକ୍ସ୍ଟଣିଅଛ। ଯେ, ' ସମାନଙ୍କେ ସମ୍ମକ୍ସ୍ଟଖ ରେ କହେି ଛିଡା ହବୋକକ୍ସ୍ଟ ସାହାସ କରନ୍ତି ନାହିଁ।'
2 povo grande e alto, filhos dos anaquins, que tu conheces e de que já ouvistes: Quem poderá resistir aos filhos de Enaque?
3 ଏଣୁ ଆଜି ଏହା ଜ୍ଞାତ ହକ୍ସ୍ଟଅ, ଯେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ସ୍ବଯଂ ଗ୍ରାସକାରୀ ଅଗ୍ନିସକ୍ସ୍ଟରୂପ ହାଇେ ତକ୍ସ୍ଟମ୍ଭ ଆଗେ ଆଗେ ଗମନ କରୁଅଛନ୍ତି। ସମାନଙ୍କେୁ ସଂହାର କରିବେ ଓ ସମାନଙ୍କେୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ନତ କରିବେ। ତହିଁରେ ତକ୍ସ୍ଟମ୍ଭ ପ୍ରତି ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ତଡି ଦବେ ଓ ସମାନଙ୍କେୁ ଶିଘ୍ର ବିନାଶ କରିବ।
3 Sabe, pois, hoje, que o Senhor , teu Deus, é que passa adiante de ti; é fogo que consome, e os destruirá, e os subjugará diante de ti; assim, os desapossarás e, depressa, os farás perecer, como te prometeu o Senhor .
4 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦଲୋପରେ ତୁମ୍ଭେ ଏପରି କକ୍ସ୍ଟହନାହିଁ ଯେ, 'ଆମ୍ଭମାନଙ୍କର ଧାର୍ମୀକତା ୟୋଗକ୍ସ୍ଟଁ ସଦାପ୍ରଭୁ ଆମ୍ଭକକ୍ସ୍ଟ ଏହି ଦେଶ ଅଧିକାର କରିବା ପାଇଁ ଏପରି କହିଛନ୍ତି।' ଯେ ହତେକ୍ସ୍ଟ ସହେି ଗୋଷ୍ଠୀଯ ଲୋକମାନଙ୍କ ଦକ୍ସ୍ଟଷ୍ଟତା ସକାଶକ୍ସ୍ଟ ସଦାପ୍ରଭୁ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।
4 Quando, pois, o Senhor , teu Deus, os tiver lançado de diante de ti, não digas no teu coração: Por causa da minha justiça é que o Senhor me trouxe a esta terra para a possuir, porque, pela maldade destas gerações, é que o Senhor as lança de diante de ti.
5 ତୁମ୍ଭେ ଆପଣା ଧାର୍ମୀକତା ଅବା ହୃଦଯର ସରଳତା ହତେକ୍ସ୍ଟରକ୍ସ୍ଟ ସମାନଙ୍କେ ଦେଶ ଅଧିକାର କରିବାକୁ ଯାଉଅଛ, ତାହା ନକ୍ସ୍ଟ ହେଁ, ମାତ୍ର ଏହି ଗୋଷ୍ଠୀଯ ଲୋକମାନଙ୍କ ଦୃଷ୍ଟତାପାଇଁ ଆଉ ତୁମ୍ଭମାନଙ୍କର ପୁର୍ବପୁରୁଷ ଅବ୍ରହାମଙ୍କକ୍ସ୍ଟ, ଇସହାକ୍ ଓ ୟାକକ୍ସ୍ଟବଙ୍କକ୍ସ୍ଟ ଶପଥପୂର୍ବକ ଯେଉଁ ବାକ୍ଯ କହିଥିଲେ, ତାହା ସଫଳ କରିବାପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ସମ୍ମକ୍ସ୍ଟଖରକ୍ସ୍ଟ ସମାନଙ୍କେୁ ତଡି ଦବେେ।
5 Não é por causa da tua justiça, nem pela retitude do teu coração que entras a possuir a sua terra, mas pela maldade destas nações o Senhor , teu Deus, as lança de diante de ti; e para confirmar a palavra que o Senhor , teu Deus, jurou a teus pais, Abraão, Isaque e Jacó.
