Deuteronômio 34

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ମାଶାେ ନବୋ ପର୍ବତ ଉପରକକ୍ସ୍ଟ ଚଢି଼ଲେ। ମାଯାେବର ପାଦ ଦେଶରକ୍ସ୍ଟ ପିସଗା ପର୍ବତର ଶିର୍ଷ ପର୍ୟ୍ଯନ୍ତ ଆରୋହଣ କଲେ, ଯାହା ୟିରିହୋ ସମ୍ମକ୍ସ୍ଟଖ ରେ ଥିଲା। ସଦାପ୍ରଭୁ ମାଶାଙ୍କେକ୍ସ୍ଟ ଗିଲିଯଦରକ୍ସ୍ଟ ଦାନ୍ ପର୍ୟ୍ଯନ୍ତ ସମସ୍ତ ଦେଶ ତାଙ୍କୁ ଦଖାଇେଲେ।
1 Então, subiu Moisés das campinas de Moabe ao monte Nebo, ao cume de Pisga, que está defronte de Jericó; e o Senhor mostrou-lhe toda a terra, desde Gileade até Dã;
2 ସଦାପ୍ରଭୁ ତାଙ୍କୁ ନଲ୍ଗାଲିଙ୍କର ସମସ୍ତ ଭୂମି ଇଫ୍ରଯିମ ଏବଂ ମନଃଶିଙ୍କର ସମସ୍ତ ଭୂମି ଦଖାଇେଲେ। ସେ ପଶ୍ଚିମ ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ୟିହକ୍ସ୍ଟଦାର ସମସ୍ତ ଦେଶ ତାଙ୍କୁ ଦଖାଇେଲେ।
2 e todo o Naftali, e a terra de Efraim, e Manassés; e toda a terra de Judá, até ao mar último;
3 ସୋଯର ପର୍ୟ୍ଯନ୍ତ ଦକ୍ଷିଣ ଦେଶ ଓ ଖଜ୍ଜର୍କ୍ସ୍ଟରପକ୍ସ୍ଟର ଯିରୀହାେ ଦେଶସ୍ଥ ଉପତ୍ୟକାର ପଦା ଦଖାଇେଲେ।
3 e o Sul, e a campina do vale de Jericó, a cidade das palmeiras, até Zoar.
4 ପକ୍ସ୍ଟଣି ସଦାପ୍ରଭୁ ତାହାଙ୍କକ୍ସ୍ଟ କହିଲେ, ଆମ୍ଭେ ତକ୍ସ୍ଟମ୍ଭ ବଂଶକକ୍ସ୍ଟ ଏହି ଦେଶ ଦବୋବୋଲି ଯେଉଁ ଦେଶ ବିଷଯ ରେ ଅବ୍ରହାମ, ଇସହାକ୍ ଓ ୟାକକ୍ସ୍ଟବ ନିକଟରେ ଶପଥ କରିଥିଲକ୍ସ୍ଟ, ସହେି ଦେଶମାନ ଏହି। 'ଆମ୍ଭେ ତାହା ତୁମ୍ଭକୁ ସ୍ବଚକ୍ଷକ୍ସ୍ଟ ରେ ଦଖାଇେଲକ୍ସ୍ଟ। ମାତ୍ର ତୁମ୍ଭେ ୟର୍ଦ୍ଦନ ପାର ହାଇେ ସଠାେକକ୍ସ୍ଟ ୟିବାନାହିଁ।'
4 E disse-lhe o Senhor : Esta é a terra de que jurei a Abraão, Isaque e Jacó, dizendo: À tua semente a darei; mostro-ta para a veres com os teus olhos; porém para lá não passarás.
5 ତେଣୁ ସଦାପ୍ରଭୁଙ୍କର ସବେକ ମାଶାେ ସଦାପ୍ରଭୁଙ୍କ ବାକ୍ଯ ଅନକ୍ସ୍ଟସା ରେ ସହେି ସ୍ଥାନ ରେ ମାୟୋବ ଦେଶ ରେ ମଲେ।
5 Assim, morreu ali Moisés, servo do Senhor , na terra de Moabe, conforme o dito do Senhor .
6 ସଦାପ୍ରଭୁ ମାୟୋବ ଦେଶ ରେ ବୈତ୍ପିଯୋର ସମ୍ମକ୍ସ୍ଟଖସ୍ଥ ଉପତ୍ୟକା ରେ ତାହାଙ୍କକ୍ସ୍ଟ କରବ ଦେଲେ। ମାତ୍ର ତାଙ୍କର କବର ସ୍ଥାନ ଆଜି ପର୍ୟ୍ଯନ୍ତ କହେି ଜାଣି ନାହାଁନ୍ତି।
6 Este o sepultou num vale, na terra de Moabe, defronte de Bete-Peor; e ninguém tem sabido até hoje a sua sepultura.
7 ମାଶାେ ଯେତବେେଳେ ମୃତକ୍ସ୍ଟ୍ଯ ବରଣ କଲେ, ସେତବେେଳେ ତାଙ୍କୁ 120 ବର୍ଷ ବଯସ ହାଇେଥିଲା। ସେ ସେତବେେଳେ ତାଙ୍କର ଶକ୍ତି ହରାଇ ନଥିଲେ ଓ ତାଙ୍କର ଆଖି ଅତି ଉତ୍ତମ ଥିଲା।
7 Era Moisés da idade de cento e vinte anos quando morreu; os seus olhos nunca se escureceram, nem perdeu ele o seu vigor.
