Deuteronômio 8
Oriya Bible (GL_ORIYA) vs NAA
1 ଯାହା ମୁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭମାନେେ ମାରେ ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭମାନେେ ବଞ୍ଚିବା ପାଇଁ ଓ ବୃଦ୍ଧି ହବୋ ପାଇଁ ଓ ସହେି ସ୍ଥାନ ରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି।
1 — Tenham o cuidado de cumprir todos os mandamentos que hoje lhes ordeno, para que vocês vivam, se multipliquem, entrem e tomem posse da terra que o Senhor prometeu sob juramento aos pais de vocês.
2 ଆଉ ତୁମ୍ଭମାନେେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଚାଳିଶ ବର୍ଷ ପ୍ରାନ୍ତର ମଧିଅରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନବୋ ପାଇଁ ତୁମ୍ଭମାନେେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।
2 Lembrem-se de todo o caminho pelo qual o Senhor , seu Deus, os guiou no deserto durante estes quarenta anos, para humilhar vocês, para pôr vocês à prova, para saber o que estava no coração de vocês, se guardariam ou não os seus mandamentos.
3 ମନକ୍ସ୍ଟଷ୍ଯ ଯେ କବଳେ ରୋଟୀ ରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମକ୍ସ୍ଟଖରକ୍ସ୍ଟ ଯାହା ନିର୍ଗତ ହକ୍ସ୍ଟଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷକ୍ସ୍ଟଧିତ କରି ଅଛନ୍ତି, ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣଙ୍କକ୍ସ୍ଟ ଅଜ୍ଞାତ ମାନ୍ନା ଦଇେ ପ୍ରତିପାଳନ କରିଅଛନ୍ତି।
3 Ele humilhou vocês, ele os deixou passar fome, ele os sustentou com o maná, que vocês não conheciam e que nem os pais de vocês conheciam, para que vocês compreendessem que o ser humano não viverá só de pão, mas de tudo o que procede da boca do Senhor .
4 ଏହି ଚାଳିଶ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ ହେଲାନାହିଁ ଓ ତୁମ୍ଭମାନଙ୍କର ପାଦ ଫକ୍ସ୍ଟଲିଲା ନାହିଁ।
4 Durante estes quarenta anos, as roupas que vocês usavam não envelheceram, e os seus pés não ficaram inchados.
5 ତେଣୁ ତୁମ୍ଭମାନେେ ହୃଦଯର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କକ୍ସ୍ଟ ଯେପରି ଅନକ୍ସ୍ଟଶାସିତ କରେ ସହେିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ଅନକ୍ସ୍ଟଶାସିତ କରିଛନ୍ତି।
5 Portanto, saibam em seu coração que, assim como um homem disciplina o seu filho, assim o Senhor , seu Deus, disciplina vocês.
6 ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଆଦେଶ ମାନି ପାଳନ କରିବ ଓ ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କକ୍ସ୍ଟ ଭୟ କରିବ।
6 Guardem os mandamentos do Senhor , seu Deus, para que vocês andem nos seus caminhos e o temam.
7 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକକ୍ସ୍ଟ ନଇେ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶି ରେ ଝରଣା ରେ ଓ ଗଭୀର ଜଳ ସୋର୍ତ ରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦଇେ ଝରିୟାଏ।
7 Porque o Senhor , o Deus de vocês, os faz entrar numa terra boa, terra de ribeiros de águas, de fontes, de mananciais profundos, que saem dos vales e das montanhas;
8 ଏହି ଦେଶ ଗହମ, ୟବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମଯ ଅଟେ। ସହେି ଦେଶ ମଧ୍ଯ ଜିତତୈଳ ଓ ମଧକ୍ସ୍ଟମଯ ଅଟେ।
8 terra de trigo e cevada, de vinhas, figueiras e romãzeiras; terra de oliveiras, de azeite e mel;
9 ସଠାେରେ ତୁମ୍ଭମାନେେ ପ୍ରଚକ୍ସ୍ଟର ପରିମାଣର ଖାଦ୍ୟ ପାଇବ। ସଠାେରେ ତୁମ୍ଭମାନଙ୍କର ଆବଶ୍ଯକ ଦ୍ରବ୍ଯମାନ ଉପଲବ୍ଧ ହବେ। ସହେି ଦେଶର ପଥର ଲକ୍ସ୍ଟଟା ଅଟେ, ତୁମ୍ଭମାନେେ ସଠାେକାର ପର୍ବତରକ୍ସ୍ଟ ପିତ୍ତଳ ଖୋଳି ପାରିବ।
9 terra em que vocês não terão escassez e em que não lhes faltará nada; terra cujas pedras são ferro e de cujos montes vocês extrairão o cobre.
10 ଆଉ ତୁମ୍ଭମାନେେ ସଠାେରେ ଖାଦ୍ୟ ରେ ତୃଲ୍ଗ ହବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦଇେ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ଯବାଦ କରିବ।
10 Vocês comerão e ficarão satisfeitos, e louvarão o Senhor , seu Deus, pela boa terra que lhes deu.
11 ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ଭକ୍ସ୍ଟଲ ନାହିଁ। ସାବଧାନତା ସହକା ରେ ତାହାଙ୍କ ନିର୍ଦ୍ଦେଶମାନ ତାଙ୍କର ବିଧି ପାଳନ କର , ମୁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି।
11 — Tenham o cuidado de não se esquecer do Senhor , seu Deus, deixando de cumprir os seus mandamentos, os seus juízos e os seus estatutos, que hoje lhes ordeno.