6 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କର ଧାର୍ମୀକତା ହତେକ୍ସ୍ଟରକ୍ସ୍ଟ ତୁମ୍ଭକୁ ଏହି ଉତ୍ତମ ଦେଶ ଅଧିକାର କରିବାକୁ ଦେଉ ନାହାଁନ୍ତି। ଏହା ତୁମ୍ଭମାନେେ ଜାଣ, ଯେ ହତେକ୍ସ୍ଟ ତୁମ୍ଭମାନେେ ଜୀଦ୍ଖୋର ଲୋକ।
6 Sabe, pois, que não é por causa da tua justiça que o Senhor , teu Deus, te dá esta boa terra para possuí-la, pois tu és povo de dura cerviz.
7 ତୁମ୍ଭମାନେେ ଏହି ପ୍ରାନ୍ତର ମଧିଅରେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ କିପରି କୋରଧ କରାଇ ଅଛ ତାହା ସ୍ମରଣ କର। ତୁମ୍ଭମାନେେ ତାହା ପାଶୋରି ୟାଅ ନାହିଁ। ତୁମ୍ଭେ ମିଶର ଦେଶରକ୍ସ୍ଟ ବାହାର ହବୋ ଦିନଠାରକ୍ସ୍ଟ ଏହି ସ୍ଥାନକକ୍ସ୍ଟ ଆସିବା ପର୍ୟ୍ଯନ୍ତ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହାଇେଅଛ।
7 Lembrai-vos e não vos esqueçais de que muito provocastes à ira o Senhor , vosso Deus, no deserto; desde o dia em que saístes do Egito até que chegastes a este lugar, rebeldes fostes contra o Senhor ;
8 ତୁମ୍ଭମାନେେ ହାରେବେ ରେ ସଦାପ୍ରଭୁଙ୍କୁ କ୍ରୋଦ୍ଧ କରାଇଲ, ତହିଁରେ ସଦାପ୍ରଭୁ କୋର୍ଧ କରି ତୁମ୍ଭମାନଙ୍କୁ ବିନାଶ କରିବାକୁ ଉଦ୍ଯତ ହେଲେ।
8 pois, em Horebe, tanto provocastes à ira o Senhor , que a ira do Senhor se acendeu contra vós para vos destruir.
9 ଯେତବେେଳେ ମୁ ପ୍ରସ୍ତରଦ୍ବଯ ଅର୍ଥାତ୍, ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କୁ କୃତ ନିଯମର ଦକ୍ସ୍ଟଇ ପ୍ରସ୍ତର ଫଳକ ଗ୍ରହଣ କରିବା ପାଇଁ ପର୍ବତ ଉପରକକ୍ସ୍ଟ ଗଲି। ସେତବେେଳେ ମୁ ପର୍ବତ ରେ ଚାଳିଶ ଦିନ ଓ ଚାଳିଶ ରାତି ରହିଲି, ମୁ ଖାଦ୍ୟ କିଅବା ଜଳପାନ ମଧ୍ଯ କଲିନାହିଁ।
9 Subindo eu ao monte a receber as tábuas de pedra, as tábuas da aliança que o Senhor fizera convosco, fiquei no monte quarenta dias e quarenta noites; não comi pão, nem bebi água.