8 ଇଶ୍ରାୟେଲ ଲୋକମାନେ ମାଶାଙ୍କେ ପାଇଁ ତିରିଶ ଦିନ ଧରି କାନ୍ଦିଲେ। ସମାନେେ ତାଙ୍କର ସମସ୍ତ ଦକ୍ସ୍ଟଃଖଦ ଦିନସବୁ ମାଯାେବର ସମତଳ ଭୂମିରେ କଟାଇଲେ।
8 E os filhos de Israel prantearam a Moisés trinta dias, nas campinas de Moabe; e os dias do pranto do luto de Moisés se cumpriram.
9 ସେ ମଲା ପୂର୍ବରକ୍ସ୍ଟ ମାଶାେ ଯିହାଶୂେୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିୟକ୍ସ୍ଟକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିୟକ୍ସ୍ଟକ୍ତି କଲେ। ଏହାପରେ ନୂନର ପକ୍ସ୍ଟତ୍ର ୟିହୋଶୂଯ ଜ୍ଞାନ ଦାୟକ ଆତ୍ମା ରେ ପରିପୂର୍ଣ୍ଣ ଦେଲେ। ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନକ୍ସ୍ଟସା ରେ ଯିହାଶୂେୟଙ୍କ କଥା ଶୁଣିଲେ, ଯେପରି ସମାନେେ ମାଶାଙ୍କେ କଥା ଶକ୍ସ୍ଟଣିଥିଲେ ଓ ସହେି ଅନକ୍ସ୍ଟସା ରେ କାର୍ୟ୍ଯ କରୁଥିଲେ।
9 E Josué, filho de Num, foi cheio do espírito de sabedoria, porquanto Moisés tinha posto sobre ele as suas mãos; assim, os filhos de Israel lhe deram ouvidos e fizeram como o Senhor ordenara a Moisés.
10 ଇଶ୍ରାୟେଲ ଆଉ ଏପରି ଭବିଷ୍ଯଦ୍ ବକ୍ତା ଦେଖି ନ ଥିଲେ। ୟିଏକି ସଦାପ୍ରଭୁଙ୍କ ଦ୍ବାରା ନକ୍ସ୍ଟୟକ୍ସ୍ଟକ୍ତି ହଇେଥିଲେ ଓ ସଦାପ୍ରଭୁଙ୍କ ସହିତ ମକ୍ସ୍ଟହାଁ ମକ୍ସ୍ଟହିଁ କଥା ହାଇେଥିଲେ।
10 E nunca mais se levantou em Israel profeta algum como Moisés, a quem o Senhor conhecera face a face;
11 ସଦାପ୍ରଭୁ ମାଶାଙ୍କେକ୍ସ୍ଟ ମିଶର ରେ ମହାନ ଆଶ୍ଚର୍ୟ୍ଯ କର୍ମମାନ କରିବାକୁ ପଠାଇଲେ। ଫା ରେ, ତାଙ୍କର ସମସ୍ତ ଦାସ ଏବଂ ମିଶରର ସମସ୍ତ ଲୋକ ସହେିସବୁ ଆଶ୍ଚର୍ୟ୍ଯ କର୍ମମାନ ଦେଖିଲେ।
11 nem semelhante em todos os sinais e maravilhas, que o Senhor o enviou para fazer na terra do Egito, a Faraó, e a todos os seus servos, e a toda a sua terra;
12 କୌଣସି ଭବିଷ୍ଯଦ୍ ବକ୍ତା ଆଜି ପର୍ୟ୍ଯନ୍ତ ଏପରି ମହା ଆଶ୍ଚର୍ୟ୍ଯ କର୍ମମାନ କରିନାହାଁନ୍ତି ଯାହା ମାଶାେ କରି ଦଖାଇେଛନ୍ତି। ମାଶାଙ୍କେ ଦ୍ବାରା ହାଇେଥିବା ସହେି ସମସ୍ତ ଆଶ୍ଚର୍ୟ୍ଯ କର୍ମମାନ ସମସ୍ତ ଇଶ୍ରାୟେଲ ଲୋକ ଦେଖିଛନ୍ତି।
12 e em toda a mão forte e em todo o espanto grande que operou Moisés aos olhos de todo o Israel.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Deuteronômio 34, comparar traduções ou montar um estudo — tudo direto pelo WhatsApp.