12 ଏହାପରେ ତୁମ୍ଭମାନେେ ଉତ୍ତମ ଖାଦ୍ୟ ଖାଇବାକକ୍ସ୍ଟ ପାଇବ ଓ ସକ୍ସ୍ଟନ୍ଦର ଗୃହମାନ ନିର୍ମାଣ କରିବ ସେଥି ରେ ବାସ କରିବାକୁ।
12 Não aconteça que, depois de terem comido e estarem fartos, depois de haverem edificado boas casas e morado nelas;
13 ତୁମ୍ଭମାନଙ୍କ ଗୋବତ୍ସ, ମଷେ, ଛଳେିଙ୍କର ସଂଖ୍ଯା ବିର୍ଦ୍ଧିଷ୍ତୁ ହବେ। ତୁମ୍ଭେ ପ୍ରଚକ୍ସ୍ଟର ପରିମାଣର ସକ୍ସ୍ଟନା ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ।
13 depois de se multiplicarem o seu gado e os seus rebanhos, e aumentar a sua prata e o seu ouro, e ser abundante tudo o que vocês têm,
14 ଯେତବେେଳେ ଏପରି ହବେ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭକ୍ସ୍ଟଲ ନାହିଁ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶରରକ୍ସ୍ଟ ତୁମ୍ଭମାନଙ୍କୁ ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରିଛନ୍ତି ଓ ମିଶରରକ୍ସ୍ଟ ବାହାର କରି ଆଣିଛନ୍ତି।
14 se eleve o seu coração e vocês se esqueçam do Senhor , seu Deus, que os tirou da terra do Egito, da casa da servidão,
15 ସେ ତୁମ୍ଭର ଭବିଷ୍ଯତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନବୋକକ୍ସ୍ଟ ବିଷଧର ସର୍ପ ଓ ବିଛା ପକ୍ସ୍ଟଣି ନିର୍ଜଳ ଶକ୍ସ୍ଟଷ୍କ ଭୂମିଥିବା ଏହି ବିସ୍ତିର୍ଣ୍ଣ ଓ ଭୟାନକ ମରକ୍ସ୍ଟଭୂମି ଦଇେ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚକ୍ମକି ପ୍ରସ୍ତରମଯ ଶୈଳରକ୍ସ୍ଟ ଜଳ ବାହାର କଲେ।
15 que os conduziu por aquele grande e terrível deserto de serpentes abrasadoras, de escorpiões e de aridez, onde não havia água; e que fez sair água da rocha para vocês beberem;
16 ସେ ତକ୍ସ୍ଟମ୍ଭ ପୁର୍ବପୁରୁଷମାନଙ୍କ ମାନ୍ନାଦ୍ବାରା ଅଜ୍ଞାତ ପ୍ରାନ୍ତର ରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ତୁମ୍ଭେ ସ୍ମରଣ କର।
16 que no deserto os sustentou com maná, que os pais de vocês não conheciam; para humilhar vocês, para pôr vocês à prova e, afinal, lhes fazer bem.
17 ତୁମ୍ଭେ କବେେ କୁହ ନାହିଁ ଯେ, 'ଆପଣା ପରାକ୍ରମ ଓ ବାହୁ ବଳଦ୍ବାରା ଏହି ସମସ୍ତ ଐଶ୍ବର୍ୟ୍ଯ ଲାଭ କରିଛ ବୋଲି।'
17 — Portanto, não pensem: “A minha força e o poder do meu braço me conseguiram estas riquezas.”
18 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସ୍ମରଣ କର। ଏହା କଥା ମନରେଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦଇେଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।
18 Pelo contrário, lembrem-se do Senhor , seu Deus, porque é ele quem lhes dá força para conseguir riquezas; para confirmar a sua aliança, que, sob juramento, prometeu aos pais de vocês, como hoje se vê.
19 କବେେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶଓରଙ୍କୁ ଭକ୍ସ୍ଟଲିବ ନାହିଁ। ଅନ୍ୟ ଦବେତାଗଣଙ୍କକ୍ସ୍ଟ ମାନିବ ନାହିଁ କି ତାଙ୍କର ସବୋ କରିବ ନାହିଁ। ଯଦି ତୁମ୍ଭମାନେେ ଏପରି କର, ତବେେ ମୁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭମାନେେ ନିଶ୍ଚିତ ରେ ବିନଷ୍ଟ ହବେ।
19 Se vocês se esquecerem do Senhor , seu Deus, e seguirem outros deuses, os servirem e os adorarem, eu lhes asseguro hoje que vocês certamente serão destruídos.
20 ସଦାପ୍ରଭୁ ତୁମ୍ଭମାନଙ୍କ ଆଗ ରେ ଅନ୍ୟ ଦେଶକକ୍ସ୍ଟ ଧ୍ବଂସ କରିଛନ୍ତି। କିନ୍ତୁ ତୁମ୍ଭମାନେେ ଯଦି ଅନ୍ୟ ଦବେତାଗଣଙ୍କକ୍ସ୍ଟ ମାନ, ତବେେ ଅନ୍ୟ ଲୋକମାନଙ୍କ ପରି ସେ ତୁମ୍ଭମାନଙ୍କୁ ଧ୍ବଂସ କରିବେ। କାରଣ ତୁମ୍ଭମାନେେ ତାଙ୍କର ଆଜ୍ଞା ମାନିଲ ନାହିଁ।
20 Como as nações que o Senhor destruiu diante de vocês, assim vocês também perecerão, porque não quiseram obedecer à voz do Senhor , seu Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Deuteronômio 8, comparar traduções ou montar um estudo — tudo direto pelo WhatsApp.