10 ତା'ପରେ ସଦାପ୍ରଭୁ ମାେତେ ପରମେଶ୍ବରଙ୍କ ଆଙ୍ଗକ୍ସ୍ଟଳି ଲିଖିତ ସହେି ଦକ୍ସ୍ଟଇ ପ୍ରସ୍ତର ଫଳକ ଦେଲେ। ସମସ୍ତ ବାକ୍ଯ ଯାହା ସଭାଦିନ ରେ ପର୍ବତର ଅଗ୍ନି ମଧ୍ଯରକ୍ସ୍ଟ ସଦାପ୍ରଭୁ ତୁମ୍ଭମାନଙ୍କୁ କହିଲେ, ତାହାସବୁ ସଠାେରେ ଲଖିତ ହେଲା।
10 Deu-me o Senhor as duas tábuas de pedra, escritas com o dedo de Deus; e, nelas, estavam todas as palavras segundo o Senhor havia falado convosco no monte, do meio do fogo, estando reunido todo o povo.
11 ଆଉ ଚାଳିଶ ଦିନ ଓ ଚାଳିଶ ରାତ୍ରିର ଶଷେ ରେ ସଦାପ୍ରଭୁ ସହେି ଦକ୍ସ୍ଟଇ ପ୍ରସ୍ତରଫଳକ, ଅର୍ଥାତ ନିଯମର ପ୍ରସ୍ତରଫଳକ ମାେତେ ଦେଲେ।
11 Ao fim dos quarenta dias e quarenta noites, o Senhor me deu as duas tábuas de pedra, as tábuas da aliança.
12 ସଦାପ୍ରଭୁ ମାେତେ କହିଲେ, 'ଉଠ' ଏସ୍ଥାନରକ୍ସ୍ଟ ଶୀଘ୍ର ତଳକକ୍ସ୍ଟ ୟାଅ, କାରଣ ତୁମ୍ଭେ ଯେଉଁ ଲୋକମାନଙ୍କୁ ମିଶରରକ୍ସ୍ଟ ବାହାର କରି ଆଣିଅଛ। ତୁମ୍ଭର ଲୋକମାନେ ସହେି ନିଜକକ୍ସ୍ଟ ଦକ୍ସ୍ଟର୍ନୀତି ଗ୍ରସ୍ଥ କରିଅଛନ୍ତି। ମୁ ସମାନଙ୍କେୁ ଯେଉଁ ପଥ ନିର୍ଦ୍ଦେଶ ଦଇେଥିଲି ତହିଁରକ୍ସ୍ଟ ସମାନେେ ଶୀଘ୍ର ବିମକ୍ସ୍ଟଖ ହେଲେ। ସମାନେେ ସମାନଙ୍କେ ନିମନ୍ତେ ଏକ ସ୍ବର୍ଣ୍ଣ ପ୍ରତିମା ନିର୍ମାଣ କରିଅଛନ୍ତି।'
12 E o Senhor me disse: Levanta-te, desce depressa daqui, porque o teu povo, que tiraste do Egito, já se corrompeu; cedo se desviou do caminho que lhe ordenei; imagem fundida para si fez.
13 ସଦାପ୍ରଭୁ ମାେତେ କହିଲେ, 'ଆମ୍ଭେ ଏହି ଲୋକମାନଙ୍କୁ ଦେଖିଲକ୍ସ୍ଟ, ଆଉ ଏମାନେ ଶକ୍ତଗ୍ରୀବ ଲୋକ।
13 Falou-me ainda o Senhor , dizendo: Atentei para este povo, e eis que ele é povo de dura cerviz.
14 ଆମ୍ଭକକ୍ସ୍ଟ ଛାଡି ଦିଅ, ତହିଁରେ ଆମ୍ଭେ ସମାନଙ୍କେୁ ସଐୂର୍ଣ୍ଣ ଭାବେ ଧ୍ବଂସ କରିବା ଓ ଆକାଶ ମଣ୍ତଳ ତଳକ୍ସ୍ଟ ସମାନଙ୍କେ ନାମ ଲୋପ କରିବା। ମାତ୍ର ଆମ୍ଭେ ତକ୍ସ୍ଟମ୍ଭଠାରକ୍ସ୍ଟ ସମାନଙ୍କେ ଅପେକ୍ଷା ଅଧିକା ବଳବତୀ ଓ ଏକ ମହାନ ଗୋ୍ଠି ଉତ୍ପନ୍ନ କରିବା।'
14 Deixa-me que o destrua e apague o seu nome de debaixo dos céus; e te faça a ti nação mais forte e mais numerosa do que esta.
15 ତହିଁରେ ମୁ ଫରେି ପର୍ବତ ତଳକକ୍ସ୍ଟ ଆସିଲି, ଆଉ ପର୍ବତ ଅଗ୍ନି ରେ ଜଳକ୍ସ୍ଟଥିଲା। ଆଉ ନିଯମର ସହେି ଦକ୍ସ୍ଟଇ ପ୍ରସ୍ତର ଫଳ ମାରେ ଦକ୍ସ୍ଟଇ ହସ୍ତ ରେ ଥିଲା।
15 Então, me virei e desci do monte; e o monte ardia em fogo; as duas tábuas da aliança estavam em ambas as minhas mãos.
16 ଆଉ ମୁ ଦେଖିବାକକ୍ସ୍ଟ ପାଇଲି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ପ୍ରତିକୂଳ ରେ ପାପ କରିଅଛ। ତୁମ୍ଭମାନେେ ଆପଣାମାନଙ୍କ ନିମନ୍ତେ ଛାଞ୍ଚ ରେ ଢଳା ଏକ ବାଛକ୍ସ୍ଟରୀ ନିର୍ମାଣ କରିଅଛ। ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ପଥ ବିଷଯ ରେ ଆଜ୍ଞା ଦଇେଥିଲେ, ତୁମ୍ଭମାନେେ ଶୀଘ୍ର ତହିଁରକ୍ସ୍ଟ ବିମକ୍ସ୍ଟଖ ହାଇେଅଛ।
16 Olhei, e eis que havíeis pecado contra o Senhor , vosso Deus; tínheis feito para vós outros um bezerro fundido; cedo vos desviastes do caminho que o Senhor vos ordenara.
17 ତେଣୁ ମୁ ସହେି ପ୍ରସ୍ତରଫଳକ ଦ୍ବଯକକ୍ସ୍ଟ ତଳେ ଫିଗିଂ ଦଲେି ଏବଂ ତାହା ତୁମ୍ଭମାନଙ୍କ ସମ୍ମକ୍ସ୍ଟଖ ରେ ଭାଙ୍ଗିଗଲା।
17 Então, peguei as duas tábuas, e as arrojei das minhas mãos, e as quebrei ante os vossos olhos.
18 ତୁମ୍ଭମାନେେ କରିଥିବା ପାପର ପ୍ରାଯଶ୍ଚିତ କରାବା ପାଇଁ ଯାହାକି ସଦାପ୍ରଭୁଙ୍କୁ କୋରଧିତ କଲା, ମୁ ଚାଳିଶ ଦିନ ଓ ଚାଳିଶ ରାତି ଉପବାସ କଲି। ପ୍ରଥମ ଥର ପରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲି। ମୁ ଅନ୍ନ ଭୋଜନ କିଅବା ଜଳପାନ କଲିନାହିଁ।
18 Prostrado estive perante o Senhor , como dantes, quarenta dias e quarenta noites; não comi pão e não bebi água, por causa de todo o vosso pecado que havíeis cometido, fazendo mal aos olhos do Senhor , para o provocar à ira.
19 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତୁମ୍ଭମାନଙ୍କ ବିରକ୍ସ୍ଟଦ୍ଧ ରେ ଯେଉଁ କୋରଧ କଲେ, ସହେି କୋପ ଓ ପ୍ରଚଣ୍ତତା ଆଗ ରେ ମୁ ଭୟ କଲି, ମାତ୍ର ସଦାପ୍ରଭୁ ସେଥି ରେ ମଧ୍ଯ ମାରେ କଥା ଶୁଣିଲେ।
19 Pois temia por causa da ira e do furor com que o Senhor tanto estava irado contra vós outros para vos destruir; porém ainda esta vez o Senhor me ouviu.
20 ସଦାପ୍ରଭୁ ହାରୋଣଙ୍କକ୍ସ୍ଟ ବିନାଶ କରିବାପାଇଁ ଅତିଶଯ କୋପ କଲେ, ମୁ ସେ ସମୟରେ ମଧ୍ଯ ହାରୋଣଙ୍କ ପାଇଁ ପ୍ରାର୍ଥନା କଲି।
20 O Senhor se irou muito contra Arão para o destruir; mas também orei por Arão ao mesmo tempo.
21 ମୁ ତୁମ୍ଭମାନଙ୍କର ପାପପୂର୍ଣ ବସ୍ତକ୍ସ୍ଟକକ୍ସ୍ଟ ଦଗ୍ଧ କଲି। ତୁମ୍ଭମାନେେ ଛାଞ୍ଚ ରେ ଢଳାଇଥିବା ବାଛକ୍ସ୍ଟରିକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲି। ତା'ପରେ ମୁ ଏହାକକ୍ସ୍ଟ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସକ୍ସ୍ଟକ୍ଷ୍ମ ହବୋ ପର୍ୟ୍ଯନ୍ତ ମୁ ଏହାକକ୍ସ୍ଟ ଦଳିଲି। ତା'ପରେ ଢାଞ୍ଚା ନିର୍ମିତ ବାଛକ୍ସ୍ଟରିର ଭସ୍ମକକ୍ସ୍ଟ ଜଳଷୋର୍ତ ରେ ନିକ୍ଷପେ କଲି। ଯାହା ପର୍ବତରକ୍ସ୍ଟ ଆସକ୍ସ୍ଟଥିଲା।
21 Porém tomei o vosso pecado, o bezerro que tínheis feito, e o queimei, e o esmaguei, moendo-o bem, até que se desfez em pó; e o seu pó lancei no ribeiro que descia do monte.
22 ତୁମ୍ଭମାନେେ ତବିଯରୋ ରେ ଓ ମଃସା ରେ ଓ କିବ୍ରୋତ୍ହତ୍ତାବା ରେ ସଦାପ୍ରଭୁଙ୍କୁ କୋରଧ କରାଇଲ।
22 Também em Taberá, em Massá e em Quibrote-Hataavá provocastes muito a ira do Senhor .
23 ଏହାପରେ ସଦାପ୍ରଭୁ ଯେଉଁ ସମୟରେ କାଦେଶ ବର୍ଣଯଠାେରକ୍ସ୍ଟ ତୁମ୍ଭମାନଙ୍କୁ ପଠାଇ କହିଲେ, 'ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶ ଦଇେଅଛୁ, ତୁମ୍ଭମାନେେ ଉଠିୟାଇ ଅଧିକାର କର।' ସେ ସମୟରେ ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଆଜ୍ଞା ରେ ବିଦ୍ରୋହାଚାରୀ ହେଲ ଓ ତୁମ୍ଭମାନେେ ତାହାଙ୍କକ୍ସ୍ଟ ବିଶ୍ବାସ କଲନାହିଁ, କିଅବା ତାହାଙ୍କ କଥା ଶକ୍ସ୍ଟଣିଲ ନାହିଁ।
23 Quando também o Senhor vos enviou de Cades-Barneia, dizendo: Subi e possuí a terra que vos dei, rebeldes fostes ao mandado do Senhor , vosso Deus, e não o crestes, e não obedecestes à sua voz.
24 ମୁ ତୁମ୍ଭମାନଙ୍କୁ ଜାଣିବା ଦିନଠାରକ୍ସ୍ଟ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହାଚାରୀ ହାଇେ ଆସିଅଛ।
24 Rebeldes fostes contra o Senhor , desde o dia em que vos conheci.
25 ଏହିପରି ମୁ ମକ୍ସ୍ଟହଁ ମାଡି ଚାଳିଶ ଦିନ ଚାଳିଶରାତି ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ପଡି ରହିଲି। କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବାକୁ କହିଥିଲେ।
25 Prostrei-me, pois, perante o Senhor e, quarenta dias e quarenta noites, estive prostrado; porquanto o Senhor dissera que vos queria destruir.
26 ମୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲି, ହେ ପ୍ରଭକ୍ସ୍ଟ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକଙ୍କକ୍ସ୍ଟ ଓ ଆପଣା ଅଧିକାର କକ୍ସ୍ଟ ବିନାଶ କରନାହିଁ। ତୁମ୍ଭେ ଆପଣା ମହିମା ରେ ସମାନଙ୍କେୁ ମକ୍ସ୍ଟକ୍ତ କରିଅଛ, ତୁମ୍ଭେ ସମାନଙ୍କେୁ ବଳବାନ୍ ହସ୍ତଦ୍ବାରା ମିଶରରକ୍ସ୍ଟ ବାହାର କରି ଆଣିଅଛ।
26 Orei ao Senhor , dizendo: Ó Senhor Deus! Não destruas o teu povo e a tua herança, que resgataste com a tua grandeza, que tiraste do Egito com poderosa mão.
27 ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ତୁମ୍ଭର ଏହି ଦାସମାନଙ୍କୁ ସ୍ମରଣ କର। ଏହି ଲୋକମାନଙ୍କର ଅବାଧ୍ଯତା ପ୍ରତି କି ସମାନଙ୍କେ ଦକ୍ସ୍ଟଷ୍ଟତା ପ୍ରତି କିଅବା ସମାନଙ୍କେର ପାପ ପ୍ରତି ଦୃଷ୍ଟି ଦିଅ ନାହିଁ।
27 Lembra-te dos teus servos Abraão, Isaque e Jacó; não atentes para a dureza deste povo, nem para a sua maldade, nem para o seu pecado,
28 ସହେି ଦେଶ, ଯେଉଁ ଦେଶରକ୍ସ୍ଟ ତୁମ୍ଭେ ସମାନଙ୍କେୁ ବାହାର କରି ଆଣିଛ ତକ୍ସ୍ଟମ୍ଭ ବିଷଯ ରେ କହିବା ସମାନେେ କହିବେ, 'ସଦାପ୍ରଭୁ ଏମାନଙ୍କୁ ଯେଉଁ ଦେଶ ଦବୋକକ୍ସ୍ଟ ପ୍ରତିଜ୍ଞା କରିଥିଲେ, ସଠାେକକ୍ସ୍ଟ ସମାନଙ୍କେୁ ନଇୟିବୋକକ୍ସ୍ଟ ସମର୍ଥ ହେଲେ ନାହିଁ ଏବଂ ସେ ସମାନଙ୍କେୁ ଯେ ହତେକ୍ସ୍ଟ ଘୃଣା କଲେ। ତେଣୁ ସେ ଏହି ପ୍ରାନ୍ତର ରେ ସମାନଙ୍କେୁ ହତ୍ଯା କରିବାକୁ ବାହାର କରି ଆଣିଛନ୍ତି।'
28 para que o povo da terra donde nos tiraste não diga: Não tendo podido o Senhor introduzi-los na terra de que lhes tinha falado e porque os aborrecia, os tirou para matá-los no deserto.
29 ତଥାପି ସମାନେେ ତ ତୁମ୍ଭମାନଙ୍କର ଲୋକ ଅଟନ୍ତି ଓ ତୁମ୍ଭର ଅଧିକାର ସମାନଙ୍କେ ଉପରେ ଅଛି। ତୁମ୍ଭେ ସମାନଙ୍କେୁ ଆପଣା ମହାଶକ୍ତି ଓ ବିସ୍ତାରିତ ବାହକ୍ସ୍ଟଦ୍ବାରା ବାହାର କରି ଆଣିଅଛ।
29 Todavia, são eles o teu povo e a tua herança, que tiraste com a tua grande força e com o braço estendido.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 9, comparar traduções ou montar um estudo — tudo direto pelo WhatsApp.